
ବ୍ରହ୍ମପୁର (ଅଶୋକ ବ୍ରହ୍ମା): କୂଅରୁ ଉଦ୍ଧାର ହେଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ। ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବିଦୂତପୁରୀ କଲୋନୀରେ ଥିବା ଏକ ପରିତ୍ୟକ୍ତ କୂଅରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଛି। ତାଙ୍କ ନାଁ ବୁଡୁ ପାଢ଼ୀ (୪୫)। ତାଙ୍କ ଘର ଶକ୍ତି ନଗର ଅଞ୍ଚଳରେ। ସୂଚନା ଅନୁଯାୟୀ, ଦୁଇ ଦିନ ହେଲା ବୁଡୁ ନିଖୋଜ ଥିଲେ। ଏନେଇ ତାଙ୍କ ପରିବାର ଲୋକେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। ଆଜି ସକାଳେ ତାଙ୍କ ମୃତଦେହ ବିଦୂତପୁରୀ କଲୋନୀରେ […]
ଭୁବନେଶ୍ୱର: ଦଶହରା ବେଳକୁ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ ଏହା ପୂଜାକୁ ଫିକା କରିବ ନାହିଁ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଜିଠୁ କୌଣସି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ନାହିଁ। କେବଳ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳବର୍ତ୍ତୀ ଓ ଉତ୍ତର ଓଡ଼ିଶାରେ ଆଜି ବଜ୍ରପାତ ସହ ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା- ବାଲେଶ୍ୱର, କେନ୍ଦ୍ରାପଡ଼ା, […]
ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ପାରିବାରିକ କଳହକୁ ନେଇ ଭାଇ ଭାଇ ମଧ୍ୟରେ ବୋମାମାଡ଼ ଓ ଗୁଳିମାଡ଼। ଆଉ ବଡ଼ ଭାଇର ଗୁଳି ମାଡ଼ରେ ଗୁରୁତର ହୋଇଛି ସାନ ଭାଇ। ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବେଲଟିକିରି ଗାଁରେ ଏହି ଘଟଣା ଘଟିଛି। ଗୁରୁତର ସାନ ଭାଇ ନାଁ ବିଭୁ ବେହେରା। ତାଙ୍କ ବଡ଼ ଭାଇଙ୍କ ନାଁ ମିଲୁ ବେହେରା। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୦ଟା ୩୦ ମିନିଟ୍ ସମୟରେ ଦୁଇ ଭାଇଙ୍କ ମଧ୍ୟରେ କୌଣସି […]
ନୀଳଗିରି: ମହିଳାଙ୍କ ପେଟରୁ ବାହାରିଲା ୫ କି.ଗ୍ରା.ରୁ ଅଧିକ ଓଜନର ଟ୍ୟୁମର୍। ବାଲେଶ୍ୱର ଜିଲ୍ଲାରେ ଏହି ଘଟଣା ଘଟିଛି। ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଉକ୍ତ ମହିଳାଙ୍କର ଅସ୍ତ୍ରୋପଚାର କରାଯାଇ ପେଟ ଭିତରୁ ଏହି ଟ୍ୟୁମର୍କୁ ବାହାର କରାଯାଇଛି। ସୂଚନା ଅନୁସାରେ, ଗୋପୀନାଥପୁର ଗାଁର ଜଗନ୍ନାଥ ବାସ୍କେଙ୍କ ଝିଅ ତାଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ସେ ଡାକ୍ତରଙ୍କୁ ଦେଖାଇଥିଲେ। ଡାକ୍ତର ତାଙ୍କର ଅସ୍ତ୍ରୋପଚାର କରି ପେଟ ଭିତରୁ ୫ କି.ଗ୍ରା ଓଜନର ଟ୍ୟୁମର୍ ବାହାର କରିଥିଲେ। […]