• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

0001
ଆତଙ୍କୀ ଆକ୍ରମଣ; ଯବାନ ସହିଦ୍‌

ଶ୍ରୀନଗର: ଜାମ୍ମୁ କାଶ୍ମୀରର ସୋପୋରରେ CRPF ଟିମ୍ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଣେ ଯବାନ ବୀରଗତି ପ୍ରାପ୍ତ ହୋଇଛନ୍ତି। ଏହି ଘଟଣାରେ ଜଣେ ସାଧାରଣ ନାଗରିକଙ୍କର ମଧ୍ୟ ମୃତ୍ୟୁ ଘଟିଛି।  ଦୁଇ ଜଣ ଯବାନ ଗୁରୁତର ଆହତ ହୋଇଥିବାବେଳେ ଜଣେ ଯବାନ ସାମାନ୍ୟ ଆହତ ହୋଇଛନ୍ତି। ମିଳିଥିବା ଖବର ଅନୁଯାୟୀ, CRPF 179 ବାଟାଲିୟନକୁ ଆତଙ୍କବାଦୀମାନେ ଟାର୍ଗେଟ କରି ଆକ୍ରମଣ କରିଥିଲେ। ଖବର ଅନୁଯାୟୀ, ବୁଧବାର ସକାଳେ ଏକ CRPF ଟିମ୍‌ ପାଟ୍ରୋଲିଂ କରିବାକୁ ବାହାରିଥିଲା। […]

  • Tuesday, 13 July 2021
petrol-1111
ବିରୋଧର ପ୍ରଭାବ ! ଦୁଇଦିନ ହେଲା ଅପରିବର୍ତ୍ତିତ ରହିଛି ତୈଳଦର

ନୂଆଦିଲ୍ଲୀ: ଗତ ମାସରେ କ୍ରମାଗତ ଭାବେ ୨୧ ଦିନ ଧରି ଡିଜେଲ-ପେଟ୍ରୋଲ ମୂଲ୍ୟ ବୃଦ୍ଧି ପାଉଥିବା ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏହାର ପ୍ରଭାବ ହେଉ ବା ଅନ୍ୟ ଯେ କୌଣସି କାରଣରୁ ହେଉ,  ସରକାରୀ ତୈଳ ଳ କମ୍ପାନୀଗୁଡିକ ଆଜି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଏହାର ମୂଲ୍ୟ ପରିବର୍ତ୍ତନ କରିନାହାଁନ୍ତି। ଆଜିର ଦୁଇ ଦିନ ପୂର୍ବରୁ, ଅର୍ଥାତ୍ ଗତ ସୋମବାର ଦିନ   ଡିଜେଲ ୧୩ ପଇସା ମହଙ୍ଗା ହୋଇଥିଲା, ପେଟ୍ରୋଲର ମୂଲ୍ୟ ୫ […]

  • Tuesday, 13 July 2021
susant
ଭାଇକୁ ଅନ୍ତିମ ବିଦାୟ ଦେଇ ଅଶ୍ରୁଳ ବାର୍ତ୍ତା ଦେଲେ ସୁଶାନ୍ତଙ୍କ ଭଉଣୀ

ନୂଆଦିଲ୍ଲୀ: ଜୁନ୍ ୧୪ ତାରିଖରେ ସୁଶାନ୍ତ ସିଂ ରାଜପୁତଙ୍କର ଦେହାନ୍ତ ପରେ ତାଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ନିଜ ଫେସବୁକ୍ ଆକାଉଣ୍ଟରେ ଘରେ ପ୍ରାର୍ଥନା କରୁଥିବା ସମସ୍ତଙ୍କ ଫଟୋ ସେୟାର କରିଛନ୍ତି। ସୁଶାନ୍ତଙ୍କ ଭଉଣୀ ମଧ୍ୟ ତାଙ୍କୁ ଅନ୍ତିମ ବିଦାୟ ଦେବା ସହ ତାଙ୍କ ଫ୍ୟାନ୍ସମାନଙ୍କୁ ଏକ ଅଶ୍ରୁଳ ବାର୍ତ୍ତା ଦେଇଛନ୍ତି।  ସୁଶାନ୍ତଙ୍କ ଭଉଣୀ କିର୍ତ୍ତୀଙ୍କ ଏହି ବାର୍ତ୍ତା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । । ବଲିଉଡ ଅଭିନେତା ନାନା ପାଟେକର […]

  • Tuesday, 13 July 2021
jawan
ବରଫ ମଝିରେ ଜନ୍ମଦିନ ପାଳିଲେ ଯବାନ, ଭାଇରାଲ ହେଲା ଭାବପ୍ରବଣ ଭିଡିଓ

ନୂଆଦିଲ୍ଲୀ:  ଆଜିକାଲି ସୋସିଆଲ ମିଡିଆରେ ବରଫ ମଝିରେ ଠିଆ ହୋଇଥିବା ଆମ ଯବାନଙ୍କର ଏକ ଭିଡିଓ ବେଶ ଭାଇରାଲ ହୋଇଛି।  ଯବାନଙ୍କ ଏହି ଭିଡିଓ ଦେଖିଲେ ଆପଣ ବି ଭାବପ୍ରବଣ ହୋଇଯିବେ । ଆଇପିଏସ୍ ପଙ୍କଜ ନୈନ ଏହି ଭିଡିଓକୁ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଜୁନ୍ ୨୯ରେ ସେୟାର କରିଛନ୍ତି।  ସେ କ୍ୟାପସନରେ ଲେଖିଛନ୍ତି, ପ୍ରତ୍ୟେକ ଇଚ୍ଛାକୁ ଏମାନେ ନିଜ ହୃଦୟରେ ଚାପି ରଖନ୍ତି ଏବଂ ପ୍ରତ୍ୟେକ ଚିନ୍ତା, ସମସ୍ୟାକୁ ଧୂଆଁ ପରି ଉଡ଼ାଇ ଦିଅନ୍ତି। ଜନ୍ମଦିନ […]

  • Tuesday, 13 July 2021
Modi-speech-696x392
‘ନଭେମ୍ବର ଯାଏ ମାଗଣାରେ ମିଳିବ ଚାଉଳ/ଗହମ’

ନୂଆଦିଲ୍ଲୀ:କରୋନା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୬ଷ୍ଠଥର ପାଇଁ ଦେଶବାସୀଙ୍କୁ ଦେଶବାସୀଙ୍କୁ ସମ୍ୱୋଧନ କରିଛନ୍ତି। କରୋନା ମୁକାବିଲା ସମନ୍ଧିତ ସୂଚନା ଦେଇ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ- କରୋନା ସହ ଲଢେଇ କରି କରି ଆମେ ଅନଲକ୍‌-୨ରେ ପ୍ରବେଶ କଲୁଣି। ଏଥି ସହ ଆମେ ସର୍ଦ୍ଦି ମୌସୁମୀରେ ମଧ୍ୟ ପ୍ରବେଶ କଲୁଣି। ତେଣୁ ସମସ୍ତଙ୍କୁ ନିଜ ସ୍ୱସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ନିବେଦନ କରିଥିଲେ ମୋଦି। କରୋନା ମୃତ୍ୟୁ ସଂଖ୍ୟା ତୁଳନା କରିଲେ ଆମର ସ୍ଥିତି […]

  • Tuesday, 13 July 2021
mobile
ଓଡ଼ିଶା ବଜାରରେ ଅଗ୍ରଣୀ ସ୍ଥିତିରେ ଜିଓ : ଟ୍ରାଇ

ଭୁବନେଶ୍ୱର: ଓଡ଼ିଶା ବଜାରରେ ସମ୍ପୂର୍ଣ୍ଣ ଅଗ୍ରଣୀ ଥିବା ରିଲାଏନ୍ସ ଜିଓ ରାଜ୍ୟର ସବୁଠୁ ପସନ୍ଦର ମୋବାଇଲ ଓ ଡିଜିଟାଲ୍ ସେବା ପ୍ରଦାନକାରୀ ସଂସ୍ଥା। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଗ୍ରାହକ ତଥ୍ୟ ଅନୁଯାୟୀ, ୨୦୨୦ ଫେବ୍ରୁଆରିରେ ରିଲାଏନ୍ସ ଜିଓ ଓଡ଼ିଶାରେ ଦୁଇ ଲକ୍ଷ ତେୟାଳିଶ ହଜାରରୁ ଅଧିକ ନୂଆ ଗ୍ରାହକ ଯୋଡ଼ିଛି ।୨୦୨୦ ଫେବ୍ରୁଆରି ୨୯ ସୁଦ୍ଧା ରାଜ୍ୟରେ ରିଲାଏନ୍ସ ଜିଓର ଗ୍ରାହକ ସଂଖ୍ୟା ୧ କୋଟି ୨୩ ଲକ୍ଷରୁ […]

  • Tuesday, 13 July 2021
amir
ଅଭିନେତା ଅମିର ଖାନ୍‌ଙ୍କ କାର୍ଯ୍ୟାଳୟରେ ପଶିଲା କରୋନା

ମୁମ୍ବାଇ: ବଲିଉଡ ଅଭିନେତା ଅମିର ଖାନଙ୍କ କାର୍ଯ୍ୟାଳୟରେ ପଶିଲା କରୋନା। ଅମିରଙ୍କ କାର୍ଯ୍ୟାଳୟର କେତେକ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ସେମାନଙ୍କୁ ତୁରନ୍ତ କ୍ୱାରେଣ୍ଟିନରେ ରଖାଯାଇଥିବା ଅମିର ନିଜେ ମିଡିଆକୁ ସୂଚନା ଦେଇ କହିଛନ୍ତି । ଏ ସମ୍ପର୍କରେ ସୂଚନା ଦେଇ ଅମିର କହିଛନ୍ତି, ‘ମୋର କିଛି ଷ୍ଟାଫଙ୍କ ନମୂନା ପରୀକ୍ଷା ପରେ ପଜିଟିଭ ଆସିଛି। ସେମାନଙ୍କୁ କ୍ୱାରେଣ୍ଟିନରେ ରଖାଯାଇଛି। BMC କର୍ମଚାରୀମାନେ ସେମାନଙ୍କୁ  ସମସ୍ତ ମେଡିକାଲ ସୁବିଧା ଯୋଗାଇ ଦେଉଛନ୍ତି।’ ମ୍ୟୁନିସିପାଲ କର୍ମଚାରୀଙ୍କ ନିଷ୍ଠା […]

  • Tuesday, 13 July 2021