ନୂଆଦିଲ୍ଲୀ : ଅଗଷ୍ଟା ୱେଷ୍ଟଲାଣ୍ଡ ଭିଭିଆଇପି ଚପ୍ର ଦୁର୍ନୀତି ମାମଲାରେ କୋର୍ଟରେ ହାଜର ହୋଇଛନ୍ତି ମଧ୍ୟସ୍ଥି ଖ୍ରୀଷ୍ଟିଆନ୍ ମିସେଲ୍। ଇଡି ପକ୍ଷରୁ ତାଙ୍କୁ ଆଜି ଦିଲ୍ଲୀ ପତିଆଲା ହାଉସ୍ କୋର୍ଟରେ ହାଜର କରାଯାଇଛି। ତେବେ ମାମଲାକୁ ନେଇ ସଙ୍ଗୀନ ଏବଂ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଲଗାଇଛି ଇଡି। ପଚରାଉଚରା ବେଳେ ଖ୍ରୀଷ୍ଟିଆନ୍ ମିସେଲ୍ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନାଁ ନେଇଥିବା କୋର୍ଟଙ୍କୁ ଜଣାଇଛି ଇଡି। କେବଳ ଏତିକି ନୁହଁ ତଦନ୍ତ ବେଳେ ଇଟାଲିଅନ୍ ମହିଳାଙ୍କ ପୁଅ କହି […]
ଲକ୍ଷ୍ନୌ : ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ମଦ ମୃତ୍ୟୁ ବିଭୀଷିକାରେ ୪ ଦିନ ଭିତରେ ମୃତ୍ୟୁ ସଂଖ୍ୟା ୧୦୦ ଟପିଲାଣି। ଏହି ଘଟଣାରେ ୨୧୫ ଜଣଙ୍କୁ ଗିରଫ କରାଯାଇଛି। ଏହାସହ ୫ ଜଣିଆ SIT କମିଟି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାକୁ ନେଇ ଉତ୍ତରାଖଣ୍ଡ ଅଞ୍ଚଳରେ ବିଷାକ୍ତ ମଦ ବ୍ୟବସାୟ ଚାଲିଛି ବୋଲି ଉତ୍ତରପ୍ରଦେଶ ଅବକାରୀ ମନ୍ତ୍ରୀ କହିଛନ୍ତି। ଶାହରନପୁର ଜିଲ୍ଲା ଉତ୍ତରାଖଣ୍ଡ ରାଜ୍ୟକୁ ଲାଗିଥିବାରୁ ସେମାନେ ସେଠାରେ ବିଷାକ୍ତ ମଦ ପିଇଥିବା ମନ୍ତ୍ରୀ […]
ଲକ୍ଷ୍ନୌ: ରାଜନୀତି ମଇଦାନକୁ ଓହ୍ଲାଇଲେ ପ୍ରିୟଙ୍କା ଗାନ୍ଧି। AICC ସାଧାରଣ ସଂପାଦକ ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ଥର ଲକ୍ଷ୍ନୌରେ ପ୍ରିୟଙ୍କା ରୋଡ୍ ଶୋ’ କରିଛନ୍ତି। ଭାଇ ରାହୁଲ ଗାନ୍ଧି ଓ ଉତ୍ତରପ୍ରଦେଶର ପଶ୍ଚିମାଞ୍ଚଳ ଦାୟିତ୍ୱରେ ଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ରୋଡ୍ ଶୋ’ ରେ ସାମିଲ ଅଛନ୍ତି। ଲକ୍ଷ୍ନୌ ବିମାନବନ୍ଦରରୁ କଂଗ୍ରେସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି ରୋଡ୍ ଶୋ’ ଅନୁଷ୍ଠିତ ହେଉଛି। ପ୍ରିୟଙ୍କାଙ୍କ ରୋଡ୍ ଶୋ’ କୁ ନେଇ କଂଗ୍ରେସ କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ […]