ଜମ୍ମୁ-କାଶ୍ମୀର : ଆବର୍ଷରେ ବି ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ। ଜମ୍ମୁ ଓ କାଶ୍ମୀରର ପୁଂଚ ଜିଲ୍ଲାରେ ଖାରୀ କରମରା ଅଂଚଳରେ ଅସ୍ତ୍ର ବିରତି ଉଲ୍ଲଂଘନ ହୋଇଛି। ପାକିସ୍ତାନ ସେନା ପକ୍ଷରୁ ଗୁଳିମାଡ଼ କରାଯାଇଥିଲା। ଭାରତୀୟ ସେନା ପକ୍ଷରୁ ଏହାର ଜବାବ ଦିଆଯାଇଛି। ସେପଟେ ସୀମାପାର ଅନୁପ୍ରବେଶ ଉଦ୍ୟମକୁ ନେଇ ଭାରତ ପକ୍ଷରୁ ପାକିସ୍ତାନ ହାଇକମିଶନରଙ୍କୁ ସମନ ଜାରି କରାଯାଇଛି। କିଛି ଦିନ ତଳେ ପୁଂଚ ସେରରେ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା। ଅକ୍ଟୋବର ୨୧ରେ ସୁନ୍ଦରବାନି ସେକ୍ଟରରେ […]
ଆନନ୍ଦପୁର: ପଣ୍ଡ ହେଲା ଡକାୟତି ଯୋଜନା। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଶାଳବଣୀ ହାଟ ନିକଟରେ ଡକାୟତମାନଙ୍କ ଯୋଜନାକୁ ପୁଲିସ୍ ପଣ୍ଡ କରିବା ସହ ୪ଜଣ ଡକାୟତଙ୍କୁ ଗିରଫ କରିଛି। ଏଥିସହ ଏକ ବୋଲେରୋ ଗାଡ଼ି ଓ ମାରଣାସ୍ତ୍ର ମଧ୍ୟ ପୁଲିସ୍ ଜବତ କରିଛି। ତେବେ ଘଟଣାସ୍ଥଳରୁ ଅନ୍ୟ ଦୁଇ ଜଣ ଫେରାର୍ ଅଛନ୍ତି। ଗତକାଲି ରାତିରେ ଡକାୟତି କରିବାକୁ ଭଦ୍ରକ ଅଞ୍ଚଳର ୪ଜଣ ଡକାୟତ ଆସିଥିଲେ। ଶାଳବଣି ହାଟ ନିକଟରେ ଡକାୟତି କରିବାକୁ ଉଦ୍ୟମ କରୁଥିବା ବେଳେ […]
ନୂଆଦିଲ୍ଲୀ : ୧୯୮୪ମସିହା ଶିଖ୍ ବିରୋଧୀ ହିଂସାରେ ଆଜୀବନ କାରାଦଣ୍ଡାଦେଶ ପାଇଥିବା କଂଗ୍ରେସ ନେତା ସଜ୍ଜନ କୁମାର ଆତ୍ମସମର୍ପଣ କରିଛନ୍ତି। ଆଜି ସଜ୍ଜନ କୁମାର ଦିଲ୍ଲୀର କରକରଡୁମା କୋର୍ଟରେ ଆତ୍ମସମର୍ପଣ କରିବା ପରେ ମଣ୍ଡୋଲି ଜେଲ୍କୁ ପଠାଇ ଦିଆଯାଇଛି। ଆତ୍ମସମର୍ପଣ ପାଇଁ ଅଧିକ ସମୟ ଦେବାକୁ ସଜ୍ଜନ କୁମାର କୋର୍ଟରେ ଆବେଦନ କରିଥିଲେ ମଧ୍ୟ ତାହା ଖାରଜ ହୋଇଯାଇଥିଲା। ଗତ ୧୭ ତାରିଖରେ ଦିଲ୍ଲୀ ହାଇକୋର୍ଟ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ […]
ନୂଆଦିଲ୍ଲୀ : ବାରମ୍ବାର ହୋହାଲ୍ଲା ଓ ବିରୋଧ ପ୍ରଦର୍ଶନ ଯୋଗୁଁ ରାଜ୍ୟସଭାରେ ଗୁରୁତ୍ୱପୂର୍ଣ୍ଣ ତିନି ତଲାକ ବିଲ୍ ଆଜି ଉପସ୍ଥାପନ ହୋଇପାରି ନାହିଁ। ତିନି ତଲାକ୍କୁ ନେଇ ଆଜି ଗୃହ ସରଗରମ ରହିଥିବା ବେଳେ ବିରୋଧୀ ବିଲ୍ର ବର୍ତ୍ତମାନର ରୂପରେଖକୁ ବିରୋଧ କରି ହୋହାଲ୍ଲା କରିଥିଲେ। ଏଥିପାଇଁ ଜାନୁୟାରୀ ଦୁଇ ତାରିଖ ପର୍ଯ୍ୟନ୍ତ ରାଜ୍ୟସଭାକୁ ମୁଲତବୀ ଘୋଷଣା କରାଯାଇଛି। ଦୁଇ ଦୁଇ ଥର ଗୃହକାର୍ଯ୍ୟରେ ବାଧା ଯୋଗୁଁ ମୁଲତବୀ ଘୋଷଣା କରାଯାଇଥିଲା। କଂଗ୍ରେସ ସମେତ ଅନ୍ୟ ବିରୋଧୀ […]
ନୂଆଦିଲ୍ଲୀ: ରାଫେଲ୍ ପ୍ରସଙ୍ଗରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ପୁଣି ଥରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ଚୁକ୍ତିର ୧୦ ଦିନ ପୂର୍ବରୁ ଶିଳ୍ପପତି ଅନୀଲ ଅମ୍ବାନୀଙ୍କୁ କିଭଳି ଏହା ଜଣା ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ପ୍ରସଙ୍ଗରେ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଅନୀଲ୍ ଅମ୍ବାନୀ ଭେଟିଥିବା ନେଇ ସେ କହିଛନ୍ତି। ପ୍ରମାଣସ୍ୱରୂପ ସେ ଏକ ଇ-ମେଲ ମଧ୍ୟ ଦେଖାଇଛନ୍ତି। ରାହୁଲ ଆହୁରି ମଧ୍ୟ ଅଭିଯୋଗ ଆଣିଛନ୍ତି ଯେ, ସେତେବେଳେ ଏହି ଚୁକ୍ତି ସମ୍ପର୍କରେ ପ୍ରତିରକ୍ଷା […]
ନୂଆନିଲ୍ଲୀ: ସିବିଆଇର ପୂର୍ବତନ ଅନ୍ତରୀଣ ନିର୍ଦ୍ଦେଶକ ଏମ୍. ନାଗେଶ୍ୱର ରାଓଙ୍କୁ ଲକ୍ଷେ ଟଙ୍କା ଜରିମାନା ହୋଇଛି। ଅଦାଲତ ଅବମାନନା ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ଏହି ଅର୍ଥଦଣ୍ଡ ଦେଇଛନ୍ତି। ଏପରିକି ଲକ୍ଷେ ଟଙ୍କା ଜରିମାନା ସହ ଆଜିର କାର୍ଯ୍ୟ ଶେଷ ପର୍ଯ୍ୟନ୍ତ କୋର୍ଟ ରୁମ୍ର ଗୋଟିଏ କୋଣରେ ଦିନ ତମାମ ବସି ରହିବାକୁ ମଧ୍ୟ ପ୍ରଧାନ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ନାଗେଶ୍ୱରଙ୍କ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଆବେଦନକୁ ମଧ୍ୟ କୋର୍ଟ ଖାରଜ କରି ଦେଇଛନ୍ତି। ସେହିପରି […]
ନୂଆଦିଲ୍ଲୀ : ଭିଭିଆଇପି ହେଲିକପ୍ଟର ଅଗଷ୍ଟା ୱେଷ୍ଟଲାଣ୍ଡ କିଣା ଦୁର୍ନୀତିରେ ସଂପୃକ୍ତ ଥିବା ମଧ୍ୟସ୍ଥି କ୍ରିଷ୍ଟିଆନ୍ ମିସେଲ ଜେରାବେଳେ ମିସେସ୍ ଗାନ୍ଧି ଓ ସନ୍ ଅଫ୍ ଇଟାଲୀୟନ ଲେଡିଙ୍କୁ ଇଙ୍ଗିତ କରିଥିବା ନେଇ କୋର୍ଟରେ ତଥ୍ୟ ରଖିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମିସେଲଙ୍କୁ ରିମାଣ୍ଡରେ ନେବା ଲାଗି ଇଡିର ଏଭଳି ତଥ୍ୟ ଉପସ୍ଥାପନକୁ ନେଇ କଂଗ୍ରେସ ସରକାରଙ୍କୁ ସମାଲୋଚନା କରିଛି। ରାଜନୈତିକ ସ୍ୱାର୍ଥ ଲାଗି ମୋଦି ସରକାର ଇଡିକୁ ଆୟୁଧ କରିଥିବା କଂଗ୍ରେସ କହିଛି। ଇଡି ପରୋକ୍ଷରେ ସୋନିଆ […]
ଜୟପୁର: ୟୁପିଏ ଚେୟାରପର୍ସନ ସୋନିଆ ଗାନ୍ଧିଙ୍କ ଜ୍ୱାଇ ରବର୍ଟ ଭଦ୍ରାଙ୍କୁ ପୁଣି ଜମି ଅଡୁଆ ହୋଇଛି। ରାଜସ୍ଥାନର ଜୟପୁର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଫିସ୍ରେ ରବର୍ଟ ଭଦ୍ରା ଏବଂ ତାଙ୍କ ମାଆ ମୋରିନ୍ ହାଜର ହୋଇଛନ୍ତି। ବିକାନେର ଜମି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଉଭୟଙ୍କୁ ପଚରାଉଚରା ପାଇଁ ସମନ ହୋଇଥିଲା। ଆଜି ଉଭୟେ ଜୟପୁର ଇଡି ଅଫିସରେ ପହଞ୍ଚି ନିଜ ପକ୍ଷ ରଖିଛନ୍ତି। ରବର୍ଟ ଓ ତାଙ୍କ ମାଆଙ୍କ ସହ […]