• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 06 August 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

ଲଗାଣ ବର୍ଷାରେ ଉବୁଟୁବୁ ସହର: ସ୍ମାର୍ଟ ସିଟିରେ ପୁଣି ବନ୍ୟା ସ୍ଥିତି

ଘୂର୍ଣ୍ଣିବଳୟ ପ୍ରଭାବରେ ଜାରି ରହିଛି ବର୍ଷା। More
  • Chandan Shishu
  • 2 years ago

ଇତିହାସ ରଚିଲେ ଭିନେଶ ଫୋଗଟ

ଖାଲି ସେତିକି ନୁହେଁ ୫୭ କେଜି ପୁରୁଷ ବର୍ଗରେ ରବି ଦାହିୟାଙ୍କୁ ବି ମିଳିଛି ସ୍ୱର୍ଣ୍ଣ ପଦକ। More
  • Chandan Shishu
  • 2 years ago

ମ୍ୟୁଜିୟମରେ ଓଡ଼ିଆ ଯବାନଙ୍କ ଗୁଳିବର୍ଷା

 ଗୁଳିମାଡ଼ରେ ଓଡ଼ିଆ ଯବାନ ASI ଆର୍.କେ ଷଡ଼ଙ୍ଗୀଙ୍କ ମୃତ୍ୟୁ ହୋଇଛି। More
  • Chandan Shishu
  • 2 years ago

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅପାଠୁଆ କ୍ୱାକ୍ ସାଜିଛନ୍ତି ରୋଗୀଙ୍କ ଭରସା

ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳ ରୋଗୀସେବାକୁ ଏକପ୍ରକାର କବଜା କରି ରଖିଥିବା ଏସବୁ ନକଲି ଡାକ୍ତର ଆସୁଛନ୍ତି କେଉଁଠୁ? More
  • Prangyan Parimita
  • 2 years ago

ପ୍ରତିଶ୍ରୁତି ଓ ସମର୍ପଣର ନିଆରା କାହାଣୀ: ପଙ୍ଗୁ ପ୍ରେମିକର ହାତ ଛାଡ଼ିଲେନି ପ୍ରେମିକା, ସିନ୍ଦୁର ନାଇ ବନିଲେ ସାତଜନ୍ମର ସାଥୀ

ପ୍ରେମ ପ୍ରତିଶ୍ରୁତିର ନିଆରା ଭାବନା ଭିତରେ ଆଜି ନିଜକୁ ସମର୍ପି ଦେଇଛନ୍ତି ଜଗତସିଂପୁରର ସ୍ୱପ୍ନାରାଣୀ ବାରିକ More
  • Prangyan Parimita
  • 2 years ago

ଇଡି-ସିବିଆଇ ରେଡ୍‌ ଭିତରେ ଗୃହମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ : ୨୪ ନିର୍ବାଚନ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତି ସମ୍ଭାବନା

ରାଜ୍ୟ ବିଜେପିକୁ ଶାହ ଦେଇପାରନ୍ତି ଟାସ୍କ More
  • Prangyan Parimita
  • 2 years ago

ଆସିଲାନି ଆମ୍ବ, ତିଆରି ହୋଇ ପାରିଲାନି ଚମ୍ପେତ : କିପରି ଚଳିବେ ନିୟମଗିରି ଡ଼ଙ୍ଗରିଆ କନ୍ଧ ?

ଚଳିତ ବର୍ଷ ଆମ୍ବ ନଆସିବାରୁ ତିଆରି ହୋଇ ପାରିଲାନି ଚମ୍ପେତ । ଚିନ୍ତାରେ ନିୟମଗିରି ଡ଼ଙ୍ଗରିଆ କନ୍ଧ । More
  • Otv Khabar Bureau
  • 2 years ago

SCBରେ ମହିଳାଙ୍କ ସଫଳ ମାଢ଼ି ପ୍ରତିରୋପଣ: ବ୍ଲାକ ଫଙ୍ଗସ ରୋଗରେ ଆକ୍ରାନ୍ତ ହୋଇଥିଲେ ମହିଳା

ବ୍ଲାକ ଫଙ୍ଗସ ରୋଗରେ ଆକ୍ରାନ୍ତ ହୋଇଥିଲେ ମହିଳା ...୭ ଜଣିଆ ଡାକ୍ତରୀ ଟିମ କଲେ ସଫଳ ମାଢ଼ି ପ୍ରତିରୋପଣ... More
  • Rajalaxmi Sahoo
  • 2 years ago

ଲାଞ୍ଚ ଘୋଟାଲା: ଜାଣନ୍ତୁ, ପୁରା ଘଟଣାକ୍ରମ...କେମିତି ଛନ୍ଦି ହେଲେ ମହିମା ମିଶ୍ର ଓ ତାଙ୍କ

ଶିଳ୍ପପତି ମହିମା ମିଶ୍ର ଓ ତାଙ୍କ ବଡ଼ ପୁଅ ଚନ୍ଦନ ମିଶ୍ର ପୁଣି CBIରେ ହାଜର ହୋଇଛନ୍ତି। ପୁଣି ଥରେ ତାଙ୍କୁ ସିବିଆଇ ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏବେ ଉଭୟ ବାପା ପୁଅଙ୍କୁ ସିବିଆଇ ଜେରା କରୁଛି।  More
  • Prangyan Parimita
  • 2 years ago

ପିଣ୍ଡା ସାରା ଗୋବର ଗଦା : ପାଖରେ ବସି ମଧ୍ୟାହ୍ନ ଭୋଜନ ଖାଉଛନ୍ତି କୁନି କୁନି ପିଲା

ଏମିତି ଅବସ୍ଥାରେ ଖାଦ୍ୟ ଖାଇଲେ ଛାତ୍ରଛାତ୍ରୀଙ୍କୁ ରୋଗହେବା ଏକ ପ୍ରକାର ଥୟ । More
  • Satyendu Shekher Mishra
  • 2 years ago

ପୁଣି CBIରେ ହାଜର ହେଲେ ବାପ ମହିମା ମିଶ୍ର - ପୁଅ ଚନ୍ଦନ ମିଶ୍ର

ଆଜି ସକାଳୁ ମହିମା ମିଶ୍ରଙ୍କ ଆଉ ଏକ ପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ଗିରଫ କରିଛି ସିବିଆଇ । ଗିରଫ କରିବା ପରେ ତାଙ୍କୁ କୋର୍ଟ ଚାଲାଣ ମଧ୍ୟ କରିଛି । More
  • Satyendu Shekher Mishra
  • 2 years ago

ପୁଣି ଜଣେ ତପସ୍ୱିନୀ ! ସ୍ତ୍ରୀର ମର୍ଯ୍ୟାଦା ପାଇଁ ସ୍ୱାମୀ ଘର ଆଗରେ ଦିପିକାଙ୍କ ଧାରଣା

ଦିପିକାଙ୍କୁ ଓ ପୁଅକୁ ତାଙ୍କ ସ୍ୱାମୀ ବା ପ୍ରମିକ ଗ୍ରହଣ ନକଲା ଯାଏଁ ଏହି ଧାରଣା ଚାଲିବ ବୋଲି ସେ ଚେତାବନୀ ଦେଇଛନ୍ତି । More
  • Satyendu Shekher Mishra
  • 2 years ago

୮ ତାରିଖରେ ବାହାରିବ ଯୁକ୍ତ ଦୁଇ କଳା ରେଜଲ୍ଟ

ରେଜଲ୍ଟ ଘୋଷଣା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । More
  • Satyendu Shekher Mishra
  • 2 years ago

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ବିରୋଧ, ଗାଡ଼ି ଆଗରେ ଛିଡ଼ା ହୋଇ କଲେ ହଙ୍ଗାମା

ଜଗନ୍ନାଥଙ୍କ ସଂପତ୍ତିକୁ ଭୋଗ ଦଖଲ କରୁଥିବା ସେବାୟତଙ୍କ ନାଁରେ କରିବା ଲାଗି ଦାବି । ତେବେ ସମାଧାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଲ୍ୟାଣ୍ଡ ସବ୍ କମିଟି ଗଠନ ହୋଇଥିଲେ ବି ଏଯାଏ କୌଣସି ପଦକ୍ଷେପ ନିଆଯାଇନାହିଁ । More
  • Satyendu Shekher Mishra
  • 2 years ago

ଚଢ଼ଉ ବେଳେ ତହସିଲଦାରଙ୍କୁ ନିସ୍ତୁକ ମାଡ଼

ବେଆଇନ୍ ମଦ କାରବାର ଅଭିଯୋଗରେ ତହସିଲଦାର ଚଢ଼ାଉ କରିଥିଲେ More
  • Rajalaxmi Sahoo
  • 2 years ago

ଘଣ୍ଟା ଘଣ୍ଟା ଧରି ଜେରା ପରେ ଗିରଫ ହେଲେ ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ

ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର ଗିରଫ ହୋଇଛନ୍ତି। ଆଜି ଭୋର୍‌ରେ ଚର୍ଚ୍ଚିତ ଭୁବନେଶ୍ୱର ସ୍ଥିତ ସିବିଆଇ ଅଫିସରେ ହାଜର ହୋଇଥିଲେ।  More
  • Rajalaxmi Sahoo
  • 2 years ago

ଆସୁଛି ଆଉ ଏକ ଲଘୁଚାପ ! ଏହି ୨ ଦିନ ପ୍ରବଳ ବର୍ଷା ସମ୍ଭାବନା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ

ଲଘୁଚାପ ପ୍ରଭାବରେ ୧୦ ଯାଏ ରାଜ୍ୟରେ ବିସ୍ତାରିତ ବର୍ଷା ସହ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ୮ ଏବଂ ୯ ତାରିଖ ମଧ୍ୟରେ କିଛ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।  More
  • Rajalaxmi Sahoo
  • 2 years ago

CBIରେ ହାଜର ହେଲେ ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର

ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର CBI କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ଲାଞ୍ଚ କାରବାର ମାମଲାର ଅଭିଯୁକ୍ତ ତାଲିକାରେ ଚର୍ଚ୍ଚିତଙ୍କ ନାଁ ରହିଛି। More
  • Chandan Shishu
  • 2 years ago

ରସଗୋଲା କୋଲକାତାର ନୁହେଁ, ରସଗୋଲା ଓଡ଼ିଶାର: ସୌରଭ ଗାଙ୍ଗୁଲି

ରସଗୋଲା କୋଲକାତାର ନୁହେଁ ବୋଲି ଦାଦା ରୋକ୍‌ଠୋକ୍‌ କହିଦେଇଛନ୍ତି। More
  • Otv Khabar Bureau
  • 2 years ago

ମା, ଝିଅଙ୍କୁ ଟ୍ରକ ମଡ଼ାଇ ହତ୍ୟା ପରର ବେଦନାଦାୟକ କାହାଣୀ: ରୋଜଗାର ନଥିବାରୁ ବଢ଼ିଲା ଚିନ୍ତା

ଦୁଇ ଦୁଇ ଜଣଙ୍କ ବିୟୋଗ ପରେ ନିଃସଙ୍ଗ ସାନଝିଅ ଓ ବାପା, ରୋଜଗାର ନଥିବାରୁ ବଢ଼ିଲା ଚିନ୍ତା… More
  • Otv Khabar Bureau
  • 2 years ago

ପାରାଦୀପ ବନ୍ଦର ସ୍ୱାର୍ଥହାନି କରି ୬୦ ଲକ୍ଷ ଡିଲ୍‌ର ପର୍ଦ୍ଦାଫାସ: OSL DGMଙ୍କ ସହ ଆଉ ୩ ଜଣଙ୍କୁ ବାନ୍ଧିଲା ସିବିଆଇ

ଘରୋଇ କମ୍ପାନିକୁ ଅହେତୁକ ଅନୁକମ୍ପା ଅଭିଯୋଗରେ ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ ଦାସ ଗିରଫ, OSL DGMଙ୍କ ସହ ଆଉ ୩ ଜଣଙ୍କୁ ବାନ୍ଧିଲା ସିବିଆଇ... More
  • Otv Khabar Bureau
  • 2 years ago

ଗୋଟିଏ ସ୍କୁଲ୍‌ରୁ ୪୧ କୋଭିଡ୍‌ ପଜିଟିଭ ଚିହ୍ନଟ

ରାୟଗଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୪୧ ଜଣ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି.. More
  • Prangyan Parimita
  • 2 years ago

ମାଓନେତାରୁ ଚାଷୀନେତା : ଲୋକଙ୍କ ଭରସା ଜିତିଲେ ଦସ୍ୟୁ ରତ୍ନାକରରୁ ବାଲ୍ମିକୀ ପାଲଟିଥିବା ସୁକଦେବ

ପୋଲିସ୍ ଆଖିରୁ ନିଦ ହଜାଇ ଦେଉଥିବା ମାଓନେତାଙ୍କ ପରିବର୍ତ୍ତନ ସ୍ୱାଗତଯୋଗ୍ୟ । ତାଙ୍କୁ ଦେଖି ଲୋକେ କହୁଛନ୍ତି ଦସ୍ୟୁ ରତ୍ନାକରରୁ ସେ ବାଲ୍ମିକୀରେ ପାଲଟିଯାଇଛନ୍ତି। More