• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

sexual harassment
ସାଢ଼େ ତିନି ବର୍ଷର ଝିଅକୁ ସ୍କୁଲ୍‌ରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ: ତିନି ବର୍ଷର ଝିଅକୁ ପ୍ରି-ସ୍କୁଲ୍‌ରେ ଯୌନ ନିର୍ଯାତନା। ଘଟଣାଟି ଆଦୌ ବିଶ୍ୱାସଯୋଗ୍ୟ ହୋଇନଥିଲେ ମଧ୍ୟ ଏମିତି ଏକ ଅଭିଯୋଗ ଆସିଛି ରାଜଧାନୀ ନୂଆଦିଲ୍ଲୀର ମୁଖାର୍ଜୀନଗର ଅଞ୍ଚଳରୁ। କୁନି ଝିଅର ବାପା ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି। ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି। ନର୍ଥୱେଷ୍ଟ ଡେପୁଟି କମିଶନର ଅସଲାମ୍‌ ଖାନ୍‌ କହିଛନ୍ତି ଏହି ଘଟଣାକୁ ଆମେ ଅତି ଗୁରୁତର ସହ ନେଇଛୁ। ଏଥିରେ ସ୍କୁଲ୍‌ର କେହି କର୍ମଚାରୀଙ୍କ ସଂପୃକ୍ତି ଥିବା […]

  • Tuesday, 20 July 2021
police-2-up
ଅଡୁଅାରେ ରସିକିଅା ଜେଲର ଚିନ୍ମୟ ପାତ୍ର

କେନ୍ଦୁଝର  : ବଢିଲା ରସିକିଅା ଜେଲର ଚିନ୍ମୟ ପାତ୍ରଙ୍କ ଅଡୁଅା। କେନ୍ଦୁଝର ବଡବିଲ ଥାନାରେ ରୁଜୁ ହେଲା ମାମଲା। ଅଭିଯୁକ୍ତଙ୍କୁ ଗିରଫ ସହ କାର୍ଯ୍ୟରୁ ସସ୍‌ପେଣ୍ଡ କରିବାକୁ ଅଭିଯୋଗକାରିଣୀ ଦାବି କରିଛନ୍ତି।  ସେପଟେ ଜେଲରଙ୍କ ଅାଉ କିଛି ଅଶ୍ଲୀଳ ଫଟୋ ସୋଶାଲ୍ ମିଡିଅାରେ ଭାଇରାଲ୍ ହୋଇଛି। ରଙ୍ଗ୍ ନମ୍ବରରୁ କଲ, ପରେ ପ୍ରେମ ନିବେଦନ ଅାଉ ଚାକିରୀର ମିଥ୍ୟା ପ୍ରଲୋଭନ ଦେଖାଇ ବିବାହିତ ଜେଲର ଚିନ୍ମୟ ପାତ୍ର ମହିଳାଙ୍କ ସହ ରଖିଥିଲେ ଶାରୀରିକ ସଂପର୍କ। ତେବେ ଏକାଧିକ […]

  • Tuesday, 20 July 2021
kolkata
ଅାଉ ଜଣଙ୍କ ମୃତଦେହ ଉଦ୍ଧାର

କୋଲକାତା  : କୋଲକାତା ମାଝେରହାଟ୍ ବ୍ରିଜ୍ ଭୁଶୁଡ଼ିବା ଘଟଣାରେ ବଢ଼ିଛି ମୃତକଙ୍କ ସଂଖ୍ୟା। ଅାଜି ଅାଉ ଜଣଙ୍କ ମୃତଦେହ ବ୍ରିଜ୍ ତଳୁ ବାହାରିଛି। ମିଳିଥିବା ସୂଚନା ମୁତାବକ ମୃତକ ଜଣକ ମେଟ୍ରୋ ରେଳ ପ୍ରକଳ୍ପରେ କାମ କରୁଥିବା ଶ୍ରମିକ। ଦୁର୍ଘଟଣାରେ ଏବେ ଯାଏ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଅାହତ ହୋଇଛନ୍ତି। ବ୍ରିଜ୍ ତଳୁ ବହୁ ସଂଖ୍ୟାରେ କାର୍ ଏବଂ ବାଇକ୍ ଉଦ୍ଧାର କରାଯାଇଛି। ଏନ୍‌ଡିଆର୍‌ଏଫ୍‌ ଏବଂ କୋଲକାତା ପୁଲିସ ପକ୍ଷରୁ ଉଦ୍ଧାର […]

  • Tuesday, 20 July 2021
4
ସିପାହୀ ସାଜିଛନ୍ତି ସ୍ୱାଭିମାନ ବାସୀ

ମାଲକାନଗିରି: ନିଜ ସୁରକ୍ଷା ପାଇଁ ସ୍ୱାଭିମାନ ଅଞ୍ଚଳବାସୀ ଅଣ୍ଟା ଭିଡ଼ିଛନ୍ତି। ଗାଁ ଲୋକେ ଏକାଠି ହୋଇ ଧନୁ ତୀର ଧରି ଲାଲ୍‌ ଦୁର୍ଗକୁ ଜଗିଥିବା ସୂଚନା ମିଳିଛି। ରାତି ପାହିବାଠାରୁ ସଞ୍ଜ ହେବା ପର୍ଯ୍ୟନ୍ତ ହାତରେ ଧନୁତୀର, ବର୍ଚ୍ଛା, କଟୁରୀ, ଟାଙ୍ଗିଆ ଆଦି ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ଗାଁକୁ ସୁରକ୍ଷା ଦେବା ପାଇଁ ଗ୍ରାମବାସୀ ପଣ କରିଛନ୍ତି। ବିଶେଷ କରି ପଣସପୁଟ ଓ ଜୋନାମ୍ବର ଏହି ଦୁଇଟି ପଞ୍ଚାୟତରେ ଆସୁଥିବା ଗାଁ ଗୁଡ଼ିକୁ ଗ୍ରାମବାସୀମାନେ ଜଗୁଛନ୍ତି। ଅଞ୍ଚଳବାସୀଙ୍କ […]

  • Tuesday, 20 July 2021
rain
ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ବର୍ଷା ଜାରି

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବଳୟ ଏବେ ପଶ୍ଚିମବଙ୍ଗ ଏବଂ ଓଡିଶା ମଧ୍ୟବର୍ତ୍ତୀ ଅଞ୍ଚଳ ଦୀଘା ନିକଟରେ ରହିଛି। ଫଳରେ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଅାସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଅାଞ୍ଚଳିକ ପାଣିପାଗ କେନ୍ଦ୍ର। ୨୪ ଘଣ୍ଟା ପରେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଧୀରେ ଧୀରେ ଗତି କରି […]

  • Tuesday, 20 July 2021
64
ବିନା ସୁରକ୍ଷାରେ ୬୯୦ ଫୁଟ ଉଚ୍ଚ ଅଟ୍ଟାଳିକା ଚଢ଼ିଲେ ୟୁଟ୍ୟୁବର‌

ପ୍ୟାରିସ୍‌: ବିନା ବାଉଣ୍ଡ୍ରିରେ ଘରର ଛାତ ଉପରେ ଛଢ଼ିଲେ ବି ସାଧାରଣ ଲୋକର ଛାତି ଥରେ। ଭୟରେ ହାତପାଦ ଝାଳେଇ ଉଠେ। କିନ୍ତୁ ଥରେ ଭାବିଲେ, ବିନା ସୁରକ୍ଷାରେ ୬୯୦ ଫୁଟ୍‌ ଉଚ୍ଚାକୁ ଚଢ଼ିଲେ ଅବସ୍ଥା କ’ଣ ହେବ ? ଲିଓ ଅର୍ବାନ ନାମକ ଜଣେ ୟୁଟ୍ୟୁବ୍‌ର ବିନା କୌଣସି ସୁରକ୍ଷାରେ ୬୯୦ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଏକ ଆକାଶଛୁଆଁ ଅଟ୍ଟାଳିକାକୁ ଚଢ଼ି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଗତ ଶନିବାର ଦିନ ସେ ଖାଲି ହାତରେ ଏବଂ […]

  • Tuesday, 20 July 2021
telengana-up
ତେଲେଙ୍ଗାନା ବିଧାନସଭା ଭଙ୍ଗ କଲେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ

ହାଇଦ୍ରାବାଦ : ଭାଙ୍ଗିଲା ତେଲେଙ୍ଗାନା ବିଧାନସଭା। ଅାଜି ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇ ରାଜ୍ୟପାଳ ଇଏଏସଏଲ୍ ନରସିଂହାଙ୍କୁ ମୁଖ୍ୟମନ୍ତ୍ରୀ ଜଣାଇବା ପରେ ସୁପାରିଶକୁ ଗ୍ରହଣ କରିନେଇଛନ୍ତି ରାଜ୍ୟପାଳ। ଏଥିସହ ଚନ୍ଦ୍ରଶେଖର ରାଓଙ୍କୁ କାମଚଳା ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ଦେଇଛନ୍ତି ରାଜ୍ୟପାଳ। ନିକଟରେ ତେଲେଙ୍ଗାନା ଗଠନକୁ ୪ ବର୍ଷ ପୂରଣ ହୋଇଛି। ତେଲେଙ୍ଗାନା ରାଷ୍ଟ୍ର ସମିତି ସରକାରର କାର୍ଯ୍ୟକାଳ ଅାସନ୍ତା ବର୍ଷ ମେ ମାସରେ ଶେଷ ହେଉଛି। ଅର୍ଥାତ ତେଲେଙ୍ଗାନା ବିଧାନସଭା କାର୍ଯ୍ୟକାଳ ଅାଉ ୧୦ ମାସ ଥିଲା […]

  • Tuesday, 20 July 2021
4
ବିବାହ ଭୋଜି ପ୍ରସ୍ତୁତ ବେଳେ, ହଠାତ୍‌ ଫାଟିଲା ଗ୍ୟାସ୍‌ ସିଲିଣ୍ଡର

ମୁମ୍ୱାଇ: ବିବାହ କାର୍ଯ୍ୟକ୍ରମ ପାଇଁ ଖାଦ୍ୟ ପ୍ରସ୍ତୁତ ଚାଲିଥିବା ବେଳେ ହଠାତ୍‌ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ହେବା ଯୋଗୁ ୨୦ ଜଣ ଲୋକ ଆହତ ହୋଇଛନ୍ତି। ମୁମ୍ୱାଇର ଲାଲ୍‌ବାଗ୍‌ ଅଞ୍ଚଳରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି। ଆହତଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ପୋଲିସ୍‌ର ସୂଚନା ଅନୁଯାୟୀ, ଗଣେଶ ଗଳି ସ୍ଥିତ ସାରଙ୍ଗ ବିଲ୍ଡିଂରେ ଏହି ବିସ୍ଫୋରଣ ହୋଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ,‌ ଏଠାରେ ଗୋଟିଏ ବିବାହ କାର୍ଯ୍ୟକ୍ରମ […]

  • Tuesday, 20 July 2021
ambulance1
ଦୁର୍ଭାଗ୍ୟ: ଆମ୍ବୁଲାନ୍ସରେ ଫାଟିଲା ଅକ୍ସିଜେନ୍‌ ସିଲିଣ୍ଡର, ଜଳିଗଲେ ରୋଗୀ

ଥିରୁଅନନ୍ତପୁରମ୍‌: କେରଳରେ ଏକ ଆଶ୍ଚର୍ଯ୍ୟ କରିଦେଲା ଭଳି ଘଟଣା ଘଟିଛି। ଏକ ଆମ୍ବୁଲାନ୍ସ ରୋଗୀକୁ ନେଇ ମେଡିକାଲ ନେଇଯାଉଥିବା ବେଳେ ଅକ୍ସିଜେନ୍‌ ସିଲିଣ୍ଡର ଫାଟି ତାଙ୍କର ମୃତ୍ୟୁ ହୋଇଛି। ବୁଧବାର ସନ୍ଧ୍ୟାରେ କେରଳର ଆଲାପୁଜାଃ ଜିଲ୍ଲାରେ ଥିବା ଚମ୍ପାକୁଲମ୍‌ ହସ୍ପିଟାଲର ଠିକ୍‌ ସାମ୍ନାରେ ଏହି ଦୁର୍ଘଟଣା ଘଟିଛି। ରୋଗୀ ଜଣଙ୍କୁ ଗୁରୁତର ଅବସ୍ଥାରେ ଚମ୍ପାକୁଲମ୍‌ ହସ୍ପିଟାଲରୁ ଆଲାପୁଜାଃ ହସ୍ପିଟାଲକୁ ନିଆଯାଉଥିଲା। ଏହି ସମୟରେ ସିଲିଣ୍ଡରେ ନିଆଁ ଲାଗି ତାହା ଫାଟିଯାଇଥିଲା। ମୃତ ବ୍ୟକ୍ତିଙ୍କ ନାମ ମନୋହର ନାୟାର। ସେହି […]

  • Tuesday, 20 July 2021
Minister
ଚାରା ଘୋଟାଲା ନେଇ ପୁଣି ବାଣ ମାରିଲେ ଦାମ

ଭୁବନେଶ୍ୱର: ଚାରା ଘୋଟାଲା ନେଇ ଅାଜି ପୁଣି ବାଣ ମାରିଛନ୍ତି ଦାମ। ସେ ପୁଣି ତଥାକଥିତ ଢଙ୍ଗରେ ଉଠାଇଛନ୍ତି ଗଡ୍‌ଫାଦରଙ୍କ କଥା। ଗଡ୍‌ଫାଦରଙ୍କୁ ସମସ୍ତେ ଜାଣନ୍ତି, ଗଣମାଧ୍ୟମ ଖୋଜି ବାହାର କରୁ ବୋଲି ଦାମ କହିଛନ୍ତି। ଘୋଟାଲାରେ ସଂପୃକ୍ତ ଅଫିସରଙ୍କୁ ନିଲମ୍ବନ କରି ମନ୍ତ୍ରୀପଦ ଗଲା ଓ ପଦ ଗଲା ପରେ ସଂପୃକ୍ତ ଅଧିକାରୀ ପୁନଃ ଅବସ୍ଥାପିତ ହେଲେ ବୋଲି ଦାମ କହିଛନ୍ତି। ଏହା କେମିତି ସମ୍ଭବ ହେଲା ତାହା ଖୋଳତାଡ଼ କରିବା ଗଣମାଧ୍ୟମର ଦାୟିତ୍ୱ ବୋଲି […]

  • Tuesday, 20 July 2021
Section 377
ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସମଲିଙ୍ଗୀ ସମ୍ପର୍କ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟ ଆଜି ଏକ ଐତିହାସିକ ରାୟ ଦେଇଛନ୍ତି। ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ। ସମଲିଙ୍ଗୀମାନଙ୍କର ବି ସମ୍ମାନର ସହ ବଞ୍ଚିବାର ଅଧିକାର ଅଛି। ଏ ସଂପର୍କିତ ପୁରୁଣା ଆଇନ ଠିକ୍ ନଥିଲା ବୋଲି କୋର୍ଟ କହିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପରେ ଦୀର୍ଘ ବର୍ଷ ଧରି ରହି ଆସିଥିବା ଧାରା ୩୭୭ ହଟିବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ […]

  • Tuesday, 20 July 2021

ପୋଲିସ ନାଁରେ ସଂଗୀନ ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ ଏବଂ ପୋଲିସ ଡିଜିଙ୍କୁ ଚିଠି ଲେଖିଲେ ପ୍ରଦୀପ ପାଣିଗ୍ରାହୀ

  • Tuesday, 20 July 2021

ବଲାଙ୍ଗିର: ବାଇକ୍ ସହ କ୍ରେନ୍ ଧକ୍କାରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି

  • Tuesday, 20 July 2021

ବିନିକା: ବ୍ୟାପକ ଫସଲ ନଷ୍ଟ କଲେ ୪୦ଟିକିଆ ହାତୀପଲ

  • Tuesday, 20 July 2021
monsoon
ଆହୁରି ୩୬ ଘଣ୍ଟା ବର୍ଷିବ!

ଭୁବନେଶ୍ୱର: ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆହୁରି ୩୬ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ହେବା ନେଇ ଭୁବନେଶ୍ୱର ଅଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବର୍ଷା ସହିତ ଝଡ଼ତୋଫାନ, ବଜ୍ରପାତ ନେଇ ୧୭ ଜିଲ୍ଲାକୁ ସାଢ଼େ ୧୦ଟା ଯାଏ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, କଟକ,ଖୋର୍ଦ୍ଧା, ନୟାଗଡ଼, କେନ୍ଦୁଝର, ଅନୁଗୋଳ, ମୟୂରଭଞ୍ଜ, ଢେଙ୍କାନାଳ, […]

  • Tuesday, 20 July 2021
school close
ଲଗାଣ ବର୍ଷା ପାଇଁ କଟକରେ ସବୁ ସ୍କୁଲ ଓ କଲେଜ ଛୁଟି

କଟକ: ପ୍ରବଳ ବର୍ଷା ଯୋଗୁଁ କଟକରେ ଆଜି ସମସ୍ତ ସ୍କୁଲ, କଲେଜକୁ ଛୁଟି ଘୋଷଣା କରାଯାଇଛି। ଏତେ ବର୍ଷା ଯେ ଘରୁ ବାହାରି ହେଉନାହିଁ। ତେଣୁ ପିଲାଙ୍କ ସୁରକ୍ଷାକୁ ଦେଖି ତଥା ଆହୁରି ବର୍ଷା ହେବା ଆଶଙ୍କା ଥିବାରୁ  ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଦିନକ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି। ଗତକାଲିଠୁ ବର୍ଷା ଲାଗି ରହିଥିବାରୁ କଟକ ସହରର  ଅନେକ ଅଞ୍ଚଳ ଜଳମଗ୍ନ ହୋଇ ପଡିଛି। ସହରର ଅନ୍ୟାନ୍ୟ ତଳିଆ ଅଞ୍ଚଳରେ ମଧ୍ୟ […]

  • Tuesday, 20 July 2021
vlcsnap-error735
ସୁପ୍ରିମକୋର୍ଟରେ ପହଞ୍ଚିଲା ରାଫେଲ୍ ଡିଲ୍ ମାମଲା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପହଞ୍ଚିଛି ରାଫେଲ୍ ଡିଲ୍ ମାମଲା। ପ୍ରଧାନବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ହେବ। ରାଫେଲ୍ ଡିଲ୍‌କୁ ରଦ୍ଦ କରିବା ସହ ଏନେଇ ମାମଲା ଦାଏର କରିବା ପାଇଁ ଅାବେଦନ ଦାଏର ହୋଇଛି। ଯାହାକୁ ଗ୍ରହଣ କରିଛନ୍ତି ଅଦାଲତ। ମାମଲାର ତ୍ୱରିତ ଶୁଣାଣି ଅାସନ୍ତା ସପ୍ତାହରୁ ପ୍ରଧାନବିଚାରପତିଙ୍କ ବେଞ୍ଚରେ ହେବ। ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ହୋଇଥିବା ଏହି ଡିଲ୍‌ରେ ଦୁର୍ନୀତି ହୋଇଥିବା ଅାବେଦନରେ ଦର୍ଶା ଯାଇଛି। ସେପଟେ ଘଟଣାକୁ ନେଇ […]

  • Tuesday, 20 July 2021
vlcsnap-error092
ଏସିଅାନ୍ ଗେମ୍ସ ପଦକ ବିଜେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ: ଜାକର୍ତ୍ତା ଏସିଅାଡରେ ପଦକ ଜିତିଥିବା ଭାରତୀୟ ଅାଥଲେଟମାନଙ୍କୁ ସମ୍ବଦ୍ଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀରେ ଅାୟୋଜିତ ଏକ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଦୁଇଟି ରୌପ୍ୟ ପଦକ ଜିତିଥିବା ଓଡିଶାର ଦୂତୀ ଚାନ୍ଦ, ହେପଟାଥଲନ ସ୍ୱର୍ଣ୍ଣ ପଦକ ବିଜେତା ସ୍ୱପ୍ନା ବର୍ମନ, ହିମା ଦାସଙ୍କ ସହ ଅନେକ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଥିଲେ ମୋଦି। ଏସୀୟ କ୍ରୀଡାରେ ପଦକ ଜିତି ଅନ୍ୟ ମାନଙ୍କ ପାଇଁ ସେମାନେ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି […]

  • Tuesday, 20 July 2021
delhi-up
ରାଜଧାନୀ ଦିଲ୍ଲୀରେ ଗର୍ଜିଲେ ଶ୍ରମିକ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଳୀରେ ଗର୍ଜିଲେ ଶ୍ରମିକ। ରାମଲିଲା ମଇଦାନରେ କିଷାନ ସଂଗଠନ ପକ୍ଷରୁ ସଂଘର୍ଷ ରାଲିର ଆୟୋଜନ ହୋଇଛି। ଦେଶର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରୁ ଶ୍ରମିକ ଏହି ରାଲିରେ ଯୋଗ ଦେଇଛନ୍ତି। ପାର୍ଲାମେଣ୍ଟ ରୋଡ୍‌ରୁ ବାହାରି ରାମ ଲିଲା ମଇଦାନ ଯାଏ ଏକ ବିଶାଳ ରାଲିର ଆୟୋଜନ ହୋଇଛି। ଶ୍ରମିକ ଆଇନକୁ କଡ଼ାକଡ଼ି ଲାଗୁ, ସଠିକ୍ ମଜୁରୀ, ଅଧିକ ନିଯୁକ୍ତି ଭଳି ଅନ୍ୟାନ ଦାବିକୁ ନେଇ ଶ୍ରମିକ ସଂଘ ଆନ୍ଦୋଳନ କରିଛି। କେନ୍ଦ୍ର ସରକାରଙ୍କ ବିରୋଧରେ […]

  • Tuesday, 20 July 2021
ଉସୁକାଇଲା ସାବତ ମା, ଭଉଣୀକୁ ଦୁଷ୍କର୍ମ କରି ଜାଳିଦେଲା ସାବତ ଭାଇ

ଶ୍ରୀନଗର: ସୀମା ଡେଇଁଛି ସମସ୍ତ ଅମାନୁଷିକତା। ନାବାଳିକା ଭଉଣୀକୁ ଦୁଷ୍କର୍ମ କରିଛି ସାବତ ଭାଇ। ଆଉ ତା ପରେ ଏସିଡ୍‌ ପକାଇ ପୋଡ଼ି ମାରି ଦେଇଛି। ଜାମ୍ମୁ ଓ କାଶ୍ମୀରରୁ ଏପରି ସଙ୍ଗୀନ ଅଭିଯୋଗ ଆସିଛି। ବାରମୁଳା ଜିଲ୍ଲା ବୋନିୟାରର ଜଣେ ୯ ବର୍ଷର ନାବାଳିକା ସହ ଏଭଳି ବର୍ବର କାଣ୍ଡ ହୋଇଥିବା ଅଭିଯୋଗ ହୋଇଛି। ପୁଲିସ୍‌ର ସୂଚନା ଅନୁଯାୟୀ ସାବତ ଭାଇ ଏବଂ ତାର କିଛି ସାଙ୍ଗ ମିଶି ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହାପରେ […]

  • Tuesday, 20 July 2021
cbi-up
ତାମିଲନାଡୁ ଡିଜିପି ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଘରେ ରେଡ୍

ଚେନ୍ନାଇ: ବହୁ ଚର୍ଚ୍ଚିତ ତାମିଲନାଡ଼ୁ ଗୁଟଖା ଦୁର୍ନୀତି ମାମଲାରେ ବଡ଼ ଧରଣର ରେଡ୍ ହୋଇଛି। ତାମିଲନାଡ଼ୁ ଡିଜିପି ଟିକେ ରାଜେନ୍ଦ୍ରନ୍‌ଙ୍କ ଘରେ ସିବିଆଇ ଚଢ଼ଉ କରିଛି। ଡିଜିପିଙ୍କ ଚେନ୍ନାଇ ସ୍ଥିତ ମୋଗାପେର୍ ବାସଭବନରେ ଯାଞ୍ଚ ହୋଇଛି। ଏହାସହ ସ୍ୱାସ୍ଥମନ୍ତ୍ରୀ ସି. ବିଜୟଭାସ୍କରଙ୍କ ଘରେ ରେଡ଼୍‌ ହୋଇଛି। ତାମିଲନାଡ଼ୁର ପୂର୍ବତନ ଡିଜିପି ଏସ୍ ଜର୍ଜ ଏବଂ ବହୁ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କ ଘରେ ଏକକାଳୀନ ଚଢ଼ଉ ହୋଇଛି। ୪୦ରୁ ଅଧିକ ସ୍ଥାନରେ ସିବିଆଇ ଟିମ୍ ଯାଞ୍ଚ କରୁଛି। ମିଳିଥିବା […]

  • Tuesday, 20 July 2021