
ନୂଆଦିଲ୍ଲୀ: ଟ୍ରେନ୍ ବିଳମ୍ବ ଓ ନିମ୍ନମାନର ଖାଦ୍ୟ ଏବଂ ସେବାକୁ ନେଇ ଚର୍ଚ୍ଚାରେ ଥିବା ଭାରତୀୟ ରେଲ୍ୱେ ଏମିତି ଏକ କାମ କରିଛି ଯାହାକୁ ନେଇ ସମସ୍ତଙ୍କ ହୃଦୟ ଜିତି ପାରିଛି। ଆପଣ ଭାବୁଥିବେ ରେଲ୍ୱେ ଏମିତି କି କାମ କଲା ଯେ, ଗୋଟିଏ ଘଟଣାକୁ ନେଇ ଲୋକ ଏତେ ପ୍ରଶଂସା କରିବାରେ ଲାଗିଛନ୍ତି। ଆଜ୍ଞା ହଁ, ଏମିତି ହିଁ କିଛି ଘଟଣା ହୋଇଛି ଆପଣ ବି ଜାଣି ସାରିଲା ପରେ ନିଶ୍ଚୟ ଏହି କାମ ପାଇଁ […]
ଅନୁଗୁଳ: ଅନୁଗୁଳ ସହରର ଗାନ୍ଧି ମାର୍ଗରେ ଏକ ଫାଇନାନ୍ସ କମ୍ପାନୀର ଜଣେ ରିକଭରି ଏଜେଣ୍ଟଙ୍କୁ ବିଚ୍ ରାସ୍ତାରେ ନିସ୍ତୁକ ମାଡ଼ ମାରି ଲହୁ ଲୁହାଣ କରିଛନ୍ତି କିଛି ଦୁର୍ବୃତ୍ତ। ଗତ ୧ ତାରିଖ ଅପରାହ୍ଣ ସମୟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଆଉ ସିସିଟିଭିରେ ଏହି ଦୃଶ୍ୟ କଏଦ ହୋଇଛି। ୪ ଜଣ ଆକ୍ରମଣକାରୀ ମୁହଁରେ କପଡ଼ା ବାନ୍ଧି କ୍ରିକେଟ୍ ଷ୍ଟମ୍ପରେ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କୁ ନିସ୍ତୁକ ପିଟୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ଏଜେଣ୍ଟ ଜଣଙ୍କ ଆକ୍ରମଣକାରୀଙ୍କୁ […]
ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ଲୋଚାପଡ଼ାରେ ଜୁଆ ଆଡ୍ଡାରେ ଚଢ଼ାଉ ବେଳେ ପୁଲିସ୍ ଉପରକୁ ଆକ୍ରମଣ। ଖଞ୍ଜପଡ଼ିଆ ସାହିରେ ଜୁଆ ଖେଳ ଚାଲୁଥିବା ଖବର ପାଇ ଶୁକ୍ରବାର ରାତିରେ ପୁଲିସ୍ ଚଢ଼ାଉ କରିଥିଲା। ତେବେ ଏହି ସମୟରେ ଜୁଆଡ଼ିମାନେ ପୁଲିସ୍ ଉପରକୁ ଆକ୍ରମଣ କରିଥିଲେ। ସେମାନେ ସଦର ଥାନା ପୁଲିସ୍ର ଗାଡ଼ିକୁ ଭାଙ୍ଗିବା ସହ ପାଟ୍ରୋଲିଂ ବାଇକ୍କୁ ବି ଭାଙ୍ଗି ଦେଇଥିଲେ। ଆକ୍ରମଣରେ ଦୁଇ ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାରେ ପୁଲିସ୍ […]
ଆନନ୍ଦପୁର(ମୁନା ସିଂ): ଚେନ୍ନାଇରୁ ଚୋରି, କେନ୍ଦୁଝରରୁ ଗିରଫ। ଚେନ୍ନାଇରୁ ଚୋରି କରି ଆସି ଓଡ଼ିଶାରେ ଲୁଚିଥିଲେ। ହେଲେ ସେମାନଙ୍କ ମଧ୍ୟରୁ ଜଣକୁ ଉଠାଇ ନେଇଛି ତାମିଲନାଡୁ ପୁଲିସ୍। କେନ୍ଦୁଝର ଜିଲ୍ଲାରେ ଏହି ଘଟଣା ଘଟିଛି। ଅଭିଯୁକ୍ତମାନେ ହେଲେ ଗୌରାଙ୍ଗ ଜେନା ଓ ଶିବା ନାୟକ। ପୁଲିସ୍ ଗୌରାଙ୍ଗକୁ ଗିରଫ କରିଥିବା ବେଳେ ଶିବା ଫେରାର ହୋଇଯାଇଛି। ସେମାନଙ୍କ ଘର ଘସିପୁରା ଥାନା ଅନ୍ତର୍ଗତ ତରଡ଼ିପାଳ ଗାଁରେ। ସୂଚନା ଅନୂଯାୟୀ, ଗୌରାଙ୍ଗ ଓ ଶିବା ଚେନ୍ନାଇର ତିରୁଭନମିୟୁର୍ ପୁଲିସ୍ […]