• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 16 January 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 2 years ago

କ୍ଷମତାକୁ ଆସିବା ପରେ ହୁ ହୁ ହୋଇ ବଢ଼ିଲା ସମ୍ପତ୍ତି, ଇଏ ବିଜେଡି ନେତା !

ବାଲେଶ୍ୱର ଜିଲ୍ଲା ଭୋଗରାଇ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ଅନନ୍ତ ଦାସଙ୍କ ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଏମିତିକି ଲୋକାୟୁକ୍ତରେ ବି ହୋଇଛି ତାଙ୍କ ନାଁରେ ଅଭିଯୋଗ । More
  • Pramod Behera
  • 2 years ago

ବିରାଟଙ୍କ ବଡ଼ ନିଷ୍ପତ୍ତିକୁ ନେଇ କ୍ରିକେଟ୍ ଜଗତରେ ଝଡ

ବିରାଟ କୋହଲି ଟେଷ୍ଟ କ୍ୟାପ୍ଟେନ୍ସି ଛାଡ଼ିବା ପରେ ବଢ଼ିଲା ଚର୍ଚ୍ଚା। ଏହାକୁ ନେଇ ସିଧାସଳଖ ବିସିସିଆଇକୁ ଦାୟୀ କରାଯାଇଛି। ଭବିଷ୍ୟତରେ କିଏ ନେବ ଏହି ଦାୟିତ୍ୱ ସେନେଇ ଚର୍ଚ୍ଚା ଜୋର ଧରିଛି। More
  • Satyendu Shekher Mishra
  • 2 years ago

ଭୋଲାଭାଲା ଚେହେରା, ଫର୍ମାଲ୍ ଡ୍ରେସ୍ ଆଉ ଲୁକ୍‌ସରେ ନୂଆ ଷ୍ଟାଇଲ୍‌ର ଚୋରି ! ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଭୋଲାଭାଲା ଚେହେରା, ଫର୍ମାଲ୍ ଡ୍ରେସ୍, ଫର୍ମାଲ୍ ଲୁକ୍‌ସ । ଏଭଳି ବ୍ୟକ୍ତି ଯେ ବ୍ୟାଙ୍କରେ ପଶି କଳାକନା ବୁଲାଇଦେବ, ସହଜରେ ବିଶ୍ୱାସ ହେବା ମୁସ୍କିଲ । କିନ୍ତୁ ଜାଣିରଖନ୍ତୁ ତାର କଳା କାରନାମାା । More
  • Satyendu Shekher Mishra
  • 2 years ago

ରାତି ପାହିଲେ ପଞ୍ଚାୟତ ନିର୍ବାଚନର ନାମାଙ୍କନ ଦାଖଲ, ତଥାପି ଛିଣ୍ଡୁନି ଗଣିତ ! କିଏ ହେବ ପ୍ରାର୍ଥୀ ?

ହାତରେ ସମୟ କମ୍, ତଥାପି ବିଜେଡି, ବିଜେପି ଓ କଂଗ୍ରେସର ଅଙ୍କ ଛିଡ଼ୁନି । ମାଳ ମାଳ ଆଶାୟୀଙ୍କୁ ନେଇ ୮୫୩ ଜିଲ୍ଲା ପରିଷଦ ଲାଗି ଟିକେଟ ବଣ୍ଟା ଫାଇନାଲ୍ ଏଯାଏ ହୋଇପାରୁନି । More
  • Satyendu Shekher Mishra
  • 2 years ago

ଓଃ କି ଦୁଃଖ ! ଭଲ ପଥର ମିଳୁନି କି ଗରାଖ ବି ନାହାନ୍ତି, ଭୋକ ଉପାସରେ ପଥର କାରିଗର

ପଥର କାରିଗରୀ ପାଇଁ ପ୍ରସିଦ୍ଧ ଗଞ୍ଜାମ ଜିଲ୍ଲା ପୋଲସରା ନିକଟ ମଥୁରା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗ୍ରାମର କିଛି ହାତ ଗଣତି ଶିଳ୍ପୀ ହିଁ ନିଜ କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ପ୍ରାଣପଣେ ଚେଷ୍ଟା କରୁଛନ୍ତି । More
  • Satyendu Shekher Mishra
  • 2 years ago

ପ୍ରଥମ ଥର ପାଇଁ ମାଓ ଲାକାରେ ନୂଆ ଡିଜିପି

ଏସ୍‌ପି ଅଫିସ୍‌ରେ ହୋଇଥିବା ଏହି ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ, ଆଇଜି ଅପରେସନ ଅମିତାଭ ଠାକୁର,  ଡିଆଇଜି ଅନିରୁଦ୍ଧ ସିଂ ଓ ନୂଆପଡ଼ା ଏସପି ପ୍ରତ୍ୟୁଷ ଦିବାକର ଉପସ୍ଥିତ ଥିଲେ । More
  • Satyendu Shekher Mishra
  • 2 years ago

ଭୁବନେଶ୍ୱର ପ୍ରେସ୍‌ଛକ ହତ୍ୟାକାଣ୍ଡ: ଦୁଇ ଅଭିଯୁକ୍ତଙ୍କୁ ଗିରଫ, ଜାଣନ୍ତୁ ପୁରା ଘଟଣା

ଗତକାଲିର ଘଟଣା ପରେ ଅଭିଯୁକ୍ତ ମାନେ ଫେରାର ଥିଲେ । ଏମାନଙ୍କୁ ଖୋଜି ଧରିବା ପରେ ଏବେ ଖୋଳତାଡ଼ ଚାଲିଛି । ଘଟଣାସ୍ଥଳକୁ ସାଇଣ୍ଟିଫିକ୍ ଟିମ୍ ଯାଇ ତଦନ୍ତ କରିଛି । More
  • Rajalaxmi Sahoo
  • 2 years ago

ଚିନି ଶିଳ୍ପକୁ ମିଳୁନି ଆଖୁ, ପରିଚୟ ହରାଇବାକୁ ବସିଲାଣି ଆସିକା ଚିନି ଶିଳ୍ପ

ଆସିକା ଚିନି କଳ କ୍ଷତିରେ ଚାଲିଛି।  ଚିନି, ଗୁଡ଼, ଉତ୍ପାଦନ କରି ଏସିଆ ମହାଦେଶରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏହି ଚିନି ଶିଳ୍ପ ଏବେ ପରିଚୟ ହରାଇବାକୁ ବସିଛି। More
  • Rajalaxmi Sahoo
  • 2 years ago

ସାରାରାତି ବ୍ୟାଙ୍କରେ ଲୁଚିଲେ, ରାତିରେ ଗେମ୍‌ ଖେଳିଲେ; ଶେଷରେ...

ବ୍ୟାଙ୍କ୍ ଚୋରି ତ୍ ନୁହେଁ ପୁରା ଫିଲ୍ମ। ଚୋରି କରିବାକୁ ଗୋଟିଏ ଦିନ ବ୍ୟାଙ୍କ୍‌ରେ ରହିଲା ଲୁଟାରା। ଲୁଚିଲେ ଆଉ ଲୁଟିଲେ। More
  • Pallipuspa Samal
  • 2 years ago

କେବେ ଖାଇଛନ୍ତି କି ‘ଖୁଆ ଚିକେନ୍‌’

ଘରେ ଚିକେନର ଭିନ୍ନ ଭିନ୍ନ ରେସିପି ତିଆରି କରାଯାଏ । ଆଜି ଆମେ ଚିକେନର ଏକ ସୁଆଦିଆ ରେସିପି ତିଆରି କରିବୁ । ଏହି ରେସିପିର ନାଁ ହେଉଛି ‘ଖୁଆ ଚିକେନ୍‌’ । ଏହାକୁ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ । More
  • Rajalaxmi Sahoo
  • 2 years ago

ଚକ୍‌ ଖଡ଼ିରେ ଶ୍ରୀମନ୍ଦିର, ତାଜମହଲ କଳାକୃତି; ରେକର୍ଡ ବୁକ୍‌ରେ ସ୍ଥାନ ପାଇଲେ ଗଞ୍ଜାମ ଛାତ୍ର

ଚକ୍‌ ଖଡ଼ିରେ ନିର୍ମାଣ ହୋଇଛି ସୁନ୍ଦର ସୁନ୍ଦର କଳାକୃତି। ଶ୍ରୀମନ୍ଦିରଠାରୁ ଆରମ୍ଭ କରି ତାଜମହଲ  ଆଉ ଚାରମିନାରଠାରୁ ଆରମ୍ଭ କରି ଷ୍ଟେଚ୍ୟୁ ଅଫ ୟୁନିଟ୍ ପର୍ଯ୍ୟନ୍ତ ଚକ୍ ଖଡିରେ ଅତି ସୁନ୍ଦର ଖୋଦେଇ କରି ସୁକ୍ଷ୍ଣ ନିର୍ମାଣ କରିଛନ୍ତି। More
  • Otv Khabar Bureau
  • 2 years ago

ଉପରମୁହାଁ ହେଉଛି କରୋନା ସଂକ୍ରମଣ: ଦିନକରେ ୧୧,୧୭୭ ଚିହ୍ନଟ

ରାଜ୍ୟରେ ଉପରମୁହାଁ ହେଉଛି କରୋନା ଗ୍ରାଫ । ସଂକ୍ରମଣ ସଂଖ୍ୟାରେ ଲଗାମ ଲାଗୁନି। ସଂକ୍ରମଣ ସଂଖ୍ୟା ୧୧ ହଜାର ଟପିଲାଣି । ଆଜି ଦିନକରେ ୧୧,୧୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। More
  • Rajalaxmi Sahoo
  • 2 years ago

ଭୁବନେଶ୍ୱର ଡିଜିଟାଲ୍‌ କିଓସ୍କରେ ଚାଲିଲା ବ୍ଲୁ ଫିଲ୍ମ !

ଭୁବନେଶ୍ୱରର ବିଭିନ୍ନ ଛକରେ ଲାଗିଥିବା ଡିଜିଟାଲ୍‌ କିଓସ୍କରେ ଅଶ୍ଲୀଳ ଭିଡିଓ ଚାଲିଥିବା ଅଭିଯୋଗ ହୋଇଛି। ପାଖାପାଖି ୧୦ରୁ ୧୫ ମିନିଟ ଧରି ଅଶ୍ଲୀଳ ଭିଡିଓ ଚାଲିଥିବା ସୂଚନା ମିଳିଛି। More
  • Otv Khabar Bureau
  • 2 years ago

Daily Horoscope 16 Jan 2022: ଜାଣନ୍ତୁ ଆଜିର ରାଶିଫଳ..

ଆଜି ୨୦୨୨ ମସିହା ଜାନୁଆରୀ ତା ୧୬ ତାରିଖ ରବିବାର । ମକର ୩ ଦିନ ପୌଷ ମାସ ଶୁଳ୍କ ପକ୍ଷ ଚତୁର୍ଦ୍ଦଶୀ ତିଥି ଆଦ୍ରା ନକ୍ଷତ୍ର ମିଥୁନ ଚନ୍ଦ୍ର । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ… More
  • Satyendu Shekher Mishra
  • 2 years ago

ପୁଣି ରକ୍ତରଂଜିତ ରାଜଧାନୀ ! ବିଚ୍ ରାସ୍ତାରେ ଯୁବକଙ୍କୁ ଛୁରି ମାରି ହତ୍ୟା

ଛୁରାମାଡ଼ରେ ଆଉ ଜଣେ ଆହତ ହୋଇଥିବା ସୂଚନା ମିଳିଛି । ନୟାପଲ୍ଲୀ ଅଞ୍ଚଳର ଦୁର୍ବୃତ୍ତ ମାନେ ଚିଣ୍ଟୁ ଏବଂ ଆଉ ଜଣଙ୍କୁ ଛୁରାମାଡ଼ କରିଥିଲେ । ଫଳରେ ଚିଣ୍ଟୁଙ୍କ ମୃତ୍ୟୁ ହୋଇଥିବା ଅନ୍ୟ ଜଣେ ଆହତ ହୋଇ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଛନ୍ତି । More
  • Satyendu Shekher Mishra
  • 2 years ago

ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ଦେଶରେ ଶ୍ରେଷ୍ଠ

୨୦୨୦-୨୧ ବର୍ଷରେ ଗେଜେଟେଡ୍ ଅଫିସର୍ସ ବର୍ଗରେ ଏହି ଟ୍ରେନିଂ ସେଣ୍ଟରକୁ ପୁରସ୍କୃତ କରାଯାଇଛି । ଶ୍ରେଷ୍ଠ ଭାବେ ପୁରୁସ୍କୃତ ହେବା ପରେ ଟ୍ରେନିଂ ସେଣ୍ଟରକୁ ଦିଆଯିବ ୨୦ ଲକ୍ଷର ପୁରସ୍କାର ରାଶି । More
  • Satyendu Shekher Mishra
  • 2 years ago

ନିରାଶ ହେଲେ ଆଶାୟୀ OPSC ପରୀକ୍ଷାର୍ଥୀ, ସରକାର କହିଲେ କଟକଣାରେ ହେବ ପରୀକ୍ଷା

ଜାନୁଆରୀ ୨୩ ତାରିଖରେ ହେବ ଆସିଷ୍ଟାଣ୍ଟ ସର୍ଜନ ପରୀକ୍ଷା । ପ୍ରେସ୍ ରିଲିଜ ଜରିଆରେ ସ୍ପଷ୍ଟ କଲେ ଲୋକସେବା ଆୟୋଗ ସଚିବ । ସବୁ ପରୀକ୍ଷାର୍ଥୀଙ୍କୁ ଏନ୍-୯୫ ମାସ୍କ ପିନ୍ଧିବାକୁ ପରାମର୍ଶ । More
  • Satyendu Shekher Mishra
  • 2 years ago

ରାତି ଅଧରେ ହାତୀର ଉତ୍ପାତ ! ପାଚେରୀ ଭାଙ୍ଗି ପଶିଲା, କଲେକ୍ଟର ଅଫିସ ଆଗରେ ବୁଲିଲା

ନିକଟରେ ଖୋର୍ଦ୍ଧ ସହର ଭିତରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମକୁନ୍ଦ ପ୍ରସାଦ ପେଟ୍ରୋଲ ପମ୍ପ ଓ ପଲ୍ଲା ଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ହାତୀ ମାଡି ଆସିବା ପରେ ଏବେ ଜିଲ୍ଲାପାଳଙ୍କ ଅଫିସ୍ ସାମ୍ନା ରାସ୍ତାକୁ ହାତୀ ପଶିଆସିବା ସହରବାସୀଙ୍କ ମନରେ ଆଣି ଦେଇଛି ଭୟ ଓ ଆତଙ୍କର ବାତାବରଣ । More
  • Satyendu Shekher Mishra
  • 2 years ago

ରାଜ୍ୟରେ ଓମିକ୍ରନ୍‌ର ଡବଲ୍ ସେଞ୍ଚୁରୀ, ରେଡ୍ ଜୋନ୍‌ରେ ଥିବା ୪ ଜିଲ୍ଲାରୁ ଖୋର୍ଦ୍ଧାରେ ସର୍ବାଧତ୍କ ଆକ୍ରାନ୍ତ

ରେଡ୍ ଜୋନ୍‌ରେ ଥିବା ୪ ଜିଲ୍ଲା ଖୋର୍ଦ୍ଧାରୁ ସର୍ବାଧତ୍କ ୩,୦୮୭ ନୂଆ ପଜିଟିଭ୍ ଥିବାବେଳେ ସୁନ୍ଦରଗଡ଼ରୁ ୧୯୪୩, କଟକରୁ ୯୦୯ ଓ ସମ୍ବଲପୁରରୁ ୫ଶହ ଆକ୍ରାନ୍ତ ଅଛନ୍ତି । More