• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

ncp
ପାର୍ଟି-ଫ୍ୟାମିଲିରେ ଫାଟ !

ମୁମ୍ବାଇ: ରାତାରାତି ବଦଳିଗଲା ମହାରାଷ୍ଟ୍ର ରାଜନୀତିର ସମୀକରଣ। ରାତି ପାଇଥିଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥାନ୍ତା ହେଲେ ଆଜି ସକାଳୁ ନାଟକୀୟ ଢଙ୍ଗରେ ବିଜେପି ସହ ମିଶି ସରକାର ଗଠନ କରିଛି ଏନ୍‌ସିପି। ଦ୍ୱିତୀୟ ଥର ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ୍‌ନାଭିସ୍‌  ଶପଥ ଗ୍ରହଣ କରିଛନ୍ତି। ଏନ୍‌ସିପିର ଅଜିତ୍‌ ପାୱାର୍‌ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ବିଜେପିକୁ ଅଜିତ୍‌ ପାୱାର୍‌ଙ୍କ ସମର୍ଥନ ନେଇ ଏନ୍‌ସିପି ସୁପ୍ରିମୋ […]

PHONE
ମୋବାଇଲ ଫୋନ୍‌ଠୁ ଦୂରେଇ ରୁହନ୍ତୁ, ନଚେତ୍...

ନୂଆଦିଲ୍ଲୀ: ଆଜିର ଏହି ଡିଜିଟାଲ୍‌ ଦୁନିଆରେ ଲୋକମାନେ କ୍ଷଣିକ ପାଇଁ ମଧ୍ୟ ଫୋନ୍‌କୁ ନିଜଠାରୁ ଦୂରେଇ ରଖୁ ନାହାନ୍ତି। କିଛି ଲୋକ ଫୋନ୍‌କୁ ଶରୀରର ଅତି ନିକଟରେ ରଖିଥାନ୍ତି। ଯେପରିକି ପ୍ୟାଣ୍ଟ୍‌ର ପଛ ପକେଟ୍‌, ଶାର୍ଟର ଆଗ ପକେଟ୍‌ ଇତ୍ୟାଦି। ହେଲେ ଜାଣି ରଖିବା ଉଚିତ୍‌ ଶରୀରର ଅତି ନିକଟରେ ସ୍ମାର୍ଟଫୋନ୍‌ ରହିବା ଦ୍ୱାରା ଏହା ଆମ ଶରୀର ପାଇଁ କ୍ଷତି ପହଞ୍ଚାଇଥାଏ। ଆସନ୍ତୁ ଜାଣିବା ଫୋନ୍‌କୁ କେଉଁ କେଉଁ ସ୍ଥାନରେ ରଖିଲେ ଏହା ସ୍ୱାସ୍ଥ୍ୟ ପାଇଁ […]

devendra
‘ମହାରାଷ୍ଟ୍ରରେ ସ୍ଥାୟୀ ଶାସନର ଆବଶ୍ୟକତା ଥିଲା, ଖେଚୁଡ଼ି ଶାସନ ନୁହେଁ’

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ମହା ଟ୍ୱିଷ୍ଟ୍‌ ଦେଖିବାକୁ ମିଳିଛି। ରାତାରାତି ବଦଳିଗଲା ସବୁ ଗେମ୍ ପ୍ଲାନ୍। ରାତି ପାଇଥିଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥାନ୍ତା ହେଲେ ଆଜି ସକାଳୁ ନାଟକୀୟ ଢଙ୍ଗରେ ବିଜେପି ସହ ମିଶି ସରକାର ଗଠନ କରିଛି ଏନ୍‌ସିପି। ଦ୍ୱିତୀୟ ଥର ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ୍‌ନାଭିସ୍‌  ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ରାଜ୍ୟପାଳ ଭଗତ ସିଂ କୋଶୟାରି, ଦେବେନ୍ଦ୍ର ଫଡ୍‌ନାଭିସ୍‌ଙ୍କୁ ପଦ ଓ […]

bhagya rekha
ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ

ଆଜି ୨୦୧୯ ମସିହା, ନଭେମ୍ବର ମାସ ୨୩ ତାରିଖ, ଶନିବାର, ମାର୍ଗଶୀର ମାସ, କୃଷ୍ଣପକ୍ଷ ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…