• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

death-up
ବିଦ୍ୟୁତ୍ ଆଘାତରେ ବାପପୁଅ ମୃତ

ଗଞ୍ଜାମ : ଗଞ୍ଜାମ ବେଲଗୁଣ୍ଠା ବ୍ଲକ ବଡପଡା ଗାଁରେ ଅଭାବନୀୟ ଘଟଣା। ଅକାଳରେ ବିଦ୍ୟୁତ୍ ଆଘାତରେ ଚାଲିଗଲା ବାପପୁଅଙ୍କ ଜୀବନ। ମୃତକ ହେଲେ ବଡପଡା ଗାଁର ଅଭିମନ୍ୟୁ ପାତ୍ର ଏବଂ ତାଙ୍କ ପୁଅ ଜିତେନ୍ଦ୍ର।  ଓଦା ଚଦରକୁ ଘର ବାଡି ପଟେ ଥିବା ଲୁହା ତାରରେ ସୁଖାଉଥିଲେ ଜିତେନ୍ଦ୍ର। ଏହି ସମୟରେ କୌଣସି କାରଣରୁ ତାରଟି ଚାର୍ଜ ହୋଇଯାଇଥିବା ବେଳେ ସେଥିରେ ଲାଗିଯାଇଥିଲେ ଜିତେନ୍ଦ୍ର। ପୁଅର ଏପରି ଅବସ୍ଥା ଦେଖି ବାପା ଅଭିମନ୍ୟୁ ଉଦ୍ଧାର କରିବାକୁ ଯାଇ […]

  • Tuesday, 20 July 2021
train
ବନ୍ଦ ଯୋଗୁ ଟ୍ରେନ୍‌ ଚଳାଚଳ ବାତିଲ

ଭୁବନେଶ୍ୱର: ବନ୍ଦ ଯୋଗୁ ପୂର୍ବତଟ ରେଳବାଇ ଅଧୀନରେ ଚାଲୁଥିବା ୮ଟି ପାସେ୍ଞ୍ଜର ଟ୍ରେନ ଓ ୨ଟି ଏକ୍ସପ୍ରେସ ଟ୍ରେନ ବାତିଲ କରାଯାଇଛି। ୫୮୪୨୫/୫୮୪୨୬ କେନ୍ଦୁଝରଗଡ- ଭୁବନେଶ୍ୱର- କେନ୍ଦୁଝରଗଡ ପାସେଞ୍ଜର ଉଭୟ ଦିଗରୁ ବାତିଲ କରାଯାଇଛି। ୫୮୪୦୭ ଭଦ୍ରକ- ଭୁବନେଶ୍ୱର ପାସେଞ୍ଜର ମଧ୍ୟ ବାତିଲ ହୋଇଛି। ସେହିପରି ଭୁବନେଶ୍ୱର- ବ୍ରହ୍ମପୁର ମଧ୍ୟରେ ପାସେଞ୍ଜର ଟ୍ରେନକୁ ଉଭୟ ଦିଗରୁ ବାତିଲ ହୋଇଛି। କଟକ- ପାରଦୀପ ମଧ୍ୟର ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନ, ୫୮୪୧୬ ପୁରୀ- କଟକ ପାସେଞ୍ଜର, କଟକ- ଭଦ୍ରକ […]

  • Tuesday, 20 July 2021
wall
କାନ୍ଥ ପଡ଼ି ଭାଇ ଭଉଣୀଙ୍କର ମୃତ୍ୟୁ

କେନ୍ଦୁଝର : କେନ୍ଦୁଝରରେ ଅଘଟଣ କାନ୍ଥ ପଡ଼ି ଭାଇ ଭଉଣୀଙ୍କର ମୃତ୍ୟୁ ହୋଇଛି। ମାଅା ଝିଅ ଗୁରୁତର ଅବସ୍ଥାରେ ଘଟଗାଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଘଟଗାଁ ଥାନା ମନୋହରପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମନୋହରପୁର ଗାଁର ରୁକ୍ମିଣୀ ମୁଣ୍ଡା ନିଜର ତିନି ଛୁଅାଙ୍କ ସହ ଘରେ ଶୋଇଥିଲେ। ହେଲେ ଗତ କିଛି ଦିନ ଧରି ହୋଇଥିବା ଲଗାଣ ବର୍ଷାରେ ଘରର ଦୁର୍ବଳ କାନ୍ଥ ଭୁଶୁଡ଼ି ସେମାନଙ୍କ ଉପରେ ପଡିଥିଲା। କାନ୍ଥଟି ୩ ବର୍ଷର ପୁଅ […]

  • Tuesday, 20 July 2021
murder-up
ରାଜଧାନୀରେ ବିବାହିତ ଯୁବକଙ୍କୁ ହତ୍ୟା !

ଭୁବନେଶ୍ୱର :  ରାଜଧାନୀରେ ଜଣେ ବିବାହିତ ଯୁବକଙ୍କୁ ହତ୍ୟା ଅଭିଯୋଗ। ମାଉସୀମା ମନ୍ଦିର ନିକଟ ରେଳ ଧାରଣାରୁ ସଂପୃକ୍ତ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଜଗା ଦାସ। ୟୁନିଟ୍-୨ ପୋଟଳ ବସ୍ତିରେ ସେ ରହୁଥିଲେ। ପରିବାର ଲୋକଙ୍କ ଅଭିଯୋଗ, ଶନିବାର ସନ୍ଧ୍ୟାରେ ଜିମ୍‌କୁ ଯାଇ ଅାଉ ଘରକୁ ସେ ଫେରିନଥିଲେ। ତେବେ ସେହି ଦିନ ସନ୍ଧ୍ୟାରେ କିଛି ଯୁବକ ତାଙ୍କୁ ଗୌତମନଗର ଅଞ୍ଚଳରେ ଅଟକାଇ ମାଡ଼ ମାରୁଥିବା ନେଇ ସେ ତାଙ୍କ ଭାଉଜଙ୍କୁ ଫୋନରେ […]

  • Tuesday, 20 July 2021
tremor-up
ଉତ୍ତର ଭାରତରେ ଭୂମିକମ୍ପର ଝଟ୍‌କା

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ମିରଟରେ ଭୂମିକମ୍ପ।  ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରେକର୍ଡ କରାଯାଇଛି।  ସକାଳ ୬ଟା ୨୮ରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର ପ୍ରଭାବରେ ଦିଲ୍ଲୀ ଓ ଏନସିଅାର ଅଂଚଳ ଥରି ଉଠିଥିଲା। ଏଥିସହ ହରିଅାଣାର କିଛି ଅଂଚଳରେ ମଧ୍ୟ ଭୂମିକମ୍ପର ପ୍ରଭାବ ଅନୁଭୂତ ହୋଇଛି। ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ। ଗତକାଲି ଅପରାହ୍ଣରେ ହରିଅାଣାର ଝାଝର ଜିଲ୍ଲାରେ ମଧ୍ୟ ମୃଦୁ ଭୂମିକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା […]

  • Tuesday, 20 July 2021
oil
ପୁଣି ବଢିଲା ତେଲଦର

ନୂଆଦିଲ୍ଲୀ : ଅାଜି ଦିଲ୍ଲୀରେ ପେଟ୍ରୋଲ ଦର ୨୩ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ମୂଲ୍ୟ ୨୨ ପଇସା ବୃଦ୍ଧି ପାଇଛି। ଫଳରେ ପେଟ୍ରୋଲ ଦର ୮୦ଟଙ୍କା ୭୩ ପଇସାରେ ବିକ୍ରି ହେଉଛି। ସେହିପରି ଡିଜେଲ ମୂଲ୍ୟ ଲିଟର ପ୍ରତି ୭୨ଟଙ୍କା ୮୩ ପଇସାରେ ପହଞ୍ଚିଛି। ମୁମ୍ବାଇରେ ପେଟ୍ରୋଲ ଓ ଡିଜେଲ ଦର ୨୩ ପଇସା ଲେଖାଏଁ ବୃଦ୍ଧି ପାଇଛି। ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ୮୮ଟଙ୍କା୧୨ ପଇସା ଓ ଡିଜେଲ ମୂଲ୍ୟ ୭୭ ଟଙ୍କା ୩୨ […]

  • Tuesday, 20 July 2021
bput
ବିପିୟୁଟି ପକ୍ଷରୁ ଅାଜି ସମସ୍ତ ପରୀକ୍ଷା ବାତିଲ

ଭୁବନେଶ୍ୱର : କଂଗ୍ରେସ ପକ୍ଷରୁ ଭାରତ ବନ୍ଦକୁ ନଜରରେ ରଖି ବିପିୟୁଟି ପକ୍ଷରୁ ଅାଜି ସମସ୍ତ ପରୀକ୍ଷା ବାତିଲ କରାଯାଇଛି। ଏନେଇ ବିପିୟୁଟି କର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି। ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଭାରତ ବନ୍ଦ ଡାକରା ଦେଇଛି କଂଗ୍ରେସ। ସକାଳୁ ସକାଳୁ କଂଗ୍ରେସ କର୍ମୀମାନେ ପିକେଟିଂ କରିଛନ୍ତି। ଗାଡ଼ି ଓ ରେଳ ଚଳାଚଳ ପ୍ରଭାବିତ ହୋଇଛି।

  • Tuesday, 20 July 2021
rajiv gandhi
ମୁକୁଳି ପାରନ୍ତି ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ

ତାମିଲନାଡୁ  : ତାମିଲନାଡୁ କ୍ୟାବିନେଟର ବଡ ନିଷ୍ପତ୍ତି। ମୁକ୍ତ ହୋଇପାରନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାର ଦୋଷୀ। ଏହି ମାମଲାରେ କାରାଦଣ୍ଡ ଭୋଗୁଥିବା ୭ ଦୋଷୀଙ୍କୁ ମୁକ୍ତ କରିବାକୁ ଅାଜି ତାମିଲନାଡୁ କ୍ୟାବିନେଟ୍‌ରେ ପ୍ରସ୍ତାବ ପାରିତ ହୋଇଛି। ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକର ଏଇ ନିଷ୍ପତ୍ତିକୁ ଖୁବ୍‌ଶୀଘ୍ର ରାଜ୍ୟପାଳଙ୍କ ପାଖକୁ ପଠାଯିବ ବୋଲି ମନ୍ତ୍ରୀ ଡି. ଜୟକୁମାର ସୂଚନା ଦେଇଛନ୍ତି। ରାଜୀବ ଗାନ୍ଧିଙ୍କ ହତ୍ୟା ଅଭିଯୋଗରେ ୭ ଜଣ ଗତ ୨୭ବର୍ଷ […]

  • Tuesday, 20 July 2021
bjp-up
ମିଶନ୍ ୧୯ ପାଇଁ ବିଜେପିର ବ୍ଲୁ ପ୍ରିଣ୍ଟ

ଭୁବନେଶ୍ୱର : ୨୦୨୨ ସୁଦ୍ଧା ନବଭାରତ ଗଠନର ପ୍ରତିଶ୍ରୁତି ପୂରଣ କରିବ ବିଜେପି। ସରକାରଙ୍କର ନିର୍ଦ୍ଦିଷ୍ଟ ଲକ୍ଷ୍ୟ, ଚିନ୍ତାଧାରା ଓ ଇଛାଶକ୍ତି ରହିଛି ଦେଶର ବିକାଶ ଲାଗି। କେନ୍ଦ୍ର ସରକାର ଗତ ୪ ବର୍ଷରେ ନେଇଥିବା ପଦକ୍ଷେପର ଫଳ ୨୦୨୨ ସୁଦ୍ଧା ଦୃଶ୍ୟମାନ ହେବ। ଏହି ସମୟରେ ଭିତରେ ଦେଶରୁ ଅାତଙ୍କବାଦ, ସାଂପ୍ରଦାୟିକତା ଓ ଜାତିବାଦକୁ ସମାପ୍ତ କରିବା ସହ ସମସ୍ତ ନାଗରିକଙ୍କୁ ବାସଗୃହ ଯୋଗାଇ ଦେବାକୁ ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ପ୍ରସ୍ତାବ ପାରିତ ହୋଇଛି। ଏହି […]

  • Tuesday, 20 July 2021
wife-dead-up
ସ୍ତ୍ରୀର ଗଳାକାଟି ହତ୍ୟା କଲା ସ୍ୱାମୀ

ବ୍ରହ୍ମପୁର : ବ୍ରହ୍ମପୁରରେ ଚାଞ୍ଚଲ୍ୟ। ସ୍ତ୍ରୀର ଗଳାକାଟି ହତ୍ୟା କଲା ସ୍ୱାମୀ। ମୃତ ମହିଳା ହେଲେ ବ୍ରହ୍ମପୁର ମିଲେଟ୍ରି ଲାଇନ୍‌ର ପପିନା ବେହେରା। ଘଟଣା ପରେ ମୃତ ମହିଳାଙ୍କ ସ୍ୱାମୀ ଫେରାର ହୋଇଯାଇଛନ୍ତି।  ତାଙ୍କ ନାଁ ରବିନ୍ଦ୍ର ବେହେରା। ପାରିବାରିକ କଳହକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ମୃତ ମହିଳାଙ୍କ ପୁଅ ଅଭିଯୋଗ କରିଛନ୍ତି।  ଘଟଣା ସ୍ଥଳରେ ପୁଲିସ ପହଁଚି ମୃତ ଦେହକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।

  • Tuesday, 20 July 2021
sp-up
ବିଷ ପିଇଥିବା ଏସ୍‌ପିଙ୍କ ପରଲୋକ

ଉତ୍ତର ପ୍ରଦେଶ : ପାରିବାରିକ ବିବାଦରୁ ବିଷ ପିଇଥିବା କାନପୁର ଏସପି ସୁରେନ୍ଦ୍ର ଦାସଙ୍କ ଅାଜି ମୃତ୍ୟୁ ହୋଇଛି। ଚାରି ଦିନ ତଳେ ସେ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ଅପରେସନ କରାଯାଇଥିଲେ ମଧ୍ୟ ଗତକାଲିଠାରୁ ତାଙ୍କ ଅବସ୍ଥା ଅାହୁରି ବିଗିଡିଥିଲା।  ଅାଜି କାନପୁରର ଏକ ଘରୋଇ ମେଡିକାଲରେ ତାଙ୍କର ପରଲୋକ ହୋଇଛି । ୨୦୧୪ ବ୍ୟାଚର ଅାଇପିଏସ ଅଧିକାରୀ ସୁରେନ୍ଦ୍ର ଦାସ ମାସକ ତଳେ […]

  • Tuesday, 20 July 2021
Baripada
ବାରିପଦାରେ ଡବଲ୍ ମର୍ଡର

ବାରିପଦା: ବୃଦ୍ଧ ଦମ୍ପତ୍ତିଙ୍କୁ ବୀଭତ୍ସ ଭାବେ ହତ୍ୟା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବାରିପଦା ସଦର ଥାନା କୁକୁଡ଼ା ଯୋଡ଼ି ଗାଁରେ ଏଭଳି ଅମାନବୀୟ ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ପୂର୍ଣ୍ଣ ହେମ୍ବ୍ରମ୍ ଓ ତାଙ୍କ ସ୍ତ୍ରୀ ସଂହ ହେମ୍ବ୍ରମ୍। ପୂର୍ଣ୍ଣଙ୍କ ମୃତ ଦେହ ଘର ବାହାରେ ରାସ୍ତା ଉପରେ ପଡ଼ିଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ମୃତଦେହ ଘର ଭିତରେ ଖଟିଆରେ ପଡ଼ିଥିଲା। ଗତକାଲି ରାତିରେ କେହି ଦୁର୍ବୃତ୍ତ ସେମାନଙ୍କୁ ହତ୍ୟା […]

  • Tuesday, 20 July 2021
patient death
ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ

ସାଲେପୁର: ରୋଗୀ ମୃତ୍ୟୁକୁ ନେଇ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଓସ୍ତମୂଳ ଗାଁରେ ଚାଲିଥିବା ରାସ୍ତାରୋକ ଶେଷରେ ହଟିଛି।  ପ୍ରଶାସନର ପ୍ରତିଶ୍ରୁତି ପରେ ଗତକାଲିଠାରୁ ଚାଲିଥିବା ରାସ୍ତାରୋକ ହଟିଛି। ସ୍ଥାନୀୟ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ୧୦ହଜାର ଟଙ୍କା ଓ ଦାବି ପୂରଣ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୁ ମୃତଦେହ ଉଠାଇବା ସହ ଆନ୍ଦୋଳନରୁ ଓହରିଛନ୍ତି ପରିବାର ଲୋକେ। ଚିକିତ୍ସାରେ ଅବହେଳା ଏବଂ ପରିବାରରର ଗୁହାରି ନଶୁଣିବା କାରଣରୁ ଜଣେ କର୍କଟ ରୋଗୀଙ୍କ ମୃତ୍ୟୁ […]

  • Tuesday, 20 July 2021
raid
ଟିଟୋ ଲିଙ୍କ୍‌ ନେଇ ବ୍ୟବସାୟୀଙ୍କ ଘରେ ଚଢ଼ଉ

ଭୁବନେଶ୍ୱର: କିଛି ଦିନର ନିରବତା ପରେ ଟିଟୋ ଲିଙ୍କ୍‌କୁ ପୁଣି କ୍ରାଇମ୍‌ବ୍ରାଞ୍ଚ ସକ୍ରିୟ ହୋଇଛି। ଜଗତସିଂହପୁର ସଦର ଥାନା ମୁକୁନ୍ଦପୁର ଗାଁରେ ଆଜି ପୁଲିସ୍‌ ଚଢ଼ଉ କରିଛି। ଟିଟୋ ସହିତ ଲିଙ୍କ୍‌ ଥିବା ସନ୍ଦେହରେ ମୁକୁନ୍ଦପୁର ଗାଁର ବ୍ୟବସାୟୀ ଦିପ୍ତୀରଞ୍ଜନ ଦାସଙ୍କ ଘରେ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ଚଢ଼ଉ କରିଛି। DSP ରାମଚନ୍ଦ୍ର ଥମ୍ବଙ୍କ ନେତୃତ୍ୱରେ ଏକ ୮ଜଣିଆ ଟିମ୍‌ ଏହି ଚଢ଼ଉ ଅଭିଯାନରେ ସାମିଲ୍‌ ହୋଇଛନ୍ତି। ଦିପ୍ତୀରଞ୍ଜନଙ୍କ ଘରୁ ଗୋଟିଏ ପିସ୍ତଲ୍‌ ସହିତ ୧୨ଟି ଗୁଳି ଓ […]

  • Tuesday, 20 July 2021
woman
ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ପରେ ମହିଳା ଗର୍ଭବତୀ

ଚାନ୍ଦବାଲି: ପୁଣି ଫେଲ୍ ମାରିଲା ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର। ଅସ୍ତ୍ରୋପଚାର ପରେ ମଧ୍ୟ, ଜଣେ ମହିଳା ଗର୍ଭବତୀ ଥିବା ନେଇ ଅଭିଯୋଗ ହୋଇଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ତେନ୍ତୁଲିଦା ଗାଁରେ ଏହି ଘଟଣା ଘଟିଛି। ତେନ୍ତୁଲିଦା ଗାଁର ସୁଶାନ୍ତ ଦାସଙ୍କ ପତ୍ନୀ ଦେବୀ ଦାସ ଗତ ଜାନୁଆରୀ ୨୫ ତାରିଖରେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରାଇଥିଲେ। ହେଲେ ଅପ୍‌ରେସନ୍‌ର ୩ ମାସ ପରେ ସେ ଅସୁସ୍ଥ ହୋଇ ପଡ଼ିବାରୁ ଡାକ୍ତର […]

  • Tuesday, 20 July 2021
child labour
ରେଲୱେ ଷ୍ଟେସନରୁ ୧୫ ଶିଶୁ ଶ୍ରମିକ ଉଦ୍ଧାର

ରାୟଗଡ଼ା: ଚାଲାଣ ବେଳେ ଉଦ୍ଧାର ହେଲେ ଶିଶୁ ଶ୍ରମିକ। ରାୟଗଡ଼ାରୁ ଆନ୍ଧ୍ରପ୍ରଦେଶକୁ ଚାଲାଣବେଳେ ୧୫ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ରାୟଗଡ଼ା ରେଲୱେ ପୁଲିସ୍‌ ସମସ୍ତଙ୍କୁ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ଶିଶୁ ଶ୍ରମିକଙ୍କ ମଧ୍ୟରେ ୧୧ ଜଣ ନାବାଳିକା ଓ ୪ ଜଣ ନାବାଳକ ଅଛନ୍ତି ବୋଲି ଜଣାପଡ଼ିଛି। ରାୟଗଡ଼ା ଷ୍ଟେସନ ପରିସରରେ ସେମାନେ ବୁଲୁଥିବା ବେଳେ ପୁଲିସ୍‌ ସେମାନଙ୍କୁ ସନ୍ଦେହରେ ପଚରାଉଚରା କରିଥିଲା।  ସମସ୍ତ ଶିଶୁ ଶ୍ରମିକ କାନ୍‌ସିମୁହିଁ ସେସ୍‌କାଲ୍‌ର ନେଇ ସୂଚନା ମିଳିଛି। […]

  • Tuesday, 20 July 2021
vlcsnap-error722
ଅାଲିବାବା ପ୍ରତିଷ୍ଠାତାଙ୍କ ଅବସର ଘୋଷଣା

ନୂଆଦିଲ୍ଲୀ: ବିଶ୍ୱର ନାମୀ ଇ-କମର୍ସ ସଂସ୍ଥା ଅାଲିବାବାର ପ୍ରତିଷ୍ଠାତା ତଥା ସିଇଓ ଜ୍ୟାକ୍ ମା ଅବସର ଘୋଷଣା କରିଛନ୍ତି। ଏକ ଛୋଟ ବାଣିଜ୍ୟ ଭିତ୍ତିକ ୱେବ୍‌ସାଇଟ୍‌ ନିର୍ମାଣ କରି ରାତାରାତି କୋଟିପତି ପାଲଟିଥିବା ଜ୍ୟାକ୍ ମା ଅାସନ୍ତା ସୋମବାର ନିଜ ସଂସ୍ଥାରୁ ଅବସର ନେବେ। ଅବସରେ ପରେ ଶିକ୍ଷା ଓ ଜନକଲ୍ୟାଣ କାର୍ଯ୍ୟରେ ନିଜକୁ ସାମିଲ କରିବା ପାଇଁ ଜ୍ୟାକ୍ ଏଭଳି ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି। ୧୯୯୯ ମସିହାରେ ଜ୍ୟାକ୍ ୧୭ ଜଣ କର୍ମଚାରୀଙ୍କ ସହ ମିଶି […]

  • Tuesday, 20 July 2021