• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

dengue
କରୋନା ଭୟ ଛାଡ଼ି଼ନି, ଜାତୀୟ ରାଜଧାନୀରେ ବଢିଲା ଡେଙ୍ଗୁ ଭୟ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣକୁ ନେଇ ଏ ପର୍ଯନ୍ତ ଭୟ ଛାଡ଼ିନି, ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଲାଣି  ଡେଙ୍ଗୁ, ମାଲେରିଆ, ଚିକୁନଗୁନିଆ ପରି ସଂକ୍ରାମକ ରୋଗ । ବତ୍ତମାନ ସୁଦ୍ଧା ଦିଲ୍ଲୀରେ ଡେଙ୍ଗୁରେ ୨୫ ମାମଲା ରେକର୍ଡ କରାଯାଇଛି । ସେହିପରି…

twitter
ଗୁଗୁଲ ଓ ଫେସବୁକ୍ ମାନିଲେ ଗାଇଡଲାଇନ୍‌, ନୂଆ ନିୟମ ମାନିବାକୁ ଅମଙ୍ଗ ଟ୍ୱିଟର

ନୂଆଦିଲ୍ଲୀ : ନୂଆ ସୋସିଆଲ ମିଡିଆ ଗାଇଡଲାଇନକୁ ନେଇ ବିବାଦ । ମିଥ୍ୟା ଓ ଆପତ୍ତିଜନକ ମେସେଜ୍କୁ ରୋକିବା ଲାଗି କେନ୍ଦ୍ର ସରକାର ଦେଶରେ ନୂଆ ନିୟମ ଲାଗୁ କରିଛନ୍ତି । ଗୁଗୁଲ ଓ ଫେସବୁକ୍ ଗାଇଡଲାଇନ୍ ମାନିବାକୁ ରାଜି ଥିବାବେଳେ…

Untitled-1
କରୋନାରେ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ବିୟୋଗ

ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ବିୟୋଗ।  କରୋନାରେ ତାଙ୍କର ବିୟୋଗ ହୋଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି।  ପୁଅ ଚନ୍ଦନ ଦାସ କହିଛନ୍ତି, ମେ ୧୬ ତାରିଖରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ବସନ୍ତ ଦାସ ହୋମ…

supreme-court
ସ୍ୱାମୀଙ୍କ ସମ୍ପର୍କୀୟଙ୍କୁ ଅକାରଣରେ ଫସାଇବା ନେଇ ସୁପ୍ରିମକୋର୍ଟ ଚିନ୍ତିତ

ନୂଆଦିଲ୍ଲୀ : ସ୍ୱାମୀଙ୍କ ସମ୍ପର୍କୀୟଙ୍କୁ ବିନା କାରଣରେ ଫସାଇବା ଉଚିତ ନୁହେଁ । ଯୌତୁକ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ବୟାନ୍ ରେକର୍ଡ କରୁଥିବାବେଳେ ଅନେକ ସମୟରେ ଟ୍ରାଏଲ କୋର୍ଟ ଦ୍ୱାରା ଗମ୍ଭୀରତା ନଦେଖାଇବା ନେଇ ଚିନ୍ତା ପ୍ରକଟ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ…

Untitled-1
ଆଜି ସଂଧ୍ୟାରେ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର : ଆଜି ନବୀନ ପଟ୍ଟନାୟକ ସରକାରର ପଞ୍ଚମ ପାଳିର ଦୁଇ ବର୍ଷ ପୂରିଛି। ଦୁଇ ବର୍ଷ ତଳେ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀଭାବେ ପଞ୍ଚମ ଥର ପାଇଁ ଶପଥ ନେଇଥିଲେ। ଏହି ଅବସରରେ ଆଜି ସଂଧ୍ୟା ସାଢ଼େ ୫ଟାରେ ମନ୍ତ୍ରୀ…

woman died
ବାହାଘର ପରେ ସୁନା ନଆଣିବାରୁ ବୋହୂକୁ ମାରିଦେଲେ ! ଶ୍ୱଶୁର ଘର ଅଗଣାରେ ଝିଅର ଅନ୍ତିମ ସଂସ୍କାର କଲେ ବାପ ଘର ଲୋକେ

ମୁମ୍ବାଇ: ବାହାଘର ପରେ ଯୌତୁକ ନଆଣିବାରୁ ବୋହୂକୁ ଶ୍ୱଶୁର ଘର ଲୋକେ ମାରି ଦେଇଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି, ଯୌତୁକ ପାଇଁ ଶ୍ୱଶୁର ଘର ଲୋକେ ଝିଅ ଉପରେ ଚାପ ପକାଉଥିଲେ। ତେବେ ଯେତେବେଳେ…

sputanic v
ଜୁନ ଦ୍ୱିତୀୟ ସପ୍ତାହରୁ ମିଳିବ ଋଷ ନିର୍ମିତ କରୋନା ସଞ୍ଜିବନୀ

ନୂଆଦିଲ୍ଲୀ:  ଜୁନ ଦ୍ୱିତୀୟ ସପ୍ତାହରୁ ମିଳିବ ଋଷ ନିର୍ମିତ କରୋନା ସଞ୍ଜିବନୀ ସ୍ପୁଟନିକ- ଭି  ।  ଆପୋଲୋ ଗ୍ରୁପ ଅଫ ହସ୍ପିଟାଲ ପକ୍ଷରୁ ଏହି ଘୋଷଣା କରାଯାଇଛି । ଦେଶରେ ଥିବା ସମସ୍ତ ଆପୋଲୋ ହସ୍ପିଟାଲରେ ଏହି ଟିକା ଉପଲବଧ ହେବ…

lockdown
ଏହିସବୁ ରାଜ୍ୟରେ ଲକଡାଉନ୍ ବୃଦ୍ଧି

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଆଉ ୧୫ ଦିନ ବଢ଼ିଲା ଲକଡାଉନ୍। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉଦ୍ଧବ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। କରୋନାର ଦ୍ୱିତୀୟ ଲହରରେ ସର୍ବାଧିକ ପ୍ରଭାବିତ ରାଜ୍ୟମାନଙ୍କ ମଧ୍ୟରେ ଥିବା ମହାରାଷ୍ଟ୍ରର ଅବସ୍ଥା ବର୍ତ୍ତମାନ ସୁଧୁରିବାରେ ଲାଗିଛି।…

coronavirus
ଓଡ଼ିଶାରେ ଖସୁଛି କରୋନା ଗ୍ରାଫ, ହେଲେ ମୃତ୍ୟୁରେ ଲାଗିପାରୁନି ବ୍ରେକ୍‌

ଭୁବନେଶ୍ୱର: ରାଜ୍ୟରେ ଆଜି ବି ୧୦ ହଜାର ତଳକୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯଦିଓ ଆଜିକୁ ମିଶାଇ ଗତ ୩ ଦିନ ହେବ ରାଜ୍ୟରେ ୧୦ ହଜାର ତଳକୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ହେଲେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା…

india
ପାକିସ୍ତାନ,ଆଫଗାନିସ୍ତାନ ଓ ବାଂଲାଦେଶରୁ ଆସିଥିବା ଅଣ ମୁସଲମାନଙ୍କୁ ମିଳିବ ଭାରତର ନାଗରିକତ୍ୱ

ନୂଆଦିଲ୍ଲୀ : ଅଣ ମୁସଲମାନ୍ ଶରଣାର୍ଥୀଙ୍କୁ ଭାରତର ନାଗରିକତ୍ୱ ପ୍ରଦାନ କରାଯିବ । କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ଥାନର ଅଣ ମୁସଲମାନ ଶରଣାର୍ଥୀଙ୍କ ଠାରୁ ଭାରତୀୟ ନାଗରିକତ୍ୱ ପାଇଁ ଆବେଦନ ମାଗିଛନ୍ତି । ଏଥିସହ ଗୁଜୁରାଟ,…

pm modi
ପ୍ରଧାନମନ୍ତ୍ରୀଙ୍କୁ ୩୦ ମିନିଟ୍‌ ଅପେକ୍ଷା କରାଇଲେ ଦିଦି ! ଆସିଲେ ରିପୋର୍ଟ ଦେଇ ଚାଲିଗଲେ

କୋଲକାତା: ବାତ୍ୟା ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ଅପେକ୍ଷା କରାଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସମୀକ୍ଷା ବୈଠକରେ ଅଧଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ ମମତା। ଖାଲି ସେତିକି ନୁହେଁ ମମତା, ପ୍ରଧାନମନ୍ତ୍ରୀଙ୍କୁ ବାତ୍ୟା ୟାସ୍‌…

korona virus
ଗତ ୨୦ ବର୍ଷ ଧରି କାହିଁକି ଚୀନରୁ ହିଁ ବାହାରୁଛି ଜୀବନନାଶକ ରୋଗ

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ଉତ୍ପତ୍ତିକୁ ନେଇ ପୁଣି ଏବେ ସାରା ବିଶ୍ୱରେ ଚାଲିଛି ଚର୍ଚ୍ଚା । କରୋନା ଭାଇରସର ଉତ୍ପତ୍ତି ଚୀନର ଉହାନ ଲାବ୍‌ରେ ହୋଇଥିଲା । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଖୋଲାଖୋଲି ଏପରି ଅଭିଯୋଗ ଆଣିଥିଲେ ।…

china
ଚୀନର ଚାଲବାଜି : ଶାନ୍ତିପୂର୍ଣ୍ଣ ଆଲୋଚନା ମଧ୍ୟରେ ସୀମାରେ Advanced Weapons ଠୁଳ କରୁଛି ପିଏଲଏ

ବେଜିଂ : ସୁଧୁରୁନି ଚୀନ । ପୁଣି ଭାରତ ବିରୋଧୀ ଷଡ଼ଯନ୍ତ୍ର କରୁଛି ପଡ଼ୋଶୀ ଦେଶ । ଚୀନ ସୀମାରେ ଭାରତ ସହ ଉତ୍ତେଜନା ବଢ଼ାଇବା ପାଇଁ ଉଦ୍ୟମ ଚାଲିଛି । ଗୋଟିଏ ପଟେ ଶାନ୍ତିପୂର୍ଣ୍ଣ ସମାଧାନ ବିଷୟରେ କହୁଛି ଅନ୍ୟପଟେ…

building
ଥାନେରେ ବଡ଼ ଧରଣର ଦୁର୍ଘଟଣା : ଭୁଶୁଡ଼ିଲା କୋଠା, ୭ ମୃତ

ଥାନେ : ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ବଡ଼ ଧରଣର ଦୁର୍ଘଟଣା । ଉହ୍ଲାସନଗର ଅଞ୍ଚଳରେ ଏକ ଆବାସିକ ବିଲ୍ଡିଂର ସ୍କାବ ଭୁଶୁଡ଼ି ପଡ଼ିବାରୁ ୭ ଜଣ ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣାରେ ଅନେକ ଆହତ ହେବା ସହ ୩ରୁ ୪…

ଜୁନ୍ ପହିଲାରୁ ଖୋଲିବ କଲେଜ, ଉଚ୍ଚଶିକ୍ଷା ସଚିବଙ୍କ ଚିଠି

ଭୁବନେଶ୍ୱର: ଖୁବଶୀଘ୍ର ଖୋଲିବ କଲେଜ । ମେ’ ୩୧ରେ ଖରା ଛୁଟି ସରିବା ପରେ ଜୁନ୍ ପହିଲାରୁ ଖୋଲିବ କଲେଜ। ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଜୁନ୍ ପହିଲାରୁ ଖୋଲିବା ନେଇ ନିଷ୍ପତ୍ତି ହୋଇଛି ।…

Capture
ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକରେ ମମତାଙ୍କ ଅଜବ ଆଚରଣ, ନିନ୍ଦା କଲେ ଅମିତ ଶାହ - ଜେପି ନଡ୍ଡା

ନୂଆଦିଲ୍ଲୀ: ବାତ୍ୟା ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ଅପେକ୍ଷା କରାଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସମୀକ୍ଷା ବୈଠକରେ ଅଧଘଣ୍ଟା ବିଳମ୍ବରେ ପହଞ୍ଚିଲେ ମମତା । ଖାଲି ସେତିକି ନୁହେଁ ପ୍ରଧାନମନ୍ତ୍ରୀଙ୍କୁ ବାତ୍ୟା ୟାସର…

corona cases
ଖୁସି ଖବର, ରାଜ୍ୟରେ ଆଉ ୧୧ ହଜାର ୯୫୪ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୧୧ ହଜାର ୯୫୪ ଆକ୍ରାନ୍ତ ସୁସ୍ଥ ହଇଛନ୍ତି । ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୧ ହଜାର ୩୩୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୯୯୪, କଟକରୁ ୮୩୧, ଅନୁଗୁଳରୁ ୭୯୭,…

vlcsnap-error581
ଦ୍ୱିତୀୟ ଡୋଜ୍ ଟିକା ପାଇଁ ମୋବାଇଲ ଧରି ବୁଲୁଛନ୍ତି ଯୁବ ଗୋଷ୍ଠି, ହେଲେ ହୋଇପାରୁନି ପଞ୍ଜିକରଣ; କେମିତି ନେବେ ଟିକା..?

ମହାମାରୀ କରୋନା ସହ ମୁକାବିଲା ପାଇଁ ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛନ୍ତି ସରକାର । ଟିକା ପାଇଁ ଉଦ୍ଧିଷ୍ଟ ବୟସ ବର୍ଗର ସବୁ ବ୍ୟକ୍ତି କେମିତି ଟିକା ନେଇପାରିବ ସେଥିପାଇଁ ଅନଲାଇନ ପଞ୍ଜିକରଣର ବ୍ୟବସ୍ଥା କରାଯାଇଛି । ହେଲେ ରାଜ୍ୟର ଅନେକ…

rahul
ଭାକ୍ସିନେଶନ ନେଇ ରାହୁଲ ଗାନ୍ଧିଙ୍କୁ ପ୍ରତିଶ୍ରୁତି ଦେଲା କେନ୍ଦ୍ର

ନୂଆଦିଲ୍ଲୀ:କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭାକ୍ସନେସନ ନେଇ ଜବାବ ଦେଇଛନ୍ତି । ସେ କହିଛନ୍ତି,ଡିସେମ୍ବର ସୁଦ୍ଧା ଦେଶରେ କରୋନା ଭାକ୍ସନେସନ କାମ ଶେଷ କରାଯିବ । ସେ କହିଛନ୍ତି, ଭାକ୍ସିନ ଉପରେ ଗତ ସପ୍ତାହରେ…

Cyclone-Damage
ଉପୁଡା ଗଛ, ଉଜୁଡା ଚାଳ ଓ ଲୁଣାପାଣି ଭିତରେ ପ୍ରଭାବିତଙ୍କ ଜୀବନ ସଂଘର୍ଷ

ବାତ୍ୟା ୟାସର ତାଣ୍ଡବ ପରେ ସବୁଠି ଶ୍ରୀହୀନ ଅବସ୍ଥା। ଗାଁ ଦାଣ୍ଡ, ଧାନବିଲ, ରାସ୍ତାଘାଟ, ଘରଦ୍ୱାର ଯୁଆଡ଼େ ଚାହିଁବେ କେବଳ ଧ୍ୱଂସ୍ତ ବିଧ୍ୱସ୍ତର ଚିତ୍ର। ୩ ଦିନ ପରେ ବି ଉତ୍ତର ଓ ପୂର୍ବ ଉପକୂଳ ଓଡ଼ିଶାରେ ସ୍ପଷ୍ଟ ବାରି ହେଉଛି ସାମୁୂଦ୍ରିକ ଝଡ଼ର ପଦଚିହ୍ନ। ଅନେକ ଲୋକଙ୍କର ଦୁଃଖ ଅଛି, କୋହ ବି ଅଛି

Modi
ଆକାଶ ମାର୍ଗରୁ ସ୍ଥିତି ଦେଖିଲେ, ରାଜ୍ୟ ପାଇଁ ୫୦୦ କୋଟି ଘୋଷଣା କଲେ

ୟାସ ବାତ୍ୟା କ୍ଷୟକ୍ଷତି ବାବଦକୁ ଓଡ଼ିଶାକୁ ମିଳିବ ୫ଶହ କୋଟିର କେନ୍ଦ୍ରୀୟ ସହାୟତା। ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେହିପରି କେନ୍ଦ୍ରୀୟ ଆନ୍ତଃ ମନ୍ତ୍ରଣାଳୟ ଟିମ୍ ଆସି ସ୍ଥିତି ଅନୁଧ୍ୟାନ କରିବ