• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 30 July 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Otv Khabar Bureau
  • 2 years ago

ପାରିବାରିକ କନ୍ଦଳର ସମାଧାନ ହୋଇପାରୁନଥିବାରୁ ପୋଲିସ ଉପରୁ ଉଠୁଛି କି ଲୋକଙ୍କ ବିଶ୍ୱାସ ?

ପୋଲିସ୍ ପାଖକୁ ଯାଇ ପାରିବାରିକ ଅଶାନ୍ତି କଥା ଜଣାଇଥିଲେ । ହେଲେ ୮ ମାସ ପରେ ବି ହୋଇ ପାରିଲାନି ସମାଧାନ । ନ୍ୟାୟ ଦେଇପାରିଲାନି ପୋଲିସ । ଆଉ ଶେଷରେ ହତାଶ ହୋଇ ଚରମ ପଦକ୍ଷେପ ନେଇଛନ୍ତି ଗଞ୍ଜାମ ଗୋପାଳପୁର ଅଞ୍ଚଳର ଟୁକୁନି ଦାଶ । More
  • Otv Khabar Bureau
  • 2 years ago

ଅନ୍ତ ହେବ କି ବାବୁସାନ-ତୃପ୍ତିଙ୍କ ଦାମ୍ପତ୍ୟ କଳି ?

ଚେନ୍ନାଇ ଫେରିବାର ୩ଦିନ ପରେ ଆଜି ଜଗନ୍ନାଥ ବିହାର ସ୍ଥିତ ଘରୁ ମା ଅପରାଜିତାଙ୍କ ସହ ଖାରବେଳନଗର ଥାନାକୁ ଯାଇଥିଲେ ବାବୁସାନ । ପୋଲିସର କହିବା କଥା, ବାବୁସାନ-ତୃପ୍ତି ଓ ପ୍ରକୃତିଙ୍କ ପରିବାର ବୁଝାମଣାର ବାଟ ବାହାର କରିଛନ୍ତି । More
  • Satyendu Shekher Mishra
  • 2 years ago

ଓଡ଼ିଶାରେ ଆକ୍ଟିଭ୍‌ ହେଲା କି ED ? ସି-ସୋର ଲିଙ୍କ୍‌ରେ ପ୍ରଭାତ ବିଶ୍ୱାଳଙ୍କର ସମ୍ପତ୍ତି ଆଟାଚ୍

ଗୁରୁ କନସଲଟାଣ୍ଟସ ସଂସ୍ଥାର ୩ କୋଟି ୯୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ । ପ୍ରଭାତ କହିଲେ ଜମିଜମା ସଂପର୍କିତ ମାମଲା, କୋର୍ଟରେ ପ୍ରମାଣ କରିବି । More
  • Satyendu Shekher Mishra
  • 2 years ago

ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ବଢୁଛି କି BJPର ଶକ୍ତି ? ଓଡ଼ିଶାରେ ହାତେଇବ ୧୧ ଲୋକସଭା ସିଟ୍ !

ଜନମତ ସର୍ଭେ ଆକଳନରେ ଆସିଲା କିଛି ଏଭଳି ତଥ୍ୟ । ଏବେ ନିର୍ବାଚନ ହେଲେ NDAକୁ ମିଳିପାରେ ୩୬୧ ଆସନ । More
  • Pramod Behera
  • 2 years ago

ସମ୍ବଲପୁର ବିଧାୟକଙ୍କୁ ବିରୋଧୀ ଦଳ ନେତା ଦାୟିତ୍ୱ

ଜୟନାରାୟଣ ମିଶ୍ର ହେଲେ ବିରୋଧୀ ଦଳ ନେତା। ଦାୟିତ୍ୱ ନେଉ ନେଉ କହିଲେ ଲକ୍ଷ୍ୟ କଂଗ୍ରେସ ମୁକ୍ତ ଭାରତ, ବିଜେଡି ମୁକ୍ତ ଓଡ଼ିଶା। More
  • Prangyan Parimita
  • 2 years ago

ଫୋନ୍‌ କରି ପତ୍ନୀ ତୃପ୍ତିଙ୍କ ସହ କଥାହେଲେ ବାବୁସାନ୍‌

ପତ୍ନୀ ତୃପ୍ତିଙ୍କୁ ଫୋନ୍‌ କରି କଥାହେଲେ ଓଲିଉଡ୍‌ ଷ୍ଟାର ବାବୁସାନ୍‌ ମହାନ୍ତି । More
  • Satyendu Shekher Mishra
  • 2 years ago

ସରକାରୀ ସପ୍ଲାଇ ପାଣି ପିଇଲେ ହେବ ଝାଡ଼ାବାନ୍ତି !

ଗାଁରେ ଝାଡ଼ାବାନ୍ତିି ବ୍ୟାପିବା ପରେ ପାଣି ନମୁନା ପରୀକ୍ଷା ହୋଇଥିଲା । ଗାଁର କିଛି କୂଅ, ନଳକୂଅ ସହ ସପ୍ଲାଇ ପାଣିର ପରୀକ୍ଷା ହୋଇଥିଲା । More
  • Prangyan Parimita
  • 2 years ago

ଦୂର ହେଲା କି ମନୋମାଳିନ୍ୟ ? ‘ସ୍ୱାମୀ ବାବୁସାନଙ୍କ ନାଁରୁ ମାମଲା ପ୍ରତ୍ୟାହାର କରିବେ ତୃପ୍ତି ’

ବାବୁସାନଙ୍କ ପାରିବାରିକ ବନ୍ଧୁ ରବି ମିଶ୍ର ଏହି ସୂଚନା ଦେଇଛନ୍ତି । More
  • Satyendu Shekher Mishra
  • 2 years ago

ବାବୁସାନ୍‌ଙ୍କ ମଙ୍ଗଳ କାମନା କଲେ ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର

କୌଣସି ବିବାଦ ଭିତରେ ସେ ରହିବାକୁ ଚାହାଁନ୍ତି ନାହିଁ ମନ୍ମଥ । ଯଦି କିଛି ସମସ୍ୟା ଅଛି, ତୁରନ୍ତ ତାହାର ସମାଧାନ ହେଇଯାଉ ବୋଲି ମନ୍ମଥ କହିଛନ୍ତି । More
  • Satyendu Shekher Mishra
  • 2 years ago

ବିଜେପିର ନୂଆ ବିରୋଧୀ ଦଳ ନେତା ହେଲେ ଜୟ ନାରାୟଣ ମିଶ୍ର

ପ୍ରଦୀପ୍ତ ନାଏକଙ୍କ ସ୍ଥାନ ନେଲେ ଜୟନାରାୟଣ ମିଶ୍ର । ପ୍ରଦୀପ୍ତ ନାଏକ ଦୀର୍ଘ ଦିନରୁ ଅସୁସ୍ଥ ଥାଇ ଚିକିତ୍ସାଧୀନ ଅଛନ୍ତି । More
  • Prangyan Parimita
  • 2 years ago

ଥାନାରୁ ବାହାରିଲେ ବାବୁସାନ୍ : କ’ଣ ପଚାରିଲା ପୋଲିସ୍‌ ?

ଗଣମାଧ୍ୟମ ପ୍ରତିନିଧିଙ୍କୁ କୌଣସି ପ୍ରତିକ୍ରିୟା ନ ଦେଇ ଫେରିଗଲେ ବାବୁସାନ୍‌ । More
  • Chandan Shishu
  • 2 years ago

ପ୍ରଭାତ ବିଶ୍ୱାଳଙ୍କ ସମ୍ପତ୍ତି ବାଜ୍ୟାପ୍ତି

୩ କୋଟି ୯୨ ଲକ୍ଷ ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କରିଛି ED। More
  • Chandan Shishu
  • 2 years ago

ମାଆ ଅପରାଜିତାଙ୍କ ସହ ଥାନାରେ ପହଞ୍ଚିଲେ ବାବୁସାନ୍

 ଜନ୍ମଦିନରେ ତୁଟିବ କି ବାବୁସାନ-ତୃପ୍ତି ବିବାଦ ? More
  • Chandan Shishu
  • 2 years ago

ଚେଙ୍କ ଚିକିତ୍ସାରେ ଗଲା ୯ ମାସର ଶିଶୁର ଜୀବନ

ଆଶାକର୍ମୀଙ୍କ କଥାକୁ ଭୃକ୍ଷେପ ନକରି ଘରୋଇ ଚିକିତ୍ସା କରିବାକୁ ପରିବାର ଲୋକେ ନିଷ୍ପତ୍ତି ନେଇଥିଲେ। More
  • Otv Khabar Bureau
  • 2 years ago

ସାମନ୍ୟ ଆଶ୍ୱସ୍ତି; ରାଜ୍ୟରେ କମିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ ସାମନ୍ୟ କମିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା... More
  • Otv Khabar Bureau
  • 2 years ago

ଥମୁନି ଆନ୍ଧ୍ରର ଦାଦାଗିରି: ଓଡ଼ିଶାର ଜଙ୍ଗଲ ଜମିରେ ଆନ୍ଧ୍ର କରିଛି କାଜୁ ଚାଷ

ଆନ୍ଧ୍ର ନଜରରେ କୋରାପୁଟ ବନ୍ଧୁଗାଁ ସୀମାନ୍ତ ଅଞ୍ଚଳ... More
  • Otv Khabar Bureau
  • 2 years ago

ରାଜଧାନୀରେ ଗଡ଼ିଲା ମୋ ଇ-ବସ୍ ଏବଂ ମୋ ଇ-ଅଟୋ

ରାଜଧାନୀ ଭୁବନେଶ୍ୱରରେ ଗଡ଼ିଲା ୧୦ଟି ମୋ’ ଇ-ବସ୍‌ ଓ ୫୦ଟି ଇ-ଅଟୋ। ପ୍ରଥମ ପର୍ଯ୍ୟାୟରେ ୪ଟି ରୁଟ୍‌ରେ ୧୦ଟି ମୋ’ ଇ-ବସ୍‌ ଚାଲିବ। ଇ-ବସ୍‌ରେ ଗାଇଡ୍‌ ଭାବେ ୫୦ ପ୍ରତିଶତ ମହିଳାଙ୍କୁ ନିଯୁକ୍ତି ମିଳିବ। More
  • Satyendu Shekher Mishra
  • 2 years ago

ରାଜ୍ୟରେ କମୁଛି ବାଘ ସଂଖ୍ୟା, ୨୦୦୬ରେ ଥିଲା ୪୫ ଏବେ ୨୮

ରାଜ୍ୟ ସରକାରଙ୍କ ବାଘ ବଂଶବୃଦ୍ଧି ପ୍ରକଳ୍ପ ଫେଲ୍ । ନନ୍ଦନକାନନ ଚିଡ଼ଇାଖାନା କର୍ତ୍ତୃପକ୍ଷଙ୍କ ନୂଆ ଯୋଜନା । ରି-ୱାଇଲ୍ଡିଂ କରି ବଂଶ ବିସ୍ତାର ଲାଗି ବ୍ଲୁ-ପ୍ରିଣ୍ଟ । More
  • Satyendu Shekher Mishra
  • 2 years ago

ନିଶ୍ଚିହ୍ନ ହୋଇଯିବ ବଙ୍ଗୋମୁଣ୍ଡାର ମୁଙ୍ଗେ ପାହାଡ଼, ପଥର ମାଫିଆଙ୍କର ପଡ଼ିଛି ଲୋଲୁପ ଦୃଷ୍ଟି

ଜୀବିକା, ଧର୍ମ ଓ ଇତିହାସ ସହ ଯୋଡ଼ି ହୋଇଛି ମୁଙ୍ଗେ ପାହାଡ଼ । ଐତିହାସିକ ପାହାଡ଼ ସୁରକ୍ଷା ପାଇଁ ତେଜିଲା ଅଞ୍ଚଳବାସୀଙ୍କ ଦାବି । More
  • Satyendu Shekher Mishra
  • 2 years ago

କ୍ୟାନସର ନଥାଇ କେମୋ ପରେ ଅପରେସନରେ କଟାଗଲା ଅଙ୍ଗ !

ଯନ୍ତ୍ରଣା ଭୋଗୁଛନ୍ତି କାମାକ୍ଷାନଗରର ୪୫ ବର୍ଷିଆ ମହିଳା । ଏସସିବି ମେଡିକାଲର ତ୍ରୁଟିପୂର୍ଣ୍ଣ ନିଦାନ ରିପୋର୍ଟକୁ ଦୋଷ ଦେଲେ ପୁଅ । ପ୍ରଶାସନିକ ଅଧିକାରୀଙ୍କୁ ଫେରାଦ । More
  • Satyendu Shekher Mishra
  • 2 years ago

ପୁଣି ଗଣମାଧ୍ୟମ ସାମ୍ନାକୁ ଆସିଲେ ବାବୁସାନ୍‌, କହିଲେ ପରିବାର ସହ ପାଳିବେ ଜନ୍ମ ଦିନ

ଦୀର୍ଘ ସମୟ ଧରି ସାମ୍ବାଦିକ ମାନେ ତାଙ୍କ ଘର ସାମ୍ନରେ ରହିଥିବାରୁ, ଅଯଥା କଷ୍ଟ ନକରି ଘରକୁ ଫେରିଯିବାକୁ ସେ ଅନୁରୋଧ କରିଥିଲେ । ନିଜ ନିଜ ଘରକୁ ଫେରିଯାଇ ବିଶ୍ରାମ ନେବାକୁ ସାମ୍ବାଦିକଙ୍କୁ ଅନୁରୋଧ କଲେ ।  More