• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 30 January 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

ପଞ୍ଚାୟତ ମଇଦାନରେ ବି କୋଟିପତି ପ୍ରାର୍ଥୀ

ତୃଣମୂଳସ୍ତରର ପଲିଟିକ୍ସରେ ଖାଲି କୋଟିପତି ପ୍ରାର୍ଥୀ ନାହାନ୍ତି, ଗ୍ଲାମର ଗାର୍ଲ ବି ଭାଗ୍ୟ ପରୀକ୍ଷା କରୁଛନ୍ତି। More
  • Chandan Shishu
  • 2 years ago

ପଶ୍ଚିମା ଝଡ଼ ପ୍ରଭାବରେ ଫେବ୍ରୁଆରୀ ୩ରୁ ବର୍ଷା !

ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ୧୦ ଡିଗ୍ରୀ ତଳେ ରହିଛି ୧୦ ସହର। More
  • Pramod Behera
  • 2 years ago

ବଜେଟ୍ : ବଢ଼ିବ କି ବ୍ୟକ୍ତିଗତ ଆୟକର ଛାଡ଼ ସୀମା?

ସରଳ ହେବ କି ଆୟକର ସ୍ଲାବ୍? ବଢ଼ିବ କି ବ୍ୟକ୍ତିଗତ ଆୟକର ଛାଡ଼ ସୀମା? ସଞ୍ଚୟ ବୃଦ୍ଧି ଲାଗି ମିଳିବ କି ଅଧିକ ଟିକସ ରିହାତି? କୋଭିଡ୍ ପରେ ନ୍ୟୁ ନର୍ମାଲ ପାଲଟିଥିବା ୱାର୍କ ଫ୍ରମ୍ ହୋମ୍ ଲାଗି ପ୍ରଚଳନ ହେବ କି ୱାର୍କ ଫ୍ରମ୍ ହୋମ୍ ଭତ୍ତା ରିହାତି? ଏଥର ବଜେଟ୍‌ରୁ ଏମିତି କିଛି ଆଶା ରଖିଛି ଆୟକରଦାତା। More
  • Chandan Shishu
  • 2 years ago

ସ୍ୱାଧୀନ ପ୍ରାର୍ଥୀଙ୍କ ପାଇଁ ଟେନସନ୍‌ରେ ସବୁ ଦଳର ପ୍ରାର୍ଥୀ

ବିଜେଡି ଶାସନରେ ଥିବାରୁ ଦଳରେ ଅଧିକ ଆଶାୟୀ, ତେଣୁ ବିଜେଡିରେ ବିଦ୍ରୋହୀ ପ୍ରାର୍ଥୀ ଅଧିକ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। More
  • Chandan Shishu
  • 2 years ago

ମାଛ ଚିହ୍ନରେ ଠିଆ ହୋଇଥିବାରୁ ମାଛ ଧରି ଭୋଟ ମାଗିଲେ ପ୍ରାର୍ଥୀ

ମୋର ଚିହ୍ନ ମାଛ ଚିହ୍ନ ହୋଇଥିବାରୁ ହାତରେ ମାଛ ଧରି ଲୋକଙ୍କୁ ଭୋଟ୍ ଭିକ୍ଷା କରୁଛି। More
  • Chandan Shishu
  • 2 years ago

ବିନା ଲଢେଇରେ ୱାର୍ଡମେମ୍ୱର ହେଲେ ୮ ସନ୍ତାନର ଜନକ !

ହେଲେ ଗଙ୍ଗାଧରଙ୍କ ୮ଟି ସନ୍ତାନ ଥିବାରୁ ସେ କିଭଳି ଯୋଗ୍ୟ ପ୍ରାର୍ଥୀ ହେଲେ ତାକୁ ନେଇ ଉଠୁଛି ପ୍ରଶ୍ନ।  More
  • Rajalaxmi Sahoo
  • 2 years ago

ନାଇଟ୍‌ କର୍ଫ୍ୟୁର ଫାଇଦା ଉଠାଇଲେ ଲୁଟେରା: ଗୋଟିଏ ରାତିରେ ସୁନା ଦୋକାନରେ କଳା କନା ବୁଲାଇଲେ

ଗୋଟିଏ ରାତିରେ ଏକା ଥରେ ଦୁଇ ଦୁଇଟି ସୁନା ଦୋକାନରୁ ଚୋରି। ନାଇଟ୍‌ କର୍ଫ୍ୟୁ ଯୋଗୁ ଶୀଘ୍ର ବଜାର ବନ୍ଦର ସୁଯୋଗ ନେଇ ଦୁର୍ବୃତ୍ତମାନେ ଚୋରି କରୁଥିବା ଅଭିଯୋଗ ହୋଇଛି। More
  • Rajalaxmi Sahoo
  • 2 years ago

ଗାଁ ଦାଣ୍ଡରେ ଗ୍ଲାମର ଛୁଙ୍କ: ମାଛ ଚିହ୍ନରେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ମଡେଲ୍‌ ପ୍ରିୟଙ୍କା

ପଞ୍ଚାୟତ ନିର୍ବାଚନରେ ମଡେଲ। ଗାଁ ରାଜନୀତିରେ ଏବେ ଗ୍ଲାମର ପ୍ରାର୍ଥୀ। ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ମଡେଲ ପ୍ରିୟଙ୍କା ନନ୍ଦ। ଜଣେ ପ୍ରଫେସନାଲ ମଡେଲ୍ ଗାଁ ରାଜନୀତିକୁ ଓହ୍ଲାଇବା ନେଇ ଏବେ ବେଶ ଚର୍ଚ୍ଚା ଜୋର ଧରିଛି। More
  • Rajalaxmi Sahoo
  • 2 years ago

ଲିଙ୍ଗରାଜଙ୍କ ଜମିରେ କାମ ବନ୍ଦ କଲା ପ୍ରଶାସନ

ଭୁବନେଶ୍ୱର ଏୟାରପୋର୍ଟ ନିକଟରେ ଥିବା ପ୍ରଭୁ ଲିଙ୍ଗରାଜଙ୍କ ଜମିରେ ଘରୋଇ ସଂସ୍ଥାର ନିର୍ମାଣ ସ୍ଥଳକୁ ଯାଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ନିର୍ମାଣ କାମ ବନ୍ଦ କରାଇଛି। ନିର୍ମାଣ କାମରେ ନିୟୋଜିତ କଣ୍ଟେନରକୁ ସିଜ୍ ସହ ଜମି ଉପରେ ନୋଟିସ୍ ଲଗାଯାଇଛି। More
  • Satyendu Shekher Mishra
  • 2 years ago

ପୁଣି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଦୁର୍ଘଟଣା, ଜଣେ ମୃତ ଜଣେ ଗୁରୁତର

ମୃତକଙ୍କ ନାଁ ଅମର ପଣ୍ଡା ଓ ଆହତଙ୍କ ନାଁ ସୁଶୀଲ କୁମାର ଦେବ ବୋଲି ପୋଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ସେମାନେ ଗୋମତି କନ୍‌ଷ୍ଟ୍ରକ୍ସନ ଜରିଆରେ ଏଠାରେ କାମ କରୁଥିଲେ । More
  • Satyendu Shekher Mishra
  • 2 years ago

ନିର୍ବାଚନ ପୂର୍ବରୁ ମଦ ଦୋକାନ ବନ୍ଦ

ଟୋଲ୍ ଫ୍ରି ନମ୍ବର ୧୮୦୦ ୩୪୫୬୭୧୩ରେ ଅଭିଯୋଗ କରିହେବ । ମଦମୁକ୍ତ ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ଜିଲ୍ଲାରେ ସ୍ୱତନ୍ତ୍ର ସ୍କ୍ୱାଡ । More
  • Pallipuspa Samal
  • 2 years ago

କେବେ ଖାଇନିଥିବେ ମାଛର ଏହି ନିଆରା ରେସିପି

ଆପଣ ମାଛରୁ ତିଆରି ବହୁ ଖାଦ୍ୟ ସାମଗ୍ରୀ ଖାଇଥିବେ। ତେବେ ସୁଆଦିଆ ‘ମେଥି ମାଛ’ କେବେ ଖାଇଛନ୍ତି କି ? ଆଜି ଆମେ ଆପଣଙ୍କୁ ଏହାର ପ୍ରସ୍ତୁତି ସମ୍ପର୍କରେ କହିବୁ। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ । More
  • Otv Khabar Bureau
  • 2 years ago

ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଦିବ୍ୟାଙ୍ଗ ଗର୍ଭବତୀ; ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲେ ଲୋକେ

ଗର୍ଭ ଯନ୍ତ୍ରଣାରେ କଷ୍ଟ ପାଉଥିଲେ ଦିବ୍ୟାଙ୍ଗ ମହିଳା,ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲେ ଲୋକେ । ଏହିପରି ମାନବିକତା ଦେଖାଇବାରୁ ବିଭିନ୍ନ ଦିଗରୁ ସେମାନଙ୍କ ପାଇଁ ପ୍ରଶଂସାର ସୁଅ ଛୁଟିଆସୁଛି । More
  • Otv Khabar Bureau
  • 2 years ago

ଦୁର୍ଘଟଣାଗ୍ରସ୍ତ ୨ ଜଣ ବ୍ୟକ୍ତିଙ୍କୁ ବଞ୍ଚାଇ ମାନବିକତା ଦେଖାଇଲେ ଉପଜିଲ୍ଲାପାଳ

ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ହସ୍ପିଟାଲ ନେଲେ ଉପଜିଲ୍ଲାପାଳ । ଏଭଳି ମଣିଷ ପଣିଆର ଉଦାହରଣ ଦେଇଛନ୍ତି ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ । More
  • Rajalaxmi Sahoo
  • 2 years ago

ତହସିଲଦାରଙ୍କୁ ଟାର୍ଗେଟ୍‌, ମିଳିଲା ହତ୍ୟା ଧମକ...

ବେଆଇନ୍‌ ପଥର ଗାଡ଼ିକୁ ଜରିମାନା କରିବାରୁ ତହସିଲଦାରଙ୍କୁ ଦୁର୍ବ୍ୟହାର କରାଯାଇଥିବା ଅଭିଯୋଗ ହୋଇଛି। ଏହାସହ ତାଙ୍କୁ ହତ୍ୟା ଧମକ ମଧ୍ୟ ମିଳିଛି। More
  • Satyendu Shekher Mishra
  • 2 years ago

ପ୍ରଚାର ବେଳେ BJD ପ୍ରର୍ଥୀ ବାଣ୍ଟୁଛନ୍ତି ଟଙ୍କା ! ଭାଇରାଲ ହେଉଛି ଭିଡିଓ

ବୃଦ୍ଧ ଜଣକ ସେମାନଙ୍କ ହାତରୁ କିଛି ଟଙ୍କା ଧରିଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳୁଛି । ଏହି ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ସେପଟେ ଟଙ୍କା ବଣ୍ଟା ଘଟଣାକୁ ଅସ୍ୱୀକାର କରିବା ସହ ସେମିତି କିଛି ହୋଇନଥିବା ସଂପୃକ୍ତ ଜିଲ୍ଲା ପରିଷଦ ପ୍ରାର୍ଥୀ କହିଛନ୍ତି । More
  • Rajalaxmi Sahoo
  • 2 years ago

ଦିନକରେ ଦେଶରେ ୨,୩୪,୨୮୧ ଆକ୍ରାନ୍ତ ଚିହ୍ନଟ; ଓଡ଼ିଶାରେ ୨୪ ଘଣ୍ଟାରେ ବାହାରିଲେ ୪,୮୪୩ ପଜିଟିଭ୍‌

ଦେଶରେ ଦିନକରେ ୨ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ୪ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଓଡ଼ିଶାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୪୫ ହଜାର ୯୧୧ରେ ପହଞ୍ଚିଛି। More
  • Satyendu Shekher Mishra
  • 2 years ago

୧୫ ବର୍ଷ ପରେ ହେଉଛି ନିର୍ବାଚନ, ଏକା ଏକା ବୁଲୁଛନ୍ତି ପ୍ରାର୍ଥୀ

ପ୍ରାର୍ଥୀମାନେ ହାତ ଗଣତି ସମର୍ଥକଙ୍କୁ ଧରି ଘର ଘର ବୁଲି ପ୍ରଚାର କରୁଛନ୍ତି । କିନ୍ତୁ ପ୍ରାର୍ଥୀଙ୍କ ବେକରେ ଫୁଲମାଳ ନାହିଁ କି କୌଣସି କାନ୍ଥ ବାଡ଼ରେ ଲାଗିନି ପୋଷ୍ଟର । More
  • Satyendu Shekher Mishra
  • 2 years ago

Daily Horoscope 30th Jan 2022: ମେଷ ପାଇଁ ଘାତବାର, ତୁଳା-କୁମ୍ଭ ପାଇଁ ଘାତଚନ୍ଦ୍ର ! ଜାଣନ୍ତୁ ଦିନଟି କେମିତି କଟିବ..

ଜ୍ୟୋତିଷ ବାଣୀ: କନ୍ୟା ରାଶିରେ ଶୁକ୍ର ରହିଲେ ଜାତକ- ଅଳ୍ପଭାଷୀ, ତୀର୍ଥଯାତ୍ରୀ, ସୁଖୀ, ଭୋଗୀ, ଶୁଭ କାମ କରି ପ୍ରଶଂସିତ ହୋଇଥାନ୍ତି । ଶାନ୍ତସ୍ୱଭାବ ଓ ମିଷ୍ଟଭାଷୀ ହୋଇଥାନ୍ତି । ଅଶୁଭ ଫଳ ଭୋଗ ହେଉଥିଲେ ସେଥିରୁ ରକ୍ଷା ପାଇବା ପାଇଁ..  ୧ - ଗୋମାତାଙ୍କୁ ପାଳନ କରନ୍ତୁ ନାହିଁ ବରଂ ଅନ୍ୟର ଗାଇକୁ ଖାଇବାକୁ ଦିଅନ୍ତୁ ।  ୨- ଭାଇ ଭଉଣୀଙ୍କ ସହିତ ଭଲ ସମ୍ପର୍କ ରଖନ୍ତୁ ।  ୩- ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ ।  ୪- ଧର୍ମ ପାଳନରେ କୌଣସି ଆପତ୍ତି କରନ୍ତୁ ନାହିଁ । ୫- ତୀର୍ଥଯାତ୍ରାର ସୁଯୋଗକୁ ହାତଛଡା କରନ୍ତୁ ନାହିଁ । More
  • Chandan Shishu
  • 2 years ago

ଓଡ଼ିଶାରେ ଏବେ ବି ସକ୍ରିୟ ଡେଲ୍‌ଟା ଭ୍ୟାରିଆଣ୍ଟ: ହାଲୁକା ନନେବାକୁ ପରାମର୍ଶ

ଏପଟେ ଥରକୁ ଥର ରୂପ ବଦଳାଉଥିବା କରୋନାର ୟା ଭିତରେ ସୃଷ୍ଟି ହୋଇଛି ଆଉ ଏକ ନୂଆ ଭାରିଆଣ୍ଟ। ଯାହାର ନାଁ ନିଓକୋଭ। More
  • Chandan Shishu
  • 2 years ago

ଚର୍ଚ୍ଚାରେ ବଲାଙ୍ଗିର ରାଜନୀତି: ଭାଇ-ଭାଇ, ଯାଆ-ଯାଆ ଲଢ଼େଇ

ଏଥର ନିର୍ବାଚନରେ ଖାଲି ନେତାଙ୍କ ପୁଅ-ଝିଅ କି ପତ୍ନୀ ମଇଦାନକୁ ଓହ୍ଲାଇଛନ୍ତି। ତା ନୁହେଁ ପଞ୍ଚାୟତ ମଇଦାନରେ ରୋଚକ ଫାମିଲି ଫାଇଟ୍ ବି ଦେଖିବାକୁ ମିଳିଛି। More
  • Pramod Behera
  • 2 years ago

ବଜେଟ୍‌କୁ ଚାହିଁ ରହିଛନ୍ତି କୋଭିଡ୍‌ରେ ହାରି ଯାଇଥିବା ମଣିଷ

ମହାମାରୀ ଲକ୍ଷ ଲକ୍ଷ ଲୋକଙ୍କ ରୋଜଗାର ଛଡ଼ାଇ ନେଇଛି। ସବୁଠାରୁ ଅଧିକ ସମସ୍ୟାରେ ଅଛନ୍ତି ମଧ୍ୟବିତ୍ତ। ଆର୍ଥିକ ସୁଧାର ଓ ନିଯୁକ୍ତିକୁ ଗୁରୁତ୍ୱ ଦେବା ସହ ମହାମାରୀ ଯୋଗୁଁ ଚାପରେ ଥିବା ମଧ୍ୟବିତ୍ତଙ୍କୁ ଖୁସି କରିବା ଲାଗି ନେଇପାରନ୍ତି ପଦକ୍ଷେପ। More
  • Sarbeswar
  • 2 years ago

ଘରେ ଖାଇବାକୁ ନାହିଁ: ଝିଅକୁ ବିକ୍ରି କରିଦେଲା ବାପା

ଏ କେମିତିକା ବାପା? ଘରେ ଖାଇବାକୁ ନଥିବାରୁ ଝିଅକୁ ବିକ୍ରି କରିଦେଲା ବାପା More
  • Sarbeswar
  • 2 years ago

ପିଲା କେମିତି ପାଠ ପଢିବେ ସେ ଦାୟିତ୍ୱ ଶିକ୍ଷକଙ୍କର !

କାହିଁକି ପଢିପାରୁନାହାଁନ୍ତି ପିଲା ସେ ଦାୟିତ୍ୱ ନେବେ ଶିକ୍ଷକ... More