• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

rahul
ଆସନ୍ତାକାଲି ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହେବ

ରାୟପୁର : ଆସନ୍ତାକାଲି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଏନେଇ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ସୂଚନା ଦେଇଛନ୍ତି। ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ କଂଗ୍ରେସ ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖଡର୍ଗେ, ଏଆଇସିସି ପ୍ରଭାରୀ ପି.ଏଲ. ପୁନିଆ ପ୍ରମୁଖ ଆଲୋଚନା ବେଳେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଦୌଡ଼ରେ ଏବେ ଚାରିଜଣ ଆଶାୟୀ ଅଛନ୍ତି। ସେମାନେ ହେଲେ ତାମ୍ରଧ୍ୱଜ ସାହୁ, ଭୁପେଶ ବାଘେଲ, ଟି.ଏସ. ସିଂଦେଓ ଓ ଚରଣ ଦାସ ମହାନ୍ତ।

  • Friday, 16 July 2021
cyclone
ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ଘୂର୍ଣ୍ଣିବଳୟ ; ଆସନ୍ତାକାଲି ସାଇକ୍ଲୋନର ରୂପନେବ

ଆନ୍ଧ୍ରପ୍ରଦେଶ  : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତର ରୂପ ନେଇଛି। ଚେନ୍ନାଇ ଉପକୂଳ ଠାରୁ ଏହା ୧୧୪୦ କିଲୋମିଟର ଏବଂ ଶ୍ରୀଲଙ୍କାର ତ୍ରିଙ୍କୋମାଲି ଉପକୂଳରୁ ୮୨୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ଉତ୍ତରପଶ୍ଚିମ ଦିଗରେ ଗତି କରି ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଅତିକ୍ରମ କରୁଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ସାଇକ୍ଲୋନିକ୍ ଷ୍ଟର୍ମର ରୂପନେବ। ଶନିବାର ଦିନ ଏହା ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ ବୋଲି ପୂର୍ବାନୁମାନ କରିଛି […]

  • Friday, 16 July 2021
rajsthan
ରାଜସ୍ଥାନ ରାଜନୀତି ; ମୁଖ୍ୟମନ୍ତ୍ରୀ ପଦ ନେଇ ବଢିଛି କଳ୍ପନାଜଳ୍ପନା

ରାଜସ୍ଥାନ  : କିଏ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ? ତାକୁ ନେଇ ବଢିଛି କଳ୍ପନାଜଳ୍ପନା। ଚଳିତ ନିର୍ବାଚନରେ ବେଶ୍ ବଳ ଲଗାଇଛନ୍ତି ଯୁବ ଚେହେରା ତଥା ପିସିସି ସଭାପତି ସଚିନ୍ ପାଇଲଟ୍। ତେବେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଭେଟେରାନ ଅଶୋକ ଗେହଲଟ୍‌ଙ୍କ ଉପରେ ଅଧିକ ଭରସା କରିପାରନ୍ତି ହାଇକମାଣ୍ଡ। ମାତ୍ର ପାଇଲଟଙ୍କ ସପକ୍ଷରେ ଅଧିକ ସମର୍ଥନ ଥିବା କୁହାଯାଉଛି। ଏସବୁ ଭିତରେ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ଛାଡି ଦିଆଯାଇଛି କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ […]

  • Friday, 16 July 2021