ରାୟପୁର : ସ୍ୱାଧୀନତା ଦିବସକୁ ରହିଲା ଆଉ ୩ ଦିନ। କିନ୍ତୁ ଏବେଠାରୁ ବହୁ ସ୍ଥାନରେ ଦେଖାଗଲାଣି ଉତ୍ସବର ପରିବେଶ। ଛତିଶଗଡ଼ ରାଜଧାନୀ ରାୟପୁରରେ ସ୍ୱାଧୀନତା ଦିବସ ପୂର୍ବରୁ ଆଜି ଆୟୋଜିତ ହୋଇଥିଲା ଏକ ତ୍ରିରଙ୍ଗା ଯାତ୍ରା। ଏକ ମାନବ ଶୃଙ୍ଖଳ କରି ଏହି ତ୍ରିରଙ୍ଗା ଉତ୍ସବ ପାଳିତ ହୋଇଥିଲା। ଏହି ମାନବ ଶୃଙ୍ଖଳ ଦୀର୍ଘ ୧୫ କିଲୋମିଟର ବ୍ୟାପି ଲମ୍ବିଥିଲା। ସମସ୍ତେ ହାତରେ ଏହି ୧୫ କିଲୋମିଟର ଲମ୍ବର ତ୍ରିରଙ୍ଗା ଧରି ଛିଡା ହୋଇଥିଲେ। ଏଥିରେ […]
ସମ୍ବଲପୁର: ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଲାଗି ଉତ୍ସବମୁଖର ହୋଇଛି ସମ୍ବଲପୁର ସହର। ମହାଆଡ଼ମ୍ବରରେ ସମ୍ପନ୍ନ ହୋଇଛି ଦେବଦମ୍ପତ୍ତିଙ୍କ ବିବାହ ଉତ୍ସବ। ବିବାହ ଶୋଭାଯାତ୍ରାରେ ବାଣ, ରୋଷଣୀ ଓ ବାଜା ବାଜଣାରେ ଫାଟି ପଡ଼ିଥିଲା ପରିବେଶ। ସାରା ସମ୍ବଲପୁର ସହରକୁ ଦୁଲୁକେଇ ଶୋଭାଯାତ୍ରାରେ ଆସିଥିଲେ ମହାଦେବ। ସଂଧ୍ୟାରୁ ଆରମ୍ଭ ହୋଇଥିବା ମହାଦେବଙ୍କ ଏହି ଶୋଭାଯାତ୍ରା ରାତ୍ରୀ ପର୍ଯ୍ୟନ୍ତ ଚାଲିଥିଲା। ଉତ୍ସବରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ରୀତିନୀତି ମୁତାବକ ଭଗବାନ ଶିବ ଓ ମାତା ପାର୍ବତୀଙ୍କ […]
ନବରଙ୍ଗପୁର: ଗାଁ ଦାଣ୍ଡରେ ଜଣେ ବ୍ୟକ୍ତିଙ୍କୁ ପୂର୍ବତନ ସରପଞ୍ଚଙ୍କ ଉଠ୍ବସ୍ର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏହି ଭିଡିଓଟି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଳକ ହାତିବେଡ଼ା ଗାଁର ବୋଲି ଜଣାପଡ଼ିଛି। ଅଭିଯୋଗ ଅନୁସାରେ ହାତିବେଡ଼ା ପଞ୍ଚାୟତର ପୂର୍ବତନ ସରପଞ୍ଚ ରାମ ମାଝିଙ୍କ ଶାଶୁଙ୍କର ନିକଟରେ ମୃତ୍ୟୁ ହୋଇଥିଲା। ଶାଶୁଙ୍କ ଦଶାହରେ ଯୋଗଦେବା ପାଇଁ ରାମ ଆଖପାଖ ଗାଁ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ। ହେଲେ ଦଶାହରେ ଯୋଗ ଦେଲେ ୫୦୦ଟଙ୍କା ନେଇ ଯିବାକୁ ପଡ଼ିବ ବୋଲି […]
ବାଲୁଗାଁ: ଚିଲିକା କାଳିଜାଈ ଗଣ୍ଡରେ ଘଟିଥିବା ମର୍ମନ୍ତୁଦ ଡଙ୍ଗାବୁଡ଼ି ଘଟଣାରେ ରବିବାର ଡଙ୍ଗା ମାଲିକ ବସନ୍ତ ବେହେରାକୁ ପୋଲିସ ଗିରଫ କରିଛି। ଏହା ପୂର୍ବରୁ ଡଙ୍ଗା ଚାଳକଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା। ବିଭିନ୍ନ ସ୍ଥାନରୁ କାଳିଜାଈ ଦର୍ଶନ ପାଇଁ ଆସିଥିବା ୧୫ ଜଣ ଯାତ୍ରୀ ଶନିବାର ବାଲୁଗାଁର ଏକ ଘାଟରୁ ବୋଟ୍ ନେଇ କାଳିଜାଈ ଯାଇଥିଲେ। ସାଙ୍ଗରେ ଥିଲେ ଦୁଇଜଣ ନାଉରିଆ। ଅପରାହ୍ନ ପ୍ରାୟ ସାଢ଼େ ୫ଟାରେ କାଳିଜାଈ ଦର୍ଶନ ସାରି ଫେରୁଥିଲା ବେଳେ ଚିଲିକା […]
ପୁରୀ : ପୁରୀରେ ଆଜି ସନ୍ଧ୍ୟାରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଛି। ସେବାୟତଙ୍କୁ ଦାନ ଦକ୍ଷିଣା ସଂପର୍କରେ ସୁପ୍ରିମ୍କୋର୍ଟଙ୍କ ଆଦେଶ ଅନୁପାଳନ ନେଇ ବୈଠକରେ ଆଲୋଚନା ହୋଇଛି। ଦାନଅର୍ଥକୁ ନେଇ ଛତିଶା ନିଯୋଗ ସୁପ୍ରିମ୍କୋର୍ଟରେ ନିଜର ପକ୍ଷ ରଖିପାରିବେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁପ୍ରିମ୍କୋର୍ଟରେ ସତ୍ୟପାଠ ଦାଖଲ କରାଯିବ। ଦାନଅର୍ଥକୁ ନେଇ ସେବାୟତ ମଧ୍ୟ ସୁପ୍ରିମ୍କୋର୍ଟରେ ପକ୍ଷ ରଖିପାରିବେ। ରେକର୍ଡ ଅଫ୍ ରାଇଟ୍ସ ଆଧାରରେ ଦଇତାପତିଙ୍କୁ ପ୍ରାପ୍ୟ ପାଉଣା ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। […]
ଓ୍ୱାଶିଂଟନ : ଚାଲିଛି ଯୋଗ ଶିବିର । କୌଣସି ଭାରତୀୟ ସହର ନୁହେଁ, ଆମେରିକାର ରାଜଧାନୀ ଓ୍ୱାଶିଂଟନରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ। ପାଖାପାଖି ୨୫ ଶହରୁ ଅଧିକ ଲୋକ ଯୋଗ କରୁଛନ୍ତି। ଆସନ୍ତା ୨୧ ତାରିଖରେ ହେବାକୁ ଥିବା ଅନ୍ତର୍ଜାତୀୟ ଯୋଗ ଦିବସ ପୂର୍ବରୁ ଓ୍ୱାସିଙ୍ଗଟନରେ ପାଳନ ହୋଇଛି ଯୋଗ ଦିବସ। ଯୋଗ ଶିବିରରେ ଯୋଗ ଦେଇଥିବା ଲୋକଙ୍କୁ ଉଦ୍ବୋଧନ ଦେଇଥିଲେ ଭାରତୀୟ ରାଷ୍ଟ୍ରଦୂତ ନବତେଜ୍ ସରାନା। ସେପଟେ ଚୀନର ଏସ୍ସିଓ କାର୍ଯ୍ୟାଳୟରେ ହୋଇଥିଲା ଯୋଗ […]
ଉତ୍ତରପ୍ରଦେଶ : ବହୁ ଚର୍ଚ୍ଚିତ ଉତ୍ତରପ୍ରଦେଶ ବିଆରଡି ମେଡିକାଲ ଶିଶୁ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଡାକ୍ତର କାଫିଲ ଖାନଙ୍କ ଭାଇଙ୍କୁ ଗୁଳିମାଡ ଘଟଣାରେ ଏବେ ବି ପୋଲିସର ହାତ ଖାଲି। ଅଭିଯୁକ୍ତଙ୍କ ଟେର ପାଉନି ପୋଲିସ। ତେଣୁ ଘଟଣାର ସିବିଆଇ କିମ୍ବା ହାଇକୋର୍ଟର ଜଣେ ବିଚାରପତିଙ୍କ ଦ୍ୱାରା ତଦନ୍ତ କରିବାକୁ କାଫିଲ ଖାନ୍ ଦାବି କରିଛନ୍ତି। ଦିଲ୍ଲୀ ପୋଲିସ ଦ୍ୱାରା ତଦନ୍ତ ହେଲେ ନ୍ୟାୟ ମିଳିବ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ଜୁନ ୧୦ରେ କାଫିଲଙ୍କ […]
ଧର୍ମଗଡ଼: କଳାହାଣ୍ଡି ଜିଲ୍ଲାରେ ଥିବା ଇନ୍ଦ୍ରାବତୀ ବହୁମୁଖୀ ପ୍ରକଳ୍ପର ଟନେଲରେ ଫାଟ ଦେଖିବାକୁ ମିଳିଛି। ଇନ୍ଦ୍ରାବତୀ ଡ୍ୟାମରୁ ୪ଟି ଟନେଲ ଯୋଗେ ପାୱାର ହାଉସ୍କୁ ପାଣି ଆସିଥାଏ। ହେଲେ ଦୁଇ ଦିନ ହେବ ଏଠାରେ ଥିବା ୨ ନମ୍ୱର ଟନେଲରେ ଫାଟ ହୋଇଥିବା ଦେଖିବାକୁ ମିଳିଛି। ଏହି ଫାଟ ବାଟେ ପାଣି ବାହାରକୁ ପଳାଇ ଯାଉଛି। ଏହା ଦ୍ୱାରା ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହେବାର ଆଶଙ୍କା କରାଯାଉଛି। ଇନ୍ଦ୍ରାବତୀ ଡ୍ୟାମ୍ରୁ ୪ଟି ଟନେଲରେ ପାଓ୍ୱାର ହାଉସ୍କୁ ପାଣି […]
ଭୁବନେଶ୍ୱର: ଗତ କିଛି ଦିନ ତଳେ ସୃଷ୍ଟି ହୋଇଥିବା ଲଘୁଚାପ ଦେଶର ଉତ୍ତର-ପୂର୍ବାଞ୍ଚଳ ଆଡ଼କୁ ଯାଇଥିବାରୁ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ, ଉତ୍ତପ୍ତ ବାୟୁ ଓଡ଼ିଶା ଦେଇ ପ୍ରବାହିତ ହେଉଛି। ଫଳରେ ବଙ୍ଗୋପସାଗରର ଜଳୀୟ ବାଷ୍ପ ଓଡ଼ିଶାରେ ପ୍ରବେଶ କରିପାରୁନାହିଁ। ଏହି କାରଣରୁ ପ୍ରବଳ ଗରମ ହେଉଛି। ତେବେ ରାଜ୍ୟରେ ଆଜି କିଛି ସ୍ଥାନରେ ବର୍ଷା ଓ ବଜ୍ରପାତ ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିପାଇଁ ୮ ଜିଲ୍ଲାକୁ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ରାଜନଗର ଭିଡିଓ ଘଟଣାରେ ୫ଜଣ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି। ତେବେ ମୁଖ୍ୟ ଅଭିଯୁକ୍ତ ଏଯାଏ ଧରା ପଡ଼ି ନାହିଁ। ତାକୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି। ଗିରଫ ହୋଇଥିବା ୫ ଜଣ ଅଭିଯୁକ୍ତଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ। ସୂଚନାଥାଉ କି, ପହିଲି ରଜ ଦିନ ନାବାଳିକା ଛାତ୍ରୀ ଜଣକ ତାଙ୍କର ଜଣେ ପୁଅ ସାଙ୍ଗ ସହ ପେଣ୍ଠ ବୁଲିବାକୁ ଯାଇଥିବାବେଳେ ସେମାନଙ୍କୁ ଏକୁଟିଆ ଦେଖି କିଛି ଯୁବକ […]
ସୁରଟ/ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ମହିଳାଙ୍କ ସହ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ସୁରଟ ପୋଲିସ୍ ଗିରଫ କରିଛି। ଓଡ଼ିଶା ପୋଲିସ ସୂଚନା ଆଧାରରେ ସୁରଟ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ପ୍ରମୋଦ ସାହୁ। ୨୦୧୭ ମସିହା ନଭେମ୍ବର ମାସରେ ଏହି ଗଣଦୁଷ୍କର୍ମ ଘଟଣା ଘଟିଥିଲା। ଦିବ୍ୟାଙ୍ଗ ମହିଳା ଶୌଚ ପାଇଁ ଯାଇଥିବା ବେଳେ ଏକାନ୍ତର ସୁଯୋଗ ନେଇ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ପ୍ରମୋଦ ସାହୁ। […]
ଭୁବନେଶ୍ୱର: ଆଜି ବି ରାଜ୍ୟବ୍ୟାପି ଜାରି ରହିଛି ଗ୍ରୀଷ୍ମପ୍ରବାହ। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ଗରମ ପବନ ବହୁଛି । ଗତ ୨ ଦିନ ହେଲା ଅନେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିସାରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଗତ କିଛି ଦିନ ତଳେ ସୃଷ୍ଟି ହୋଇଥିବା ଲଘୁଚାପ ଦେଶର ଉତ୍ତର-ପୂର୍ବାଞ୍ଚଳ ଆଡ଼କୁ ଯାଇଥିବାରୁ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ, ଉତ୍ତପ୍ତ ବାୟୁ ଓଡ଼ିଶା ଦେଇ ପ୍ରବାହିତ ହେଉଛି। […]
ଭୁବନେଶ୍ୱର: ଚିଲିକା ଡଙ୍ଗାବୁଡ଼ି ଘଟଣାରେ ସମସ୍ତ ନିଖୋଜଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହି ଘଟଣାରେ ମୋଟ ୬ ଜଣଙ୍କ ମୃତ୍ୟୁ ହୋଇଛି। ଆଜି ୪ ଜଣ ଏବଂ ଗତକାଲି ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଉଦ୍ଧାର କାର୍ଯ୍ୟରେ ଦମକଳ ବାହିନୀ ସହ ନୌସେନା, ଓଡ୍ରାଫ୍ ଓ ସ୍ଥାନୀୟ ମତ୍ସ୍ୟଜୀବୀ ସାମିଲ ହୋଇଥିଲେ। ସମସ୍ତ ମୃତଦେହ ଉଦ୍ଧାର ପରେ ସର୍ଚ୍ଚ ଅପରେସନକୁ ବନ୍ଦ ରଖାଯାଇଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ […]
ସମ୍ବଲପୁର: ଶୀତଳଷଷ୍ଠୀ ଲାଗି ଉତ୍ସବମୁଖର ସମ୍ବଲପୁର ସହର। ଆଜି ମହାପ୍ରଭୁ ଶିବ ଓ ଦେବୀ ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଦେବ ଦମ୍ପତିଙ୍କ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଗତକାଲି ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସପ୍ତ ଋ଼ଷିଙ୍କ ସହ ମହାପ୍ରଭୁ ହନୁମାନ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହରରେ ଥିବା ସମସ୍ତ ମନ୍ଦିରକୁ ଯାଇ ଶିବ ପାର୍ବତୀଙ୍କ ବିବାହ ଉତ୍ସବରେ ଯୋଗ ଦେବା […]