
ଭୁବନେଶ୍ୱର: ଭୁବନେଶ୍ୱରର ବାଣୀ ବିହାର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଜଣେ ଯୁବକଙ୍କ ଉନ୍ମାଦ କାଣ୍ଡ ଦେଖିବାକୁ ମିଳିଛି। ସମ୍ପୃକ୍ତ ଯୁବକ ଜଣକ ଆଜି ବିଶ୍ୱବିଦ୍ୟାଳୟ ପରିସରରେ ଥିବା ପରିଜା ଲାଇବ୍ରେରୀର ଛାତ ଉପରକୁ ଚଢ଼ି ଆତ୍ମହତ୍ୟା ଧମକ ଦେଇଛନ୍ତି। ତେବେ କାହିଁକି ସେ ଏଭଳି କରିଛନ୍ତି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଏହାସହ ଯୁବକଙ୍କ ପରିଚୟ ମଧ୍ୟ ଅସ୍ପଷ୍ଟ ରହିଛି। ରିପୋର୍ଟ ଲେଖାଯିବା ସୁଦ୍ଧା ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଯୁବକଙ୍କୁ ଛାତ […]
ଆଜି ୨୦୧୯ ମସିହା, ନଭେମ୍ବର ମାସ ୨୨ ତାରିଖ, ଶୁକ୍ରବାର, ମାର୍ଗଶୀର ମାସ, କୃଷ୍ଣପକ୍ଷ ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…
ଆଜି ୨୦୧୯ ମସିହା, ନଭେମ୍ବର ମାସ ୨୧ ତାରିଖ, ଗୁରୁବାର, ମାର୍ଗଶୀର ମାସ, କୃଷ୍ଣପକ୍ଷ ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…
କୋଲକାତା: ଟଙ୍କାକୁ ନେଇ ଯଦି କିଛି କଥା ଉଠେ ସଙ୍ଗେସଙ୍ଗେ ଆମେ କହୁକି ଟଙ୍କା ଗଛରେ ଫଳେ ନାହିଁକି ଆକାଶରୁ ପଡ଼େ ନାହିଁ। ହେଲେ ଏ କ’ଣ ! ଟଙ୍କାର ବର୍ଷା ! ଶହେ ନୁହେଁ କି ଦୁଇଶହ ନୁହେଁ, ବଣ୍ଡଲ୍ ବଣ୍ଡଲ୍ ଟଙ୍କା ଉଡ଼ୁଛି ! ହଁ ଆଜ୍ଞା, ଆପଣ ଠିକ୍ ଶୁଣିଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋଲକାତାରେ। ବୁଧବାର ଅପରାହ୍ଣରେ କୋଲକାତାର ଏକ ବିଲ୍ଡିଂର ୬ ମହଲାରୁ ହଠାତ୍ ଟଙ୍କାର ବର୍ଷା ଦେଖିବାକୁ […]