ଭୁବନେଶ୍ୱର: ସହରାଞ୍ଚଳର ଗରିବ ଲୋକଙ୍କ ପାଇଁ ବଡ଼ ଘୋଷଣା। ସହରାଞ୍ଚଳର ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ଘୋଷଣା ହେଲା ୧୦୦ କୋଟି ଟଙ୍କାର ପ୍ୟାକେଜ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଏନେଇ ଘୋଷଣା ହୋଇଛି। URBAN WAGE EMPLOYMENT INITIATIVE ନାମକ ଶ୍ରମ ଭିିତ୍ତିକ ଯୋଜନାରେ ଜରୁରୀକାଳୀନ କାର୍ଯ୍ୟକ୍ରମ ଭାବେ ଏହାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି। ଏହି ଯୋଜନାରେ ୧୧୪ଟି ପୌରାଞ୍ଚଳର ୪ ଲକ୍ଷ ୫୦ ହଜାର ପରିବାର ଉପକୃତ ହେବେ। […]
ଉହାନ: କରୋନା ଅଧିକରୁ ଅଧିକ ରାଜ୍ୟରେ ନିଜର କାୟା ବିସ୍ତାର କରିସାରିଲାଣି। ୟୁରୋପ ଓ ଆମେରିକାରେ ଏହି ଭାଇରସ ଆତଙ୍କ ଖେଳାଇ ଦେଇଛି। ଏହି ଭାଇରସର ଉତ୍ପତିସ୍ଥଳ ଚୀନର ଉହାନ ସହର ସ୍ଥିତ ଭେଟ ମାର୍କେଟ ବୋଲି କୁହାଯାଉଛି। ତେବେ ଆମେରିକା ସମେତ ଅନେକ ରାଷ୍ଟ୍ର ଉହାନର ଏକ ଲ୍ୟାବକୁ ଏହାର ଉତ୍ପତି ସ୍ଥଳ ବୋଲି ଭାବୁଛନ୍ତ। ଇତିମଧ୍ୟରେ ଚୀନରେ ପ୍ରଥମ କରୋନା ରୋଗୀଙ୍କ ଚିକିତ୍ସା ଯେଉଁ ଡାକ୍ତର କରିଥିଲେ ସେ ତାଙ୍କର ହୃଦୟଥରା ଅନୁଭୂତି ବଖାଣିଛନ୍ତି। […]
ଭୁବନେଶ୍ୱର: ରାଜ୍ୟରେ କରୋନା ହଟସ୍ପଟ ପାଲଟିଛି ରାଜଧାନୀ ଭୁବନେଶ୍ୱର। ଅନ୍ୟାନ୍ୟ ଜିଲ୍ଲା ତୁଳନାରେ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ। ତେଣୁ ରାଜଧାନ ଭୁବନେଶ୍ୱରକୁ କରୋନା କବଳରୁ ସମ୍ପୂର୍ଣ୍ଣ ମୁକ୍ତ କରିବା ପାଇଁ ଅଣ୍ଟା ଭିଡିଛି ପ୍ରଶାସନ। ଭୁବନେଶ୍ୱରରେ ନମୂନା ପରୀକ୍ଷା ଜୋରଦାର କରାଯିବା ସହ ସପ୍ତାହକ ମଧ୍ୟରେ ୫ ହଜାର ପରୀକ୍ଷା କରାଯିବ ବୋଲି ଗତକାଲି ମୁଖ୍ୟ ଶାସନ ସଚିବ କହିବା ପରେ ଆଜି ସକାଳୁ ଏ ନେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଆଜି ସକାଳୁ […]
କେନ୍ଦ୍ରାପଡ଼ା: ଦିବ୍ୟାଙ୍ଗର ଦୁର୍ବଳ ନୁହଁନ୍ତି, ଅକ୍ଷମ ନୁହଁନ୍ତ। ସାଧାରଣ ଲୋକ ଯାହା କରିପାରିବେନି ସେମାନେ ତାହା କରି ଦେଖାଇ ପାରିବେ। ଏହାର ଆଉ ଏକ ପ୍ରମାଣ ହେଉଛନ୍ତି ମିନତି ବାରିକ୍। କେନ୍ଦ୍ରାପଡା ରାଜକନିକା ବାଜପୁର ଗାଁର ଓ୍ୱାଡ଼ ସଭ୍ୟା ମିନତି ବାରିକ। ଦୁଇ ଗୋଡରେ ଠିଆ ହୋଇ ଚାଲିବାକୁ ସକ୍ଷମ ନୁହଁନ୍ତି ମିନତି। ଆଗକୁ ଯିବା ପାଇଁ ହ୍ୱିଲ ଚେୟାର ହିଁ ତାଙ୍କର ଭରସା। ତଥାପି କରୋନା ଯୁଦ୍ଧରେ ତାଙ୍କୁ ଆମେ ଜଣେ ସଫଳ ଯୋଦ୍ଧା କହିପାରିବା। […]
ଭୁବନେଶ୍ୱର: ସାରା ବିଶ୍ୱରେ ଏପରିକି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ଓଡ଼ିଶା ପାଇଁ ଆଶ୍ୱସ୍ତିକର ଖବର। ଗତ ତିନି ଦିନ ଭିତରେ ରାଜ୍ୟରେ ଜଣେ ହେଲେ ବି ଚିହ୍ନଟ ହୋଇ ନାହାନ୍ତି କରୋନା ପଜିଟିଭ୍ । ଗତ ୧୫ ତାରିଖରେ ରାଜ୍ୟର ମୋଟ ୧୧ ଶହ ୯୭ ଜଣଙ୍କ ନମୂନା ପରୀକ୍ଷା କରାଯାଇଥିଲା । ସେହିଭଳି ଗୁରୁବାର ମଧ୍ୟ ୮୪୩ ଜଣଙ୍କ ସାମ୍ପଲ ଟେଷ୍ଟ ହୋଇଥିଲା । ଗତକାଲି ତୃତୀୟ ଦିନରେ ମୋଟ ୧୦୪୨ ଜଣଙ୍କ […]
ପୁରୀ: ଯେଉଁ ଶ୍ରୀମନ୍ଦିର ଦିନେ ଗହଳଚହଳରେ ଫାଟି ଫଡୁଥିଲା ଆଜି ସେଠି ନିରବତାର ରାଜୁତି। କାଳିଆକୁ ଦର୍ଶନ ନ କରି ଭକ୍ତ ବି ହତାଶ । କରୋନା କଟକଣା ଭକ୍ତ-ଭଗବାନଙ୍କ ମଧ୍ୟରେ ଯେମିତି ବାଡ ପକେଇ ଦେଇଛି। ଭକ୍ତଙ୍କ ପାଇଁ ସିନା ମନ୍ଦିର ମନା। ହେଲେ କାଳିଆର ରୀତିନୀତି କେମିତି ହେବ ? ପାଖେଇ ଆସୁଛି ଚନ୍ଦନ ଯାତ। ଠାକୁରଙ୍କ ଜଳକ୍ରୀଡ଼ା କ’ଣ ହେବନି ? ନିର୍ଦ୍ଧାରିତ ଦୂରତା ରକ୍ଷା କରାଯାଇ ବିଧି ବିଧାନ ମୁତାବକ ଶ୍ରୀକ୍ଷେତ୍ରରେ […]
ଭୁବନେଶ୍ୱର: ଲକଡାଉନ୍ ନିୟମ ଜାରି ରହିଥିବା ବେଳେ କେଉଁ ସରକାରୀ କର୍ମଚାରୀ ଅଫିସ ଆସିବେ, କିଏ ଘରେ ରହି କାମ କରିବେ ସେ ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହି ନୂଆ ନିୟମ ଏପ୍ରିଲ ୨୦ରୁ ମେ‘ ୩ ତାରିଖ ପର୍ଯ୍ୟନ୍ତ ଲାଗୁ ହେବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି ହୋଇଛି । ଏ ନେଇ ରାଜ୍ୟ ସରକାର କ୍ରିଟିକାଲ୍ ବିଭାଗ ପୁନଃ ନିର୍ଦ୍ଧାରଣ କରିଛନ୍ତି। ୧୧ଟି ବିଭାଗକୁ କ୍ରିଟିକାଲ୍, ଅନ୍ୟ […]
ପୁରୀ: ପୁରୀ ଶ୍ରୀମନ୍ଦିରର ପ୍ରତି ସେବାୟତ ପରିବାରକୁ ମିଳିବ ୫ ହଜାର ଟଙ୍କାର ସହାୟତା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କ ପରିବାରକୁ ସହାୟତା ନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ସେବାୟତଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଏହି ଟଙ୍କା ଟ୍ରାନ୍ସଫର କରାଯିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। ଲକ୍ଡାଉନ୍ ପାଇଁ ଅନ୍ୟ ଧର୍ମସ୍ଥଳୀ ଭଳି ଶ୍ରୀମନ୍ଦିରରେ ମଧ୍ୟ ଶ୍ରଦ୍ଧାଳୁଙ୍କ ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଛି। […]
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ସେନାକୁ ମିଳିଛି ସଫଳତା। ଯବାନଙ୍କ ଗୁଳିରେ ୨ ଆତଙ୍କୀ ନିପାତ ହୋଇଛନ୍ତି। ଗତକାଲି ରାତିରୁ ସୋପିଆନ୍ ଜିଲ୍ଲା ଡାଇରୋ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଡାଇରୋ ଗାଁରେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସିଆରପିଏଫ୍, ୪୪ ରାଷ୍ଟ୍ରୀୟ ରାଇଫଲ୍ ସହ ରାଜ୍ୟ ପୋଲିସ୍ ପକ୍ଷରୁ ମିଳିତ ଅପରେସନ୍ କରାଯାଇଥିଲା। ତେବେ ଆଜି ଭୋରରୁ ସେନା ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ସୁରକ୍ଷାକର୍ମୀଙ୍କ ଉପରେ ଗୁଳି […]
ଭୁବନେଶ୍ୱର: ଭୁବନେଶ୍ୱରରେ ଏଯାବତ ୧୯୫୮ଟି ସାମ୍ପଲ ଟେଷ୍ଟ ହୋଇଛି। ଆଗାମୀ ଦିନରେ ଏହାର ସଂଖ୍ୟାକୁ ଆହୁରି ବୃଦ୍ଧି କରାଯିବ। ୭ ଦିନରେ ୫ ହଜାର ସାମ୍ପଲ ଟେଷ୍ଟ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ଆଜି ଭୁବନେଶ୍ୱରର ଗୀତଗୋବିନ୍ଦ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଅଧିକରୁ ଅଧିକ ନମୂନା ପରୀକ୍ଷା ହେଲେ ଭୁବନେଶ୍ୱରର ଏକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରିବ। ଏଥିପାଇଁ ଭୁବନେଶ୍ୱରରେ ଲ୍ୟାବ୍ର ଅପଗ୍ରେଡେସନ୍ […]
ଭୁବନେଶ୍ୱର: ଲକଡାଉନ୍ ନିୟମକୁ କଡ଼ାକଡ଼ି ପାଳନ ଲାଗି ଥାନାଧିକାରୀଙ୍କୁ ଦିଆଗଲା ଅଧିକ କ୍ଷମତା। IPC ଓ ବିପର୍ଯ୍ୟୟ ପ୍ରଶମନ ଆଇନ-୨୦୦୫ ଅନୁସାରେ ଏହି କ୍ଷମତା ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଲକ୍ଡାଉନ୍ ନିୟମ ଉଲ୍ଲଂଘନ କଲେ ଏନେଇ ଦଣ୍ଡିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିପର୍ଯ୍ୟୟ ପ୍ରଶମନ ଆଇନ-୨୦୦୫ର ଧାରା ୫୧ରୁ ୬୦ ଏବଂ ଆଇପିସିର ୧୮୮ ଧାରାରେ ଥାନାଧିକାରୀ ମାନେ ମାମଲା ରୁଜୁ କରିପାରିବେ ବୋଲି ଗୃହ ବିଭାଗ ପକ୍ଷରୁ ଚିଠିରେ ସ୍ପଷ୍ଟ କରାଯାଇଛି। ଏହି ଆଇନ […]
ନୂଆଦିଲ୍ଲୀ: ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ଫାର୍ମାସି, ଆର୍କିଟେକଚର ଡିପ୍ଲୋମା ଏବଂ ଡିଗ୍ରୀ କଲେଜ ଗୁଡ଼ିକ ଲକଡାଉନ୍ ବେଳେ କୋର୍ସ ଫି’ ପାଇଁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରିପାରିବେନି। କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ (ଏଚଆରଡି)ର ନିର୍ଦ୍ଦେଶକ୍ରମେ ଅଲ୍ ଇଣ୍ଡିଆ କାଉନସିଲ୍ ଫର ଟେକ୍ନିକାଲ ଏଜୁକେସନ (ଏଆଇସିଟିଇ) ସମସ୍ତ ଡିଗ୍ରୀ ଏବଂ ଡିପ୍ଲୋମା କଲେଜକୁ ଏହି ନିର୍ଦ୍ଦେଶ ଦେଇଛି। ଏଥିସହ କଲେଜରେ ନିୟୋଜିତ ଥିବା ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କ ଦରମା ନକାଟିବା ସହିତ ଛଟେଇ ନକରିବାକୁ ଏଆଇସିଟିଇ ନିର୍ଦ୍ଦେଶ ଦେଇଛି। […]
ନୂଆଦିଲ୍ଲୀ:ପଇସା ପାଇବାର ଲା଼ଳସା କାହାର ବା ନାହିଁ ! ୫୦ ପଇସାର କଏନ୍ଟିଏ ରାସ୍ତାରେ ପଡ଼ିଥିଲେ ବି ଛାଡି ଆସିବାକୁ ମନ ହୁଏନି। ହେଲେ ଏବେ ଲାଗୁଛି ଯେମିତି ଟଙ୍କାର ଲୋଭ ମଣିଷ ମନରୁ ପୋଛି ହୋଇଯାଇଛି। ରାସ୍ତାରେ ଟଙ୍କା ଉଡୁଥିଲେ ବି ଧରିବାକୁ ହାତ ଯାଉନି । ମନରେ ପ୍ରଶ୍ନ ଉଠେ, ସତରେ କ’ଣ ମଣିଷ ଏତେ ନିର୍ଲୋଭ ହୋଇଗଲା ? ନା କରୋନା ଭୟ ? ଗୁରୁବାର ରାଜଧାନୀ ଦିଲ୍ଲୀର କେଶବପୁରମ ଅଞ୍ଚଳର ଏକ […]
ନୂଆଦିଲ୍ଲୀ: କରୋନା ସଂକଟରେ ବିଗିଡ଼ିଥିବା ଦେଶର ଅର୍ଥ ବ୍ୟବସ୍ଥାକୁ ସୁଧାରିବାକୁ ରିଜର୍ଭ ବ୍ୟାଙ୍କର ପଦକ୍ଷେପ । NHB, ନାବାର୍ଡ, ସିଡବିକୁ ମୋଟ ୫୦ ହଜାର କୋଟିର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଏହି ୫୦ ହଜାର କୋଟି ଟଙ୍କାର ପ୍ୟାକେଜରୁ ନାବାର୍ଡକୁ ୨୫ ହଜାର କୋଟି, ସିଡବିକୁ ୧୫ ହଜାର କୋଟି ଓ NHBକୁ ୧୦ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି । MSME କ୍ଷେତ୍ର କରୋନା […]