• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

dhanteras 1
ଭୁଲ୍‌ରେ ବି ଧନ୍‌ତେରସ୍ ଦିନ କିଣନ୍ତୁ ନାହିଁ ଏସବୁ ଜିନିଷ, ନ ହେଲେ...

ଦିନକ ପରେ ପାଳନ ହେବ ଆଲୋକର ପର୍ବ ଦୀପାବଳି। ଏହା ପୂର୍ବ ଦିନ ଧନ୍‌ତେରସ୍। ବିଶ୍ୱାସ ରହିଛି, ଧନ୍‌ତେରସ୍‌ରେ(Dhanteras 2020) ସୁନା କିଣିଲେ ମା’ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଓ ଘରେ ସୁଖଶାନ୍ତି ବଢେ। ସେଥିଲାଗି ସୁନା ଅଳଙ୍କାର କିଣିବା ଲାଗି ଗହଣା ଦୋକାନରେ ଭିଡ଼ ଲାଗେ। ଖାଲି ସୁନା, ରୂପା ନୁହେଁ ଧନ୍‌ତେରସ୍‌ ଦିନ ଘରକୁ ଯେକୌଣସି ଜିନିଷ କିଣିକି ଆଣିଲେ ଏହା ଶୁଭ। ହେଲେ ଏମିତି କିଛି ଜିନିଷ ଅଛି, ଯାହାକୁ ଏହି ଦିନରେ ଆଦୌ […]

accident
ସ୍କୁଟିରେ ଯାଉଥିବା ବେଳେ ମା’ପୁଅଙ୍କ ଉପରେ ଚଢ଼ିଗଲା ଗାଡ଼ି

ସୋର: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ମହିଳା ଓ ତାଙ୍କ ଶିଶୁ ପୁତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ମହିଳାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ମହିଳା ଜଣକ ଶିଶୁ ପୁତ୍ରକୁ ନେଇ ସ୍ୱାମୀଙ୍କ ସହ ସ୍କୁଟିରେ ଭଦ୍ରକ ଯାଉଥିବା ବେଳେ ଯାଉଥିବା ବେଳେ ଖନ୍ତାପଡ଼ା ଥାନା ନିକଟରେ ଏହି ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡ଼ି ସେମାନଙ୍କ ସ୍କୁଟିକୁ ଧକ୍କା ଦେବାରୁ ଘଟଣାସ୍ଥଳରେ […]

baby
ଜୀବନ ଦେବା ବଦଳରେ ନର୍ସ ନେଇଗଲେ ୮ ଜୀବନ

ଲଣ୍ଡନ: ରୋଗୀଙ୍କ ଜୀବନ ବଞ୍ଚାଇବା ଥିଲା ତାଙ୍କର କର୍ମ। ହେଲେ ସେ ନେଇ ଚାଲିଥିଲେ ଗୋଟିଏ ପରେ ଗୋଟିଏ ଜୀବନ। ଗୋଟିଏ କି ଦୁଇଟି ନୁହେଁ, ୮ ଜଣ ଶିଶୁଙ୍କୁ ସେ ହତ୍ୟା କରିଥିଲେ।  ସେତିକିରେ ବି କଥା ସରି ନ ଥିଲା, ୧୦ ଜଣଙ୍କୁ ହତ୍ୟା   ଉଦ୍ୟମ ମଧ୍ୟ କରିଥିଲେ। ଆମେ ଏଠି ଜଣେ ନର୍ସଙ୍କ କଥା କହୁଛୁ। ନର୍ସ ଜଣକ ଡାକ୍ତରଖାନାରେ ରୋଗୀଙ୍କ ସେବା କରିବା ପରିବର୍ତ୍ତେ ନେଇ ଚାଲିଥିଲେ ଜୀବନ। ସଂପୃକ୍ତ ନର୍ସଙ୍କୁ […]

ଓଡ଼ିଶାରେ ଦିନକରେ ହଜାରେ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଓଡ଼ିଶାରେ ଦିନକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ତଳକୁ ଚିହ୍ନଟ ହୋଇଛନ୍ତି।ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଏମାନଙ୍କ ମଧ୍ୟରୁ ୫୭୨ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଏବଂ ୪୧୪ ଲୋକାଲ କେସ୍‌ ଥିବା ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଖୋର୍ଦ୍ଧାରୁ ସର୍ବାଧିକ ୧୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନାଥାଉ କି, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୦୫,୯୮୬ରେ ପହଞ୍ଚିଛି। Covid-19 Report […]

images
କରୋନା ସହ ଲଢି ଆଖି ବୁଜିଲେ ୧୪

ଭୁବନେଶ୍ୱର: ଆଜି ରାଜ୍ୟରେ ୧୪ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୪୮୩ରେ ପହଞ୍ଚି ଥିବା କହିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଆଜି ଭୁବନେଶ୍ୱରରୁ ୨ ଜଣ କରୋନା ରୋଗୀ ଆଖି ବୁଜିଥିବାବେଳେ ନୂଆପଡାରୁ ୨ ଓ ସୁନ୍ଦରଗଡରୁ ୨ ଜଣ ଲେଖାଏ ରୋଗୀ ଆଖି ବୁଜିଛନ୍ତି। ଅନ୍ୟପକ୍ଷେ ବରଗଡ, ବାଲେଶ୍ୱର, କଟକ, କଳାହାଣ୍ଡି, କେନ୍ଦ୍ରାପଡା, ସମ୍ବଲପୁର, ଖୋର୍ଦ୍ଧା, ମୟୂରଭଞ୍ଜରୁ ଜଣେ ଲେଖାଏ […]

panjab-1
ଅପରେଶନ ପରେ ଗର୍ଭବତୀଙ୍କ ମୃତ୍ୟୁ: ଅସ୍ଥି ଖୋଜୁ ଖୋଜୁ ମିଳିଲା .....

ଅମୃତସର: ଅନେକ ଆଶା ନେଇ ରୋଗୀ ଡାକ୍ତରଙ୍କ ପାଖକୁ ଆସିଥାଏ। ପରିବାର ଲୋକେ ଡାକ୍ତରଙ୍କୁ ଭଗବାନଙ୍କ ଅବତାର ବୋଲି ମାନି ନେଇଥାନ୍ତି। ଡାକ୍ତର ହିଁ ତାଙ୍କ ପାଇଁ ଶେଷ ଆଶା ଭରସା। ହେଲେ କେତେଜଣ ଡାକ୍ତର ଏକଥା ବୁଝି ପାରନ୍ତି ?  ବେଳେବେଳେ ଏମିତି ହୁଏ, ଡାକ୍ତରଙ୍କ ସାମନ୍ୟ ଅବହେଳା, ଅନ୍ୟମନସ୍କତା ରୋଗୀର ଜୀବନ ନେଇଯାଏ। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ପଞ୍ଜାବରେ। ପଞ୍ଜାବର ମୋଗା ସରକାରୀ ଡାକ୍ତରଖାନାରେ ଘଟିଛି ଏହି ଘଟଣା। ତେବେ ଘଟଣା […]

ପରିବାରର ୬ ଜଣଙ୍କୁ ନିର୍ମମ ହତ୍ୟା ଘଟଣା, ପୋଲିସ୍‌କୁ ମିଳିଲା ନୂଆ ଖିଅ

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ଗୋଟିଏ ପରିବାରର ୬ ଜଣଙ୍କୁ ନିର୍ମମ ହତ୍ୟା ଘଟଣାରେ ପୋଲିସ୍‌କୁ ନୂଆ ଖିଅ ମିଳିଛି। ପରିବାରର ଅନ୍ୟ ୫ ପୁଅ ପାଟଣାଗଡ଼ ଥାନାରେ ପହଞ୍ଚିବା ପରେ ଧିରେ ଧିରେ ହତ୍ୟା ଘଟଣା ଉପରୁ ପରଦା ହଟିବାରେ ଲାଗିଛି। ହତ୍ୟା ସନ୍ଦେହରେ ପୋଲିସ୍ ୨ ଜଣଙ୍କୁ ଅଟକ ରଖିଥିଲା। ଏମାନଙ୍କୁ ଚିହ୍ନଟ ସହ ଏମାନେ ହିଁ ହତ୍ୟା କରିଥିବା ଥାନାରେ ପହଞ୍ଚିଥିବା ୫ ପୁଅ କହିଛନ୍ତି। ଏମିତିକି ଅଟକ ଥିବା ଦୁଇ ଜଣ ବ୍ୟକ୍ତିଙ୍କ […]

Chicken Fillet
୨ ମାସ ପର୍ଯ୍ୟନ୍ତ କୋମାରେ ଥିଲେ, ଚିକେନ୍‌ ନାଁ ଶୁଣି ଆଖି ଖୋଲିଦେଲେ

ତାଇପେଇ: ସାଧାରଣତଃ ନିଜ ପସନ୍ଦର ଖାଦ୍ୟ ନାଁ ଶୁଣିଲେ ପାଟିରୁ ଲାଲ ବାହାରି ଆସିଥାଏ। ଆଉ ସେଇ ସମୟରେ ହିଁ ସେଇ ଖାଦ୍ୟ ଖାଇବାକୁ ଇଚ୍ଛା ହୋଇଥାଏ। ହେଲେ ଯଦି କୁହାଯିବ ଯେ, ନିଜ ପସନ୍ଦର ଖାଦ୍ୟ ନାଁ ଶୁଣି କେହି କୋମାରୁ ଚାଲି ଆସିବା, ହୁଏତ ଏହାକୁ କେହି ବିଶ୍ୱାସ କରିବେ ନାହିଁ। ହେଲେ ଏମିତି କିଛି ଆଶ୍ଚର୍ଯ୍ୟ କରିଦେଲା ଭଳି ଘଟଣା ଘଟିଛି ତାଇୱାନ୍‌ରେ। ୧୮ ବର୍ଷୀୟ ଯୁବକ ଚିୟୁ ୬୨ ଦିନ ହେବ […]

paikmala
ଜୀବିତ ନାବାଳକଙ୍କୁ ମୃତ ଦର୍ଶାଇବା ଘଟଣା: ପୋଲିସ ଅଧିକାରୀ ଗଣିବେ ୫ ଲକ୍ଷ

ବରଗଡ: ଜଣେ ଜୀବିତ ନାବାଳକକୁ ମୃତ ଦର୍ଶାଇ ୨ ଜଣଙ୍କୁ ଜେଲ୍ ପୂରାଇବା ଏବେ ତଦନ୍ତକାରୀ ପୋଲିସ ଅଧିକାରୀଙ୍କ ପାଇଁ ମହଙ୍ଗା ପଡ଼ିଛି।  ଏହି ଭୁଲ ପାଇଁ ତଦନ୍ତକାରୀ ଅଧିକାରୀଙ୍କୁ ୫ ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନବାଧିକାର କମିଶନ। ଘଟଣାଟି ୨୦୧୬ର। ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅଞ୍ଚଳର ଜଣେ ନାବାଳକ ନିଖୋଜ ହୋଇ ଯାଇଥିଲେ। ପରିବାର ଲୋକେ ଏ ନେଇ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରିଥିଲା ଏବଂ ନାବାଳକଙ୍କ ହତ୍ୟା […]

big bazaar
ସିଲ୍‌ ହେଲା ବିଗ୍ ବଜାର ଓ ବିଶାଲ ମେଗା ମାର୍ଟ

ଭୁବନେଶ୍ୱର: କୋଭିଡ୍‌ ଗାଇଡ୍‌ଲାଇନ୍ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ଇନ୍ଦ୍ରଧନୁ ମାର୍କେଟ ନିକଟରେ ଥିବା ବିଗ୍ ବଜାର ଓ ବିଶାଲ ମେଗା ମାର୍ଟକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ସିଲ୍‌ କରାଯାଇଛି। ସେହିପରି ଲୁଇସ୍ ରୋଡ୍‌ ସ୍ଥିତ ଉତ୍କଳ ଇନ୍ ବାର୍ ଓ…

vigilance raid
ଭିଜିଲାନ୍ସ ଜାଲରେ ସରକାରୀ କର୍ମଚାରୀ

ଯାଜପୁର/ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ସରକାରୀ କର୍ମଚାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୨ଜଣ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। ଯାଜପୁର ଧର୍ମଶାଳା ସବ୍‌ରେଜିଷ୍ଟ୍ରାର୍‌ ଅଫିସ୍‌ର କନିଷ୍ଠ କିରାଣୀ ରତ୍ନାକର ମହାନ୍ତିଙ୍କ ଘରେ ଭିଜିଲାନ୍ସ ଟିମ୍ ରେଡ୍‌ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ୍‌ ହୋଇଛି। ରତ୍ନାକରଙ୍କ ଚହଟା ସ୍ଥିତ ପୈତୃକ ଘର ସମେତ ୭ଟି ଅଞ୍ଚଳରେ ଚଢ଼ଉ ହୋଇଛି। ରତ୍ନାକରଙ୍କ ଚହଟା ଘର ଯାଞ୍ଚ ବେଳେ ନଗଦ ୮ ଲକ୍ଷ […]

vaccine
ଟିକା ଅଭାବ: ରାଜ୍ୟର ୧୬ ଜିଲ୍ଲାରେ ଟିକାକରଣ ବନ୍ଦ

  ଟିକାର ଅଭାବ ଥିବାରୁ ଲକ୍ଷ୍ୟ ଅନୁଯାୟୀ ଟିକାକରଣ ହୋଇପାରୁନାହିଁ ଗତକାଲି ମାତ୍ର ୪୯ ହଜାର ଲୋକଙ୍କୁ ଟିକାକରଣ ହୋଇଛି ଏବେ କୋଭିସିଲ୍ଡ ୧୯ ହଜାର ଓ କୋଭାକ୍ସିନ୍ ଟିକା ୩ ଲକ୍ଷ ଉପରେ ଅଛି ଟିକା ନଥିବାରୁ ୧୬ ଜିଲ୍ଲାରେ…

ଅର୍ଣ୍ଣବଙ୍କୁ ଜାମିନ ଶୁଣାଣିବେଳେ କାହିଁକି ଉଦ୍ଧବ ସରକାର ଉପରେ ବର୍ଷିଲେ ସୁପ୍ରିମକୋର୍ଟ ?

ମୁମ୍ବାଇ: ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ୍ ଦେଇଛନ୍ତି। ଏହି ମାମଲାରେ ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଜାମିନ ମିଳିଛି। ଅଭିଯୁକ୍ତମାନେ ପ୍ରତ୍ୟେକ ୫୦ ହଜାର ଟଙ୍କାର ବଣ୍ଡ ଦେଇ ଜାମିନରେ ଯାଇପାରିବେ। ତେବେ ସବୁଠାରୁ ବଡକଥା ହେଲା, ସୁପ୍ରିମକୋର୍ଟ ଏହି ମାମଲାରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ବ୍ୟକ୍ତି ସ୍ୱାଧୀନତା କ୍ଷୁର୍ଣ୍ଣ ହେଉଥିବା ନେଇ ପ୍ରଶ୍ନ ଉଠାଇଛନ୍ତି। ଏପରିକି ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଖାରଜ କରି ହାଇକୋର୍ଟ ଠିକ୍ କରିନାହାଁନ୍ତି ବୋଲି ସୁପ୍ରିମକୋର୍ଟ […]

nirmala nsitaraman
ଆତ୍ମନିର୍ଭର ଭାରତ ୩.୦; ନୂଆ କର୍ମଚାରୀଙ୍କ ପାଇଁ ଆସିଲା ଖୁସି ଖବର

ନୂଆଦିଲ୍ଲୀ: ଦେଶରେ ଆର୍ଥିକ ମାନ୍ଦାବସ୍ଥାର ଆଶଙ୍କା ଭିତରେ କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତ ୩.୦ ଘୋଷଣା କରିଛନ୍ତି।  ଏଥିରେ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ଗୁରୁତ୍ୱ ଦିଆଯାଇଛି। ଏଥିସହ ନୂଆ କର୍ମଚାରୀଙ୍କ ଇପିଏଫ୍ କେନ୍ଦ୍ର ଅର୍ଥ ବହନ କରିବ ବୋଲି କୁହାଯାଇଛି  । ସଂସ୍ଥା ନୂତନ ନିଯୁକ୍ତି ଦେଲେ, କର୍ମଚାରୀଙ୍କ ଇପିଏଫ୍ ଭରଣା କରିବ କେନ୍ଦ୍ର । ୧ ହଜାରରୁ କମ୍ କର୍ମଚାରୀ ଥିବା ସଂସ୍ଥାରେ ୨୪ ପ୍ରତିଶତ ଇପିଏଫ୍ ଦେବ କେନ୍ଦ୍ର । ଅର୍ଥାତ୍‌ ସଂସ୍ଥା ଦେବାକୁ […]