• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Anun-Sahoo
ପିଲାଙ୍କ ପରୀକ୍ଷା ଦାୟିତ୍ୱ ନେବେ ଶିକ୍ଷକ

ଭୁବନେଶ୍ୱର: କରୋନା ମହାମାରୀ କାଳରେ ଯୁକ୍ତ ୩ ଓ ପିଜି ପରୀକ୍ଷା କରିବା ନେଇ ସମସ୍ତ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କ ଆଲୋଚନା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ପିଲାମାନେ ଏ ସ୍ଥିତିରେ କିଭଳି ପରୀକ୍ଷା ଦେବେ ସେନେଇ ଶିକ୍ଷକଙ୍କୁ ଦାୟିତ୍ୱ…

aaaa
ନୌସେନାରେ ସାମିଲ ହେବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବିମାନବାହୀ ଯୁଦ୍ଧପୋତ INS ବିକ୍ରାନ୍ତ

କେରଳ: ଆସନ୍ତା ବର୍ଷ ନୌସେନାରେ ସାମିଲ ହେବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବିମାନବାହୀ ଯୁଦ୍ଧପୋତ INS ବିକ୍ରାନ୍ତ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସୂଚନା ଦେଇଛନ୍ତି । କେରଳର କୋଚି ସିପ୍ ୟାର୍ଡରେ ବିକ୍ରାନ୍ତ ନିର୍ମାଣ କାମ ଅନୁଧ୍ୟାନ…

Anil Deshmukh
ପୂର୍ବତନ ମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦେଶାଳୟର ଚଢାଉ

ନୂଆଦିଲ୍ଲୀ: ଆର୍ଥିକ ଦୁର୍ନୀତି ମାମଲାରେ ଆଜି ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଅନୀଲ ଦେଶମୁଖଙ୍କ ନାଗପୁର ବାସଭବନରେ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଚଢାଉ ହୋଇଛି । ରେଡ୍‌ ସମୟରେ ତଲାସ ବେଳେ ଦେଶମୁଖ ଘରେ ଉପସ୍ଥିତ ଥିଲେ କି, ନାହିଁ ତାହା ଜଣାପଡ଼ିନାହିଁ…

virat
ଏହି ଭେଟେରାନ୍‌ ଖେଳାଳି କହିଲେ, କୋହଲିଙ୍କୁ ଅଧିନାୟକତ୍ୱରୁ ହଟାଇବା କ୍ରିକେଟ୍ ବିରୋଧରେ ଅପରାଧ ହେବ

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲରେ ପରାଜୟ ପରେ ଟିମ୍ ଇଣ୍ଡିଆର ଅଧିନାୟକ ଏବେ ଟାର୍ଗେଟରେ । ଭାରତୀୟ କ୍ରିକେଟ୍ ପ୍ରଶଂସକମାନେ କୋହଲିଙ୍କୁ ଅଧିନାୟକତ୍ୱରୁ ହଟାଇବାକୁ ଦାବି କରୁଛନ୍ତି । କୋହଲି ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକ । କିନ୍ତୁ ତାଙ୍କ…

ravi sankar prasad
କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଆକାଉଣ୍ଟ ୧ଘଣ୍ଟା ପାଇଁ ବନ୍ଦ କଲା ଟ୍ୱିଟର

ନୂଆଦିଲ୍ଲୀ:କେନ୍ଦ୍ର ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଟ୍ୱିଟର ଆକାଉଣ୍ଟ ଶୁକ୍ରବାର ଦିନ ୧ଘଣ୍ଟା ପାଇଁ ବନ୍ଦ କରି ଦିଆଯାଇଥିଲା। ଆମେରିକାର ଡିଜିଟାଲ ମିଲିନିୟମ କପି ରାଇଟ ଆକ୍ଟ (DMCA) ଉଲ୍ଲଘଂନ ଅଭିଯୋଗରେ ମନ୍ତ୍ରୀଙ୍କ ଟ୍ୱିଟର ଆକାଉଣ୍ଟକୁ ବନ୍ଦ…

Virat Kohli
ଦଳରେ ବଡ଼ ପରିବର୍ତ୍ତନ ଆଣିବେ କୋହଲି, ତିନି ବଡ଼ ଖେଳାଳିଙ୍କୁ ଦେଖାଇବେ ବାହାର ରାସ୍ତା

ଭାରତୀୟ କ୍ରିକେଟ୍ ଦଳର ଇଂଲଣ୍ଡ ଗସ୍ତ ଆରମ୍ଭରୁ ନୈରାଶ୍ୟଜନକ ରହିଛି । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଭାରତ ଏକ ବଡ଼ ପରାଜୟ ସ୍ୱୀକାର କରିଛି । ଫାଇନାଲରେ ବିରାଟ ବ୍ରିଗେଡ୍ ନ୍ୟୁଜିଲ୍ୟାଣ୍ଡଠାରୁ ପରାଜିତ ହୋଇଛି । ଟିମ୍ ଇଣ୍ଡିଆକୁ ଏହି…

delta
ଓଡ଼ିଶାରେ ଗୋଟିଏ ଡେଲଟା ପ୍ଲସ୍ ଭେରିଆଣ୍ଟ ଚିହ୍ନଟ

ନୂଆଦିଲ୍ଲୀ: ଓଡ଼ିଶାରେ ଗୋଟିଏ ଡେଲଟା ପ୍ଲସ ଭେରିଆଣ୍ଟ ଚିହ୍ନଟ ହୋଇଛି। ଡେଲଟା ପ୍ଲସ ଚିହ୍ନଟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ଦେଶରେ ଚିହ୍ନଟ ମୋଟ ୪୮ଟି କେସ୍‌ରୁ ଓଡ଼ିଶାରେ ଗୋଟିଏ ରହିଛି। ମହାରାଷ୍ଟ୍ରରେ ୨୦, ତାମିଲନାଡୁରେ ୯, ମଧ୍ୟପ୍ରଦେଶରେ…

10th-Result
ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ପାସ୍‌ ହାରରେ ରେକର୍ଡ

ମାର୍କରେ ଅସନ୍ତୁଷ୍ଟ ଥିବା ପିଲା ସ୍ଥିତି ସ୍ୱାଭାବିକ ହେଲେ ପରୀକ୍ଷା ଦେବେ। ପରୀକ୍ଷା ଦେବା ପାଇଁ ଜୁଲାଇ ୫ରୁ ଫର୍ମ ଫିଲ୍ଅପ୍ କରାଯିବ।

HIDMA
କରୋନାରେ ୭ ମାଓ ନେତାଙ୍କ ମୃତ୍ୟୁ; ଦୁର୍ଦ୍ଦାନ୍ତ ହିଡମା ସମେତ ଅନେକ ଗୁରୁତର

ନୂଆଦିଲ୍ଲୀ:ମାଓବାଦୀଙ୍କୁ ଘାରିଛି କରୋନା ଭୟ । ଛତିଶଗଡ଼ରେ ସକ୍ରିୟ ମାଓ ସଂଗଠନ ଦଣ୍ଡକାରଣ୍ୟ ଡିଭିଜନର ଅନେକ ମାଓନେତା କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ୭ ଜଣ ମାଓନେତାଙ୍କ ମୃତ୍ୟୁ ହୋଇଥିବା ନେଇ ମାଓବାଦୀଙ୍କ ପକ୍ଷରୁ…

high court
ପ୍ରତି ଜିଲ୍ଲାରେ କୋଭିଡରେ କେତେ ଜଣଙ୍କ ମୃତ୍ୟୁ ହୋଇଛି ସବିଶେଷ ତଥ୍ୟ ଦିଅ-ହାଇକୋର୍ଟ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ମୃତ୍ୟୁ ସଂପର୍କରେ ସବିଶେଷ ତଥ୍ୟ ମାଗିଛନ୍ତି ହାଇକୋର୍ଟ । ପ୍ରତି ଜିଲ୍ଲାରେ କୋଭିଡରେ କେତେ ଜଣଙ୍କ ମୃତ୍ୟୁ ହୋଇଛି ସେନେଇ ସବିଶେଷ ତଥ୍ୟ ଦାଖଲ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ କୋଭିଡ ମୃତ୍ୟୁ…

oxygen
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅନ୍ୟ ରାଜ୍ୟର ଅନେକ ରୋଗୀଙ୍କ ମୃତ୍ୟୁ ଘଟିଛି : ସମ୍ବିତ ପାତ୍ର

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ସଂଗୀନ ଆରୋପ ଲଗାଇଲେ ସମ୍ବିତ ପାତ୍ର ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ସଂଗୀନ ଆରୋପ ଯେତିକି ଅକ୍ସିଜେନ ଆବଶ୍ୟକ, ତାଠାରୁ ୪ ଗୁଣା ବଢ଼େଇକି କହିଥିଲା ଦିଲ୍ଲୀ ଆବଶ୍ୟକଠାରୁ ୪ ଗୁଣା ଅଧିକ ମଗେଇବାରୁ ଅନ୍ୟ…

delta plus
ଭାକ୍ସିନ ନେଲେ ଗୁରୁତର ହେବା କମିଯିବ-DMET

ଭୁବନେଶ୍ୱର: ରାଜ୍ୟରେ କରୋନାର ୨ ଲହର ପ୍ରକୋପ କମିନି। ୩ୟ ଲହରର ଆଶଙ୍କା ଚିନ୍ତା ବଢାଇଲାଣି।  ବିଶେଷ କରି ଡେଲ୍‌ଟା ପ୍ଲସ ଭାରିଏଣ୍ଟ ୩ୟ ଲହର ନେଇ ଆସିବ ବୋଲି କୁହାଯାଉଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର…

shweta bachchan
କରଣ ଜୋହରଙ୍କ ପାଇଁ ଉପାସରେ ରହିଥିଲେ ଅମିତାଭଙ୍କ ଝିଅ

ମୁମ୍ବାଇ: ଫିଲ୍ମ ନିର୍ଦ୍ଦେଶକ କରଣ ଜୋହର ଓ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଝିଅ ଶ୍ୱେତା ବଚ୍ଚନ ନନ୍ଦା ଛୋଟବେଳୁ ଭଲ ସାଙ୍ଗ। ଉଭୟଙ୍କ ମସ୍ତି କରଣ ଜୋହରଙ୍କ ଶୋ’ ‘କଫି ୱିଥ୍‌ କରଣ’ରେ ଦେଖିବାକୁ ମିଳିଥିଲା। ଅଭିନେତ୍ରୀ ନେହା ଧୂପିଆଙ୍କ…

old-pkg
ପରିଣତ ବୟସରେ ଅସହାୟ: ଅକାମୀ ହୋଇପଡ଼ିଛି ଗୋଡ଼, ଗୁରୁଣ୍ଡି ଗୁରୁଣ୍ଡି ଯାଉଛନ୍ତି ରଘୁନାଥ

ବୟସର ଅପରାହ୍ଣରେ ଅସହାୟ ବୃଦ୍ଧ ଘର ନଥିବାରୁ କେଉଁଠି ବାକି ଜୀବନ କାଟିବେ ସେ ନେଇ ଚିନ୍ତା ଅସହାୟ ଅବସ୍ଥାରେ ଗଂଜାମ ସୋରଡ଼ାର ରଘୁନାଥ ମିଶ୍ର ସୋରଡ଼ା(ରାଜେଶ କୁମାର ପଣ୍ଡା) : ପରିଣତ ବୟସରେ ଆଶ୍ରୟ ଚିନ୍ତା । କେମିତି ରହିବେ,…

people wearing mask
ମହାରାଷ୍ଟ୍ରରେ କରୋନା ଗ୍ରାଫ୍‌ ଉପର ମୁହାଁ, ତୃତୀୟ ଲହର ନେଇ ଆଶଙ୍କା

ମୁମ୍ବାଇ: ଦେଶରେ କରୋନାର ତୃତୀୟ ଲହର ମହାରାଷ୍ଟ୍ରରୁ ଆରମ୍ଭ ହେବା ନେଇ ଆଶଙ୍କା ଦେଖାଦେଇଛି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ହାର ବଢ଼ିବା ପରେ ଏଭଳି ଆଶଙ୍କା ସୃଷ୍ଟି ହୋଇଛି। ଗତକାଲି ମହାରାଷ୍ଟ୍ରରେ ୯ ହଜାର ୮୪୪ ନୂଆ…

delhi
ଦ୍ୱିତୀୟ ଲହରୀରେ ଆବଶ୍ୟକତା ଠାରୁ ଅଧିକ ଅକ୍ସିଜେନ ଦାବି କରିଥିଲେ ଦିଲ୍ଲୀ ସରକାର : ଅଡିଟ୍ କମିଟି ରିପୋର୍ଟ

ଆବଶ୍ୟକତା ଠାରୁ ୪ ଗୁଣ ଅଧିକ ଅକ୍ସିଜେନ ମାଗିଥିଲେ ଅଡିଟ୍ ପ୍ୟାନେଲ୍ ରିପୋର୍ଟ ପ୍ରକାଶ ପାଇବା ପରେ ଟାର୍ଗେଟରେ କେଜ୍ରିୱାଲ ସରକାର ନୂଆଦିଲ୍ଲୀ : ବଢ଼େଇ ଚଢ଼େଇ ଅକ୍ସିଜେନ ଦାବି କରିଥିଲେ ଦିଲ୍ଲୀ ସରକାର । ଗୋଟିଏ ପଟେ ଅକ୍ସିଜେନ୍ ପାଇଁ…

bjp dharana
ମଣ୍ଡିରୁ ଉଠୁନି ଧାନ, ପ୍ରତିବାଦରେ ବିଜେପିର ବିକ୍ଷୋଭ

ଭୁବନେଶ୍ୱର: ରାଜ୍ୟରେ ମଣ୍ଡିରେ ଧାନ ସଂଗ୍ରହ ସମସ୍ୟା ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।  ଭୁବନେଶ୍ୱରର ୟୁନିଟ-୮ରେ ଥିବା ଯୋଗାଣ ନିଗମ ମୁଖ୍ୟ କାର୍ଯ୍ୟାଳୟ ଆଗରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ କରାଯାଉଛି…

Indian coast guard
ସମୁଦ୍ର ଭିତରେ ବୁଡ଼ିଯାଉଥିଲା ଡଙ୍ଗା, ୯ ଜଣଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ: କମାଲ ଦେଖାଇଲେ ଇଣ୍ଡିଆନ କୋଷ୍ଟଗାର୍ଡ। ଆଣ୍ଡାମାନ ପୋର୍ଟବ୍ଲେୟାର ଉପକୂଳରେ ଏକ ଡଙ୍ଗା ବୁଡ଼ି ଯାଉଥିବା ବେଳେ ଡଙ୍ଗାର ୯ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ଭାରତୀୟ କୋଷ୍ଟଗାର୍ଡ। କୋଷ୍ଟଗାର୍ଡ ଜାହାଜ ସି-୧୪୬ଦ୍ୱାରା ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର…

corona-vaccine
ମୁମ୍ବାଇରେ ନକଲି ଟିକାକରଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୦୦୦ ପାର୍, ଏବେ ସୁଦ୍ଧା ୮ ଜଣ ଗିରଫ

ମୁମ୍ବାଇ : ସଂକ୍ରମଣ ଭୟ ଭିତରେ ଚାଲିଛି ନକଲି ଟିକାକରଣ । ମୁମ୍ବାଇର କାନ୍ଦିବଲି ହୀରାନନ୍ଦାନି ନକଲି ଟିକାକରଣ ମାମଲାରେ ପୋଲିସ ଆଉ ଦୁଇ ଜଣ ଲାକଙ୍କୁ ଗିରଫ କରିଛି । ପୂର୍ବରୁ ୬ ଜଣଙ୍କୁ ଗିରଫ କରାଯାଇଥିଲା । ନକଲି…

apana-eka-nuhanti
ରୋଗ ଶଯ୍ୟାରେ ମେଧାବୀ ପୁଅ : ଅସହାୟ ବାପା ମା'ଙ୍କ ଆଖିରୁ ଲୁହ ଶୁଖୁନି କି ଛାତିର କୋହ ଥମୁନି

ବାସୁଦେବପୁର(କୀର୍ତ୍ତି  ଦାସ) : ବୟସ ବାଇଶ । ପଦାର୍ଥ ବିଜ୍ଞାନରେ ସ୍ନାତକ । ୯୦ ପ୍ରତିଶତ ମାର୍କ ରଖିଛନ୍ତି । ଆଗକୁ ପାଠପଢି ପ୍ରଫେସର ହେବାକୁ ଆଶା ବି ରହିଛି । ହେଲେ ଆଶାକୁ ନିରାଶ କରିଛି ଅସାଧ୍ୟ ରୋଗ ।…

ବ୍ରେକିଂ ନ୍ୟୁଜ: ୨୫ ଜୁନ୍‌, ୨୦୨୧

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ସଂଗୀନ ଆରୋପ ଲଗାଇଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ଯେତିକି ଅକ୍ସିଜେନ ଆବଶ୍ୟକ, ତାଠାରୁ ୪ ଗୁଣା ଅଧିକ ମାଗିଥିବା ଅଡିଟ କମିଟି ରିପୋର୍ଟ ଦେଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅନ୍ୟ ରାଜ୍ୟର ଅନେକ ରୋଗୀଙ୍କ…

deadbody
ବାଲିରେ ପୋତା ଯାଇଥିଲା, ଜଳସ୍ତର ବଢ଼ିବା ପରେ ନଦୀରେ ଭାସିଲା ଶବ

ଲକ୍ଷ୍ନୌ: ଦେଶର ବିଭିନ୍ନ ସ୍ଥାନରେ ମୌସୁମୀ ଜନିତ ବର୍ଷା ଲାଗି ରହିଛି। ଫଳରେ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଗଙ୍ଗାନଦୀର ଜଳସ୍ତର ବୃଦ୍ଧି ଏବେ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ନଦୀର ଜଳସ୍ତର ବୃଦ୍ଧି ପାଇବା…

ଦେଶରେ ତୃତୀୟ ଦିନ ପାଇଁ ଲଗାତାର ୫୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ,୨୪ ଘଣ୍ଟାରେ ୧୩୨୯ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଦୈନିକ ସଂକ୍ରମଣ ଲଗାତାର ତିନି ଦିନ ଧରି ୫୦ ହଜାରରୁ ଉପରେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୧ ହଜାର ୬୬୭ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ଗୋଟିଏ ଦିନରେ ୧୩୨୯…

odisha
ଘରେ ଛାଡ଼ିବା ପରିବର୍ତ୍ତେ ଜଙ୍ଗଲରେ ଛାଡ଼ି ଚାଲିଗଲେ ଆମ୍ବୁଲାନ୍ସ ଡ୍ରାଇଭର

ଆନନ୍ଦପୁର: ସୁସ୍ଥ ହୋଇଥିବା ଜଣେ କୋଭିଡ୍‌ ଆକ୍ରାନ୍ତଙ୍କୁ ଘରେ ଛାଡ଼ିବା ପରିବର୍ତ୍ତେ ଜଙ୍ଗଲରେ ଛାଡ଼ି ଚାଲିଗଲେ ଆମ୍ବୁଲାନ୍ସ ଡ୍ରାଇଭର। ଦୀର୍ଘ ସମୟ ଅପେକ୍ଷା କରିବା ପରେ ଶେଷରେ ଅନ୍ୟ ଏକ ଆମ୍ବୁଲାନ୍ସରେ ଘରେ ପହଞ୍ଚିଲେ ସମ୍ପୃକ୍ତ ବ୍ୟକ୍ତି। କେନ୍ଦୁଝର ଜିଲ୍ଲା ଆନନ୍ଦପୁରରୁ…