
ନୂଆଦିଲ୍ଲୀ: ଗୋଟିଏ ପଟେ ମହାରାଷ୍ଟ୍ରର ମହାନାଟକ ଜାରି ରହିଥିବାବେଳେ ଅନ୍ୟପଟେ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ନେଇ ଚର୍ଚ୍ଚା। ସେ ତାଙ୍କ ଟ୍ୱିଟର୍ ଆକାଉଣ୍ଟ୍ର ବାୟୋରେ ପରିବର୍ତ୍ତନ କରିଥିବା ଦେଖିବାକୁ ମିଳିଛି। ଏବେ ତାଙ୍କ ନୂଆ ବାୟୋରେ ଲୋକ ସେବକ ଓ କ୍ରିକେଟ୍ ପ୍ରେମୀ(Public servant, cricket enthusiast) ବୋଲି ଉଲ୍ଲେଖ କରିଛନ୍ତି। ଏହା ପୂର୍ବରୁ ଜ୍ୟୋତିରାଦିତ୍ୟଙ୍କ ଟ୍ୱିଟର୍ ପ୍ରୋଫାଇଲ୍ରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ପୂର୍ବତନ ସାଂସଦ ଲେଖା ହୋଇଥିଲା। ଏବେ ଏସବୁ ବଦଳାଇ ଲୋକ ସେବକ […]
ମୁମ୍ବାଇ: ଏବେ ବଲିଉଡ୍ରେ ରଣବୀର କପୁର୍ ଓ ଆଲିଆ ଭଟ୍ଟଙ୍କ ଯୋଡ଼ିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏପରିକି ଉଭୟ ବିବାହ କରିବାକୁ ଯାଉଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ନିକଟରେ ଆଲିଆ ଓ ରଣବୀର ଉଭୟଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା। ଏମାନେ ଚଣ୍ଡୀଗଡ଼ ଯିବା ପାଇଁ ଏୟାରପୋର୍ଟରେ ପହଞ୍ଚିଥିଲେ। ଏହି ସମୟରେ ରଣବୀରଙ୍କ ହାତରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ତାଙ୍କ ହାତରେ Arm sling ଗୁଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ସୂଚନାଥାଉ କି, […]
ଆଜି ୨୦୧୯ ମସିହା, ନଭେମ୍ବର ମାସ ୨୫ ତାରିଖ, ସୋମବାର, ମାର୍ଗଶୀର ମାସ, କୃଷ୍ଣପକ୍ଷ ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…
ମୁମ୍ବାଇ: ପ୍ରତି ମିନିଟ୍ରେ ମହାରାଷ୍ଟ୍ର ରାଜନୀତିରେ ଟ୍ୱିଷ୍ଟ୍ ଦେଖିବାକୁ ମିଳୁଛି। କେତେବେଳେ ଅଜିତ୍ ପାୱାର ଏବଂ ତାଙ୍କ ଦାଦା ତଥା ଏନ୍ସିପି ସୁପ୍ରିମୋ ଶରଦ ପାୱାରଙ୍କ ମଧ୍ୟରେ ଟ୍ୱିଟ୍ ଯୁଦ୍ଧ ହେଲାଣି ତ ଆଉ କେତେବେଳେ ବିଜେପି ସହ ମେଣ୍ଟ କରିବାର କୌଣସି ପ୍ରଶ୍ନ ଉଠୁନି ବୋଲି ଏନ୍ସିପି କହିଲାଣି। ଏସବୁ ଭିତରେ ଏନ୍ସିପିର ଯେଉଁ ବିଧାୟକମାନେ ବିଜେପିକୁ ସମର୍ଥନ ନେଇ ଦାବି କରୁଥିଲେ ଓ ଦିଲ୍ଲୀ ଆସିଥିଲେ ସେମାନଙ୍କ ମଧ୍ୟରୁ ୨ ଜଣ ବିଧାୟକ ମୁମ୍ବାଇ […]
ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଟ୍ୱିଷ୍ଟ୍ ଦେଖିବାକୁ ମିଳୁଛି। ଗତକାଲି ଅପରାହ୍ଣରେ ଏନ୍ସିପି ରାଜଭବନ ଯାଇ ଦଳୀୟ ବିଧାୟକଙ୍କ ତାଲିକା ଦେଇଥିଲା। ଏହି ତାଲିକାରେ ୫୧ ଜଣ ବିଧାୟକଙ୍କ ନାମ ରହିଛି। ଯେଉଁଥିରେ ଅଜିତ ପାଓ୍ୱାରଙ୍କ ନାମ ମଧ୍ୟ ଥିଲା। ହେଲେ ଏହି ତାଲିକାରେ ଅଜିତ୍ଙ୍କ ଦସ୍ତଖତ ନ ଥିଲା। ଅଜିତ୍ଙ୍କୁ ଭେଟି ଦଳ ସପକ୍ଷରେ ଆସିବାକୁ ବୁଝାଇବେ ବୋଲି ନବନିଯୁକ୍ତ ବିଧାୟକ ଦଳର ନେତା ଜୟନ୍ତ ପାଟିଲ କହିଥିଲେ। […]
ମହାରାଷ୍ଟ୍ର: ଏବେବି ମହାରାଷ୍ଟ୍ରର ମହାନାଟକ ଜାରି ରହିଛି। ବିଜେପି-ଏନ୍ସିପି ମିଶି ଗତକାଲି ସରକାର ଗଠନ କରିବା ପରେ ମହାରାଷ୍ଟ୍ର ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା। ବିଜେପିର ଦେବେନ୍ଦ୍ର ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବା ବେଳେ ଏନସିପିରୁ ଅଜିତ ପାଓ୍ୱାର ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ଏହି ଘଟଣା ପରେ ଏନ୍ସିପି ସୁପ୍ରିମୋ ଶରଦ ପାୱାର ବିଧାୟକ ଦଳ ବୈଠକ ଡକାଇଥିଲେ। ବୈଠକ ଏଥିପାଇଁ ଡକା ଯାଇଥିଲା କି, ବୈଠକରେ ଜଣାପଡ଼ିବ କେତେ ଜଣ ବିଧାୟକ […]
ଆଜି ୨୦୧୯ ମସିହା, ନଭେମ୍ବର ମାସ ୨୪ ତାରିଖ, ରବିବାର, ମାର୍ଗଶୀର ମାସ, କୃଷ୍ଣପକ୍ଷ ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…
ମହାରାଷ୍ଟ୍ର: ବିଜେପି ସହିତ ହାତ ମିଶାଇ ମହାରାଷ୍ଟ୍ରରେ ସରକାର ଗଠନ କରିବା ପରେ ଅଜିତ୍ ପାଓ୍ୱାରଙ୍କୁ ବିଧାୟକ ଦଳ ନେତା ପଦରୁ ବିଦା କରିଛି ଏନ୍ସିପି। ଅଜିତ୍ଙ୍କ ବଦଳରେ ଜୟନ୍ତ ପାଟିଲଙ୍କୁ ଏନ୍ସିପିର ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଛି। ଏନ୍ସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କ ଉପସ୍ଥିତରେ ଗତକାଲି ବିଧାୟକ ଦଳ ବୈଠକ ହୋଇଥିଲା। ଏହି ବୈଠକରେ ୫୦ ଜଣ ବିଧାୟକ ଯୋଗ ଦେଇଥିଲେ। ଏପରିକି ଅଜିତ୍ଙ୍କ ଡାହାଣ ହାତ କୁହାଯାଉଥିବା ଧନଞ୍ଜୟ ମୁଣ୍ଡେ ମଧ୍ୟ […]