• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

6
କଂଗ୍ରେସ୍‌କୁ ଏମିତି କହିଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପୁଣି ପ୍ରଶ୍ନ ଉଠିଛି। ସ୍ମୃତି ୩ ବର୍ଷିୟା ଡିଗ୍ରୀ ହାସଲ କରି ନାହାନ୍ତି ବୋଲି ନିଜ ନାମାଙ୍କନପତ୍ର ଦାଖଲ ବେଳେ ସତ୍ୟପାଠରେ ଦର୍ଶାଇଛନ୍ତି। ଏହାକୁ ନେଇ କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ, ସ୍ମୃତି ଇରାନୀଙ୍କୁ କଟାକ୍ଷ କରି କହିଛନ୍ତି, ନିର୍ବାଚନ ସମୟରେ ଦାଖଲ କରୁଥିବା ସତ୍ୟପାଠରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ସବୁବେଳେ ଭୁଲ୍ ତଥ୍ୟ ପ୍ରଦାନ କରୁଛନ୍ତି। ଏଭଳିକି ବିଜେପି ସରକାରରେ ସବୁ କିଛି ସମ୍ଭବ ବୋଲି […]

  • Tuesday, 20 July 2021
priyanka
ବିବାହ ପୂର୍ବରୁ ପ୍ରିୟଙ୍କାଙ୍କୁ ଶ୍ୱଶୁର ଘର ବିଷୟରେ ଏମିତି କଥା ଶୁଣିବାକୁ ମିଳିଲା...

ମୁମ୍ୱାଇ: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ବିବାହ ପୂର୍ବରୁ ଶ୍ୱଶୁର ଘର ବିଷୟରେ ଏମିତି କିଛି କଥା ଶୁଣିବାକୁ ମିଳିଛି, ଯାହା ଆପଣ ବି ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଶୁଣିବାକୁ ମିଳୁଛି ଯେ, ପ୍ରିୟଙ୍କାଙ୍କ ଶ୍ୱଶୁର ଅର୍ଥାତ୍‌ ନିକ୍‌ ଜୋନ୍ସଙ୍କ ବାପା ପଲ୍‌ ଜୋନ୍ସ କରଜରେ ବୁଡ଼ିଛନ୍ତି। ପଲ୍‌ଙ୍କ କମ୍ପାନୀ ଉପରେ ପାଖାପାଖି ୭ କୋଟି ୧୦ ଲକ୍ଷ ଟଙ୍କାର କରଜ ଅଛି। ଫଳରେ ସେ ନିଜ କମ୍ପାନୀକୁ ଦେବାଳିଆ ଘୋଷଣା […]

  • Tuesday, 20 July 2021
heavy rain in up
ଉତ୍ତର ପ୍ରଦେଶରେ ପ୍ରବଳ ବର୍ଷା; ୧୬ ମୃତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ବର୍ଷାର ତାଣ୍ଡବ। ପ୍ରବଳ ବର୍ଷା ଓ ବନ୍ୟାରେ ଗତ ୪୮ ଘଣ୍ଟା ମଧ୍ୟରେ ଉତ୍ତର ପ୍ରଦେଶରେ ୧୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଶାହାଜାହାନ୍‌ପୁର ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ଏହି ଜିଲ୍ଲାରେ ୮ଜଣଙ୍କ ମୃତ୍ୟୁ ଘଟିଛି। ଉଦ୍ଧାର କାର୍ଯ୍ୟରେ ବାୟୁସେନା ସାମିଲ ହୋଇଛନ୍ତି। ସରକାରୀ ତଥ୍ୟ ଅନୁସାରେ, ସୀତାପୁର ଜିଲ୍ଲାରେ ୩ ଜଣ, ଅମେଥି ଓ ଓରୈୟା ଜିଲ୍ଲାରେ ୪ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୪୬୧ଟି ଘର ଭାଙ୍ଗି […]

  • Tuesday, 20 July 2021
subhankar
ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଶୁଭଙ୍କର ଗିରଫ

ଭୁବନେଶ୍ୱର: ସି-ସୋର ଚିଟ୍‌ଫଣ୍ଡ ଲିଙ୍କ୍‌ରେ ଗିରଫ ହୋଇ ଜାମିନରେ ଆସିଥିବା ଶୁଭଙ୍କର ନାୟକଙ୍କ ନାଁରେ ପୁଣି ଏକ ମାମଲା। ଜଣେ ମହିଳାଙ୍କୁ ଅସଦାଚରଣ ସହ ଉକ୍ତ ମହିଳାଙ୍କ ପୁଅକୁ ମାଡ଼ ମାରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି। ଏନେଇ ଗତକାଲି ରାତିରେ ଉକ୍ତ ମହିଳାଙ୍କ ସହ ତାଙ୍କ ପୁଅ ଭୁବନେଶ୍ୱର ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ଶୁଭଙ୍କରଙ୍କୁ ଖାରବେଳନଗର ଥାନା ପୋଲିସ ଉଠାଇ ନେଇ ପଚରାଉଚୁରା କରିବା ପରେ ଗିରଫ କରିଥିବା ଜଣାପଡ଼ିଛି। […]

  • Tuesday, 20 July 2021
govt official
ଛଟେଇ ହେବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ

ଭୁବନେଶ୍ୱର: ଛଟେଇ ହେବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ଏଣିକି ଆଉ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦିଆଯିବ ନାହିଁ। ରାଜ୍ୟର ବିଭିନ୍ନ ବିଭାଗରେ କାମ କରୁଥିବା ଅବସରପ୍ରାପ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ଅବସର ପରେ ଗତ ୪ ବର୍ଷ ଧରି ବିଭିନ୍ନ ବିଭାଗରେ ନିଯୁକ୍ତି ପାଇ କାର୍ଯ୍ୟ କରି ଆସୁଥିବା ପ୍ରାୟ ୫୦ ହଜାର ଅବସରପ୍ରାପ୍ତ କର୍ମଚାରୀଙ୍କୁ ଖୁବ୍‌ଶୀଘ୍ର ଛଟେଇ କରାଯିବ। ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନ‍ଃନିଯୁକ୍ତି ମିଳିବା ଦ୍ୱାରା ନୂତନ ନିଯୁକ୍ତି ହାର କମି ଯାଉଛି। ଏହାକୁ ଦୃଷ୍ଟିରେ […]

  • Tuesday, 20 July 2021
andhra
ଇଭିଏମ୍‌ କଚାଡ଼ି ଭାଙ୍ଗିଲେ ଜନସେନା ପ୍ରାର୍ଥୀ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲ୍ଲା ଗୁତିରେ ଜନସେନା ପାର୍ଟିର ପ୍ରାର୍ଥୀ ମଧୁସୂଦନ ଗୁପ୍ତା ଇଭିଏମ୍‌କୁ କଚାଡ଼ି ଭାଙ୍ଗି ଦେଇଛନ୍ତି। ଇଭିଏମ୍‌ରେ ବିଧାନସଭା ଓ ଲୋକସଭା ନିର୍ବାଚନମଣ୍ଡଳୀ ନାଁ ଦେଖା ନଯିବାରୁ ସେ ଉତ୍‌କ୍ଷିପ୍ତ  ହୋଇ ଇଭିଏମ୍‌ କଚାଡ଼ି ଦେଇଥିଲେ। ଏହି ଘଟଣା ପରେ ମଧୁସୂଦନ ଗୁପ୍ତାଙ୍କୁ ପୁଲିସ ଗିରଫ କରିଛି। ସେ ଗୁଣ୍ଟକଲ ବିଧାସଭା ଆସନର ଜନସେନା ପ୍ରାର୍ଥୀ। ଭୋଟ୍ ଦେବାକୁ ଆସିଥିବା ମଧୁସୂଦନ ଇଭିଏମ୍‌ରେ କ’ଣ ପାଇଁ ନିର୍ବାଚନମଣ୍ଡଳୀର ନାଁ ନାହିଁ, ସେନେଇ ପୋଲିଂ ଅଫିସରଙ୍କ […]

  • Tuesday, 20 July 2021
vlcsnap-error103
ପାକିସ୍ତାନ ଉପରେ ଅାମେରିକା ଲଗାଇଲା ଅାର୍ଥିକ କଟକଣା

ଇସ୍‌ଲାମାବାଦ୍‌: ଇମ୍ରାନ ସରକାରକୁ ଅାମେରିକାର ଝଟ୍‌କା। ଅାତଙ୍କବାଦୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ବାରମ୍ବାର ଚେତାବନୀ ପରେ ଅାମେରିକା ନେଇଛି କଡା ପଦକ୍ଷେପ। ଅାମେରିକା ପାଖାପାଖି ୩୦୦ ମିଲିୟନ ଡଲାରର ଅାର୍ଥିକ ସହାୟତା ବନ୍ଦ କରିଦେଇଛି। ଅାତଙ୍କବାଦକୁ ରୋକିବା ପାଇଁ ପାକିସ୍ତାନର ବିଫଳତା ପରେ ଟ୍ରମ୍ପ ପ୍ରଶାସନ ନେଇଛି ଏଭଳି ଚରମ ନିଷ୍ପତ୍ତି। ଏଥିସହ ଅାଫଗାନିସ୍ତାନରେ ଦୀର୍ଘ ୧୭ ବର୍ଷର ଯୁଦ୍ଧ ପାଇଁ ପାକିସ୍ତାନକୁ ଦାୟୀ କରିଛି ଅାମେରିକା। ସେପଟେ ପାକିସ୍ତାନର ନୂଅା ସରକାର ଅାମେରିକାର ଅଭିଯୋଗକୁ […]

  • Tuesday, 20 July 2021