• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

bhagya rekha
ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ

ଆଜି ୨୦୧୯ ମସିହା, ନଭେମ୍ବର ମାସ ୧୮ ତାରିଖ, ସୋମବାର, ମାର୍ଗଶୀର ମାସ, କୃଷ୍ଣପକ୍ଷ ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…

killed
ମଶାଣିରୁ ଡାକ୍ତରଖାନା, ଆଉ ତା’ପରେ ଶେଷ ଶଯ୍ୟା...

ଛତ୍ରପୁର(ଆଲୋକ ଗୌଡ): ଜୀବନରୁ ମୃତ୍ୟୁ, ପୁଣି ଜୀବନ, ପୁଣି ମୃତ୍ୟୁ। ମାତ୍ର କିଛି ଘଣ୍ଟା ଭିତରେ ମଣିଷ ଜୀବନରେ ବିଧାତାର ଏଭଳି ଖେଳ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳରେ। ଆଖି ବୁଜି ସାରିଥିବା ଭାବି ଜଣେ ମହିଳାଙ୍କୁ ମଶାଣିକୁ ନେଇଯାଇଥିଲେ। ଆଉ ପରିବାର ଲୋକଙ୍କ କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ଦାଣ୍ଡ ଅଗଣା। ଜୁଇ ବି ସଜଡ଼ା ସରିଥିଲା। ହେଲେ ମୃତଦେହକୁ ଜୁଇ କି ନେବା ବେଳେ ଅଚାନକ ଭାବେ ମହିଳା ଜଣକ ବଞ୍ଚିଥିବା […]