ନୂଆଦିଲ୍ଲୀ : ଟୁଲକିଟ୍ ପ୍ରସଙ୍ଗରେ ଟୁଇଟରକୁ କେନ୍ଦ୍ର ସରକାରଙ୍କ ଚେତାବନୀ। ଯେତେବେଳେ ଟୁଲକିଟ୍କୁ ନେଇ ତଦନ୍ତ ଚାଲିଛି ସେତେବେଳେ ଏହି ଟୁଇଟର ଏହାକୁ ମାନିପୁଲେଟେଡ୍ ମିଡିଆ ଟାଗ୍ ଦେବା ଗ୍ରହଣୀୟ ନୁହେଁ ବୋଲି କହି ଅସନ୍ତୋଷ ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଟୁଇଟର ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ। ଏହା କୌଣସି ତଦନ୍ତକାରୀ ସଂସ୍ଥା ନୁହେଁ। ତେଣୁ ତଦନ୍ତ ପ୍ରକ୍ରିୟାକୁ ବାଧାପ୍ରାପ୍ତ ନ କରିବା ଉଚିତ ବୋଲି କହିଛନ୍ତି କେନ୍ଦ୍ର ସରକାର। […]
ଭୋପାଳ: ମାନବିକତା ଦେଖାଇଲେ ଆରପିଏଫ୍ କନେଷ୍ଟବଳ। ରେଲୱେ ଷ୍ଟେସନରେ ଦୌଡି ଦୌଡି ସେ ଜଣେ ମହିଳା ଯାତ୍ରୀଙ୍କୁ କ୍ଷୀର ଯୋଗାଇ ଦେଇଛନ୍ତି। ଉତ୍ତରପ୍ରଦେଶର ଗୋରଖପୁର ଯାଉଥିବା ଏକ ଟ୍ରେନ୍ ଭୋପାଳ ଷ୍ଟେସନରେ କିଛି ସମୟ ପାଇଁ ଅଟକି ଥିଲା। ଏହି ସମୟରେ ସାଫିଆ ହାସମି ନାମକ ଜଣେ ମହିଳା ଚାରିବର୍ଷର ଶିଶୁ ପାଇଁ କ୍ଷୀର ଯୋଗାଇ ଦେବାକୁ ଆରପିଏଫ୍ କନେଷ୍ଟବଳ ଇନ୍ଦର ସିଂ ଯାଦବଙ୍କୁ ଅନୁରୋଧ କରିଥିଲେ। ଇନ୍ଦର ସିଂ କ୍ଷୀର ସଂଗ୍ରହ କରି ଆଣିବା ବେଳକୁ […]
ନୂଆଦିଲ୍ଲୀ: ବିଶ୍ୱ ପାଇଁ ବଡ଼ ବିପତ୍ତି ଆଣିଥିବା ମହାମାରୀ କରୋନା ମୁକାବିଲାକୁ ପ୍ରାଥମିକତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍। ପ୍ରଥମ ଥର ପାଇଁ କୌଣସି ବିଦେଶୀ ପ୍ରତିପକ୍ଷଙ୍କ ସହ ଅନଲାଇନ୍ ଶିଖର ସମ୍ମିଳନୀରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ଉତ୍ତମ ସମନ୍ୱୟ, ସହଯୋଗ ରହିଲେ ଖୁବ୍ ଶୀଘ୍ର ଏହି ବୈଶ୍ୱିକ ବିପତ୍ତିରୁ ମୁକୁଳିପାରିବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଭାରତ ସରକାର କରୋନା ସଙ୍କଟକୁ ଏକ ସୁଯୋଗ […]
ନୂଆଦିଲ୍ଲୀ : ଦେଶରେ ଖସିବାରେ ଲାଗିଛି ଦୈନିକ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା । ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୭୬ ହଜାର ୭୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ ହଜାର ୮ ଶହ ୭୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଅନେକଙ୍କ ମନରେ ପ୍ରଶ୍ନ ଆସୁଥାଇପାରେ ଦେଶରେ ଦ୍ୱିତୀୟ ଲହରରେ ଭଟ୍ଟା ଆସିଲାଣି କି? କେବେ ଏହାର ଅନ୍ତ ହେବ? ବୈଜ୍ଞାନିକମାନେ ଗାଣିତିକ ମଡେଲ୍ ପ୍ରୟୋଗ କରି ଅନୁମାନ କରୁଛନ୍ତି ଜୁଲାଇ […]