• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

solnki
ପରଲୋକରେ ଗୁଜରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ ମାଧବସିଂହ ସୋଲାଙ୍କୀ

ଗାନ୍ଧିନଗର:ଗୁଜରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ମାଧବସିଂହ ସୋଲାଙ୍କୀର ଶନିବାର ପରଲୋକ ହୋଇଯାଇଛି। ବରିଷ୍ଠ କଂଗ୍ରେସ ନେତା ମାଧବସିଂହ ସୋଲାଙ୍କୀର ୯୪ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମାଧବସିଂହ ସୋଲାଙ୍କୀ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ଭରତ ସିଂ ସୋଲାଙ୍କୀର ପିତା। ପେଷାରେ ଓକିଲ ଥିବା ସୋଲାଙ୍କୀ ୧୯୭୭ରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ପ୍ରଥମ ମୁଖ୍ୟମନ୍ତ୍ରୀ ହେବାର ଅବଧି ଖୁବ୍‌ ସମୟ ପାଇଁ ଥିଲା। ୧୯୮୦ରେ ୨ୟ ଥର […]

  • Tuesday, 13 July 2021
trump
ଟ୍ରମ୍ପଙ୍କ ଆକାଉଣ୍ଟକୁ ସ୍ଥାୟୀ ଭାବେ ବନ୍ଦ କଲା ଟ୍ୱିଟର

ୱାଶିଂଟନ: କ୍ୟାପିଟାଲ ହିଂସା ପରେ ବନ୍ଦ ହେଲା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ବିଟର ଆକାଉଣ୍ଟ । ସ୍ଥାୟୀ ଭାବେ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରାଯାଇଥିବା ନେଇ ସୂଚନା ଦେଇଛି ଟ୍ୱିଟର । ଟ୍ରମ୍ପଙ୍କ ଉଭୟ ବ୍ୟକ୍ତିଗତ ଓ ଅଫିସିଆଲ୍ ଆକାଉଣ୍ଟକୁ ବନ୍ଦ କରିଦିଆଯାଇଛି। ଆମେରିକା ସଂସଦ କ୍ୟାପିଟାଲ ହିଲ୍‌ର ଟ୍ରମ୍ପ ସମର୍ଥକଙ୍କ ହିଂସାକାଣ୍ଡ ପରେ ଟ୍ୱିଟର ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଆଗକୁ ମଧ୍ୟ ଟ୍ରମ୍ପଙ୍କ ସମର୍ଥକମାନେ ହିଂସାକାଣ୍ଡ ଘଟାଇବା ଆଶଙ୍କା ଥିବାରୁ ଏପରି […]

  • Tuesday, 13 July 2021
money
ଅଜଣା ବ୍ୟକ୍ତିଙ୍କ ନୂଆବର୍ଷ ଭେଟି: ଗ୍ରାମବାସୀଙ୍କ ଆକାଉଣ୍ଟକୁ ଆସିଲା ହଜାର ହଜାର ଟଙ୍କା

ବିଜୟନଗରମ୍‌:ନୂଆ ବର୍ଷରେ ଆପଣାର ମଣିଷମାନେ ଉପହାର ଦେଇଥାନ୍ତି। କିଏ ଚକ୍‌ଲେଟ, କିଏ କେକ୍‌, କିଏ ଫୁଲତୋଡା..। ଉପହାରଟିଏ ପାଇଲେ କାହାକୁ ବା ଖୁସି ନ ଲାଗେ ? ଶିବରାମ୍‌ପୁରମ୍‌ ଗାଁ ଲୋକେ ବି ନୂଆବର୍ଷ ଉପହାର ପାଇ ବେଶ ଖୁସି । କିନ୍ତୁ ଦୁଃଖ ଏତିକି ଯେ, ଉପହାର ଦେଇଥିବା ଲୋକଙ୍କୁ ସେମାନେ ଧନ୍ୟବାଦ ଟିକିଏ ବି ଦେଇ ପାରୁନାହାନ୍ତି। କାରଣ ଏହି ଦାତା କିଏ ସେମାନେ ଜାଣିନାହାନ୍ତି। ଡିସେମ୍ବର ୨୯ ତାରିଖ  ଗ୍ରାମର ପ୍ରାୟ ୨୦୦ […]

  • Tuesday, 13 July 2021
marriage
ଗରିବ ବ୍ରାହ୍ମଣଙ୍କୁ ବିବାହ କଲେ ମିଳିବ ୩ ଲକ୍ଷ ଟଙ୍କା

ବିଶାଖାପାଟଣା: (ଯୋଶବନ୍ତ ନାରାୟଣ ପାଢ଼ୀ)-ବ୍ରାହ୍ମଣମାନଙ୍କ ପାଇଁ ବଡ଼ ଘୋଷଣା। ଗରିବ ବ୍ରାହ୍ମଣଙ୍କୁ ବିବାହ କଲେ ମିଳିବ ଟଙ୍କା। ୨୫,୦୦୦ରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିବ। ଏହି ଟଙ୍କା ଯୋଗାଇଦେବେ ରାଜ୍ୟ ସରକାର। ଏମିତି ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର।  କର୍ଣ୍ଣାଟକ ସରକାରଙ୍କ ଅଧୀନରେ କାମ କରୁଥିବା ବ୍ରାହ୍ମଣ ବିକାଶ ବୋର୍ଡ ଏବେ ଅରୁନ୍ଧତୀ ଓ ମୈତ୍ରୀୟୀ ନାମରେ ୨ଟି ଯୋଜନା କାର୍ଯ୍ୟକାରୀ କରିବା ନେଇ ଘୋଷଣା କରିଛନ୍ତି।  ଅରୁନ୍ଧତୀ ଯୋଜନା ଅନୁସାରେ, ପ୍ରତି ବ୍ରାହ୍ମଣ […]

  • Tuesday, 13 July 2021
cinema hall
ଦୀର୍ଘମାସ ପରେ ଖୋଲିଲା ଏଇସବୁ ସିନେମା ହଲ

ଭୁବନେଶ୍ୱର: ୯ ମାସ ପରେ ବଡ଼ ସ୍କିନ୍‌ରେ ଫିଲ୍ମ ଦେଖିପାରିବେ ଦର୍ଶକ। ଜମିବ ସିଲଭର୍ ସ୍କିନ୍ ଓ ଡଲବି ସାଉଣ୍ଡର ମଜା। ଆଜିଠୁ ଖୋଲୁଛି ରାଜ୍ୟର କିଛି ସିନେମା ହଲ୍। ଭୁବନେଶ୍ୱର, କଟକ ସମେତ କିଛି ସହରର ସିନେମା ହଲରେ ବସି ଦର୍ଶକ ସିନେମା ଦେଖି ପାରିବେ । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସିନେମା ହଲକୁ ବନ୍ଦ ରଖାଯାଇଥିଲା। ଏବେ ରାଜ୍ୟରେ କରୋନା ପ୍ରଭାବ ହ୍ରାସ ପାଇବା ପରେ ଧୀରେ ଧୀରେ ଜୀବନଯାତ୍ରା ସ୍ୱାଭାବିକ ହେଉଛି। […]

  • Tuesday, 13 July 2021
trump
ଟ୍ରମ୍ପଙ୍କ ଫେସ୍‌ବୁକ୍‌, ଇନ୍‌ଷ୍ଟା, ଟ୍ୱିଟର ଆକାଉଣ୍ଟ ବ୍ଲକ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ନେଇ ବିବାଦ ଆମେରିକାରେ ଥମିନି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ପରାଜୟ ସ୍ୱୀକାର କରିବାକୁ ରାଜି ନ ଥିବାବେଳେ ଏହି ଫଳାଫଳକୁ ବେଆଇନ ବୋଲି କହି ଇଲେକ୍ଟୋରାଲ ପ୍ରସେସ୍‌କୁ ପ୍ରଭାବିତ କରିବାକୁ ଚାହୁଁଛନ୍ତି। ଏପରିକି ଆଜି ଟ୍ରମ୍ପ ସମର୍ଥକଙ୍କ ହିଂସା ବିସ୍ଫୋରକ ରୂପ ନେଇଛି। ହଜାର ହଜାର ଟ୍ରମ୍ପ ସମର୍ଥକ ଅସ୍ତ୍ରଶସ୍ତ୍ର ନେଇ ସଂସଦରେ ଧସେଇ ପଶିବା ସହ ଭଙ୍ଗାରୁଜା କରି ସିନେଟରଙ୍କୁ ବନ୍ଧକ କରିନେଇଛନ୍ତି । ଏହି ହିଂସାକାଣ୍ଡରେ […]

  • Tuesday, 13 July 2021
petrol
ନୂଆବର୍ଷରେ ପ୍ରଥମ ଥର ପାଇଁ ବଢିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ:ଲଗାତାର ୨୯ ଦିନ ସ୍ଥିର ରହିବା ପରେ ଆଜି ତୈଳଦରରେ ପରିବର୍ତ୍ତନ ଘଟିଛି। ତେଲ କମ୍ପାନୀ ପ୍ରତିଦିନ ସକାଳୁ ପେଟ୍ରୋଲ-ଡିଜେଲ ରେଟ ରିଭାଇଜ୍‌ କରନ୍ତି। ଗତ ୨୯ ଦିନ ଧରି ଏହାର ରେଟ୍‌ରେ କୌଣସି ପରିବର୍ତ୍ତନ ଘଟି ନଥିବାବେଳେ ନୂଆ ବର୍ଷରେ ପ୍ରଥମ ଥର ପାଇଁ ଆଜି ପରିବର୍ତ୍ତନ ଦେଖା ଦେଇଛି। ଆଜି ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି। ଇଣ୍ଡିଆ ଅଏଲ ୱେବସାଇଟରୁ ମିଳିଥିବା ସୂଚନାରୁ ଜଣାଯାଇଛି, ଆଜି ଡିଜେଲ ଦର ଲିଟର ପିଛା […]

  • Tuesday, 13 July 2021