• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

tamilnadu Kodaikanal
ଦଶମ ଫେଲ ପିଲାଙ୍କ ପାଇଁ ଖୁସି ଖବର; ମାଗଣାରେ ବୁଲି ପାରିବେ ହିଲ୍‌ ଷ୍ଟେସନ

ଦଶମ ଶ୍ରେଣୀରେ କୃତକାର୍ଯ୍ୟ ହୋଇ ନ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ତାମିଲନାଡୁର ଲୋକପ୍ରିୟ ହିଲ ଷ୍ଟେଶନ କୋଡଇକାନାଲ ମାଗଣାରେ ବୁଲିବାର ସୁଯୋଗ ରହିଛି।

doctor
ବିନା ବଧିରା ଇଂଜେକ୍‌ସନ୍‌ରେ ହେଲା ଅପରେସନ୍‌, ଜାଣନ୍ତୁ କେମିତି...

ସ୍ଥିତି ଏପରି ହୋଇଥିଲା କି ପରିବାର ଲୋକ ମଧ୍ୟ ବହୁ ଚେଷ୍ଟା କରିବା ପରେ ନାବାଳକର ତଣ୍ଟିରୁ ତାହା ବାହାରି ପାରିନଥିଲା। ଫଳରେ ଉପାୟଶୂନ୍ୟ ହୋଇ ପରିବାର ଲୋକମାନେ ତାକୁ ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ। ଆଉ ସେଠାରେ ଡାକ୍ତର ଏମିତି କିଛି କଲେ....

rain
ଦିଲ୍ଲୀରେ ପ୍ରବଳ ବର୍ଷିବ: ବୁଡ଼ି ପାରେ ତଳିଆ ଅଂଚଳ

କେବଳ ଏତିକି ନୁହେଁ ବରଂ ବର୍ଷା ପ୍ରଭାବରେ ତଳିଆ ଅଂଚଳରେ ପାଣି ଜମିବା ପାରେ ତେଣୁ ଏବେଠୁ ସାବଧାନ ରହିବା ଲାଗି ସ୍ଥାନୀୟ ଲୋକଙ୍କୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ଭାରତୀୟ ପାଣିପାଗ ବିଭାଗ ଅର୍ଥାତ୍‌ IMD ଡ୍ୟୁଟି ଅଫିସର କହିଛନ୍ତି ଯେ, ଦିଲ୍ଲୀ ଉପରେ ଏର ଟ୍ରଫ୍‌ ଲାଇନ ରହିଛି। ତେଣୁ ବର୍ଷାର ପରିମାଣ ବଢିବ ବୋଲି କୁହାଯାଇଛି।

Jodhpur
ସଫେଇ କର୍ମଚାରୀ ଥିଲେ,ଏବେ ସବ୍‌କଲେକ୍ଟର ହେଲେ

ସମୟ ଥିଲା ରାଜସ୍ଥାନର ଯୋଧପୁର ଅଂଚଳରେ ମୁହଁରେ କପଡ଼ା ବାନ୍ଧି ରାସ୍ତା ସଫା କରୁଥିଲେ। ସେତେବେଳେ ଏହି ମହିଳାଙ୍କ ଉପରେ କାହାର ଦୃଷ୍ଟି ପଡ଼ିନଥିଲା। କିନ୍ତୁ ଆଜି ସମସ୍ତ ଏହି ମହିଳାଙ୍କୁ ନେଇ ଚର୍ଚ୍ଚା କରୁଛନ୍ତି। କାରଣ ନିଜର ପରିଶ୍ରମ ବଳରେ ସେ ନିଜର ଭାଗ୍ୟ ବଦଳାଇ ଦେଇଛନ୍ତି। ଏହାକୁ ହିଁ କୁହାଯାଏ ଭାଗ୍ୟ ପରିବର୍ତ୍ତନ, ଯଦି ମଣିଷ ମନ ଭିତରେ ଦୃଢ ସଂକଳ୍ପ ରୁହେ ତେବେ ଲକ୍ଷ୍ୟ ସ୍ଥଳରେ ପହଁଞ୍ଚିବା ପାଇଁ କେହି ରୋକି ପାରିବେନି। ଏ କଥା ପୁଣି ଥରେ ପ୍ରମାଣିତ ହୋଇଛି।

express
ମହାଲକ୍ଷ୍ମୀ ଏକ୍ସପ୍ରେସରେ ଫସିଥିବା ସମସ୍ତ ଯାତ୍ରୀ ଉଦ୍ଧାର

ମୁମ୍ୱାଇ : ପ୍ରାୟ ୪ ଘଣ୍ଟାର ଅପରେସନ ପରେ ଟ୍ରେନ୍‌ରେ ଫସିଥିବା ସମସ୍ତ ଯାତ୍ରୀ ଉଦ୍ଧାର।  ମହାରାଷ୍ଟ୍ରର ବଦଳାପୁର-ୱାରଙ୍ଗଲ ରାସ୍ତା ମଝିରେ ଫସିଥିବା ମହାଲକ୍ଷ୍ମୀ ଏକ୍ସପ୍ରେସ୍‌ରୁ ୭୦୦ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ସେଣ୍ଟ୍ରାଲ ରେଲ୍‌ୱେର ମୁଖ୍ୟ ଜନସମ୍ପର୍କ ଅଧିକାରୀ। ଉଦ୍ଧାର କାର୍ଯ୍ୟରେ ୭ଟି ନୌସେନା ଟିମ୍, ବାୟୁସେନାର ଦୁଇଟି ହେଲିକପ୍ଟର, ୪ଟି ଏନଡିଆରଏଫ୍ ଟିମ୍, ୨ଟି ମିଲିଟାରୀ କଲମ୍ ସାମିଲ ହୋଇଥିଲେ। ଏଥିସହ ଉଦ୍ଧାର କାର୍ଯ୍ୟରେ ସାମିଲ ହେବା ପାଇଁ ଆଉ […]

  • Saturday, 17 July 2021
triple talaq
ଆଜି ଲୋକସଭାରେ ଉପସ୍ଥାପିତ ହେବ ଟ୍ରିପଲ୍ ତଲାକ ବିଲ୍

ନୂଆଦିଲ୍ଲୀ :  ଆଜି ଲୋକସଭାରେ ବହୁଚର୍ଚ୍ଚିତ ଟ୍ରିପଲ୍ ତଲାକ ବିଲ୍ ଉପରେ ଆଲୋଚନା ହେବା ସଂଭାବନା ରହିଛି। ଟ୍ରିପଲ୍ ତଲାକକୁ ଅପରାଧିକ ମାମଲାରେ ଅର୍ନ୍ତଭୁକ୍ତ କରିବାକୁ ହୋଇଥିବା ସଂଶୋଧନକୁ ଆଜି ଲୋକସଭାରେ ଉପସ୍ଥାପିତ କରାଯିବ । ଟ୍ରିପଲ୍ ତଲାକରେ ଅଭିଯୁକ୍ତଙ୍କୁ କାରାଦଣ୍ଡ ଏବଂ ଜୋରିମାନା ଭଳି ଦଣ୍ଡ ଲଗାଇବା ପାଇଁ ଏହି ବିଲ୍‌ରେ ସଂଶୋଧନ କରାଯାଇଛି। ଯାହାକୁ କିଛି ଆଞ୍ଚଳିକ ଦଳ ବିରୋଧ କରିଥିଲେ । ଏହାପୂର୍ବରୁ ଟ୍ରିପଲ୍ ତଲାକ ବିଲ୍ ଲୋକସଭାରେ ଉପସ୍ଥାପିତ ହୋଇଛି। ତେବେ […]

  • Saturday, 17 July 2021
india n soldied
କାର୍ଗିଲ ଦିବସ ପାଳନ ପୂର୍ବରୁ ଭାରତୀୟ ସ୍ଥଳ ସେନାର ଡେୟାର ଡେଭିଲ ଶୋ

ଜମ୍ମୁ-କାଶ୍ମୀର : କାର୍ଗିଲ ଦିବସ ପାଳନ ପୂର୍ବରୁ ଡେୟାର ଡେଭିଲ ଶୋ ପ୍ରଦର୍ଶନ। ଭାରତୀୟ ସ୍ଥଳ ସେନା  ପକ୍ଷରୁ ଦ୍ରାସ ସେକ୍ଟରରେ ଡେୟାର ଡେଭିଲ ବାଇକର ଶୋ ପ୍ରଦର୍ଶନ କରାଯାଇଛି। କାର୍ଗିଲ ଯୁଦ୍ଧର ସହିଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଏଭଳି ଶୋ ପ୍ରଦର୍ଶନ କରିଛି ସେନା। ବାଇକରେ ବିଭିନ୍ନ ଷ୍ଟଣ୍ଟ ଶୋ ଦେଖାଇ ଲୋକଙ୍କ ମନ କିଣିନେଇଛନ୍ତି ବୀର ଯବାନମାନେ। ଜଳନ୍ତା ନିଆଁର ଚକ୍ରି ମଧ୍ୟରେ ବାଇକ ଚଲାଇ ଯିବା ଠାରୁ ଆରମ୍ଭ କରି ଗୋଟିଏ […]

  • Saturday, 17 July 2021
tiktok
ଥାନାରେ ମହିଳା ପୁଲିସ କନଷ୍ଟେବଳଙ୍କ ଟିକ୍‌ଟକ୍ ଭିଡିଓ ଭାଇରାଲ

ଗୁଜରାଟ  : ଟିକ୍‌ଟିକ୍‌ ଭିଡିଓ କରିବା ନିଶା ସମସ୍ତଙ୍କୁ ଘାରିଛି । ଲୋକେ ନିଜର ଅଫିସ୍‌ ସମୟ ଭିତରେ କାର୍ଯ୍ୟକ୍ଷେତ୍ରରେ ଥାଇ ବି ଟିକ୍‌ଟକ୍‌ରେ ମାତୁଛନ୍ତି। କିଛିଦିନ ତଳେ କିଛି ଡାକ୍ତରଖାନା ନର୍ସମାନଙ୍କ ଭିଡିଓ ଖୁବ୍‌ ଭାଇରାଲ୍‌ ହୋଇଥିଲା। ଏଥିନେଇ ସଂପୃକ୍ତ କର୍ତ୍ତୃପକ୍ଷ ସାମାନଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେଇଥିଲେ। ଏବେ ଏମିତି ଏକ ଖବର ଆସିଛି । ଥାନାରେ ପୁଲିସ କନଷ୍ଟେବଳଙ୍କ ଟିକ୍‌ଟକ୍ ଭିଡିଓ  ଭାଇରାଲ ହେଉଛି। ପୁଣି ଡ୍ୟୁଟି ଆୱାର ଭିତରେ, ବିନା ବର୍ଦ୍ଦିରେ। […]

  • Saturday, 17 July 2021
AIIMS
ଏମ୍‌ସରେ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ମେଡିକାଲ ସାଇନ୍‌ସ (ଏମ୍‌ସ)ରେ ୧୫୦ ଆସିଷ୍ଟାଣ୍ଟ ପ୍ରଫେସର ଓ ଅଧ୍ୟାପକ ପଦବି ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀ ଏହାର ଅଫିସିଆଲ୍‌ ୱେବସାଇଟ୍‌କୁ ଯାଇ ଆବେଦନ କରିପାରିବେ। ପଦବି: ଆସିଷ୍ଟାଣ୍ଟ ପ୍ରଫେସର ଓ ଅଧ୍ୟାପକ (ନର୍ସିଂ) ପଦବି ସଂଖ୍ୟା: ୧୫୦ ଯୋଗ୍ୟତା ଓ ବୟସ ସୀମା: କୌଣସି ମାନ୍ୟତାପ୍ରାପ୍ତ କଲେଜ୍‌ରୁ ଏ ସମ୍ପର୍କିତ ପାଠ୍ୟ ବିଷୟରେ ପୋଷ୍ଟ ଗ୍ରାଜୁଏସନ ଓ ପଢ଼ାଇବାର ଅଭିଜ୍ଞତା ଆବଶ୍ୟକ। ବୟସ ସୀମା ସର୍ବାଧିକ ୫୦ […]

  • Saturday, 17 July 2021
ruarrel in cinema hall
ଫିଲ୍ମ ସୋ’ ଆରମ୍ଭରେ ବିଳମ୍ବକୁ ନେଇ ହଙ୍ଗାମା

ବାଲେଶ୍ୱର  : ସିନେମା ହଲ୍‌ରେ ନୂଆ ଫିଲ୍ମ ‘ସୁନ୍ଦରଗଡ଼ର ସଲମାନ ଖାନ’ର ସୋ ଆରମ୍ଭ ହେବାରେ ବିଳମ୍ବକୁ ନେଇ ସିନେମା ହଲ୍‌ରେ ଦର୍ଶକଙ୍କ ଭଙ୍ଗାରୁଜା। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଲେଶ୍ୱର ଗଣେଶ ସିନେମା ହଲ୍ ପରିସରରେ। ଦର୍ଶକଙ୍କ ଅଭିଯୋଗ, ଏହି ସିନେମା ଦେଖିବା ପାଇଁ ପାଖାପାଖି ୫ଶହରୁ ଅଧିକ ଦର୍ଶକ ଟିକେଟ କିଣିଥିଲେ। ତେବେ କୌଣସି କାରଣ ବଶତଃ ଏହି ସିନେମା ହଲରେ ନୂଆ ରିଲିଜ୍ ହୋଇଥିବା ‘ସୁନ୍ଦରଗଡ଼ର ସଲମାନ ଖାନ’ର ଆଜିର ସୋ ଆରମ୍ଭ […]

  • Saturday, 17 July 2021
murder
ଭାଇକୁ ହାଣିଲା ଭାଇ

ମାଲକାନଗିରି  : ମାଲକାନଗିରି ଜିଲ୍ଲା ନାୟକଗୁଡ଼ାରେ ଭାଇକୁ ହାଣିଲା ଭାଇ। ଟାଙ୍ଗିଆରେ ହାଣି ବଡ଼ବାପା ପୁଅଙ୍କୁ ହତ୍ୟା କରିଛି ଭାଇ। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ନାଁ ଭକ୍ତ ବାକା। ପୂର୍ବରୁ ଲାଗିରହିଥିବା ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଆଜି ଭୋରରେ ଭକ୍ତ ବାକା ଏବଂ କାକା ପୁଅ ଭାଇ ସମାରୁ ବାକାଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ସମୟରେ ଉତ୍ତ୍ୟକ୍ତ ହୋଇ ସମାରୁ ବାକା ଟାଙ୍ଗିଆରେ ଆକ୍ରମଣ […]

  • Saturday, 17 July 2021
rape-child-crime
ପୁଣି ଲଜ୍ଜା: ଜଂଗଲରେ ନାବାଳିକାଙ୍କୁ ଦୁଷ୍କର୍ମ

ପାଲଲହଡ଼ା: ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା କମିବାର ନାଁ ନେଉ ନାହିଁ । ପ୍ରତିଦିନ କେଉଁଠି ନା କେଉଁଠି ଏହି ଘଟଣା ଚିନ୍ତାର ବିଷୟ ହୋଇଛି । ଜନସଚେତନତା ପାଇଁ ପରୀ ଏକ୍ସପ୍ରେସ୍ ଗାଁ ଗାଁ ବୁଲୁଥିଲେ ମଧ୍ୟ ସେଥିରୁ ବିଶେଷ କିଛି ସୁଫଳ ମିଳୁ ନ ଥିବା ଲକ୍ଷ୍ୟ କରାଯାଇଛି। ଅନୁଗୁଳ ପାଲଲହଡ଼ା ବ୍ଲକ ଖମାରଥାନା ଅଞ୍ଚଳରେ ଲଜ୍ଜା । ଜଂଗଲରେ ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ ଅଭିଯୋଗ ହୋଇଛି । ନାବାଳିକା ଜଣକ ଛେଳି ଚରାଇବାକୁ […]

  • Saturday, 17 July 2021
dama rout
ରତ୍ନଭଣ୍ଡାର ଚାବି ପ୍ରସଙ୍ଗ: ଦାମ କହିଲେ ଅରଜିନାଲ ନାହିଁ ଡୁପ୍ଲିକେଟ୍‌ ଆସିଲା କେଉଁଠୁ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଏବଂ ମିଳିବା ପ୍ରସଙ୍ଗରେ ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ ମନ୍ତବ୍ୟ ରଖିଛନ୍ତି। ଦାମ କହିଛନ୍ତି ଅରିଜିନାଲ ଚାବି ଦେଖିଲେ ଡୁପ୍ଲିକେଟ୍‌ କରିହେବ। ଏଥିସହ ଅରିଜିନାଲ ଚାବି ହଜିଥିଲେ, ଡୁପ୍ଲିକେଟ୍‌ କେଉଁଠୁ ଆସିବ ବୋଲି ପ୍ରଶ୍ନ କରିଛନ୍ତି ଦାମ। ସେ  କହିଛନ୍ତି ୪୫ ବର୍ଷ ଭିତରେ କେବେ ରତ୍ନ ଭଣ୍ଡାର ଖୋଲାହେବା ଶୁଣିନାହାନ୍ତି। ୧୯୭୮ରେ ବିଶ୍ୱଭୂଷଣ ହରିଚନ୍ଦନ ଆଇନମନ୍ତ୍ରୀ ଥିବା ବେଳେ ଖୋଲିଥିବା କୁହାଯାଉଛି। ସେତେବେଳେ କ’ଣ ମିଳିଲା, […]

  • Saturday, 17 July 2021