• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

nitin
ଦେଶ ଛାଡ଼ି ଫେରାର ହେଲେ ଆଉ ଜଣେ ବ୍ୟବସାୟୀ

ନୂଆଦିଲ୍ଲୀ: ବିଜୟ ମାଲ୍ୟା ଓ ନିରବ ମୋଦିଙ୍କ ପରେ ଦେଶ ଛାଡ଼ି ଫେରାର ହେଲେ ଆଉ ଜଣେ ବ୍ୟବସାୟୀ। ବ୍ୟାଙ୍କ୍‌ରୁ କୋଟି କୋଟି ଟଙ୍କା ଠକି ଦେଶ ଛାଡ଼ି ଫେରାର୍ ହୋଇଯାଇଥିବା ବ୍ୟବସାୟୀଙ୍କ ମଧ୍ୟରେ ନିତିନ୍‌ ସନ୍ଦେସରାଙ୍କ ନାଁ ସାମିଲ୍‌ ହୋଇଛି। ସେ ଷ୍ଟର୍ଲିଂ ବାୟୋଟିକ୍‌ର ମାଲିକ। ବ୍ୟାଙ୍କରୁ ୫ ହଜାର କୋଟି ଟଙ୍କା ଠକି ନିତିନ୍‌ ଦେଶ ଛାଡ଼ି ନାଇଜେରିଆ ଚାଲି ଯାଇଥିବା କୁହାଯାଉଛି। ତେବେ ନିତିନଙ୍କ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ନାଇଜେରିଆ ପଳାଇଥିବା […]

  • Tuesday, 20 July 2021
amit
ପୁରୀରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ

ଭୁବନେଶ୍ୱର: ପୁରୀରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ। କିଛି ସମୟ ତଳେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ପୁରୀ ଯାଇଥିଲେ ଶାହ। ଅଠରନଳାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ପୁରୀ ଶରଧାବାଲିରେ ଅାଜିଠାରୁ ଅାରମ୍ଭ ହେଉଥିବା ଦୁଇ ଦିନିଅା ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ସେ ଯୋଗ ଦେବେ। ଓଡ଼ିଶାରେ ମିଶନ୍ ୧୨୦ର ସଫଳତା ପାଇଁ ମହିଳା ଭୋଟ୍ ବ୍ୟାଙ୍କକୁ ମଜଭୁତ୍ କରିବାକୁ ଶାହ ଟିପ୍ସ ଦେବେ। ଏହା ପୂର୍ବରୁ […]

  • Tuesday, 20 July 2021
1
ଆକାଶ ଛୁଆଁ ପେଟ୍ରୋଲ ଦର; ଟପିଲା ୯୦ଟଙ୍କା

ନୁଆଦିଲ୍ଲୀ: ପୁଣି ପେଟ୍ରୋଲ ଓ ଡିଜେଲ ଦର ଆକାଶ ଛୁଆଁ ହୋଇଛି। ମହାରାଷ୍ଟ୍ରର କିଛି ସହରରେ ପେଟ୍ରୋଲ ଦର ଲିଟର ପ୍ରତି ୯୧ଟଙ୍କାରେ ପହଞ୍ଚି ଥିବାବେଳେ ମୁମ୍ବାଇରେ ୯୦ଟଙ୍କାରେ ପହଞ୍ଚିଥିବା ଜଣାପଡ଼ିଛି। ଦେଶର ୪ଟି ସହରରେ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହୋଇଛି। ଆଜି ଦିଲ୍ଲୀରେ ପେଟ୍ରୋଲ ପ୍ରତି ଲିଟର ପିଛା ୮୨ ଟଙ୍କା ୭୨ ପଇସା ଏବଂ ଡିଜେଲ ୭୪ ଟଙ୍କା ୨ ପଇସାରେ ପହଞ୍ଚିଛି। ସେହିପରି ମୁମ୍ବାଇରେ ପ୍ରତି ଲିଟର ପେଟ୍ରୋଲ ୯୦ […]

  • Tuesday, 20 July 2021
dell
ଆସୁଛି ସାମୁଦ୍ରିକ ଝଡ଼ ‘ଗଜ’, ପ୍ରବଳ ବର୍ଷା ସାଙ୍ଗକୁ ୧୧୦ କିମି ବେଗର ପବନ ବହିବ

ଚେନ୍ନାଇ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ‘ଗଜ’ ଆସନ୍ତାକାଲି ତାମିଲନାଡୁର କଡାଳୁର ଓ ପାମ୍ବନ୍‌ ମଝିରେ ଉପକୂଳ ଛୁଇଁବ। ଏହାର ପ୍ରଭାବରେ କାଲିଠାରୁ ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଘଣ୍ଟାପ୍ରତି ୧୧୦ କିଲୋମିଟରରୁ ଅଧିକ ବେଗରେ ପବନ ବହିବ ବୋଲି ଆକଳନ କରାଯାଇଛି। ତେବେ ପରିସ୍ଥିତିର ମୁକାବିଲା ଲାଗି ତାମିଲନାଡୁ ରାଜ୍ୟ ସରକାରଙ୍କ ପକ୍ଷରୁ ୩୦ ହଜାର ୫୦୦ ଉଦ୍ଧାରକାରୀ ଦଳକୁ ସଜାଗ ରଖାଯାଇଛି। ପଡ଼ୋଶୀ ପୁଡୁଚେରୀରେ […]

  • Tuesday, 20 July 2021
ishro
ସଫଳତାର ସହ ମହାକାଶରେ ଅବସ୍ଥାପିତ ହେଲା ସାଟେଲାଇଟ୍ ଜି-ସାଟ୍ ୨୯

ଅତ୍ୟାଧୁନିକ ସାଟେଲାଇଟ୍ ଜି-ସାଟ୍ ୨୯କୁ ସଫଳତାର ସହ ମହାକାଶରେ ଅବସ୍ଥାପିତ କରିଛି ଇସ୍ରୋର ବାହୁବଳୀ କୁହାଯାଉଥିବା ସବୁଠୁ ଓଜନିଆ ରକେଟ୍ ଜିଏସ୍ଏଲ୍‌ଭି ମାର୍କ ଥ୍ରୀ ଡି-ଟୁ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାୱାନ ଉତ୍‌କ୍ଷେପଣ କେନ୍ଦ୍ରରୁ ଅପରାହ୍ନ ୫ଟା ୮ ମିନିଟରେ ଏହି ଉତ୍‌କ୍ଷେପଣ କରାଯାଇଥିଲା। ଜି ସାଟ୍- ୨୯ ଏକ ମଲ୍‌ଟି ବ୍ୟାଣ୍ଡ୍‌ ଓ ମଲ୍‌ଟି ବିମ୍ ଯୋଗାଯୋଗ ଉପଗ୍ରହ। ଏହା ସାହାଯ୍ୟରେ ଜାମ୍ମୁ ଓ କାଶ୍ମୀର ଏବଂ ଦେଶର ଉତ୍ତର ପୂର୍ବାଞ୍ଚଳର ପାହାଡ଼ିଆ ଓ ଅଗମ୍ୟ […]

  • Tuesday, 20 July 2021
bus washed away
ଭାସିଗଲା ଟୁରିଷ୍ଟ୍‌ ବସ୍‌...

ନୂଆଦିଲ୍ଲୀ: ବନ୍ୟା ଜଳରେ ଭାସିଗଲା ଟୁରିଷ୍ଟ୍‌ ବସ୍। ହିମାଚଳ ପ୍ରଦେଶ ମନାଲିରେ ଏପରିକି ଏକ ଘଟଣା ଦେଖିବାକୁ ମିଳିଛି। ତେବେ ବସ୍‌ରେ କେହି ଲୋକ ନଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଟୁରିଷ୍ଟ୍‌ ବସ୍‌ଟି ବିସ୍‌ ନଦୀର ବନ୍ୟା ଜଳରେ ଭାସି ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ଏହି ସମୟରେ ବସ୍‌ରେ କେହି ଲୋକ ନଥିଲେ। ବସ୍‌ଟି ପୂରା ଖାଲି ଥିଲା। ପ୍ରକୃତରେ ବସ୍‌ଟି ଭାସି ଯିବା ସମୟରେ ବସ୍‌ ମଧ୍ୟରେ କେହି ଲୋକ ଥିଲେ କି ନାହିଁ […]

  • Tuesday, 20 July 2021
1
ଓଲଟି ପଡ଼ିଲା ଚୋରା କାଠ ବୋଝେଇ ବୋଲେରୋ

ଆନନ୍ଦପୁର: ଓଲଟି ପଡ଼ିଲା ଚୋରା କାଠ ବୋଝେଇ ବୋଲେରୋ। କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ନିକଟରେ ୨୦ ନମ୍ବର ଜାତୀୟ ରାଜପଥରେଏକ ଚୋରା କାଠ ବୋଝେଇ ବୋଲେରୋ ଓଲଟି ପଡ଼ିଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୃ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଥିବା ବ୍ୟକ୍ତିଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ି ନାହିଁ।

  • Tuesday, 20 July 2021
make
ମେକ୍ ଇନ୍‌ ଓଡ଼ିଶାରୁ ୪ ଲକ୍ଷ କୋଟି ପୁଞ୍ଜିର ଦାବି: ୬ଟି ଦେଶରୁ ଉପସ୍ଥାନ ଶୂନ୍

ଭୁବନେଶ୍ୱର: ମେକ୍ ଇନ୍‌ ଓଡ଼ିଶା ଟାର୍ଗେଟରୁ ଦୁଇଗୁଣା ଟପିବାକୁ ନେଇ ସନ୍ଦେହ ଦେଖା ଦେଇଛି। ଏଥର ପାଖାପାଖି ଅଢ଼େଇ ଲକ୍ଷ କୋଟିର ପୁଞ୍ଜି ଆସିବ ବୋଲି ସରକାର ଲକ୍ଷ୍ୟ ରଖିଥିଲେ। କିନ୍ତୁ ୨ ଦିନ ବାକି ଥାଇ ୪ ଲକ୍ଷ ୧୯ ହଜାର କୋଟିର ପ୍ରତିଶ୍ରୁତି ଆସିଗଲା ବୋଲି ସରକାର ଘୋଷଣା କଲେ। ଏବେ ଏହି ୪ ଲକ୍ଷ ୧୯ ହଜାର କୋଟିର ପୁଞ୍ଜି ପାଇଁ ପ୍ରତିଶ୍ରୁତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଖଣିଜ, ଧାତୁ ଓ […]

  • Tuesday, 20 July 2021
sopree
ରାଫେଲ୍‌ ଦୁର୍ନୀତି ମାମଲାରେ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାଫେଲ୍‌ ଚୁକ୍ତି ସମ୍ପର୍କିତ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖଛନ୍ତି ସୁପ୍ରିମକୋର୍ଟ। ଆଜି ପ୍ରଧାନ ବିଚାରପତିଙ୍କୁ ଜଷ୍ଟିସ୍‌ ଗୋଗୋଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ସର୍ବୋଚ୍ଚ ଅଦାଲତଙ୍କ ତଦାରଖରେ ଏହି ମାମଲାର ଶୁଣାଣି କରାଯାଉ ବୋଲି ଆବେଦନକାରୀମାନେ ପୂର୍ବରୁ ଅପିଲ୍‌ କରିଥିଲେ। ଆଜି ଶୁଣାଣି ବେଳେ ମାମଲା ଲଢୁଥିବା ଓକିଲ ପ୍ରଶାନ୍ତ ଭୂଷଣ କହିଥିଲେ, ପୂର୍ବରୁ ବିମାନର ଦାମ୍ ସଂପର୍କରେ ମଧ୍ୟ ତଥ୍ୟ ଉପସ୍ଥାପନ କରାଯାଇଛି। ଏଣୁ ଏବେ ଏହାର […]

  • Tuesday, 20 July 2021