ଭୁବନେଶ୍ୱର: ଗୁଜରାଟ ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ବାୟୁ’। ଆସନ୍ତାକାଲି ସକାଳେ ଏହା ସ୍ଥଳଭାଗ ଛୁଇଁବ। ସେତେବେଳେ ଘଣ୍ଟା ପ୍ରତି ୧୪୦ ରୁ ୧୬୫ କିଲୋମିଟର ବେଗରେ ପବନ ବହିବା ସହିତ ସମୁଦ୍ରରେ ଦେଢ଼ ମିଟର ପର୍ଯ୍ୟନ୍ତ ଢେଉ ଉଠିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଏହାକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ […]
ନୟାଗଡ଼: ନୟାଗଡ଼ ଜିଲ୍ଲା ରାଜସୁନାଖଳା କୋଟଗଡ଼ ଗାଁରେ କଙ୍ଗାରୁ କୋର୍ଟ ହୋଇଥିବା ନେଇ ଅଭିଯୋଗ ହୋଇଛି। ଚୋର ଧରିବାକୁ ଗାଁରେ ଖଟ ବୁଲିବା ସହ ଏକ ପରିବାର ଉପରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏଥିରେ ଦୁଇ ଜଣ ଆହତ ହୋଇଥିବାବେଳେ ସେମାନଙ୍କୁ ରାଜସୁନାଖଳା ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଅଭିଯୋଗ ଅନୁସାରେ, ଗତ ୧୮ ତାରିଖରେ ଗାଁର ଜଣଙ୍କ ଘରୁ ଲୁଟ୍ ହୋଇଥିଲା। ଏନେଇ ସେ ଫାଣ୍ଡିରେ ଅଭିଯୋଗ କରିବା ପରେ ପୁଲିସ୍ ଏକ ମାମଲା ରୁଜୁ […]
ପାଟନା: ବାପା, ମା’ଙ୍କୁ ହତାଦର କଲେ ମିଳିବ ଦଣ୍ଡ। ଏପରିକି ଜେଲ୍ ମଧ୍ୟ ହୋଇପାରେ। ଏଭଳି ଏକ ଆଇନ୍ ଆଣିବାକୁ ଯାଉଛନ୍ତି ବିହାର ସରକାର। ଏନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କ୍ୟାବିନେଟରେ ଏ ସଂପର୍କିତ ଏକ ପ୍ରସ୍ତାବ ପାରିତ ହୋଇଛି। ବୃଦ୍ଧ ବାପା, ମା’ଙ୍କ ଠିକ୍ ଭାବେ ଯତ୍ନ ନ ନେଲେ, ଅବହେଳା କଲେ ତଥା ଠିକ୍ ଭାବେ ଭରଣ ପୋଷଣ ନ କଲେ ସନ୍ତାନଙ୍କୁ ଜେଲ୍ ଦଣ୍ଡ ଦିଆଯିବ ବୋଲି ଏଥିରେ ପ୍ରସ୍ତାବ ରହିଛି। […]
ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳକୁ ଏକ ଝାଡ଼ଖଣ୍ଡୀ ହାତୀପଲ ପଶି ଆସିଛନ୍ତି। ଦୁର୍ଗାଦେବୀ ଅଞ୍ଚଳ ଦେଇ ଆଜି ଭୋରରେ ତିନିକୋଶିଆ ଜଙ୍ଗଲରେ ୪୦ଟି ହାତୀ ପଶିଛନ୍ତି। ଏହି ହାତୀପଲରେ ୩୫ଟି ବଡ଼ ହାତୀ ଥିବା ବେଳେ ୫ଟି ଛୁଆ ହାତୀ ଥିବା ନୀଳଗିରି ରେଞ୍ଜର କହିଛନ୍ତି। ୧୦ ବର୍ଷ ହେଲା ଝାଡ଼ଖଣ୍ଡୀ ହାତୀ ପଲ ଏଠାକୁ ଆସୁଛନ୍ତି। ହାତୀ ପଲ ବାରମ୍ବାର ଆସିବା ଯୋଗୁ ଲୋକେ ଭୟଭୀତ ହୋଇଯାଇଛନ୍ତି।
ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଅନ୍ତର୍ଗତ ଦିହୁଡି ଆନନ୍ଦପୁର ଗାଁରେ ଜଣଙ୍କ ଘରୁ ଏକ ନାଗୁଣୀ ସହ ୨୪ଟି ନାଗ ଛୁଆ ଉଦ୍ଧାର କରାଯାଇଛି। ଗାଁର ଖଗେଶ୍ୱର ମହାକୁଡଙ୍କ ଘରୁ ଏହି ନାଗ ଛୁଆ ଉଦ୍ଧାର ହୋଇଛି। ଗତକାଲି ସନ୍ଧ୍ୟାରେ ଖଗେଶ୍ୱର ତୋରାଣୀ ହାଣ୍ଡିରେ ଏକ ମଲା ସାପ ପଡ଼ିଥିବା ଦେଖିଥିଲେ। ଏହା ପରେ ତାଙ୍କ ଠାକୁର ଘରେ ମଧ୍ୟ ଏକ ନାଗ ଛୁଆ ଦେଖିବାକୁ ମିଳିଥିଲା। ଏଥିରେ ଭୟଭୀତ ହୋଇ ସେ ସ୍ନେକ୍ ହେଲ୍ପ୍ […]
ଭୁବନେଶ୍ୱର: ରଜ ପରେ ବାହାରିବ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ରେଜଲ୍ଟ। ୧୭ କିମ୍ବା ୧୮ ତାରିଖ ବେଳକୁ ରେଜଲ୍ଟ ପ୍ରକାଶ ପାଇବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଜୁନ୍ ୩ ତାରିଖରେ ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାର ଫଳ ପ୍ରକାଶ ପାଇଥିଲା। ୯ଟି କଲେଜରେ ରେଜଲ୍ଟ ଶୂନ ରହିଥିବା ବେଳେ ୨୯ଟି କଲେଜରେ ଶହେ ପ୍ରତିଶତ ରେଜଲ୍ଟ ହୋଇଥିଲା। ଚଳିତ ବର୍ଷ ୯୯ହଜାର ୧୮ଜଣ ଛାତ୍ରଛାତ୍ରୀ ବିଜ୍ଞାନ […]
ଭୁବନେଶ୍ୱର: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଭୟଙ୍କର ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ହିଟ୍ ୱେଭ୍ କଣ୍ଡିସନ୍ ଜାରି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କହିଛି। ଏନେଇ ୧୦ଟି ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଉଛି-ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ବରଗଡ଼, ସୋନପୁର, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡି। ଏହି […]
ମୁମ୍ବାଇ: ଫିଲ୍ମ ‘ଭାରତ’ରେ ଅଭିନୟ କରିଥିବା କ୍ୟାଟ୍ରିନା କୈଫ୍ ଏବେ ଚର୍ଚ୍ଚାରେ। ଏମିତିରେ କ୍ୟାଟ୍ରିନା ତାଙ୍କ ଗ୍ଲାମରସ୍ ଲୁକ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ ତାଙ୍କର ଏକ ବ୍ରାଇଡାଲ୍ ଲୁକ୍ର ଫଟୋ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହା ସହ ସେ ବିବାହ କରିବାକୁ ଯାଉଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଏହି ଫଟୋରେ ଦେଖିବାକୁ ମିଳିଛି ଯେ, ଖ୍ରୀଷ୍ଟିଆନ୍ ସମ୍ପଦାୟର ବ୍ରାଇଡାଲ୍ ଲୁକ୍ରେ କ୍ୟାଟ୍ରିନା ନିଜକୁ ସଜାଇଛନ୍ତି ଓ ବହୁତ ସୁନ୍ଦର ମଧ୍ୟ ଦେଖା […]
ଇସଲାମାବାଦ: ଋଣରେ ବୁଡ଼ିଛି ପାକିସ୍ତାନ। ଦେଶ ଚଳାଇବା ପାଇଁ ନାହିଁ ଆବଶ୍ୟକ ଟଙ୍କା। ଗତକାଲି ପାକିସ୍ତାନ ସରକାର ସଂସଦରେ ବଜେଟ ଉପସ୍ଥାପନ କରିବା ବେଳେ ଏହା ଜଣାପଡ଼ିଛି। ବଜେଟ ଉପସ୍ଥାପନ ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ଏବେ ପାକିସ୍ତାନରେ ଚର୍ଚ୍ଚାର ବିଷୟ ପାଲଟିଛି। ସେ କହିଛନ୍ତି, ଦେଶ ଚଳାଇବା ପାଇଁ ଆବଶ୍ୟକ ଟଙ୍କା ନାହିଁ। ଯାହି ବି ଟିକସ ସଂଗ୍ରହ ହେଉଛି, ସେଥିରୁ ଅଧା କରଜ ସୁଝିବାରେ ଯାଉଛି। ତେଣୁ ସମସ୍ତେ […]
ଭୁବନେଶ୍ୱର: ନେପାଳରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆ ତୀର୍ଥଯାତ୍ରୀଙ୍କ ପରିବାର ପ୍ରତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଗଭୀର ସମବେଦନା ଜଣାଇଛନ୍ତି। ବୈଦେଶିକ ମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି,“ନେପାଳରେ ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରୀଯୁକ୍ତ ଜେନା ଓ ଶ୍ରୀଯୁକ୍ତ ବିଶ୍ୱାଳଙ୍କ ପରିବାରକୁ ମୁଁ ଗଭୀର ସମବେଦନା ଜଣାଉଛି। ଆମ କର୍ମଚାରୀମାନେ ହସ୍ପିଟାଲ୍ରେ ଅଛନ୍ତି ଓ ଆହତଙ୍କ ଚିକିତ୍ସା ଉପରେ ନଜର ରଖିଛନ୍ତି। ସେମାନଙ୍କ ପରିବାର ଲୋକଙ୍କୁ ସବୁପ୍ରକାର ସହାୟତା ଦିଆଯାଉଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର […]
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ନିଖୋଜ ବିମାନ ଏନ୍-୩୨ ଆଠ ଦିନ ପରେ ଠାବ ହୋଇଛି। ଠାବ ପରେ ବିମାନର ଭଗ୍ନାବଶେଷର ପ୍ରାୟ ନିକଟରେ ବାୟୁସେନା ଓ ସ୍ଥଳସେନାର ହେଲିକପ୍ଟର ପହଞ୍ଚିଛି। ଆଜି ଭୋରରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଗତକାଲି ଭାରତୀୟ ବାୟୁସେନାର ଏମ୍ଆଇ-୧୭ ବିମାନ ଆକଶ ମାର୍ଗରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଅରୁଣାଚଳ ପ୍ରଦେଶର ସିଅଙ୍ଗ ଜିଲ୍ଲାର ପେୟୁମ ସାର୍କିଲରେ ଏନ୍-୩୨ ବିମାନକୁ ଠାବ କରିଥଇଲା। ଯାହାର ପ୍ରାଥମିକ ଚିତ୍ର ଜାରି ହୋଇଛି। ପାଖାପାଖି ୧୨ […]
ବଲାଙ୍ଗିର: ପାଟଣାଗଡ଼ର ବିଜେଡି ବିଧାୟକ ସରୋଜ ମେହେରଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ଜୋର ଧରିଛି। ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଚେତାବନୀ ଦେଇଛି। ଏହାସହ ବଲାଙ୍ଗିର ଚାଲ ଡାକରା ମଧ୍ୟ ଦିଆଯାଇଛି। ଅନ୍ୟପକ୍ଷେ, କଲମ ଛାଡ଼ ଆନ୍ଦୋଳନ ଜାରି ରଖିଥିବା କନିଷ୍ଠ ଯନ୍ତ୍ରୀ ସଂଘ ଆଜି ଭୁବନେଶ୍ୱରରେ ଓଡ଼ିଶା ଡିପ୍ଲୋମା ଇଂଜିନିୟର୍ ସର୍ଭିସ୍ ଆସୋସିଏସନ୍ ସହ ଆଲୋଚନା କରି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି କହିଛି। ସର୍ବସାଧାରଣରେ […]
ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟ ହୋଇଥିବା ସାମୁଦ୍ରିକ ଝଡ଼ ‘ବାୟୁ’ ଭେରି ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି। ବର୍ତ୍ତମାନ ଏହା ଗୁଜରାଟରୁ ୪୨୦ କି.ମି. ଦୂରରେ ଅଛି। ଭୟଙ୍କର ବାତ୍ୟାର ରୂପ ନେଇ ଆସନ୍ତାକାଲି ସକାଳେ ଏହି ସାମୁଦ୍ରିକ ଝଡ଼ ଗୁଜରାଟ ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ବାତ୍ୟା ‘ବାୟୁ’ ଜୁନ୍ ୧୩ ତାରିଖ ସକାଳେ ପୋରବନ୍ଦର ଏବଂ ମହୁୱା ମଝିରେ କୌଣସି […]
ଲଣ୍ଡନ: ଏବେ ବିଶ୍ୱକପ୍ ପାଇଁ ଚର୍ଚ୍ଚାରେ ଥିବା ଲଣ୍ଡନରେ ମିଳୁଛି ସମ୍ପୂର୍ଣ୍ଣ ଭାରତୀୟ ଶୈଳୀରେ ପ୍ରସ୍ତୁତ ‘ଝାଲମୁଢ଼ି’। ତା’ପୁଣି ଭାରତ ସଦ୍ୟ ଅଷ୍ଟ୍ରେଲିଆକୁ ହରାଇଥିବା ଓଭାଲ ଷ୍ଟାଡିଅମ୍ ବାହାରେ। ପସରାର ଶୈଳୀ ସମ୍ପୂର୍ଣ୍ଣ ଭାରତୀୟ। ବିଭିନ୍ନ ଡବାରେ ଭଳିକି ଭଳି ମୁଡ଼ୁମୁଡ଼ିଆ ଖାଦ୍ୟ ଦ୍ରବ୍ୟ। ଆଉ ଏସବୁକୁ ଘାଣ୍ଟି କାଗଜ ଠୁଙ୍ଗାରେ ଝାଲମୁଢ଼ି ବିକୁଛନ୍ତି ଜଣେ ବ୍ୟକ୍ତି। ଯେମିତି ଆପଣ ଆପଣଙ୍କ ସାହିରେ ବା ଛକରେ ବିକ୍ରିହୁଏ ଠିକ୍ ସେମିତି, କିନ୍ତୁ ଫରକ ହେଉଛି ଏ ବ୍ୟକ୍ତି […]