• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

4
ଫେସ୍‌ବୁକ ପୋଷ୍ଟକୁ ନେଇ ଦୁଇ ଦୁଇ ଥର ଜେଲ୍‌ ଗଲେ ସାମ୍ବାଦିକ

ଇମ୍ଫାଲ: ଜଣେ ସାମ୍ୱାଦିକ ଫେସ୍‌ବୁକ୍‌ରେ ବିବାଦୀୟ ପୋଷ୍ଟ କରି ପୂର୍ବରୁ ଥରେ ଜଲ୍‌ ଯାଇଥିବାବେଳେ ପୁଣି ଥରେ ଗିରଫ ହୋଇଛନ୍ତି। ସାମ୍ୱାଦିକ ଜଣକ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟ ବିରୋଧୀ ଲେଖା ପୋଷ୍ଟ କରି ଗିରଫ ହୋଇ ଜେଲ୍‌ରେ ଥିବା ସୂଚନା ମିଳିଛି। ମଣିପୁର୍‌ର ଏହି ସ୍ଥାନୀୟ ସାମ୍ୱାଦିକ ପୂର୍ବରୁ ଫେସ୍‌ବୁକ୍‌ରେ ବିବାଦୀୟ ପୋଷ୍ଟ କରି ୧୩୩ ଦିନ ଜେଲ୍‌ ଯାଇଥିଲେ। ଜେଲ୍‌ରୁ ମୁକୁଳିବା ପରେ ସେ ପୁଣି ଏକ ପୋଷ୍ଟ କରିଥିଲେ। ଯାହାଫଳରେ ତାଙ୍କୁ ପୋଲିସ୍‌ ଗିରଫ […]

police
ମହଙ୍ଗା ପଡ଼ିଲା ଚା’ ଦୋକାନୀଙ୍କୁ ଗୋଇଠା ମାରିବା, ସସ୍‌ପେଣ୍ଡ୍‌ ହେଲେ ପୋଲିସ୍‌ ବାବୁ

ଭୁବନେଶ୍ୱର: ଦୋକାନ ଭିତରେ ପଶିଲେ, ଜିନିଷ ନେଇଗଲେ ଆଉ ଗୋଇଠା ପରେ ଗୋଇଠା ମାରି ଚାଲିଲେ ପୋଲିସ୍‌ ବାବୁ। ଚା’ ଦୋକାନୀଙ୍କୁ ଜଣେ ପୋଲିସ୍‌ କର୍ମୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଯାହାର ଦୃଶ୍ୟ CCTVରେ କଏଦ ହୋଇଛି। ରାଜଧାନୀ ଭୁବନେଶ୍ୱର…

online
ଅନଲାଇନ୍ ନ୍ୟୁଜ ପୋର୍ଟାଲ ପାଇଁ ଆସିଲା ସ୍ୱତନ୍ତ୍ର ନିୟମ

ଭୁବନେଶ୍ୱର: ଅନଲାଇନ୍ ନ୍ୟୁଜ ପୋର୍ଟାଲ ଓ OTT ପ୍ଲାଟଫର୍ମ ପାଇଁ ଆସିବ ସ୍ୱତନ୍ତ୍ର ନିୟମ। ଏଗୁଡିକୁ ନିୟନ୍ତ୍ରଣ ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ  ଅଧୀନରେ ଗଠନ କରାଯାଇଛି ସ୍ୱତନ୍ତ୍ର ନିୟାମକ ସଂସ୍ଥ॥ ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଏହାକୁ ଅନୁମୋଦନ କରିଛନ୍ତି। ଏହାପୂର୍ବରୁ ଡିଜିଟାଲ ପ୍ଲାଟଫର୍ମ ଉପରେ ନିୟନ୍ତ୍ରଣ ପାଇଁ କୌଣସି ସରକାରୀ ସଂସ୍ଥା ନଥିଲା । ଖବରକାଗଜ ଉପରେ ପ୍ରେସ କାଉନସିଲ ଅଫ୍ ଇଣ୍ଡିଆ […]

6
ଇଣ୍ଡଷ୍ଟ୍ରିଗୁଡ଼ିକୁ କେନ୍ଦ୍ର ସରକାର ଦେଲେ ୨ ଲକ୍ଷ କୋଟିର ଦୀପାବଳି ଉପହାର

ନୂଆଦିଲ୍ଲୀ: କରୋନା କାରଣରୁ ଇଣ୍ଡଷ୍ଟ୍ରିଗୁଡ଼ିକ ବନ୍ଦ ହୋଇ ପଡ଼ିଛି। ଏଥିପାଇଁ ବ୍ୟବସାୟୀମାନେ ବହୁ ଜଟିଳ ପରିସ୍ଥିତି ଦେଇ ଗତି କରୁଛନ୍ତି। ତେଣୁ ପରିସ୍ଥିତିକୁ ସୁଧାରିବା ପାଇଁ କେନ୍ଦ୍ର ସରକାର ଇଣ୍ଡଷ୍ଟ୍ରିମାନଙ୍କ ଲାଗି ଦୀପାବଳି ଉପଲକ୍ଷେ ଦୁଇ ଲକ୍ଷ କୋଟି ଟଙ୍କାର ରିହାତି ପ୍ୟାକେଜ୍‌ ଘୋଷଣା କରିଛନ୍ତି। ସରକାର ୧୦ଟି ସେକ୍ଟରରେ ଉତ୍ପାଦନ ଆଧାରିତ ପ୍ରୋତ୍ସାହନ ବା ପିଏଲ୍‌ଆଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ଏହି ପ୍ରସ୍ତାବକୁ ଆଜି ମଞ୍ଜୁରୀ ଦେଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ୟାବିନେଟ୍‌ରେ […]

pahada-upare-network
ଡିଜିଟାଲ ଶିକ୍ଷାଦାନ ଧର୍ମକୁ ଆଖିଠାର ! ଗାଁରେ ଆସୁନି ମୋବାଇଲ ନେଟଓ୍ୱର୍କ

  ପାଠ ପଢ଼ିବାକୁ ପାହାଡ଼ ଚଢ଼ିବାକୁ ପଡୁଛି ଗୋଟିଏ ମୋବାଇଲରେ ପଢୁଛନ୍ତି ୩ରୁ୪ ଜଣ ଲମତାପୁଟ, ଫୁଲବାଣୀ (ଜଗତଜୀବନ କାଚିମ୍ ଏବଂ ତ୍ରିନାଥ ସାହୁ) : କରୋନା ମହାମାରୀ ଯୋଗୁ ସ୍କୁଲ କଲେଜ ବନ୍ଦ ଥିବାବେଳେ ଛାତ୍ରଛାତ୍ରୀ ଯେପରି ପାଠପଢାରୁ ବଂଚିତ…

aweisei
'ବିଫଳତା ଲୁଚାଇବାକୁ AIMIM ଦଳକୁ ଭୋଟ୍‌ କଟ୍‌ୱା ପାର୍ଟି କହୁଛି କଂଗ୍ରେସ'

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ଏଆଇଏମ୍‌ଆଇଏମ୍‌ ଦଳର ଐତିହାସିକ ବିଜୟ ପରେ ଭୋଟ୍ କାଟିଥିବା ଅଭିଯୋଗ କରି କଂଗ୍ରେସ ଏଆଇଏମ୍‌ଆଇଏମ୍‌ ଦଳକୁ ଭୋଟ୍ କଟ୍‌ୱା ପାର୍ଟି ବୋଲି କହିଥିଲା। ଆଜି ଏହାର ଦୃଢ଼ ଜବାବ ରଖିଛନ୍ତି ଦଳ ମୁଖ୍ୟ ଅସଦୁଦ୍ଦିନ ଅୱେସୀ। ବିହାରରେ ନିଜର ବିଫଳତାକୁ ଲୁଚାଇବା ପାଇଁ କଂଗ୍ରେସ ଅଯଥା ଚିତ୍କାର କରୁଛି ବୋଲି ଅୱେସୀ କହିଛନ୍ତି। ବିଜୟ ନେଇ ଅୱେସୀ କହିଛନ୍ତି ଯେ ତାଙ୍କ ଦଳ ୨୦ଟି ଆସନରେ ନିର୍ବାଚନ ଲଢ଼ିଥିଲା। ସେଥିରୁ ୫ଟି […]

gst-750x430
ଡେଲିଭରି ବୟ ନାଁରେ ୧୦ ଲକ୍ଷ ଟଙ୍କାର ଜିଏସଟି ଠକେଇ ଅଭିଯୋଗ

ରାଉରକେଲା: ଡେଲିଭରି ବୟ ନାଁରେ ୧୦ ଲକ୍ଷ ଟଙ୍କାର ଜିଏସଟି ଠକେଇ ଅଭିଯୋଗ। ପୁଣି ସେହି ରାଉରକେଲାରୁ ଆସିଛି ଏହି ବଡ଼ ଧରଣରେ ଜିଏସଟି ଠକେଇ ମାମଲା। ସଂପୃକ୍ତ ଡେଲିଭରୀ ବୟ ନାଁରେ ମନୋରମା ଟ୍ରେଡିଂ ଭଳି ଏକ ଜାଲ କମ୍ପାନୀ ଖୋଲି ୭୦ ଲକ୍ଷ ଟଙ୍କାର ବେନାମୀ କାରବାର ହୋଇଥିବା ଜଣାପଡ଼ିଛି। ତେବେ ତାଙ୍କ ନାଁରେ ୧୦ ଲକ୍ଷ ଟଙ୍କାର GST ଠକେଇ ନେଇ ସମନ ଆସିବା ପରେ ଏହି ଘଟଣା ପଦାକୁ ଆସିଛି। ପୂର୍ବରୁ […]

otv
୧୧ ଦିନ ହେଲା ଗୃହବନ୍ଦୀ ଅବସ୍ଥାରେ କର୍ମଚାରୀ

ଭୁବନେଶ୍ୱର: ଖୋର୍ଦ୍ଧା ସାରୁଅସ୍ଥିତ ଓଟିଭି ଓ ତରଙ୍ଗ ଷ୍ଟୁଡିଓ କଂପ୍ଳେକ୍ସରେ ଦୀର୍ଘ ୧୧ ଦିନ ହେଲା ଗୃହବନ୍ଦୀ ଅବସ୍ଥାରେ ଅଛନ୍ତି ପୁରୁଷ, ମହିଳା, ବୟସ୍କ ବ୍ୟକ୍ତି। ଏପରିକି ଛୋଟ ଛୋଟ ପିଲା ମଧ୍ୟ ଗୃହବନ୍ଦୀ ଅବସ୍ଥାରେ ଅଛନ୍ତି। ଗତ କିଛି ଦିନ ହେଲା କେତେକ ଠିକା କର୍ମଚାରୀ ଷ୍ଟୁଡିଓ ଗେଟ୍ ଆଗରେ ଧାରଣାରେ ବସିଛନ୍ତି। ସେମାନେ କମ୍ପ୍ଲେକ୍ସର ଉଭୟ ଆଗ ଓ ପଛ ଗେଟ୍‌ରେ ତାଲା ପକାଇ ଦେଇଥିବାରୁ ନା କେହି ଭିତରକୁ ଯାଇପାରୁଛନ୍ତି ନା କେହି […]

1
ଉପନିର୍ବାଚନରେ ବାଜି ମାରିଲା ବିଜେଡି, କାହିଁକି ହାରିଲା ବିଜେପି?

ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ବିଜେପିକୁ ଡବଲ୍ ଝଟକା ଲାଗିଛି ଏବଂ ବିଜେଡିକୁ ଆଶାତୀତ ସଫଳତା ମିଳିଛି। ଖାସ୍ ସେଥିପାଇଁ ବିଜେଡି କ୍ୟାମ୍ପରେ ଏବେ ବେଶ୍ ଉତ୍ସାହ ଦିଖିବାକୁ ମିଳିଛି। ତେବେ କାହିଁକି ବିଜେପିର ଏଭଳି ସ୍ଥିତି ହେଲା, ସେ ନେଇ ପ୍ରଶ୍ନ ଉଠିଛି। ସରକାରଙ୍କ ବିରୋଧରେ କୋଭିଡ୍ ପରିଚାଳନାରେ ବିଫଳତା, ପ୍ରବାସୀଙ୍କୁ କର୍ମନିଯୁକ୍ତି ଓ ଥଇଥାନ ଏବଂ ଅନ୍ୟାନ୍ୟ ସ୍ଥାନୀୟ ପ୍ରସଙ୍ଗରେ ଜନମତ ସୃଷ୍ଟି କରିଥିଲା ବିଜେପି। ତା ସହିତ ବାଲେଶ୍ୱରରେ ଅନୁକମ୍ପା ହାଓ୍ୱା […]

prem-chndra-choudhury
ନାଗାର୍ଜୁନ ବେଶ ପ୍ରସ୍ତୁତି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ପୁରୀ: ଏଥର ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ଓଲାଗି ପରେ ସାଧାରଣ ଦର୍ଶନାର୍ଥୀଙ୍କ ଉଦ୍ଦେଶ୍ୟରେ ଏହାକୁ ଶ୍ରୀମନ୍ଦିର ମ୍ୟୁଜିୟମରେ ସୁରକ୍ଷିତ ରଖାଯାଉ ବୋଲି ଦାବି ହୋଇଛି। ଚଳତି ବର୍ଷ କରୋନା କଟକଣା ଯୋଗୁଁ ଭକ୍ତମାନେ ଠାକୁରଙ୍କ ନାଗାର୍ଜୁନ ବେଶ ଦର୍ଶନରୁ ବଞ୍ଚିତ ହେବେ। ପରେ ଦୂର ଦୂରାନ୍ତରୁ ଆସୁଥିବା ଭକ୍ତମାନେ ଯେପରି ପରେ ଏହାକୁ ଦେଖିପାରିବେ, ସେଥିପାଇଁ ବେଶକୁ ମ୍ୟୁଜିୟମରେ ରଖାଯାଉ ବୋଲି ବେଶ ପ୍ରଦାନକାରୀ ସେବାୟତମାନେ ଦାବି କରିଛନ୍ତି। ସେପଟେ ବେଶ ଓଲାଗି ପରେ ଏହା କେଉଁ […]

2
ପରିବାରବାଦୀ ପାର୍ଟି ଦେଶ ପାଇଁ କ୍ଷତିକାରକ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ବିହାରରେ ସଫଳତା ପରେ ବିଜେପି ମୁଖ୍ୟାଳୟରେ ବିଜୟ ଉତ୍ସବ ଆୟୋଜିତ ହୋଇଛି। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବକ୍ତବ୍ୟ ରଖିଛନ୍ତି। ଶାନ୍ତିଶୃଙ୍ଖଳାରେ ନିର୍ବାଚନ ସଂପନ୍ନ ହୋଇଥିବାରୁ ମୋଦି ଧନ୍ୟବାଦ ଦେଇଛନ୍ତି। ପୂର୍ବରୁ ନିର୍ବାଚନ ହେଲେ କେତେ ବୁଥ୍ ଲୁଟ୍ ହୋଇଛି ତାହା ଖବରର ଶିରୋନାମା ଥିଲା। ବିହାରରେ କେତେ ଲୋକଙ୍କ ମୃତ୍ୟୁ ଘଟିଛି ପୂର୍ବରୁ ପ୍ରମୁଖ ଖବର ଥିଲା। ତେବେ ବର୍ତ୍ତମାନ କେତେ ପ୍ରତିଶତ ଭୋଟ ହୋଇଛି ଏବେ ମୁଖ୍ୟ ଖବର ପାଲଟିଛି। […]

coronavirus
ଦିନକରେ ୧୩୪୦ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ୨୪ ଘଣ୍ଟାରେ ରାଜ୍ୟରେ ୧୩୪୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୯୨୪୭୭ ପହଞ୍ଚିଛି। ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୫୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୦୬, କଟକରୁ ୯୯, ବଲାଙ୍ଗିର ୮୬ ଓ କେନ୍ଦ୍ରାପଡ଼ାରୁ ୭୬ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ବରଗଡ଼ରୁ ୭୧, ନୂଆପଡ଼ାରୁ ୭୦, ପୁରୀରୁ […]

ଜେଲ୍‌ରୁ ମୁକୁଳିବା ପରେ ମହାରାଷ୍ଟ୍ର ସରକାରଙ୍କ ଉପରେ ବର୍ଷିଲେ ଅର୍ଣ୍ଣବ ଗୋସ୍ୱାମୀ

ମୁମ୍ବାଇ: ଜେଲ୍‌ରୁ ମୁକୁଳିବା ପରେ ରିପବ୍ଲିକ୍ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ମହାରାଷ୍ଟ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଗିରଫଦାରୀକୁ ବେଆଇନ୍ କହିବା ସହ ଉଦ୍ଧବ ସରକାରଙ୍କ ହୀନ ଉଦ୍ୟମକୁ ସେ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ଏଥିସହ ଖୋଲା ଡିବେଟ୍ ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ସେ ଚ୍ୟାଲେଞ୍ଜ ମଧ୍ୟ କରିଛନ୍ତି। ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ ପାଇବା ପରେ ଗତକାଲି ଜେଲ୍‌ରୁ ବାହାରିଥିଲେ ଅର୍ଣ୍ଣବ। ଜାମିନ ପରେ ସେ ମୁମ୍ବାଇର ତାଲୋଜା ଜେଲ୍‌ରୁ ବାହାରିଥିଲେ। […]

ନାସା ହ୍ୟୁମାନ୍‌ ଏକ୍ସପ୍ଲୋରେସନ୍‌ ରୋଭର ଚ୍ୟାଲେଞ୍ଜରେ ଭାଗ ନେବେ ଓଡ଼ିଆ ଛାତ୍ରଛାତ୍ରୀ

ଭୁବନେଶ୍ୱର: NASA Human Exploration Rover Challenge 2021ରେ ଭାଗ ନେବେ ଭୁବନେଶ୍ୱରର ଛାତ୍ରଛାତ୍ରୀ। ପ୍ରଥମ ଥର ପାଇଁ ସ୍କୁଲ ଛାତ୍ରଛାତ୍ରୀ ନାସାର ରୋଭର ଚ୍ୟାଲେଞ୍ଜରେ ଭାଗ ନେବାକୁ ଯାଉଛନ୍ତି। ଏଥିପାଇଁ ରାଜ୍ୟର ବଛାବଛା ୧୦ ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି। Navonmesh ପ୍ରସାର ଫାଉଣ୍ଡେସନ ପକ୍ଷରୁ ଏହି ସ୍କୁଲ୍‌ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ଭାରତ ପାଇଁ ପ୍ରତିନିଧିତ୍ୱ କରିବେ ଓଡ଼ିଶାର ଏହି ଟିମ୍। ଏହି ଟିମ୍‌ରେ ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ସହ ଆଇଟିଆଇ ଛାତ୍ରଛାତ୍ରୀ ମଧ୍ୟ […]