• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

maa
ଅନ୍ତର୍ଜାତୀୟ ମାତୃ ଦିବସକୁ କିଏ କେମିତି ପାଳୁଛି?

ସେ ଜନ୍ମଦାତ୍ରୀ, ପାଳନ କର୍ତ୍ତୀ ଆଉ ସର୍ବଂସହା। ଜୀବନ ତାରିଠୁ ଆରମ୍ଭ, ଆଉ ତା ବିନା ଜୀବନର ମାନେ ନାହିଁ ବିକଳ୍ପ କି ତୁଳନା ନଥିବା ସେ ଶବ୍ଦର ନାଁ ମାଆ

IAN Chhapell
IPL ୨୦୨୧ ପରେ ଭାରତରେ ବାତିଲ ହୋଇପାରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌

ନୂଆଦିଲ୍ଲୀ: ଭାରତରେ ଖେଳାଯିବନି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ । ଏନେଇ ଆଶଙ୍କା ପ୍ରକାଶ କରିଛନ୍ତି ସିନିୟର କ୍ରିକେଟର ଇଆନ୍‌ ଚାପେଲ । ସେ କହିଛନ୍ତି କରୋନା ମହାମାରୀ କାରଣରୁ ଯେଭଳି ଭାବେ ଆଇପିଏଲକୁ ଅଧାରୁ ସ୍ଥଗିତ ରଖାଗଲା । ସେହିଭଳି ପରିସ୍ଥିତିକୁ ଦୃଷ୍ଟିରେ…

Corona Virus
ଦାହ ପାଇଁ ଲାଇନ୍‌ ଲଗାଉଛନ୍ତି ଶବ....

ଭୟଙ୍କର ହେଉଛି ମେ। କରୋନା ସଂକ୍ରମଣ ସାଙ୍ଗକୁ ହୁ ହୁ ବଢୁଛି କରୋନା ମୃତକଙ୍କ ସଂଖ୍ୟା। ସ୍ଥିତି ଏମିତି ଯେ, ସରକାରୀ ତଥ୍ୟ ଅନୁଯାୟୀ ଦ୍ୱିତୀୟ ଲହର ତାର ଘାତକ ରୂପ ଦେଖାଇବା ପରଠୁ ଏପ୍ରିଲ୍ ମାସରେ ଯେଉଁଠି ୧୨୨ ଜଣଙ୍କ ମୃତ୍ୟୁ ହୋଇଥିଲା, ସେଠି ମେ ମାସର ପ୍ରଥମ ୯ ଦିନରେ ଗଲାଣି ୧୩୭ ଜୀବନ।

Corona
ସ୍ଥିତି ଗମ୍ଭୀର: ଭୟଙ୍କର ଭାବରେ ମାଡ଼ି ଚାଲିଛି କରୋନା, କେବେ ଲାଗିବ ମହାମାରୀରେ ବ୍ରେକ୍‌?

କରୋନାର ଦ୍ୱିତୀୟ ଲହରକୁ ନେଇ ଯେଉଁ ଆଶଙ୍କା କରାଯାଉଥିଲା ସେଇୟା ହିଁ ହେଉଛି । ସମସ୍ତ କଟକଣା ସତ୍ତ୍ୱେ ମାଡ଼ିଚାଲିଛି ମହାମାରୀ। ଜାରି ରହିଥିବା ଦୈନିକ ୧୦ ହଜାର ସଂକ୍ରମଣର ଟ୍ରେଣ୍ଡ ତଳକୁ ଖସିବାର ନାଁ ଧରୁନି।

himant biswasarma
ସର୍ବାନନ୍ଦ ସୋନଓ୍ୱାଲଙ୍କ ସ୍ଥାନରେ ହିମନ୍ତ ବିଶ୍ୱଶର୍ମା ହେବେ ଆସାମର ମୁଖ୍ୟମନ୍ତ୍ରୀ।

ଗୌହାଟି: ଉତ୍ତର-ପୂର୍ବର ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଆସାମରେ ନେତୃତ୍ୱ ପରିବର୍ତ୍ତନ। ସର୍ବାନନ୍ଦ ସୋନଓ୍ୱାଲଙ୍କ ସ୍ଥାନରେ ହିମନ୍ତ ବିଶ୍ୱଶର୍ମା ହେବେ ମୁଖ୍ୟମନ୍ତ୍ରୀ। ଗୌହାଟୀରେ ବସିଥିବା ବିଧାୟକ ଦଳ ବୈଠକରେ ସୋନଓ୍ୱାଲ, ବିଶ୍ୱଶର୍ମାଙ୍କ ନାଁ ସୁପାରିଶ କରିଥିଲେ, ଯାହା ସର୍ବସମ୍ମତିରେ ଅନୁମୋଦିତ ହୋଇଛି। ବିଧାୟକ ଦଳ…

giraf
ଲଜ୍ଜା ! କରୋନା ମୃତକଙ୍କ କଫିନ ଓ ପୋଷାକ ଚୋରାଇ ଚାଲିଛି ବେପାର, ୭ ଗିରଫ

ବାଗପତ:  କରୋନା ଭାଇରସର ଦ୍ଵିତୀୟ ଲହରର ପ୍ରକୋପ ଦେଶବାସୀଙ୍କ ଦୃହୟକୁ ଥରାଇ ଦେଇଛି । ଗୋଟିଏ ପରେ ଗୋଟିଏ ପରିଜନକୁ ହରାଇ ଯେମିତି ସାରା ଦେଶ କାନ୍ଦୁଛି । ଜୁଇରୁ ନିଆଁ ଲିଭୁନି କି ଆଖିରୁ ଲୁହ ଶୁଖୁନି । ଏପରି…

actor.11JPG
‘ଉପଯୁକ୍ତ ଚିକିତ୍ସା ମିଳୁନି... ଖୁବ୍‌ ଶୀଘ୍ର ଜନ୍ମନେବି’ ଫେସବୁକରେ ଏମିତି ପୋଷ୍ଟ କରିବା ପରେ ଆଖିବୁଜିଲେ ଅଭିନେତା ରାହୁଲ

ନୂଆଦିଲ୍ଲୀ: ଅଭିନେତା ରାହୁଲ ବୋହରା ଦୀର୍ଘଦିନ ଧରି ମହାମାରୀ କରୋନା ଭାଇରସ ସହ ଲଢିବା ପରେ ଶେଷରେ ହାରି ଯାଇଛନ୍ତି । ନେଟଫ୍ଲିକ୍ସ ଫିଲ୍ମ ଅନଫ୍ରିଡମ୍‌ (Unfreedom) ରେ ଦେଖିବାକୁ ମିଳିଥିବା ଅଭିନେତା ରାହୁଲ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଲୋକଙ୍କୁ…

kangna
ଇମୋସ୍ନାଲ ହେଲେ କଙ୍ଗନା, ମା’ଙ୍କ କଳା-ଧଳା ଫଟୋ ସେୟାର କଲେ.. ଭାଇରାଲ ହେଲା

ନୂଆଦିଲ୍ଲୀ: ମାତୃ ଦିବସ ଅବସରରେ ବଲିଉଡ୍‌ କୁଇନ୍‌ କଙ୍ଗନା ରଣାୱତ ତାଙ୍କ ମା’ଙ୍କୁ ମନେ ପକାଇ ଅତ୍ୟନ୍ତ ଇମୋସନାଲ ହୋଇପଡ଼ିଛନ୍ତି । ଅଭିନେତ୍ରୀ କଙ୍ଗନା ତାଙ୍କ ମା’ଙ୍କ ଏକ ପୁରୁଣା ଫଟୋ ସେୟାର କରି ହୃଦୟର ଭାବନା ପ୍ରକାଶ କରିଛନ୍ତି ।…

dog and police
ରାତି ଡ୍ୟୁଟି ବେଳେ ପଶୁର ମନ କଥା ଜାଣିପାରିଲେ ପୋଲିସ !

ଗୋଟିଏ ପଟେ କରୋନା, ଅନ୍ୟପଟେ ଡହଡହ ଖରାରେ କାମ କରୁଛନ୍ତି ପୋଲିସ୍ । ପୋଲିସ ନୁହଁନ୍ତି ବରଂ ସେମାନେ ଜଣେ ଜଣେ କରୋନା ଯୋଦ୍ଧା । ମହାମାରୀର କରାଳ ରୂପକୁ ଖାତିର ନକରି ଦିନରାତି ଅହରହ କାମ କରୁଥିବା ସେଇ ଯୋଦ୍ଧା…

BJP MLA Pappu Lodhi
ବିକଟାଳ ସ୍ୱାସ୍ଥ୍ୟ ସେବା ! ବିଧାୟକଙ୍କ ପତ୍ନୀଙ୍କୁ ମିଳିଲାନି ବେଡ୍‌, ୩ ଘଣ୍ଟା ଚଟାଣରେ ଶୋଇଲେ..

ଆଗ୍ରା: ଉତ୍ତରପ୍ରଦେଶ, ଫିରୋଜାବାଦ ଜିଲ୍ଲାର ଜସନାର ବିଧାୟକ ରାମ ଗୋପାଳ ତଥା ପପୁ ଲୋଧି ଏକ ବଡ଼ ଅଭିଯୋଗ ଆଣିଛନ୍ତି । ଏସଏନ ମେଡିକାଲ କଲେଜରେ କରୋନା କାଳରେ ରୋଗୀଙ୍କ ପ୍ରତି ଅବହେଳା କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ସେ…

Untitled-1
କରୋନାରୁ ବଞ୍ଚିବା ପାଇଁ ମହିଳା ଖାଉଛନ୍ତି ନିଆଁ ଗୁଳା!

ନୂଆଦିଲ୍ଲୀ: ସାରା ଦେଶରେ କରୋନା ଏକ ହାହାକାର ସୃଷ୍ଟି କରିଛି। ସବୁ ଜାଗାରେ ଲୋକମାନେ କରୋନା ମହାମାରୀ ସହିତ ସଂଘର୍ଷ କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କେତେ ଯେ ଲୋକ ପ୍ରାଣ ହରାଇଲେଣି ତାହା ଜଣା ନାହିଁ। ଡାକ୍ତରଖାନାଗୁଡ଼ିକରେ ରୋଗୀମାନଙ୍କୁ ନା ଶଯ୍ୟା…

Mallikarjun kharge
ପ୍ରଧାନମନ୍ତ୍ରୀଙ୍କୁ ସାଂସଦ ମଲ୍ଲିକାର୍ଜୁନଙ୍କ ଚିଠି, କରୋନା ଲଢ଼େଇରେ ଜିତିବା ପାଇଁ ଦେଲେ ୬ଟି ପରାମର୍ଶ..

ପ୍ରଧାନମନ୍ତ୍ରୀଙ୍କୁ ସାଂସଦ ମଲ୍ଲିକାର୍ଜୁନ ଦେଲେ ୬ ପରାମର୍ଶ, କହିଲେ ଏକା ଲଢ଼ିପାରିବ ନାହିଁ..

RaghunathMohapatra
ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ରଙ୍କ ପରଲୋକ

ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ପରଲୋକ ହୋଇଛି। ସାଂସଦ ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କର ଦେହାନ୍ତ ହୋଇଛି। ଆଜି ଅପରାହ୍ନ ୩ଟା ୪୯ରେ ୭୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଶ୍ରୀମହାପାତ୍ର। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି।

Untitled-1
କରୋନା ବେଳେ ଅଫିସ୍ ଯାଉଛନ୍ତି କି? ତେବେ ଧ୍ୟାନ ଦିଅନ୍ତୁ

ସାରା ଦେଶରେ କରୋନାଭାଇରସ୍ ଲୋକଙ୍କୁ ଚିନ୍ତାରେ ପକାଇଛି। ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଅନେକ ସ୍ଥାନରେ ଲକଡାଉନ୍ ଲଗାଯାଇଛି। ଲୋକେ ସାମାଜିକ ଦୂରତା କରି ଘରେ ରହୁଛନ୍ତି। ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା ଓ ସାନିଟାଇଜର ବ୍ୟବହାର କରିବା…

rain
୧୯ଟି ଜିଲ୍ଲାକୁ ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ଵର: ଘଡଘଡି ଆବାଜରେ କମ୍ପିବ ଅଧା ଓଡିଶା । ଏପରିକି ଘଣ୍ଟା ପ୍ରତି ୪୦ କିମି ବେଗରେ ବହିବ ପବନା ୧୯ଟି ଜିଲ୍ଲାକୁ ଏ ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଭାଗ । ସୂଚନା ଅନୁସାରେ ଓଡିଶାର ୧୯ଟି ଜିଲ୍ଲାରେ…

gold-jewellery (1)
ଦୀପାବଳୀ ସୁଦ୍ଧା ୬୦ ହଜାରରେ ପହଞ୍ଚିବ ୧୦ ଗ୍ରାମ ସୁନାର ଦର?

କିଛି ଦିନ କମିଲା, ଏବେ ପୁଣି ବଢିଲା। ମହାମାରୀ ସମୟରେ ପୁଣି ଥରେ ବଢିବାରେ ଲାଗିଲାଣି ସୁନା ଓ ରୂପାର ଦର। ଚଳିତ ସପ୍ତାହରେ  ସୁନା ୬୯୩ ଟଙ୍କା ମହଙ୍ଗା ହୋଇ ୪୭,୪୮୪ ଟଙ୍କାରେ ପହଞ୍ଚିଛି। ଅନ୍ୟପକ୍ଷରେ, ରୁପା ଦର ୩,୦୩୫ ଟଙ୍କା ମହଙ୍ଗା ହୋଇ ୭୦,୮୩୫ ଟଙ୍କାରେ ପହଞ୍ଚିଛି।

coronaviru7s
ସୀମାରେ କଡ଼ାକଡ଼ି ଚାଲିଛି ଯାଂଚ୍‌

ବାହାର ରାଜ୍ୟରୁ ଏବେ ଗାଁ ମୁହାଁ ପ୍ରବାସୀ ଓଡିଆ। ପ୍ରବାସୀ ଓଡିଆ ଫେରୁଥିବାରୁ ଗଜପତି -ଗଂଜାମ ସୀମାରେ ଯାଞ୍ଚ ପ୍ରକିୟାକୁ କଡାକଡି କରାଯାଇଛି। ସୀମାର ନାକା ଗେଟରେ ପ୍ରବାସୀଙ୍କ ଯାଞ୍ଚ କରାଯାଉଛି।

2
ପୃଥିବୀରେ ପଡ଼ିଲା ଚୀନର ଲଙ୍ଗ ମାର୍ଚ୍ଚ ୫-ବି ରକେଟ୍

ସମ୍ପ୍ରତି ଚାଇନାର ଲଙ୍ଗ ମାର୍ଚ୍ଚ ୫-ବି ରକେଟ୍ ଅନିୟନ୍ତ୍ରିତ ହୋଇ ପୃଥିବୀ ଅଭିମୁଖେ ଖସୁଥିଲା। ଏଥିରୁ ଆଶଙ୍କା କରାଯାଉଥିଲା ଯେ ଏହାର ଭାରୀ ଆବର୍ଜନା ପୃଥିବୀ ପୃଷ୍ଠରେ ପହଞ୍ଚି ବଡ଼ ଧରଣର ଅଘଟଣ ଘଟାଇପାରେ। କିନ୍ତୁ ରବିବାର ଏହା ଭାରତ ମହାସାଗରର…

naveen patnaik
ବୁଲା କୁକୁର ଓ ଗାଇଗୋରୁଙ୍କ ପାଇଁ ୬୦ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଲକଡାଉନ୍‌ ଓ ସଟଡାଉନ୍‌ ବେଳେ ବନ୍ଦ ରହିଛି ସମସ୍ତ ଦୋକାନ ବଜାର। ଏଭଳି ସ୍ଥିତିରେ ବୁଲା ଗାଇଗୋରୁ ଓ ବୁଲା କୁକୁରମାନେ ଖାଦ୍ୟ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ସେମାନଙ୍କୁ ଖାଇବା ଯୋଗାଇବା ପାଇଁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର।

2 dg
ମହାମାରୀକୁ ମୂଳରୁ ନାଶ କରିବ ୨-ଡିଜି ମେଡିସିନ୍‌; ଜାଣନ୍ତୁ ଏହା ଶରୀର ପାଇଁ କେତେ ପ୍ରଭାବଶାଳୀ

ଶରୀରରେ କୋଭିଡ ଭୂତାଣୁକୁ ମୂଳପୋଛ କରିବ ଭାରତର ମହାସଂଜୀବନୀ ୨-ଡିଜି ମେଡିସିନ । ଶରୀର ଉପରେ ଏହା କେତେ ପ୍ରଭାବଶାଳୀ, ୫ଟି ପଏଣ୍ଟରେ ବୁଝାଇଦେଲେ ବୈଜ୍ଞାନିକ #IndiaFightsCorona #CovidVaccine

cenal Work
ଅଫିସର ପିସି ନେଇ ଚୁପ୍‌, ହିନସ୍ତା ହେଉଛନ୍ତି ଚାଷୀ

କ୍ଷୁଦ୍ର ଜଳସେଚନରେ ବିଭାଗରେ ପୁଣି ସାମ୍ନାକୁ ଆସିଲା ଦୁର୍ନୀତର ଗନ୍ଧ। ଚାଷୀଙ୍କ ପାଇଁ ହୋଇଥିବା କାମର ତଦାରଖ କରି ବିରକ୍ତି ପ୍ରକାଶ କଲେ ଖୋଦ୍‌ ବିଧାୟକ। ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜର ଖୁଂଟା ବ୍ଲକରେ।

Untitled-1
କଙ୍ଗନାଙ୍କ ଉପରେ ଇନଷ୍ଟାଗ୍ରାମ ବି ଦାଉ ସାଧିଲା

ମୁମ୍ବାଇ: କଙ୍ଗନା ରଣୌତ ଏବେ ବିବାଦର ରାଣୀ ହୋଇପଡିଛନ୍ତି। ସେ ପ୍ରାୟତଃ ନିଜର ମନ୍ତବ୍ୟ ପାଇଁ ଲୋକଲୋଚନରେ ରହୁଛନ୍ତି। ବଙ୍ଗଳା ନିର୍ବାଚନ ଫଳାଫଳ ପରେ ବଙ୍ଗଳା ହିଂସାକୁ ନେଇ ତୀବ୍ର ପ୍ରତିକ୍ରିୟା ହେତୁ ଟ୍ୱିଟର ତାଙ୍କ ଆକାଉଣ୍ଟକୁ ସବୁଦିନ ପାଇଁ ସସପେଣ୍ଡ୍…