• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

sabarimala
କେ. ପି. ଶଶିକଳାଙ୍କ ଗିରଫ ପ୍ରତିବାଦରେ କେରଳ ବନ୍ଦ ଡାକରା

ଥିରୁଭନନ୍ଥପୁରମ: ହିନ୍ଦୁ ନେତ୍ରୀ କେ. ପି. ଶଶିକଳାଙ୍କ ଗିରଫ ପ୍ରତିବାଦରେ ପରମ୍ପରାବାଦୀମାନେ କେରଳ ବନ୍ଦ ଡାକରା ଦେଇଛନ୍ତି। ଫଳରେ ସବରିମାଳାର ପ୍ରବେଶ ପଥ ନିଲକଲ, ପାମ୍ବା ଓ ଅନ୍ୟାନ୍ୟ ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ପରମ୍ପରାବାଦୀମାନେ ପିକେଟିଂ କରି ଦୋକାନବଜାର ବନ୍ଦ କରିଛନ୍ତି। ମନ୍ଦିରରେ ମହିଳାଙ୍କ ପ୍ରବେଶ ନେଇ କୌଣସି ଭେଦଭାବ ରହିବ ନାହିଁ। ସବୁ ବୟସ ବର୍ଗର ମହିଳା ମନ୍ଦିରରେ ପ୍ରବେଶ କରିବା ସହିତ ସେମାନେ କିପରି ସ୍ୱାମୀ ଆୟପ୍ପାଙ୍କ ଦର୍ଶନ କରିବେ ସେ […]

  • Tuesday, 20 July 2021
high
ଆତଙ୍କବାଦୀଙ୍କ ପ୍ରବେଶ ପରେ ଦିଲ୍ଲୀ ଓ ପଞ୍ଜାବରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ପ୍ରବେଶ ସୂଚନା ମିଳିବା ପରେ ଦିଲ୍ଲୀ ଏବଂ ପଞ୍ଜାବରେ ହାଇ ଆଲର୍ଟ ଜାରି ହୋଇଛି। ସିସିଟିଭି ଫୁଟେଜ୍‌କୁ ନଜରରେ ରଖି ପଞ୍ଜାବ ପୁଲିସ୍‌ ଆକ୍ସନ୍‌ ମୁଡ୍‌ରେ ରହିଛି। ପୁଲିସ୍‌ ବିଭିନ୍ନ ଅଞ୍ଚଳରେ ଆତଙ୍କବାଦୀ ଜାକିର୍‌ ମୁସାର ପୋଷ୍ଟର୍‌ ଲଗାଇଛି। ଏହି ପୋଷ୍ଟର୍‌ରେ ମୁସାର ୪ଟି ଫଟୋକୁ ଦର୍ଶାଯାଇଛି। ଏଥିସହିତ ଲୋକମାନେ ଆତଙ୍କିତ ନ ହୋଇ ସଚେତନ ରହିବାକୁ ପୁଲିସ୍‌ ପରାମର୍ଶ ମଧ୍ୟ ଦେଇଛି। କୌଣସି ଅପରିଚିତ କିମ୍ବା ସନ୍ଦିଗ୍ଧ ବ୍ୟକ୍ତି ନଜର ଆସିଲେ ସଙ୍ଗେ […]

  • Tuesday, 20 July 2021
train-18
ମୁରାଦାବାଦରେ ପହଞ୍ଚିଲା ଦେଶର ପ୍ରଥମ ଇଞ୍ଜିନ୍ ବିହୀନ ରେଳଗାଡ଼ି ଟ୍ରେନ୍‌-୧୮

ଲକ୍ଷ୍ନୌ: ଦିଲ୍ଲୀ ସଫଦରଜଙ୍ଗରୁ ଟ୍ରାଏଲ୍‌ ରନ୍ ପାଇଁ ଗଡ଼ିଥିବା ଦେଶର ପ୍ରଥମ ଇଞ୍ଜିନ୍ ବିହୀନ ରେଳଗାଡ଼ି ଟ୍ରେନ୍-୧୮ ଉତ୍ତରପ୍ରଦେଶ ମୁରାଦାବାଦ୍‌ରେ ପହଞ୍ଚିଛି। ଆର୍‌ଡିଏସ୍ଓ ଟିମ୍ ମଧ୍ୟ ଟ୍ରେନ୍ ସହ ରହିଛନ୍ତି। ମୁରାଦାବାଦ୍‌ରେ ଟ୍ରେନ୍ ପହଞ୍ଚିବା ପରେ ଏହାକୁ ଟିକ୍‌ନିକ୍ ଯାଞ୍ଚ କରାଯାଇଛି। ଏହାର ଗତି ଏବଂ ଯାନ୍ତ୍ରିକ ପରିସ୍ଥିତିକୁ ଯାଞ୍ଚ କରାଯାଇଛି। ଚେନ୍ନାଇ ଆଇସିଏଫ୍‌ରେ ନିର୍ମାଣ ହୋଇଥିବା ଏହି ଟ୍ରେନ୍ ସମ୍ପୂର୍ଣ୍ଣ ଭାବେ ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ହୋଇଛି। ଘଣ୍ଟାକୁ ୧୬୦ କିଲୋମିଟର୍ ବେଗରେ ଗତି […]

  • Tuesday, 20 July 2021
trump
ମୁଁ ଭାରତୀୟଙ୍କୁ ଭଲ ପାଏ: ଆମେରିକା ରାଷ୍ଟ୍ରପତି

ନୂଆଦିଲ୍ଲୀ: ‘ମୁଁ ଭାରତକୁ ଭଲ ପାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୋ ଶୁଭେଚ୍ଛା ଜଣାଇବେ’। ଆଜି ଏପରି କିଛି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱାରାଜଙ୍କୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ। ଜାତିସଂଘର ୭୩ତମ ସାଧାରଣ ପରିଷଦ ବୈଠକ ପୂର୍ବରୁ ମୋଦିଙ୍କୁ ଏପରି ଶୁଭେଚ୍ଛା ଜଣାଇଛନ୍ତି ଟ୍ରମ୍ପ। ଆଜି UNGA ରେ ଯୋଗ ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ। ଜାତିସଂଘରେ ଆୟୋଜିତ ନେଲ୍‌ସନ୍ ମଣ୍ଡେଲା ଶାନ୍ତି ସମ୍ମିଳନୀରେ ଯୋଗ ଦେଇଛନ୍ତି […]

  • Tuesday, 20 July 2021
ac
ଆଧାର ବାଧ୍ୟତାମୂଳକ ପ୍ରସଙ୍ଗ: ଆସନ୍ତାକାଲି ଚୁଡ଼ାନ୍ତ ରାୟ

ନୂଆଦିଲ୍ଲୀ: ଆଧାରକାର୍ଡର ବାଧ୍ୟତାମୂଳକ ମାମଲାରେ ଆସନ୍ତାକାଲି ରାୟ ପ୍ରକାଶ ପାଇବ। ସୁପ୍ରିମକୋର୍ଟଙ୍କ ଗଠିତ ସାମ୍ବାଧାନିକ ଖଣ୍ଡପୀଠ ଏନେଇ ଚୂଡ଼ାନ୍ତ ରାୟ ଶୁଣାଇବେ। ବିଭିନ୍ନ ସରକାରୀ ଏବଂ ଲୋକାଭିମୁଖୀ  ଯୋଜନାରେ ଆଧାର ଲିଙ୍କ୍ ବାଧ୍ୟତାମୂଳକକୁ ନେଇ ଅଦାଲତ ରାୟ ଶୁଣାଇବେ। କେନ୍ଦ୍ର ସରକାର ଆଧାରକୁ ବାଧ୍ୟତାମୂଳକ କରିଛନ୍ତି। ଏହା ସହିତ ଆଧାର ସଂଯୋଗର ସମୟ ସୀମା ମଧ୍ୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏହାକୁ ବିଭିନ୍ନ ସଂଗଠନ ବିରୋଧ କରି କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ତେଣୁ ଗତ ମାର୍ଚ୍ଚରେ ମାମଲାର […]

  • Tuesday, 20 July 2021
neta
ଦାଗୀ ନେତାଙ୍କ ସମ୍ପର୍କରେ ଏମିତି କହିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଦାଗୀ ନେତା ନିର୍ବାଚନ ଲଢ଼ି ପାରିବେ କି ନାହିଁ, ଏନେଇ ସୁପ୍ରିମ୍‌କୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଇଛନ୍ତି। ଏ ସମ୍ପର୍କରେ ପାର୍ଲାମେଣ୍ଟ ନିଷ୍ପତ୍ତି ନେଉ ବୋଲି କୋର୍ଟ ଜଣାଇଛନ୍ତି। ନିର୍ବାଚନ ଲଢ଼ିବାକୁଥିବା ପ୍ରାର୍ଥୀ ତାଙ୍କ ନାଁରେ ବିଚାରାଧିନ ଥିବା ଅପରାଧିକ ମାମଲାର ସମସ୍ତ ତଥ୍ୟ ଦଳକୁ ଦେବା ସହ ଏହା ଦଳୀୟ ୱେବ୍‌ସାଇଟ୍‌ରେ ମଧ୍ୟ ରହିବ। […]

  • Tuesday, 20 July 2021
missing
ଟ୍ରେକିଂ ପାଇଁ ଯାଇଥିବା ଆଇଆଇଟି ଛାତ୍ରଛାତ୍ରୀଙ୍କ ସମେତ ୪୫ଜଣ ନିଖୋଜ

ନୂଆଦିଲ୍ଲୀ: ଟ୍ରେକିଂ ପାଇଁ ଯାଇଥିବା ବେଳେ ଆଇଆଇଟି ଛାତ୍ରଛାତ୍ରୀ ନିଖୋଜ । ସୂଚନା ଅନୁସାରେ, ହିମାଚଳ ପ୍ରଦେଶର ଲାହୁଲ୍‌ ଓ ସ୍ପିତି ଜିଲ୍ଲାର ପାର୍ବତ୍ୟାଞ୍ଚଳକୁ ଟ୍ରେକିଂ ପାଇ ଯାଇଥିବା ବେଳେ ରୁର୍‌କିର ୩୫ଜଣ ଆଇଆଇଟି ଛାତ୍ରଛାତ୍ରୀଙ୍କ ସମେତ ୪୫ଜଣ ଲୋକ ନିଖୋଜ ହୋଇଛନ୍ତି। ଏହି ଅଞ୍ଚଳରେ ପ୍ରବଳ ତୁଷାରପାତ ହେବା ଫଳରେ ସେମାନେ ନିଖୋଜ ହୋଇଥିବା ଜଣାପଡ଼ିଛି। ହିମାଚଳ ପ୍ରଦେଶର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ସହ ତୁଷାରପାତ ହେଉଥିବା ଦେଖିବାକୁ ମିଳିଛି। ବର୍ଷାକୁ ଦୃଷ୍ଟିରେ ରଖି […]

  • Tuesday, 20 July 2021