• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

br Ambedkar
ଆଜି ବି.ଆର୍‌. ଆମ୍ବେଦକରଙ୍କ ୧୨୮ତମ ଜନ୍ମ ଜୟନ୍ତୀ

ନୂଆଦିଲ୍ଲୀ: ଆଜି ବି.ଆର. ଆମ୍ବେଦକରଙ୍କ ୧୨୮ତମ ଜନ୍ମ ଜୟନ୍ତୀ। ୧୮୯୧ ମସିହା ଏପ୍ରିଲ ୧୪ରେ ମଧ୍ୟପ୍ରଦେଶ ମଉରେ ବାବା ସାହେବ ଆମ୍ବେଦକର ଜନ୍ମ ଗ୍ରହଣ କରିଥିଲେ। ଭାରତୀୟ ସମ୍ବିଧାନ ପ୍ରଣେତା ତଥା ନୂତନ ଭାରତର ପରିକଳ୍ପନା କରିଥିବା ଭୀମରାଓଙ୍କୁ ସାରା ଦେଶ ମନେ ପକାଉଛି। ଏହି ଅବସରରେ ସଂସଦ ଭବନ ଭିତରେ ଥିବା ବାବା ସାହେବଙ୍କ ସ୍ମୃତି ପୀଠରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ ବି ଉପସ୍ଥିତ […]

  • Tuesday, 20 July 2021
temple-up
ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ମାମଲା

ଭୁବନେଶ୍ୱର: ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ଜନସ୍ୱାର୍ଥ ସମ୍ପର୍କିତ ମାମଲାର ଶୁଣାଣି ଅାଜି ହେବ। ପୂର୍ବରୁ ଜୁନ୍ ୮ ଓ ଜୁଲାଇ ୫ ତାରିଖରେ ଦୁଇଥର ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ୧୨ଟି ଅାଦେଶ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହି ୧୨ଟି ମଧ୍ୟରୁ ୯ଟି ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଅାଯାଇଛି । କିନ୍ତୁ ଅନୁଦାନ ଅାଟିକା, ବଂଶାନୁକ୍ରମିକ ସେବା ପରମ୍ପରା ଉଚ୍ଛେଦ ଓ ଜଗନ୍ନାଥ ମନ୍ଦିର ଅାଇନ ସଂଶୋଧନ ଉପରେ କୌଣସି ନିଷ୍ପତ୍ତି ନିଅାଯାଇପାରିନାହିଁ । […]

  • Tuesday, 20 July 2021
gas-up
ରୋଷେଇ ଗ୍ୟାସ୍‌ ନିଆଁରେ ପୋଡ଼ି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଦେବଗଡ଼  : ଦେବଗଡ଼ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଉଜ୍ଜ୍ଵଳା ଯୋଜନାରେ ଛେପିଲିପାଲି ପଞ୍ଚାୟତର ନାଏବ ସରପଞ୍ଚ ତଥା ଶୁଳିଆ ଗାଁର ପ୍ରତିଭା ପ୍ରଧାନଙ୍କୁ ଏକ ଗ୍ୟାସ ସଂଯୋଗ ମିଳିଥିଲା। ଆଜି ପ୍ରତିଭା ଓ ତାଙ୍କ ସ୍ୱାମୀ ଶରତ ଗ୍ୟାସ୍‌ ଖୋଲି ଗ୍ୟାସ ଚୁଲାରେ ଅଗ୍ନି ସଂଯୋଗ କରୁଥିଲେ। ଅସାବଧାନତା ଯୋଗୁ ନିଆଁ ପ୍ରତିଭାଙ୍କ ଶାଢ଼ୀରେ ଲାଗି ଯାଇଥିଲା। ସ୍ତ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇ ପାଖରେ ଥିବା ସ୍ୱାମୀ ମଧ୍ୟ ନିଆଁରେ ପୋଡ଼ି ଯାଇଥିଲେ। ଉଭୟଙ୍କୁ […]

  • Tuesday, 20 July 2021
case
ଜାଲିଓ୍ୱାନାବାଲା ବାଗ୍ ଗୁଳିକାଣ୍ଡ ଘଟଣାକୁ ପୂରିଲା ୧୦୦ ବର୍ଷ

ନୂଆଦିଲ୍ଲୀ: ଅମୃତସର ଜାଲିଓ୍ୱାନାବାଲା ବାଗ୍ ଗୁଳିକାଣ୍ଡ ଘଟଣାକୁ ଶହେ ବର୍ଷ ପୂରିଛି। ଏହି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆଜି ସକାଳେ ଜାଲିଓ୍ୱାନାବାଲା ବାଗ୍‌ରେ ସହିଦ ହୋଇଥିବା ସମସ୍ତ ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। କଂଗ୍ରେସ ସଭାପତି ରାହୁଲ ଗାନ୍ଧି  ଜାଲିଓ୍ୱାନାବାଲା ବାଗ୍‌ରେ ପହଞ୍ଚି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ରାହୁଲ ଗାନ୍ଧିଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଉପସ୍ଥିତ ଥିଲେ।  ସେହିପରି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଓ ପଞ୍ଜାବ ରାଜ୍ୟପାଳ ମଧ୍ୟ  ଜାଲିଓ୍ୱାନାବାଲା ବାଗ୍ […]

  • Tuesday, 20 July 2021
suicide-up
ସରକାରୀ ପଲିଟେକ୍‌ନିକ୍ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଲାଙ୍ଗିର : ବଲାଙ୍ଗିରରେ ସରକାରୀ ପଲିଟେକ୍‌ନିକ୍ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଶାନ୍ତିପଡ଼ାସ୍ଥିତ ଭଡ଼ାଘରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ। ମୃତକ ହେଉଛନ୍ତି ଡିପ୍ଲୋମା ଶେଷ ବର୍ଷର ଛାତ୍ର ଚନ୍ଦ୍ରଶେଖର ବେହେରା। ସେ ବେକରେ ରଶି ଲଗାଇ ଅାତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତ କିଛି ଦିନ ହେଲା ଚନ୍ଦ୍ରଶେଖର ଅବସାଦରେ ଥିଲେ ବୋଲି କୁହାଯାଉଛି। ତେବେ କେଉଁ କାରଣ ପାଇଁ ଅାତ୍ମହତ୍ୟା କଲେ, ସ୍ପଷ୍ଟ ହୋଇନାହିଁ। ମୃତଦେହ ଜବତ କରି ଟାଉନ୍ ପୁଲିସ ତଦନ୍ତ […]

  • Tuesday, 20 July 2021