ୱାଶିଂଟନ: ସୁଧୁରୁଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା। ଭଲ ଅନୁଭବ କରୁଛି, ଖୁବ୍ଶୀଘ୍ର ଫେରିବି, ଆଗକୁ ଅସଲ ପରୀକ୍ଷା ବୋଲି ଏକ ଭିଡିଓ ଟୁଇଟ୍ କରି କହିଛନ୍ତି ଟ୍ରମ୍ପ। ସେ କରୋନା ଆକ୍ରାନ୍ତ ହୋଇ ଓ୍ୱାଶିଂଟନ୍ ନିକଟସ୍ଥ ୱାଲଟର ରିଡ୍ ଆର୍ମି ମେଡିକାଲ ସେଣ୍ଟରରେ ଚିକିତ୍ସାଧୀନ ଅଛନ୍ତି। ଗତକାଲି ଗୁରୁତର ହେବା ପରେ ଅକ୍ସିଜେନ୍ ସପୋର୍ଟରେ ଥିଲେ ଟ୍ରମ୍ପ। ତେବେ ବର୍ତ୍ତମାନ ଅକ୍ସିଜେନ୍ ସପୋର୍ଟର ଆବଶ୍ୟକତା ପଡ଼ୁନଥିବା ବେଳେ, ରେମ୍ଡେସିଭିର୍ ଥେରାପି ଆରମ୍ଭ ହୋଇଥିବା ସୂଚନା […]
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ୍ ବିଷୟରେ ଦେଶର ବିଭିନ୍ନ ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ ହେଉଛି। ପଞ୍ଜାବରେ ଏହାକୁ ଜୋର୍ଦାର ବିରୋଧ କରାଯାଉଛି। ଏହି ପ୍ରଦର୍ଶନରେ ଯୋଗ ଦେବା ପାଇଁ ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ପଞ୍ଜାବର ମୋଗାରେ ପହଞ୍ଚିଥିଲେ। ସେଠାରେ କୃଷକଙ୍କୁ ପ୍ରତିଶ୍ରୁତି ଦେଇ ରାହୁଲ କହିଥିଲେ, ଆମେ ସରକାରଙ୍କୁ ଆସିଲେ କୃଷି କ୍ଷେତ୍ର ସହିତ ଜଡିତ ଏହି ତିନୋଟି ଆଇନ୍କୁ ହଟାଇଦେବୁ। ସେ ଆହୁରି ମଧ୍ୟ କହିଥିଲେ ଯେ ମୋଦି ବର୍ତ୍ତମାନର MSP […]
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୩୫୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୦୮, ଲୋକାଲ କଣ୍ଟାକ୍ଟ କେସ୍ ୨୪୫ ରହିଛି। ସେହିପରି ଆଜି ୩୧୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ (ଵିଏମ୍ସି)। କେଉଁ ଅଞ୍ଚଳରୁ କେତେ:- ପଟିଆ-୧୮, ଝାରପଡ଼ା- ୧୫, ନୟାପଲ୍ଲୀରୁ ୧୨, ସାମନ୍ତରାପୁର-୧୧, ଲକ୍ଷ୍ମୀସାଗର ଓ ଆଇଆରସି ଭିଲେଜରୁ ୧୦ ଲେଖାଏଁ ଚିହ୍ନଟ ହୋଇଛନ୍ତି। Update on […]
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ତଥା ବାହୁବଳିର ହିରୋଇନ୍ ତମନ୍ନା ଭାଟିଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ହାଇଦ୍ରାବାଦ୍ରେ ସେ ଏକ ୱେବ୍ ସିରିଜ୍ ଶୁଟିଂ କରୁଥିଲେ। କିଛିଦିନ ହେବ କରୋନା ଭାଇରସ ସାମାନ୍ୟ ଲକ୍ଷଣ ଅନୁଭବ କରିବା ପରେ ଟେଷ୍ଟ କରାଇନେବା ଉଚିତ୍ ଭାବିଥିଲେ। ଏହାପରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଖବର ଅନୁସାରେ, ତମନ୍ନା ବର୍ତ୍ତମାନ ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏକ୍ସପର୍ଟ ଡାକ୍ତରୀ ଟିମ୍ ତତ୍ୱାବଧାନରେ ତାଙ୍କର ଚିକିତ୍ସା […]
ମାଲକାନାଗିରି: ପାହାଡ଼, ପାହାଡ଼ ଉପରେ ମଂଚା, ମଂଚା ଉପରେ ଭବିଷ୍ୟତ। ଗଢ଼ିବା ଚେଷ୍ଟାରେ ଆଦିବାସୀ ମୂଲକର ଭବିଷ୍ୟତ। ଆଉ ଉପାୟ ବା କଣ ? ଗାଁରେ ନେଟ୍ଓ୍ୱାର୍କ ନାହିଁ, ସବୁ ପିଲାଙ୍କ ହାତରେ ସ୍ମାର୍ଟଫୋନ୍ ଧରିବାର ସାମର୍ଥ୍ୟ ବି ନାହିଁ ଯେଉଁଠି ନେଟ୍ଓ୍ୱାର୍କ ଗୋଟିଏ ମୋବାଇଲକୁ ବେଢ଼ି ସେଇଠି ପାଠପଢ଼ା। ବର୍ଷା ନଥିଲା ବେଳେ କେନ୍ଦୁଝର ତେଲକୋଇ ବ୍ଲକ୍ର କୃଷ୍ଣପୁର ଗାଁ ପାଖ ଏ ପାହା଼ଡ଼ରେ ଏବେ ଏମିତି ଚାଲୁଛି ଅନ୍ଲାଇନ୍ କ୍ଲାସ୍। ସରକାର ନବୁଝିଲେ ନାଇଁ […]
ମୁମ୍ବାଇ: ବାହୁବଳୀ ଷ୍ଟାର ପ୍ରଭାସ ଓ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କୁ ନେଇ ପୁଣି ଚର୍ଚ୍ଚା । ନିକଟରେ ଅନୁଷ୍କା ଟ୍ୱିଟରରେ #AskAnushka session ହୋଷ୍ଟ କରିଥିଲେ। ଯେଉଁଥିରେ ସେ ନିଜ ଫିଲ୍ମ ଓ ପ୍ରଭାସଙ୍କ ବିଷୟରେ କହିଥିଲେ। ଉଭୟଙ୍କ(ପ୍ରଭାସ-ଅନୁଷ୍କା)ଯୋଡ଼ିକୁ ଫ୍ୟାନ୍ସମାନେ ପସନ୍ଦ କରୁଥିବାରୁ ଆଉ ଏକ ଫିଲ୍ମ ପ୍ରଭାସଙ୍କ ସହ କରିବାକୁ ନେଇ ଜଣେ ପ୍ରଶଂସକ ଅନୁଷ୍କାଙ୍କୁ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ ଅନୁଷ୍କା କହିଥିଲେ, ଫିଲ୍ମର କାହାଣୀ ପାଇଁ ସ୍କ୍ରିପ୍ଟରେ ଯଦି ଏଭଳି ଯୋଡ଼ିର ଆବଶ୍ୟକତା […]
ଭୁବନେଶ୍ୱର: ବଦଳିଲେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର। ସରୋଜ କୁମାର ମିଶ୍ର ହେଲେ ଜଗତସିଂହପୁରର ନୂଆ ଜିଲ୍ଲାପାଳ। ସଂଗ୍ରାମଙ୍କୁ ଜିଏ ଆଣ୍ଡ ପିଜି ଡିପାର୍ଟମେଣ୍ଟର ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି। ସଂଗ୍ରାମଙ୍କ ଘର ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ହୋଇଥିବାରୁ କଂଗ୍ରେସ ଆପତ୍ତି ଉଠାଇଥିଲା। ତିର୍ତ୍ତୋଲରେ ଉପନିର୍ବାଚନ ଦୃଷ୍ଟିରୁ ନିର୍ବାଚନ କମିଶନଙ୍କ ପାଖେ କଂଗ୍ରେସ ଫେରାଦ ହୋଇଥିଲା। ତିର୍ତ୍ତୋଲ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଥିବା ବେଳେ ସେଠାରେ ଅବାଧ ଓ ନିରପେକ୍ଷ ନିର୍ବାଚନକୁ ନେଇ […]
ଭୁବନେଶ୍ୱର: ସୁସ୍ଥ ହେଲେ ରାଜ୍ୟର ଆଉ ୪୧୦୮ କରୋନା ଆକ୍ରାନ୍ତ। ରାଜ୍ୟରେ କରୋନା ସୁସ୍ଥ ସଂଖ୍ୟା ୨ ଲକ୍ଷ ୨ ହଜାର ୩୦୨ ଛୁଇଁଲା। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଖୋର୍ଦ୍ଧାରୁ ସର୍ବାଧତ୍କ ୭୨୧, କଟକରୁ ୪୯୨, ଯାଜପୁର- ୨୧୨, ଅନୁଗୁଳ- ୧୮୬, ଝାରସୁଗୁଡ଼ାରୁ ୧୫୪, ଜଗତସିଂହପୁର- ୧୪୩, ମୟୂରଭଞ୍ଜ- ୧୩୯, ସମ୍ବଲପୁରରୁ ୧୨୮, ନୂଆପଡ଼ା- ୧୧୮, କଳାହାଣ୍ଡି ଓ କେନ୍ଦୁଝରରୁ […]
ଭୁବନେଶ୍ୱର: ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କ ଆରୋଗ୍ୟ କାମନା କିରଛନ୍ତି। ଏଥିପାଇଁ ସେ ପୁରୀ ବେଳାଭୂମିରେ ଏକ ବାଲୁକା କଳା ମାଧ୍ୟମରେ ଆଶୁ ଆରୋଗ୍ୟ କାମନା କରି ଟ୍ୱିଟ୍ କରିଛନ୍ତି। ଶୁକ୍ରବାର ଦିନ ଟ୍ରମ୍ପଙ୍କ କୋଭିଡ୍ ପରୀକ୍ଷା କରିବା ପରେ ରିପୋର୍ଟ ପଜିଟିଭ୍ ଆସିଥିଲା। ସେବେଠାରୁ ଟ୍ରମ୍ପଙ୍କୁ ୱାଶିଂଟନ୍ର ଏକ ସାମରିକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶ୍ରୀ ପଟ୍ଟନାୟକ ଟ୍ୱିଟରରେ ତାଙ୍କ ବାଲୁକା […]
ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ପୁଣି ଓଟିଭି ଅଧିକାରୀଙ୍କୁ ଜେରା। ଓଟିଭି ସିଏଫ୍ଓଙ୍କୁ ମହିଳା ଥାନାକୁ ଡାକି ପଚରାଉଚରା କରିଛି ପୋଲିସ। ତାଙ୍କୁ ଆଜି ସାଢେ ୪ ଘଣ୍ଟା ଧରି ପୋଲିସ ପଚରାଉଚରା କରିଛି। ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ପୂର୍ବରୁ ଓଟିଭିର ବରିଷ୍ଠ ସାମ୍ବାଦିକ ଓ କର୍ମଚାରୀଙ୍କୁ ପୋଲିସ ଥାନାକୁ ଡକାଇ ଘଣ୍ଟା ଘଣ୍ଟା ଧରି ଜେରା କରିଛି, ମାମଲା ସହ ଯେଉଁମାନଙ୍କର କୌଣସି ସମ୍ପର୍କ ବି ନାହିଁ। ତଥାପି ଏହି ମାମଲାର ତଦନ୍ତରେ […]
ନୂଆଦିଲ୍ଲୀ: ଜଞ୍ଜାଳମୟ ଜୀବନରୁ ଟିକେ ଫୁରସତ୍ ମିଳିଲେ ଆମେ ବିଭିନ୍ନ ପର୍ଯ୍ୟଟନ ସ୍ଥାନ ବୁଲିଥାଉ। ଆଉ ଏହି ଅବସରରେ ହୋଟେଲରେ ରହଣି ଆହୁରି ମଜାଦାର। ଅନେକ ଲୋକ ହୋଟେଲର ଭଲ ମନ୍ଦ ନେଇ ସେମାନଙ୍କର ମତ ମଧ୍ୟ ଦେଇଥାନ୍ତି। ଯାହା ଫଳରେ ଲୋକେ ସେଠାକୁ ଯିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି। କିନ୍ତୁ ଥାଇଲ୍ୟାଣ୍ଡର ଏକ ହୋଟେଲ ସମ୍ପର୍କରେ ଆମେରିକାର ଜଣେ ବ୍ୟକ୍ତି ନକାରାତ୍ମକ ମତ ପୋଷ୍ଟ କରିବା ପରେ ତାଙ୍କୁ ଜେଲ ହୋଇପାରେ ବୋଲି ଚର୍ଚ୍ଚା […]
ଭୁବନେଶ୍ୱର: ଆସନ୍ତା ୯ତାରିଖରୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଏହା ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ଆଡ଼କୁ ମୁହାଁଇପାରେ । ପରବର୍ତ୍ତୀ ୨ରୁ ୩ ଦିନ ଭିତରେ ଏହା ଡିପ୍ରେସନରେ ପରିଣତ ହୋଇପାରେ ।ଏହାର ପ୍ରଭାବରେ ୧୧ରୁ ୧୩ ତାରିଖ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା ଥିବା ପାଣିପାପାଗ କେନ୍ଦ୍ର ସୂଚନା ଦେଇଛି । ସେହିପରି ରାଜ୍ୟରେ ଏବେ ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଛି । […]
ଭୁବନେଶ୍ୱର: ସେପ୍ଟେମ୍ବର ୨୯ ତାରିଖ ଭୁବନେଶ୍ୱରର ମଞ୍ଚେଶ୍ୱର ବରୀମୁଣ୍ଡ ବ୍ୟାଙ୍କ ଡକାୟତି ଘଟଣାର ପର୍ଦ୍ଦାଫାଶ କରିଛି କମିଶନରେଟ୍ ପୋଲିସ। ଏଥିରେ ସଂପୃକ୍ତ ଥିବା ଡକାୟତଙ୍କୁ ଗିରଫ କରିବା ସହ ନଗଦ ୫ ଲକ୍ଷ ଟଙ୍କା ଜବତ କରାଯାଇଛି। ଏହାସହ ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି କମିଶନରେଟ୍ ପୋଲିସ ସ୍ପେଶାଲ ଟାସ୍କ ଫୋର୍ସର ଉଦ୍ୟମ କରୁଛି। ସେପ୍ଟେମ୍ବର ୨୯ ତାରିଖ ଦିନ ବରୀମୁଣ୍ଡରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ଭିତରେ ପସି ବନ୍ଧୁକ […]
ୱାଶିଂଟନ: ସୁଧୁରୁଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା । ଆଜି ସେ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇ ହ୍ୱାଇଟ ହାଉସ୍ ଫେରିପାରନ୍ତି ବୋଲି ତାଙ୍କୁ ଚିକିତ୍ସା କରୁଥିବା ମେଡିକାଲ ଟିମ କହିଛି । ସେ ରେମଡସିଭିର ନେଉଛନ୍ତି । ତାଙ୍କ କିଡ୍ନୀ ଓ ଲିଭର ଠିକ୍ ଭାବେ କାର୍ଯ୍ୟକରୁଥିବା ମେଡିକାଲ ପକ୍ଷରୁ ସୂଚନା ମିଳିଛି । ଅନ୍ୟପକ୍ଷେ କରୋନା ଆକ୍ରାନ୍ତ ଟ୍ରମ୍ପ ରବିବାର ଡାକ୍ତରଖାନା ବାହାରକୁ ଆସି ସମର୍ଥକମାନଙ୍କୁ ଅଭିବାଦନ କରୁଥିବା ଦେଖା ଯାଇଥିଲା। ମେରିଲାଣ୍ଡର ୱାଲ୍ଟର […]
ଆସିକା(ମନୋଜ ମୁନି): ଆମ୍ବୁଲାନ୍ସକୁ ସାଧାରଣତଃ ଆପଣ ରୋଗୀ ମାନଙ୍କୁ ନେବାର ଦେଖିଥିବେ। କିନ୍ତୁ ଏଥର ଆମ୍ବୁଲାନ୍ସରେ ରୋଗୀ ବଦଳରେ ଗଞ୍ଜେଇ ଯାଇଛି। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୁଡ଼ାମ୍ବ ଫାଣ୍ଡି ପାଖରେ ଗୋଟିଏ ଆମ୍ବୁଲାନ୍ସରୁ ଗଞ୍ଜେଇ ଜବତ କରାଯାଇଛି। ପିପିଇ କିଟ୍ ଢଙ୍କା ହୋଇ ଗଞ୍ଜେଇ ଚାଲାଣ କରାଯାଉଥିଲା। ଗାଡ଼ି ଯାଞ୍ଚ ବେଳେ ପୋଲିସ୍ ଗଞ୍ଜେଇ ପକେଟକୁ ଜବତ କରିଛି। ଏହାସହ ଚାଲାଣରେ ସଂପୃକ୍ତ ୨ ଜଣଙ୍କୁ ପୋଲିସ୍ ଅଟକ ରଖିଛି। ଆମ୍ବୁଲାନ୍ସଟି ଦିଗପହଣ୍ଡିରୁ କୋଦଳା ଅଭିମୁଖେ […]
ନୂଆଦିଲ୍ଲୀ:ଆଇପିଏଲର ଏକ ରୋମାଞ୍ଚକର ମ୍ୟାଚରେ କିଙ୍ଗସ୍ ଇଲେଭେନ ପଞ୍ଜାବକୁ ହରାଇ ବିଜୟ ହାସଲ କରିଛି ଚେନ୍ନାଇ ସୁପର କିଙ୍ଗ୍ସ । ଏହା ସହ ପରାଜୟ ଧାରା ଭାଙ୍ଗିବାରେ ସଫଳ ହୋଇଛି ୩ ଥରର ବିଜେତା ଚେନ୍ନାଇ। ଗତକାଲି ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇ ଏକତରଫା ଭାବେ ୧୦ ଓ୍ୱିକେଟରେ ପଞ୍ଜାବକୁ ପରାସ୍ତ କରିଛି। ସେନ୍ ଓ୍ୱାଟସନ୍ ୫୩ ବଲରୁ ଅପରାଜିତ ୮୩ ରନ୍ କରିଥିଲେ । ଫାପ୍ ଡୁ ପ୍ଲେସିସ୍ ୫୩ ବଲ୍ ରେ ଅପରାଜିତ ୮୭ ରନ୍ […]
ବାରିପଦା(ମାନିକଲାଲ ପାଣି): ବନ୍ଦ ହେବାକୁ ଯାଉଛି ଉତ୍ତର ଓଡ଼ିଶାର ଏକମାତ୍ର ହୋମିଓପ୍ୟାଥିକ ମେଡିକାଲ କଲେଜ ଓ ହସ୍ପିଟାଲ। ଆୟୁଷ ମନ୍ତ୍ରାଳୟ ପକ୍ଷରୁ କଲେଜକୁ ଏନେଇ ସୂଚନା ଦିଆଯାଇଛି। କରୋନା ସମୟରେ ଆୟୁଷ ଡାକ୍ତର ପ୍ରମୁଖ ଭୂମିକା ଗ୍ରହଣ କରିଥିବାବେଳେ ଏବେ ଅବହେଳିତ ହୋଇପଡିଛି ଏହି ହସ୍ପିଟାଲ। ଶହ ଶହ ଆୟୁଷ ଡାକ୍ତରଙ୍କୁ ଜନ୍ମ ଦେଇଥିବା ଏହି ବାରିପଦାର ଏହି ମେଡିକାଲ କଲେଜକୁ ସଞ୍ଜିବନୀ ଯୋଗାଇବାକୁ ଦାବି ହୋଇଛି। ୨୦୧୬-୧୭ ବ୍ୟାଚ୍ରୁ ଏହି କଲେଜରେ ନାମଲେଖା ବନ୍ଦ ହୋଇଯାଇଛି। […]
ଖୋର୍ଦ୍ଧା: ନିଜ ବାସସ୍ଥାନ ଛାଡ଼ି ଏବେ ସହର ମୁହାଁ ହେଉଛନ୍ତି ହାତୀ। ଖାଲି ସହର ମୁହାଁ ନୁହେଁ, ଏଥର ମେଡିକାଲ ଭିତରେ ପଶି ଯାଇଛନ୍ତି । ପାଚେରୀ ଭାଙ୍ଗି ହାତୀ ମେଡିକାଲ ପରିସର ଭିତରେ ପଶିଯିବା ପରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ଏଭଳି ଘଟଣା ଘଟିଛି ଗତକାଲି ବିଳମ୍ବିତ ରାତିରେ। ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଚେରୀ ଭାଙ୍ଗି ଭିତରକୁ ପଶି ଆସିଥିଲେ ୨ଟି ହାତୀ । ସେତିକି ନୁହେଁ, […]
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଭିନ୍ନ ଭିନ୍ନ ତଥ୍ୟା ସାମ୍ନାକୁ ଆସୁଛି। ଏମସ୍ ଡାକ୍ତରୀ ପ୍ୟାନେଲର ରିପୋର୍ଟ ଆସିବା ପରେ ଅସନ୍ତୋଷ ବଢିବାରେ ଲାଗିଛି। ରିପୋର୍ଟ ଅନୁଯାୟୀ, ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି। ତାଙ୍କର ହତ୍ୟା ହୋଇନାହିଁ। ହେଲେ ଏମସ୍ ରିପୋର୍ଟକୁ ଲୋକମାନେ ସାଧାରଣ ଭାବେ ଗ୍ରହଣ କରି ପାରୁନାହାନ୍ତି। ଅଭିନେତା ଶେଖର ସୁମନ ଏମସ୍ ରିପୋର୍ଟକୁ ଅସ୍ୱୀକାର କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ଦୀର୍ଘ ସମୟ ଧରି ବିପରୀତ ଦିଗରେ ଏହି […]
ପୁରୀ: ପୁରୀ ବାସେଳି ସାହି ଥାନା ପୋଲିସ ନିଶା କାରବାର କରୁଥିବା ଏକ ବଡ଼ ଧରଣର ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି। ମଙ୍ଗଳାଘାଟ ଛକ ନିକଟରେ ଗାଡି ମୋଟର ଯାଞ୍ଚ କରିବା ବେଳେ ଏକ କଳା ରଙ୍ଗର ପଲ୍ସର ଓ ଏକ ଟାଟା ସଫାରି ପୁରୀ ଅଭିମୁଖେ ଆସୁଥିଲା। ସେହି ଗାଡିକୁ ଅଟକାଇ ଯାଞ୍ଚ ବେଳେ ସେଥିରୁ ୨୭୩ ଗ୍ରାମ ବ୍ରାଉନ ସୁଗାର ମିଳିଥିଲା। ଯାହାର ଦାମ୍ ୨୭ ଲକ୍ଷ ଟଙ୍କାରୁ ଅଧିକ ହେବ। ଗିରଫ ଅଭିଯୁକ୍ତମାନେ […]
ନୂଆଦିଲ୍ଲୀ: ଦେଶରେ ଆଜି ବି ୭୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟାରେ ୯ଶହରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଦେଶରେ କରୋନା ପ୍ରଭାବ କମିବାର ନାଁ ନେଉନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୦୩ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨ ହଜାର ୬୮୫କୁ ଛୁଇଁଲା । ସେହିଭଳି ଦିନକରେ ୭୪ ହଜାର ୪୪୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ […]
ଭୁବନେଶ୍ୱର: ଗୋଟିଏ ବ୍ୟକ୍ତି, ଦୁଇ ଦୁଇଟି ବ୍ୟାଙ୍କ୍ ଲୁଟ୍। ଗୋଟିଏ ମାସରେ ରାଜଧାନୀର ଦୁଇଟି ବ୍ୟାଙ୍କ୍ ଲୁଟ୍ରେ ରହିଛି ଗୋଟିଏ ବ୍ୟକ୍ତିର ସଂପୃକ୍ତି। କମିଶନରେଟ୍ ପୋଲିସ୍ର ସ୍ପେଶାଲ୍ ସ୍କାର୍ଡର ତଦନ୍ତରେ ପର୍ଦ୍ଦାଫାଶ ହୋଇଛି ବରିମୁଣ୍ଡ ବ୍ୟାଙ୍କ ଲୁଟ୍ ମାମଲା। ୭ ସେପ୍ଟେମ୍ବର କଳାରାହାଙ୍ଗ IOC ବ୍ୟାଙ୍କ ଓ ସେହି ମାସ ୨୯ ତାରିଖରେ ମଞ୍ଚେଶ୍ୱର ବରିମୁଣ୍ଡ ବ୍ୟାଙ୍କ ଲୁଟ୍ କରିଥିଲା ଜଣେ ବ୍ୟକ୍ତି। ମୁଣ୍ଡରେ ହେଲମେଟ୍ ଲଗାଇ ବ୍ୟାଙ୍କରେ ପଶି ଲୁଟ୍ କରିଥିବା କମିଶନରେଟ ପୋଲିସ୍ ସୂଚନା […]
ଅବୁଧାବି: ଆଇପିଏଲ-୨୦୨୦ରେ ରେକର୍ଡ କଲେ ମହେନ୍ଦ୍ର ସିଂ ଧୋନି। କିଙ୍ଗସ୍ ଇଲେଭେନ ପଞ୍ଜାବ (KXIP) ବିରୋଧ ମ୍ୟାଚ୍ରେ କେଏଲ ରାହୁଲ (K.L.Rahul)ଙ୍କ କ୍ୟାଚ୍ ନେବାରେ ଧୋନି ସଫଳ ହେବା ପରେ ଆଇପିଏଲ ଇତିହାସରେ ଉଇକେଟକିପର ଭାବେ ୧୦୦ କ୍ୟାଚ୍ ନେବାରେ ଦ୍ୱିତୀୟ ଖେଳାଳିର ମାନ୍ୟତା ପାଇଲେ। ଆଇପିଏଲର ୧୮ତମ ମ୍ୟାଚରେ ଏମଏସ ଧୋନୀ କମାଲ କରିଛନ୍ତି। କିଙ୍ଗସ୍ ଇଲେଭେନ ପଞ୍ଜାବ ବିରୋଧରେ ଖେଳି ଧୋନି କେଏଲ ରାହୁଲଙ୍କ କ୍ୟାଚ୍ ଧରିବାରେ ସଫଳ ହୋଇଥିଲେ। ଆଇପିଏଲ ଇତିହାସରେ ଧୋନିଙ୍କୁ […]
ଭୁବନେଶ୍ୱର: ରାଜ୍ୟରେ ୩୦ ଜିଲ୍ଲାରୁ ଆଜି ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨,୬୧୭ କରୋନା ଆକ୍ରାନ୍ତ। କ୍ୱାରେଣ୍ଟିନ ସେଣ୍ଟରରୁ ୧,୫୨୧ ଓ ଲୋକାଲ କେସ୍ ୧,୦୯୬ ଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ କହିଛି । ଖୋର୍ଦ୍ଧାରୁ ସର୍ବାଧିକ ୫୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ଚିହ୍ନଟ ହୋଇଛନ୍ତି ୧୩୬। ଆଜିର ନୂଆ ଆକ୍ରାନ୍ତଙ୍କ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୨, ୩୫, ୩୩୦କୁ ଛୁଇଁଛି। ୨,୦୨,୩୦୨ କରୋନାରୁ ସୁସ୍ଥ […]