ନୂଆଦିଲ୍ଲୀ : ସିବିଅାଇ ଅନ୍ତଃକନ୍ଦଳ ଓ ୨ ଅଧିକାରୀଙ୍କୁ କାର୍ଯ୍ୟାନ୍ତର ପ୍ରସଙ୍ଗରେ ମୁହଁ ଖୋଲିଲା କେନ୍ଦ୍ର। ତଦନ୍ତରେ ସ୍ୱଚ୍ଛତା ପାଇଁ ଉଭୟଙ୍କୁ ସାମୟିକ ଅନ୍ତର କରାଯାଇଛି ବୋଲି କହିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ। ସିଭିସିଙ୍କ ତତ୍ତ୍ୱାବଧାନରେ ଏସ୍ଅାଇଟି ଗଠନ ହୋଇ କରାଯିବ। ଜେଟଲୀ କହିଛନ୍ତି ସିବିଅାଇ ହେଉଛି ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା ଏବଂ ଏହାର ତଦନ୍ତ ବିଶ୍ୱସନୀୟତା ଅକ୍ଷୂର୍ଣ୍ଣ ରହିବା ଉଚିତ। ଉଭୟ ଅଧିକାରୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ହୋଇଛି। ତଦନ୍ତର ସ୍ୱଚ୍ଛତା […]
ନୂଆଦିଲ୍ଲୀ : ଅାସନ୍ତା ସୋମବାର ପର୍ଯ୍ୟନ୍ତ ଗିରଫ ଅାଶଙ୍କାରୁ ବର୍ତ୍ତିଲେ ସିବିଅାଇର ନମ୍ବର ଟୁ ଅଫିସର ରାକେଶ ଅସ୍ଥାନା । ତାଙ୍କ ବିରୋଧରେ ସିବିଅାଇ ପକ୍ଷରୁ ଲାଞ୍ଚ ଅଭିଯୋଗ ନେଇ ଏତଲା ଦାଏର ହୋଇଥିଲା । ଏହାକୁ ଖାରଜ ସହ ତାଙ୍କୁ ଗିରଫଦାରୀରୁ ସୁରକ୍ଷା ଦେବାକୁ ଅସ୍ଥାନା ଦିଲ୍ଲୀ ହାଇକୋର୍ଟଙ୍କ ଅାଶ୍ରୟ ନେଇଥିଲେ। କୋର୍ଟ ଅସ୍ଥାନାଙ୍କ ଅାବେଦନକୁ ଗ୍ରହଣ ସହ ଅାସନ୍ତା ସୋମବାର ମାମଲାର ଶୁଣାଣି କରିବେ। ତେବେ ସେ ପର୍ଯ୍ୟନ୍ତ ଅସ୍ଥାନାଙ୍କ ଗିରଫ କରାଯାଇ ପାରିବ […]
ନୂଆଦିଲ୍ଲୀ : ସବରିମାଳାରରେ ୧୦ରୁ ୫୦ ବର୍ଷର ମହିଳାଙ୍କ ପ୍ରବେଶ ନେଇ ଦେଇଥିବା ରାୟର ପୁନର୍ବିଚାର ଅାବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି। ମାମଲାର ଶୁଣାଣି ଅାସନ୍ତା ୧୩ତାରିଖରେ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏନେଇ ମୋଟ୍ ୧୯ଟି ମାମଲା ସୁପ୍ରମକୋର୍ଟରେ ଦାଖଲ ହୋଇଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଅକ୍ଟୋବର ୧୮ ତାରିଖରୁ ପାଞ୍ଚ ଦିନ ପାଇଁ ସବରିମାଳା ମନ୍ଦିର ଖୋଲାଯାଇଥିଲା। ବିଭିନ୍ନ ସଂଗଠନର ବିରୋଧ ଯୋଗୁଁ ମହିଳାମାନେ ମନ୍ଦିରରେ ପ୍ରବେଶ କରିପାରିନଥିଲେ। ୫ଦିନରେ ୯ଜଣ […]
ଅମୃତସର : ଅମୃତସର ଟ୍ରେନ୍ ଦୁର୍ଘଟଣା ପରେ ଫେରାର ଥିବା ସୌରଭ ମଦନ ମିଠୁ ଅାଜି ରିଲିଜ୍ କରିଛନ୍ତି ଭିଡିଓ । ଅଜ୍ଞାତ ଅଞ୍ଚଳରୁ ରହି ଜାରି କରିଥିବା ଏହି ଭିଡିଓରେ ନିଜ ପକ୍ଷ ରଖିଛନ୍ତି ସୌରଭ । ଘଟଣା ଦିନ ରେଳ ଧାରଣା ଉପରକୁ ନଯିବା ପାଇଁ ଲୋକଙ୍କୁ ନିବେଦନ କରିଥିବା କଥା କହିଛନ୍ତି ସୌରଭ । ତେବେ ଏତେ ବଡ଼ ଘଟଣାକୁ ମାତ୍ର ଦୁର୍ଘଟଣା କହି ନିଜ ଉପରେ ଦୋଷ ଝାଡ଼ି ଦେବାକୁ ଚେଷ୍ଟା […]