ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରର ପୁଲଓ୍ୱାମା ଜିଲ୍ଲା ଅବନ୍ତିପୋରାରେ ସିଆରପିଏଫ୍ ଯବାନଙ୍କୁ ଆତଙ୍କବାଦୀଙ୍କ ବର୍ବରୋଚିତ ଆକ୍ରମଣ ଘଟଣାକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଛି। ଦେଶର ଘଟଣାକୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ସମେତ ବହୁ ବ୍ୟକ୍ତି କଡ଼ା ଭାଷାରେ ନିନ୍ଦା କରିଛନ୍ତି। Strongly condemn the terrorist attack in Pulwama, J&K. Thoughts and prayers with the families of martyrs and wishing an early recovery to those injured. The entire nation stands […]
ଶ୍ରୀନଗର: ଆତ୍ମଘାତୀ ଆକ୍ରମଣ ଘଟାଇ ଥିବା ଆତଙ୍କବାଦୀକୁ ଚିହ୍ନଟ କରାଯାଇଛି। ସେ ହେଉଛି, ଜୈଶ-ଏ-ମହମ୍ମଦ ସଂଗଠନର ସଦସ୍ୟ ଆଦିଲ୍ ଅହମ୍ମଦ ଦର। ଅଦିଲ୍ ଆକ୍ରମଣରେ ବ୍ୟବହୃତ ଗାଡ଼ି ଚଳାଉଥିବା ସେନା ପକ୍ଷରୁ କୁହାଯାଇଛି। ତେବେ ଆକ୍ରମଣ ପୂର୍ବରୁ ଅଦିଲ୍ ଏକ ଭିଡିଓ ପ୍ରସ୍ତୁତ କରିଥିଲା, ଯେଉଁଥିରେ ତାକୁ କେମିତି ଆକ୍ରମଣ ପାଇଁ କୁହାଯାଇଥିଲା ସେଇ କଥା କହିଛି ଆଦିଲ୍। ଏହି ଆକ୍ରମଣ ପରେ ଜୈଶ ପକ୍ଷରୁ ଉକ୍ତ ଭିଡିଓ ସହ ତା’ର ଫଟୋ ସାର୍ବଜନୀନ କରାଯାଇଛି। ଜାରି […]
ନୂଆ ଦିଲ୍ଲୀ :୧୯୮୪ ଶିଖ୍ ବିରୋଧୀ ଦଙ୍ଗାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ପାଇବା ପରେ କଂଗ୍ରେସର ବରିଷ୍ଠ ନେତା ସଜ୍ଜନ କୁମାର, କଂଗ୍ରେସ ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୂଚନା ଅନୁଯାୟୀ ସଜ୍ଜନ କୁମାର ଆଜି ସକାଳେ ରାହୁଲ ଗାନ୍ଧିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି। ଇସ୍ତଫା ପତ୍ରରେ ସଜ୍ଜନ ଲେଖିଛନ୍ତି, ‘ମାନନୀୟ ଦିଲ୍ଲୀ ହାଇକୋର୍ଟ ମୋ ବିରୁଦ୍ଧରେ ଦେଇଥିବା ରାୟ ଆଧାରରେ ମୁଁ କଂଗ୍ରେସ ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଉଛି’। […]
ରାୟପୁର: ୩ଟି ରାଜ୍ୟରେ ନିର୍ବାଚନ ଜିତି ସରକାର ଗଠନ ପରେ କଂଗ୍ରେସ ଏବେ ପ୍ରତିଶ୍ରୁତି ପାଳନରେ ଲାଗି ପଡ଼ିଛି। ପ୍ରଥମେ ମଧ୍ୟପ୍ରଦେଶରେ କୃଷି ଋଣ ଛାଡ୍ କରିବା ପରେ ଏବେ ଛତିଶଗଡ଼ରେ କୃଷି ଋଣ ଛାଡ୍ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍ ସୋମବାର ଘୋଷଣା କରିଛନ୍ତି। କୃଷି ଋଣ ଛାଡ୍ ନେଇ ନିର୍ବାଚନ ପୂର୍ବରୁ କଂଗ୍ରେସ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରାଯିବ ବୋଲି ସେ କହିଛନ୍ତି। କୋଅପ୍ରେଟିଭ୍ ବ୍ୟାଙ୍କ୍ ଓ ଛତିଶଗଡ଼ ଗ୍ରାମୀଣ ବ୍ୟାଙ୍କ୍ର ପ୍ରାୟ ୧୬ […]
ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ପୁଲଓ୍ୱାମା ଜିଲ୍ଲା ଅବନ୍ତିପୋରାରେ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଆତଙ୍କବାଦୀଙ୍କ ବଡ଼ ଧରଣର ବିସ୍ଫୋରଣରେ ୩୦ ଜଣ ସିଆର୍ପିଏଫ୍ ଯବାନ ସହିଦ ହୋଇଛନ୍ତି। ଏହି ବିସ୍ଫୋରଣରେ ଅନେକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି। ଅପରାହ୍ନରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ସିଆର୍ପିଏଫ୍ ଯବାନମାନେ ଯାଉଥିବାବେଳେ ଲେଥପୋରା ପାଖରେ ବିସ୍ଫୋରଣ ହୋଇଥିଲା। ଏଥିରେ ସିଆରପିଏଫ୍ ଯବାନ ଯାଉଥିବା ଗୋଟିଏ ଗାଡ଼ି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ବିସ୍ଫୋରଣ ପରେ ଆତଙ୍କବାଦୀମାନେ […]
ମୁମ୍ବାଇ: ମୁମ୍ବାଇର ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୮ଜଣଙ୍କ ମୃତ୍ୟୁ ଘଟିଛି। ଗତକାଲି ଅନ୍ଧେରୀସ୍ଥିତ ESIC କାମଗର ହସ୍ପିଟାଲରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ପୋଡି ହୋଇ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ସକାଳେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ମୃତକଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ଏକ ୬ ମାସର ଶିଶୁ ରହିଛି ବୋଲି ପୁଲିସ୍ କହିଛି। ଅଗ୍ନିକାଣ୍ଡରେ ୧୪୦ରୁ ଅଧିକ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଏଥିସହ ହସ୍ପିଟାଲରେ […]
ନୂଆଦିଲ୍ଲୀ: ୧୯୮୪ ମସିହାରେ ଶିଖ୍ ବିରୋଧୀ ଦଙ୍ଗା ଘଟଣାରେ ଜଡ଼ିତ ଏକ ମାମଲାରେ କଂଗ୍ରେସ ନେତା ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦିଲ୍ଲୀ ହାଇକୋର୍ଟ ସଜ୍ଜନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଆଜି କୋର୍ଟ ଏହି ରାୟ ଶୁଣାଇଛନ୍ତି। ଏଥିସହ କୋର୍ଟ ସଜ୍ଜନଙ୍କୁ ଡିସେମ୍ବର ୩୧ ସୁଦ୍ଧା ଆତ୍ମସମର୍ପଣ ସହ ଦିଲ୍ଲୀ ଛାଡ଼ି ନଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗତ ସପ୍ତାହରେ ୩ଟି ରାଜ୍ୟରେ କଂଗ୍ରେସର ବିଜୟ ପରେ ଆଜି ଶପଥପାଠ […]
ଜୟପୁର: ୬ ଦିନର ଆନ୍ଦୋଳନ ପରେ ମିଳିଲା ସଂରକ୍ଷଣ। ରାଜସ୍ଥାନର ଗୁଜ୍ଜର୍ ସମ୍ପଦ୍ରାୟଙ୍କୁ ମିଳିଛି ୫ ପ୍ରତିଶତ ସଂରକ୍ଷଣ। ଆଜି ଏନେଇ ଆଗତ ଗୁଜ୍ଜର୍ ସଂରକ୍ଷଣ ବିଲ୍କୁ ବିଧିବଦ୍ଧ ଭାବେ ରାଜସ୍ଥାନ ବିଧାନସଭାରେ ମଞ୍ଜୁରୀ ମିଳିଛି। ଏଣିକି ଶିକ୍ଷା, ନିଯୁକ୍ତି ଓ ବିଭିନ୍ନ ସରକାରୀ ଯୋଜନାରେ ଗୁଜ୍ଜରଙ୍କୁ ଅଧିକ ଲାଭ ମିଳିବ। କେବଳ ଗୁଜ୍ଜର ନୁହେଁ ଆଉ ଚାରିଟି ସମ୍ପ୍ରଦାୟକୁ ମଧ୍ୟ ସଂରକ୍ଷଣ ପାଇଁ ବିଲକୁ ମଞ୍ଜୁରୀ ମିଳିଛି। ଏହାସହ ଆର୍ଥିକ ଦୁର୍ବଳ ଥିବା ଉଚ୍ଚ ଜାତିର […]
ଲକ୍ଷ୍ନୌ: ସାଧାରଣ ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶରେ ମେଣ୍ଟ ଷ୍ଟ୍ରାଟେଜି ଆପଣାଇଛି କଂଗ୍ରେସ। ମହାନ ଦଳ ସହ କଂଗ୍ରେସ ମେଣ୍ଟରେ ୟୁପିରେ ନିର୍ବାଚନ ଲଢ଼ିବ ଦଳ। ଆଜି ଏନେଇ ବିଧିବଦ୍ଧ ଭାବେ ନିଷ୍ପତ୍ତି ହୋଇଛି। ଉତ୍ତର ପ୍ରଦେଶ ଦାୟିତ୍ୱ ମିଳିବା ପରେ ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଦନ କରି ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଗତକାଲି ରାତି ଓ ଆଜି ଦିନ ସାରା ମାରାଥନ୍ […]
ନୂଆଦିଲ୍ଲୀ: ଷୋଡ଼ଶ ଲୋକସଭାର ଶେଷ ଅଧିବେଶନର ଶେଷ ଦିନରେ ବିଦାୟୀ ଭାଷଣ ଦେଇ ସଂସଦର ଉଭୟ ଗୃହର ସଦସ୍ୟଙ୍କୁ ସେମାନଙ୍କ କାର୍ଯ୍ୟ ପାଇଁ ଧନ୍ୟବାଦ ଦେଇଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ତାଙ୍କ ଶେଷ ଭାଷଣରେ ଚଳିତ ସରକାରଙ୍କ ସଫଳତା ବଖାଣିବା ସହ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍ କରିବାକୁ ଭୁଲିନଥିଲେ ମୋଦି। ସରକାରଙ୍କ ସଫଳତାକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ, ଷୋଡ଼ଶ ଲୋକସଭାରେ ଶହେ ପ୍ରତିଶତରୁ ଅଧିକ କାମ ହୋଇଛି। ଏଥିଲାଗି ସେ ନିଜ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟଙ୍କୁ […]