ନୂଆଦିଲ୍ଲୀ: ସିବିଆଇର ପୂର୍ବତନ ଅନ୍ତରୀଣ ନିର୍ଦ୍ଦେଶକ ଏମ୍ ନାଗେଶ୍ୱର ରାଓଙ୍କ ପତ୍ନୀଙ୍କ କମ୍ପାନୀ ଆଞ୍ଜେଲା ମର୍ସେନଟାଇଲ୍ ପ୍ରାଇଭେଟ୍ ଲିମିଟେଡରେ ପୁଲିସ୍ ଚଢ଼ାଉ କରିଛି। ଶୁକ୍ରବାର କମ୍ପାନୀର ଦୁଇଟି ଅଫିସ୍ରେ ଚଢ଼ାଉ ହୋଇଛି। ପୂର୍ବ ଅଭିଯୋଗକୁ ନେଇ ଏହି ଚଢ଼ାଉ କରାଯାଇଥିବା କୋଲକତା ପୁଲିସ ସୂଚନା ଦେଇଛି। ୩୦ଜଣିଆ ଟିମ୍ ଉଭୟ ଜାଗାରେ ଚଢ଼ାଉ କରିଥିବା ପୁଲିସ ସୂଚନା ଦେଇଛି।ପୂର୍ବରୁ ନାଗେଶ୍ୱର ରାଓଙ୍କ ସ୍ତ୍ରୀ ଏବଂ କମ୍ପାନୀ ମଧ୍ୟରେ ଏକାଧିକ ବ୍ୟାଙ୍କ ଟ୍ରାଞ୍ଜକସନ୍ ହୋଇଛି। ଯାହାର ଯାଞ୍ଚ କରାଯାଉଥିବା […]
ଭୁବନେଶ୍ୱର: ସଂସଦରେ ରାଫେଲ୍ ତାତି। ଆଜି ଉଭୟ ଲୋକସଭା ଓ ରାଜ୍ୟସଭାରେ ରାଫେଲ୍ ଡିଲ୍କୁ ନେଇ ଏନ୍ଡିଏ ସରକାରକୁ ଘେରିଛି କଂଗ୍ରେସ। ରାଫେଲ ଡିଲ୍ ଉପରେ ଆଲୋଚନା କରିବା ପାଇଁ କଂଗ୍ରେସ ଲୋକସଭାରେ ମୁଲତବୀ ପ୍ରସ୍ତାବ ଆଣିଛି। ସରକାର ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ବାରମ୍ବାର କହୁଥିବାବେଳେ ରାଫେଲ୍ ଉପରେ ଆଲୋଚନା କରିବାକୁ ପଛଘୁଞ୍ଚା ଦେଉଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାସହ ରାଫେଲ୍ ଡିଲ୍କୁ ନେଇ ଜେପିସି ଦାବି କରିଛି। କଂଗ୍ରେସ ଜେପିସି ଦାବିରେ […]
ଶ୍ରୀନଗର: ଉତ୍ତର ଭାରତରେ ଚିନ୍ତା ବଢ଼ାଇଛି ତୁଷାରପାତ। ଗତ କିଛି ଦିନ ହିମାଚଳ ପ୍ରଦେଶ ଏବଂ ଜମ୍ମୁ ଓ କଶ୍ମୀର ବିଭିନ୍ନ ଅଞ୍ଚଳରେ ତୁଷାରପାତ ବଢ଼ିବା ସହ ପାରଦ ହ୍ରାସ ଘଟୁଛି। ରାସ୍ତାରେ ବରଫ ଜମା ହୋଇରହିଥିବାରୁ ଯାତାୟତରେ ନାହିଁ ନଥିବା ସମସ୍ୟା ହେଉଛି। କଶ୍ମୀରରେ ଲଗାତାର କିଛି ଦିନ ଧରି ଏଭଳି ଅବସ୍ଥା ଲାଗିରହିଛି। ସେପଟେ ହିମାଚଳ ପ୍ରଦେଶରେ ମଧ୍ୟ ତୁଷାରପାତ କାରଣରୁ ବିଭିନ୍ନ ସ୍ଥାନରେ ବରଫ ଜମା ହୋଇ ରହିଥିବାର ଦେଖିବାକୁ ମିଳିଛି। କୁଲୁ […]
ପାଟନା: ପୁଣି ଥରେ ବିହାରରେ ଜଙ୍ଗଲରାଜ ଦେଖିବାକୁ ମିଳିଛି। ବିହାରର କିଶନଗଞ୍ଜ ଅଞ୍ଚଳରେ ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ତାଙ୍କ ବାପାଙ୍କ ସମ୍ମୁଖରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ମାମଲା ଦାୟାର ହୋଇଛି। ଏହି ଘଟଣା ଗତ ୪ ତାରିଖ ଦିନ ଘଟିଥିବା ପୁଲିସ ସୂଚନା ଦେଇଛି। ପାଣି ପିଇବା ବାହାନାରେ ଯୁବତୀଙ୍କ ଘରେ ପଶି ସେହି ଗାଁର ୬ ଜଣ ବ୍ୟକ୍ତି ଗଣଦୁଷ୍କର୍ମ କରିଥିବା ଜଣାପଡ଼ିଛି। ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ପୁଲିସ୍ […]
ଛତିଶଗଡ଼ : ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଛତିଶଗଡ଼। ନିର୍ବାଚନ ପରର ଏକ୍ଜିଟ୍ ପୋଲ ମଧ୍ୟ ପୁରା ଭୁଲ ପ୍ରମାଣିତ ହୋଇଛି। ନିର୍ବାଚନ ପଣ୍ଡିତଙ୍କୁ ଏପରିକି ବିଜେପିକୁ ଆଶ୍ଚର୍ଯ୍ୟ କରି ଛତିଶଗଡ଼ରେ କଂଗ୍ରେସ ସରକାର ଗଠନ କରିବାକୁ ଯାଉଛି। ଟ୍ରେଣ୍ଡ ଅନୁସାରେ ଏହି ରାଜ୍ୟରେ ଦୁଇ-ତୃତୀୟାଂଶ ସିଟ୍ ହାସଲ କରିବ କଂଗ୍ରେସ। ରମଣ ସିଂହ ସରକାରକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଛତିଶଗଡ଼ ଜନତା। ଏ ପର୍ଯ୍ୟନ୍ତ ଆସିଥିବା ଟ୍ରେଣ୍ଡ ଅନୁସାରେ ମୋଟ ୯୦ ସିଟ୍ ମଧ୍ୟରୁ କଂଗ୍ରେସ ୬୫ଟି ଆସନରେ […]
ଜୟପୁର: ବିଜେପି ଶାସିତ ରାଜ୍ୟ ରାଜସ୍ଥାନରେ ସରକାର ଗଠନ କରିବା ପାଇଁ କଂଗ୍ରେସ ପ୍ରସ୍ତୁତ ହେଉଛି। ନିର୍ବାଚନ ଫଳାଫଳ ଟ୍ରେଣ୍ଡିଂ ଅନୁଯାୟୀ ରାଜସ୍ଥାନରେ କଂଗ୍ରେସ ଆଗୁଆ ରହିଛି। ୧୯୯ଟି ଆସନରୁ କଂଗ୍ରେସ ୯୯ ଓ ବିଜେପି ୭୭ଟି ଆସନରେ ଆଗୁଆ ରହିଛି। ସେହିପରି ବିଏସ୍ପି ୩ ଓ ଅନ୍ୟାନ୍ୟ ପାର୍ଟି ୨୦ଟି ଆସନରେ ଆଗୁଆ ଅଛନ୍ତି। ଏଠାରେ ମ୍ୟାଜିକ ନମ୍ବର ୧୦୦ ଥିବା ବେଳେ କଂଗ୍ରେସ ୯୯ଟି ଆସନରେ ଆଗୁଆ ରହିଛି। ତେଣୁ ମ୍ୟାଜିକ୍ ନମ୍ବର ଅତିକ୍ରମ କରିବାକୁ […]
ନୂଆଦିଲ୍ଲୀ: ୫ ରାଜ୍ୟର ଭୋଟ୍ ଗଣତି ଚାଲିଥିବା ବେଳେ ନିର୍ବାଚନ ଫଳାଫଳ ଟ୍ରେଣ୍ଡସ୍ ଅନୁଯାୟୀ ୨ଟି ରାଜ୍ୟରେ କଂଗ୍ରେସ ଆଗୁଆ ରହିଛି। ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ବିଜେପି ଠାରୁ ଆଗୁଆ ରହିଥିବା ବେଳେ ମଧ୍ୟପ୍ରଦେଶରେ ୨ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ତେବେ ଏହି ୩ଟି ରାଜ୍ୟର ନିର୍ବାଚନ ଫଳାଫଳ ଆସନ୍ତା ସାଧାରଣ ନିର୍ବାଚନ ଉପରେ ପଡ଼ିବ ବୋଲି ଜଣାପଡ଼ିଛି। ବିଜେପି ଶାସିତ ରାଜ୍ୟରେ କଂଗ୍ରେସର ଏଭଳି ବିଜୟ ନେଇ ଦଳୀୟ କର୍ମୀମାନେ […]
ହାଇଦ୍ରାବାଦ: ତେଲେଙ୍ଗାନାରେ ପୁଣି କ୍ଷମତାକୁ ଫେରିବେ କେସିଆର୍। ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍ଏସ୍) ମୁଖ୍ୟ କେ ଚନ୍ଦ୍ରଶେଖର ରାଓଙ୍କ ଦଳ ବିଜେପି ଓ କଂଗ୍ରେସକୁ ପଛରେ ପକାଇ ୧୧୯ଟି ଆସନରୁ ୮୬ଟି ଆସନରେ ଆଗୁଆ ରହିଛି। ସେହିପରି କଗ୍ରେଂସ ୧୯, ବିଜେପି ୬ ଓ ଅନ୍ୟାନ୍ୟ ୮ଟି ସିଟ୍ରେ ଆଗୁଆ ରହିଛି। ସକାଳ ୧୦ଟା ୪୭ ସମୟର ନିର୍ବାଚନ ଫଳାଫଳକୁ ନେଇ ଚାଲିଥିବା ଟ୍ରେଣ୍ଡ୍ରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଆଜି ସକାଳେ ଭୋଟ୍ ଗଣତି ଆରମ୍ଭ ସମୟରେ […]
ନୂଆଦିଲ୍ଲୀ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ୫ ରାଜ୍ୟର ଭୋଟ୍ ଗଣତି ପ୍ରକ୍ରିୟା ଚାଲିଛି। ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପିକୁ ପଛରେ ପକାଇ କଂଗ୍ରେସ ଆଗୁଆ ରହିଛି, ଯାହାକି ନିର୍ବାଚନର ଭୋଟ୍ ଗଣତିରୁ ମିଳିଥିବା ଟ୍ରେଣ୍ଡ୍ରେ ଦେଖିବାକୁ ମିଳିଛି। ରିପୋର୍ଟ ଲେଖାଯିବା ସୁଦ୍ଧା ଓ ଟ୍ରେଣ୍ଡ୍ ଅନୁଯାୟୀ ୩ଟି ରାଜ୍ୟରେ କଂଗ୍ରେସ ଆଗୁଆ ରହିଛି। ସେପଟେ କଂଗ୍ରେସର ଏଭଳି ବିଜୟକୁ ନେଇ ଦଳର କର୍ମୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନ ସମ୍ମୁଖରେ […]
ନୂଆଦିଲ୍ଲୀ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳ ୮ଟାରେ ୫ ରାଜ୍ୟର ଭୋଟ୍ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି। ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମରେ ହୋଇଥିବା ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଚାଲିଛି। ଆସନ୍ତୁ ଜାଣିବା ବିଧାନସଭା ନିର୍ବାଚନର ଭୋଟ୍ ଗଣତିରୁ ମିଳିଥିବା ଟ୍ରେଣ୍ଡ୍ ଅନୁଯାୟୀ କିଏ କେଉଁଠି ଆଗୁଆ ରହିଛି। ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନର ଭୋଟ୍ ଗଣତିରୁ ମିଳିଥିବା ଟ୍ରେଣ୍ଡ୍ ଅନୁଯାୟୀ ବିଜେପି ଆଗୁଆ ଥିବା ବେଳେ କଂଗ୍ରେସ ବିଜେପିର ପାଖାପାଖି ରହିଛି। ସେହିପରି […]
ନୂଆଦିଲ୍ଲୀ: ଆଜି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ଆଉ କିଛି ସମୟ ପରେ ଭୋଟ ଗଣତି ଆରମ୍ଭ ହେବ। ବିଧାନସଭା ନିର୍ବାଚନ ଫଳାଫଳ ଆସିବାକୁ ଥିବା ୫ଟି ରାଜ୍ୟ ହେଉଛି ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମ। ୨୦୧୯ ନିର୍ବାଚନ ପୂର୍ବରୁ ଏହି ୫ ରାଜ୍ୟର ଫଳାଫଳକୁ ସେମି ଫାଇନାଲ୍ ବୋଲି କୁହାଯାଉଛି। ତେବେ ମଧ୍ୟପ୍ରଦେଶ ଓ ଛତିଶଗଡ଼ ଉପରେ ସବୁଠୁ ଅଧିକ ଫୋକସ୍ ରହିଛି। ଏକ୍ଜିଟ୍ ପୋଲ୍ ସର୍ଭେ ଅନୁଯାୟୀ, […]
ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଆଜି ଶେୟାର ମାର୍କେଟ୍ରେ ନିରାଶ ଦେଖିବାକୁ ମିଳିଛି। ଆଜି ସକାଳୁ ସକାଳୁ କାରବାର ଆରମ୍ଭରେ BSE Sensex ୩୫,୨୦୪.୬୬ ଓ ଏନ୍ଏସ୍ଇର Nifty50 ବାରୋମିଟର୍ ୧୦,୫୦୮.୭୦ ଥିଲା। ତେବେ କ୍ଲୋଜିଂ ଲେଭେଲ୍ ସମୟରେ BSE Sensex ୩୫,୬୭୩.୨୫ ଓ Nifty50 ୧୦୬୯୩ରେ ପହଞ୍ଚି ଥିଲା। ସକାଳ ୯ଟା ୫୫ ମିନିଟ୍ ସମୟରେ ୩୦ ଶେୟାର୍ Sensex ୬୪୯.୨୭ ପଏଣ୍ଟ୍ ହ୍ରାସ ପାଇ ୩୫,୦୨୩.୯୮ରେ ପହଞ୍ଚି ଥିଲା। […]
ଶ୍ରୀନଗର: ଅପରେସନ୍ ଅଲ୍ଆଉଟ୍କୁ ଆଉ ଏକ ସଫଳତା ମିଳିଛି। ଏହି ଅପରେସନ୍ ଉପତ୍ୟକାରେ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛି। ସେନା ଜାମ୍ମୁ ଓ କାଶ୍ମୀର ରାଜଧାନୀ ଶ୍ରୀନଗର ନିକଟବର୍ତ୍ତୀ ମୁଜଗୁଣ୍ଡରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଯବାନ ଏନ୍କାଉଣ୍ଟର୍ କରିଛନ୍ତି। ଗତକିଛି ଦିନ ଧରି ଶ୍ରୀନଗରରୁ ବାନ୍ଦିପୁରା ମଧ୍ୟରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ବିଶ୍ୱସ୍ତ ସୁତ୍ରରୁ ସେନାକୁ ଖବର ମିଳିଥିଲା। ଯାହାକୁ ନେଇ ହୁସିଆର୍ ହୋଇଥିଲେ ସୁରକ୍ଷାବାହିନୀ। ଗତକାଲିଠୁ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। […]
ନୂଆଦିଲ୍ଲୀ: ନୂଆଦିଲ୍ଲୀ ରାମଲୀଳା ମୈଦାନରେ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ବିରାଟ କାର୍ଯ୍ୟକ୍ରମ ଧର୍ମସଭା ଆୟୋଜିତ ହୋଇଛି। ଦେଶର ବିଭିନ୍ନ ଭାଗରୁ ଲକ୍ଷ ଲକ୍ଷ ହିନ୍ଦୁ ଶ୍ରଦ୍ଧାଳୁ ଓ ସନ୍ଥ ଏଥିରେ ଯୋଗଦେଇ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଦାବି କରିଛନ୍ତି। ସ୍ୱତନ୍ତ୍ର ଭାବେ ଆଇନ୍ ଆଣି ରାମ ମନ୍ଦିର ନିର୍ମାଣ ପାଇଁ ରାସ୍ତା ପରିଷ୍କାର କରିବା ଲାଗି ଶ୍ରଦ୍ଧାଳୁମାନେ କେନ୍ଦ୍ରର ମୋଦି ସରକାରଙ୍କ ଉପରେ ଚାପ ପକାଇଛନ୍ତି। ଭିଏଚ୍ପିର ଏହି ଧର୍ମସଭାରେ ଯୋଗଦେଇ ରାଷ୍ଟ୍ରୀୟ ସ୍ୱୟଂ […]