• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Capture-11....
ପୁଣି ଥରେ ଆତଙ୍କବାଦୀଙ୍କୁ ଟାର୍ଗେଟ କଲେ ମୋଦି

କନ୍ୟାକୁମାରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡ଼ୁର କନ୍ୟାକୁମାରୀରେ ରେଳ, ସଡ଼କପଥର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। କେରଳର ଥିରୁବନନ୍ତପୁରମରୁ ହେଲିକପ୍ଟରରେ ଯାଇ କନ୍ୟାକୁମାରୀରେ ପହଞ୍ଚିଥିଲେ ମୋଦି । ସେଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଇ. ପାଲାନିସାମି ସ୍ୱାଗତ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମଦୁରାଇ-ଚେନ୍ନାଇ ମଧ୍ୟରେ ତେଜାସ ଏକ୍ସପ୍ରେସ ଟ୍ରେନର ଲୋକାର୍ପଣ କରିଥିଲେ। ଏହାସହ ରାମେଶ୍ୱରମ ଓ ଧନୁସକୋଡ଼ି ମଧ୍ୟରେ ରେଳପଥର ଶିଳାନ୍ୟାସ କରିଛନ୍ତି ।ସାଧାରଣ ସଭାକୁ ସମ୍ବୋଧନ କରି ମୋଦି ବିରୋଧୀଙ୍କ ଉପରେ ବର୍ଷିଛନ୍ତି। […]

  • Tuesday, 20 July 2021
Capture-3-....
ନାଁ ନ ନେଇ ପାକିସ୍ତାନକୁ କଡ଼ା ସମାଲୋଚନା କଲେ ସୁଷମା

ଆବୁଧାବି :  ଆବୁଧାବିରେ ଅର୍ଗାନାଇଜେସନ ଅଫ୍‌ ଇସ୍‌ଲାମିକ କୋପରେସନ ( ଓଆଇସି) ପକ୍ଷରୁ ଆୟୋଜିତ ବୈଦେଶିକ ମନ୍ତ୍ରୀଙ୍କ ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଆତଙ୍କବାଦ ବିରୁଦ୍ଧରେ ଲଢିବାକୁ ସମସ୍ତ ସହଯୋଗୀ ରାଷ୍ଟ୍ରଙ୍କୁ ଆହ୍ୱାନ ଦେଇଛନ୍ତି। ପାକିସ୍ତାନର ନାଁ ନ ନେଇ ସେ ଏହାକୁ କଡ଼ା ସମାଲୋଚନା କରିଛନ୍ତି। ପୁଲଓ୍ୱାମା ଆକ୍ରମଣ ପରେ ଭାରତୀୟ ବାୟୁସେନାର ଜବାବ ଘଟଣାକୁ ପରୋକ୍ଷରେ ଉପସ୍ଥାପନ କରିଛନ୍ତି ସୁଷମା। ସୁଷମାଙ୍କ ଯୋଗଦାନ […]

  • Tuesday, 20 July 2021
download..
ଲାଦେନ ପୁଅକୁ ଧରାଇ ଦେଲେ ମିଳିବ ପୁରସ୍କାର

ୱାଶିଂଟନ: ଆତଙ୍କବାଦର ମୂଳୋତ୍ପାଟନ ନିମନ୍ତେ ଏବେ ଏକାଠି ହୋଇଛନ୍ତି ବିଶ୍ୱ ସମୁଦାୟ। ଏଥିପାଇଁ ଉଦ୍ୟମ ଆରମ୍ଭ କରିସାରିଛି ଆମେରିକା। ଲାଦେନର ପୁଅ ହମ୍‌ଜା ବିନ୍ ଲାଦେନକୁ ଧରିବାକୁ ଅଭିଯାନ ଆରମ୍ଭ କରିଛି ଆମେରିକା। ହମ୍‌ଜାକୁ ଧରାଇ ଦେଲେ ଏକ ମିଲିୟନ ଡଲାର ପୁରସ୍କାର ରାଶି ଦେବାକୁ ଘୋଷଣା କରିଛି ଏହି ଶକ୍ତିଶାଳୀ ରାଷ୍ଟ୍ର। ଆମେରିକାର ସୁରକ୍ଷା ସମ୍ପର୍କିତ ଅତିରିକ୍ତ ସଚିବ ଏମ୍‌.ଟି. ଇଭାନ୍‌ ଏହା ଘୋଷଣା କରିଛନ୍ତି। ଅଲ୍‌କଏଦା ପରି ଆତଙ୍କବାଦ ସଙ୍ଗଠନର ପୂର୍ବତନ ମୁଖ୍ୟ ଓସାମା […]

  • Tuesday, 20 July 2021
chanda-kochhar.....
ଚନ୍ଦା କୋଚର, ଭେନୁଗୋପାଳ ଧୁତ୍‌ଙ୍କ ଘରେ ଇଡିର ଚଢ଼ାଉ

ଔରଙ୍ଗାବାଦ: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଏବଂ ଭିଡିଓକୋନ ଏମ୍‌ଡି ଭେନୁଗୋପାଳ ଧୁତ୍‌ଙ୍କ ଘରେ ଏବଂ ଅଫିସ୍‌ରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଋଣ ସମ୍ପର୍କିତ ଅଧିକ ତଥ୍ୟ ହାସଲ୍ ପାଇଁ ମୁମ୍ବାଇ ଏବଂ ଔରଙ୍ଗାବାଦରେ ମଧ୍ୟ ଇଡି ଚଢ଼ାଉ କରିଥିବା ଜଣାପଡ଼ିଛି। ପୂର୍ବରୁ ଚନ୍ଦା କୋଚରଙ୍କ ନାଁରେ ସିବିଆଇ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରିଥଲା। ଚନ୍ଦା କୋଚରଙ୍କ ସହ ତାଙ୍କ ସ୍ୱାମୀ ଦୀପକ କୋଚର୍ ଓ ଭିଡିଓକନ ଗ୍ରୁପ ପ୍ରମୋଟର ବେଣୁଗୋପାଳ […]

  • Tuesday, 20 July 2021
Untitled-1
ଫ୍ଲାଇଟ୍‌ ଭିତରେ ଅଭିନନ୍ଦନଙ୍କ ବାପାମାଙ୍କୁ ସ୍ୱାଗତ କଲେ ଅନ୍ୟ ଯାତ୍ରୀ

ନୂଆଦିଲ୍ଲୀ: ନିଜ ମାଟିକୁ ଫେରୁଛନ୍ତି ଭାରତୀୟ ୱିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ତ୍ତମାନ। ସାରା ଦେଶ ତାଙ୍କୁ ସ୍ୱାଗତ କରିବାକୁ ଅନାଇ ବସିଛି। ନିଜର ବୀର ପୁଅକୁ ସ୍ୱାଗତ କରିବା ପାଇଁ ଆସୁଛନ୍ତି ଅଭିନନ୍ଦନଙ୍କ ବାପାମା। ବାପା ଏସ୍. ବର୍ତ୍ତମାନ ଓ ମାଆ ଶୋଭା ବିମାନରେ ଚେନ୍ନାଇରୁ ନୂଆଦିଲ୍ଲୀ ଆସୁଛନ୍ତି। ତେବେ ଆସିବା ବାଟରେ ବିମାନରେ ବସିଥିବା ଅନ୍ୟ ଯାତ୍ରୀମାନେ ତାଙ୍କୁ ସ୍ୱାଗତ କରିଛନ୍ତି। ନିଜ ନିଜ ସିଟ୍‌ରେ ଠିଆ ହୋଇ କରତାଳି ଦେବା ସହ ଦମ୍ପତିଙ୍କୁ ଉତ୍ସାହିତ […]

  • Tuesday, 20 July 2021
pm modi..
ସାଧାରଣ ନିର୍ବାଚନ ପାଇଁ ବିଜେପି କ୍ୟାମ୍ପ୍‌ରେ ଜୋରଦାର ପ୍ରସ୍ତୁତି

ନୂଆଦିଲ୍ଲୀ/ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜେପି କ୍ୟାମ୍ପ୍‌ରେ ଜୋରଦାର ପ୍ରସ୍ତୁତି। ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାରେ ଦଳ ଲାଗି ପଡ଼ିଛି। ଏନେଇ ଆଜିଠୁ ଦୁଇ ଦିନ ଯାଏ ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧି ଷ୍ଟାଡିୟମ୍‌ରେ ବିଜେପିର ଜାତୀୟ ପରିଷଦ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ, କେନ୍ଦ୍ର ମନ୍ତ୍ରୀଙ୍କ ସମେତ ବରିଷ୍ଠ ନେତା ଉପସ୍ଥିତ ରହିବେ। ମୁଖ୍ୟତଃ ଏହି ବୈଠକରେ ଦଳ […]

  • Tuesday, 20 July 2021
supreme court
ଓହରିଗଲେ ଜଷ୍ଟିସ୍‌ ୟୁୟୁ ଲଳିତ; ପୁଣି ଘୁଞ୍ଚିଲା ଅଯୋଧ୍ୟା ମାମଲାର ଶୁଣାଣି

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ରାମଜନ୍ମ ଭୂମି- ବାବ୍ରୀ ମସଜିଦ୍‌କୁ ନେଇ ଅଯୋଧ୍ୟାରେ ଲାଗି ରହିଥିବା ଜମି ବିବାଦ ମାମଲାର ଶୁଣାଣି ପୁଣି ଘୁଞ୍ଚିଛି। ଆଜି ମାମଲାର ଶୁଣାଣି ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ହେବାକୁ ଥିବା ବେଳେ ଏହାକୁ ଜାନୁଆରୀ ୨୯ ଯାଏ ଘୁଞ୍ଚାଇ ଦିଆଯାଇଛି। ଆଜି ଶୁଣାଣି ପୂର୍ବରୁ ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ରହିଥିବା ଜଷ୍ଟିସ୍‌ ୟୁୟୁ ଲଳିତ୍ ଓହରି ଯାଇଥିଲେ।  ଫଳରେ ମାମଲାର ଶୁଣାଣି ୨୯ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଜଷ୍ଟିସ୍‌ […]

  • Tuesday, 20 July 2021
Alok-Verma
ସିବିଆଇ ନିର୍ଦ୍ଦେଶକ ଭାବେ ଆଲୋକ ବର୍ମା ପୁନଃ ଅବସ୍ଥାପିତ

ନୂଆଦିଲ୍ଲୀ: ସିବିଆଇ ନିର୍ଦ୍ଦେଶକ ଭାବେ ଆଲୋକ ବର୍ମାଙ୍କୁ ପୁନଃ ଅବସ୍ଥାପିତ କରାଯାଇଛି। ସୁପ୍ରିମ୍‌କୋର୍ଟ ଆଲୋକ ବର୍ମାଙ୍କ ଆବେଦନ ଉପରେ ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ତେବେ ସୁପ୍ରିମ୍‌କୋର୍ଟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟ କେନ୍ଦ୍ର ସରକାରଙ୍କୁ ଏକ ଝଟ୍‌କା ଲାଗିଥିବା କୁହାଯାଉଛି। ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇ ଅନ୍ତରୀଣ ନିର୍ଦ୍ଦେଶକ ନିଯୁକ୍ତି ଦେବାନେଇ ଦିଆଯାଇଥିବା ନିର୍ଦ୍ଦେଶକୁ କୋର୍ଟ ରଦ୍ଦ କରିଛନ୍ତି। ଯଦିଓ ଏବେ ଆଲୋକ ବର୍ମା ପୁଣି ଥରେ କାର୍ଯ୍ୟାଳୟ ଯାଇପାରିବେ, ହେଲେ […]

  • Tuesday, 20 July 2021
avi
 ଆସନ୍ତାକାଲି ମୁକ୍ତ ହେବେ ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ପାକିସ୍ତାନ ହେପାଜତରେ ଥିବା ଭାରତୀୟ ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କୁ ଆସନ୍ତାକାଲି ମୁକ୍ତ କରାଯିବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ପାର୍ଲାମେଣ୍ଟରେ ଘୋଷଣା କରିଛନ୍ତି। ଶାନ୍ତିର ବାର୍ତ୍ତା ଦେବାକୁ ଯାଇ ପାକିସ୍ତାନ ଏଭଳି ନିଷ୍ପତ୍ତି ନେଇଥିବା ଇମ୍ରାନ କହିଛନ୍ତି। ଏଥିସହିତ ଅଭିନନ୍ଦନଙ୍କ ଗିରଫଦାରୀ ସଂକ୍ରାନ୍ତ ୟୁଟ୍ୟୁବରେ ପ୍ରସାରିତ ହୋଇଥିବା ସମସ୍ତ ଭିଡିଓକୁ ଡିଲିଟ୍‌ କରିବାକୁ ଭାରତ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ପରେ ୟୁଟ୍ୟୁବ୍‌ ମଧ୍ୟ ଭିଡିଓଗୁଡ଼ିକୁ ହଟାଇ ଦେଇଛି। ତେବେ ପାକିସ୍ତାନର ଏଭଳି ଘୋଷଣା […]

  • Tuesday, 20 July 2021
metri
ମୁମ୍ବାଇର ୧୨ଟି ମେଟ୍ରୋ ଷ୍ଟେସନରେ ରେଡ୍ ଆଲର୍ଟ

ମୁମ୍ବାଇ: ଦେଶର ଅର୍ଥନୈତିକ ରାଜଧାନୀ ମୁମ୍ବାଇର ୧୨ଟି  ମେଟ୍ରୋ ଷ୍ଟେସନରେ ରେଡ୍ ଆଲର୍ଟ ଜାରି ହୋଇଛି। ଦିଲ୍ଲୀ ମେଟ୍ରୋରେ ଗତକାଲି ଏଭଳି ଆଲର୍ଟ ଜାରି ହେବା ପରେ ଆଜି ମୁମ୍ବାଇ ମେଟ୍ରୋ ଓ୍ୱାନ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଭାରତ-ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନାମୂଳକ ସ୍ଥିତିକୁ ଦୃଷ୍ଟିରେ ରଖି ଆଲର୍ଟ ଜାରି କରାଯାଇଛି।   ସୁରକ୍ଷା ଏଜେନ୍ସିର ଇନ୍‌ପୁଟ ମିଳିବା ପରେ ତୁରନ୍ତ ମୁମ୍ବାଇର ସମସ୍ତ ୧୨ ଷ୍ଟେସନରେ ଆଲର୍ଟ ଜାରି କରାଯାଇଥିବା ନେଇ […]

  • Tuesday, 20 July 2021
oak
ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ

ଶ୍ରୀନଗର: ସୀମାରେ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ। ପୁଞ୍ଝ ଜିଲ୍ଲାର କ୍ରିଷ୍ଣା ଘାଟି ସେକ୍ଟର୍‌ରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଛି। ପାକିସ୍ତାନ ସେନା ପକ୍ଷରୁ ଏଲ୍‌ଓସିରେ ପ୍ରବଳ ଗୁଳିମାଡ଼ କରାଯିବା ସହିତ ମୋର୍ଟାର ମାଡ଼ ହୋଇଥିବା ସୂଚନା ମିଳିଛି। ଆଜି ସକାଳୁ ୬ଟାରୁ ଗୁଳିମାଡ଼ ଆରମ୍ଭ କରିଥିଲା ପାକିସ୍ତାନ। ଭାରତୀୟ ସେନା ମଧ୍ୟ ଏହାର କଡ଼ା ଜବାବ ଦେଇଛି। ତେବେ ଭାରତର ପ୍ରତି ଆକ୍ରମଣରେ ଉଭୟ ପଟୁ ହୋଇଥିବା ଗୁଳିବର୍ଷଣ ସକାଳ ୭ଟାରେ ବନ୍ଦ ହୋଇଥିଲା। […]

  • Tuesday, 20 July 2021
save
ଭାରତ-ପାକିସ୍ତାନ ସମ୍ପର୍କରେ ସୁଧାର ଆସିବ: ଆମେରିକା ରାଷ୍ଟ୍ରପତି

ନୂଆଦିଲ୍ଲୀ: ବିଗୁଡ଼ୁଥିବା ଭାରତ-ପାକିସ୍ତାନ ସମ୍ପର୍କରେ ସୁଧାର ଆସିବ, ଉଭୟ ଦେଶରୁ ଭଲ ଖବର ଆସୁଛି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭିଏତନାମ୍ ଗସ୍ତରେ ଥିବା ଟ୍ରମ୍ପ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଗତ କିଛି ଦିନ ମଧ୍ୟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ଆସିଛି। ଭାରତୀୟ ବାୟୁସେନା ପକ୍ଷରୁ ହୋଇଥିବା କାଉଣ୍ଟର୍ ଆକ୍ରମଣ ପରେ ଏହାର ପରିସମାପ୍ତି ଆବଶ୍ୟକ ହୋଇପଡ଼ିଛି ବୋଲି […]

  • Tuesday, 20 July 2021
air
ଏରୋ ଇଣ୍ଡିଆ-୨୦୧୯ ଉଦ୍‌ଯାପିତ

ବେଙ୍ଗାଲୁରୁ: ଉଦ୍‌ଯାପିତ ହୋଇଛି ଏରୋ ଇଣ୍ଡିଆ-୨୦୧୯। ଶେଷ ଦିନ ‘ଶୋ’ରେ ଆଜି ବିଭିନ୍ନ ଘରୋଇ ବିମାନ ନିଜ ଚିତାକର୍ଷକ ‘ଶୋ’ ପରିବେଷଣ କରିଛନ୍ତି। ଗତ ୫ ଦିନ ଧରି ବିଶ୍ୱର ନାମୀଦାମୀ କମ୍ପାନୀର ଯୁଦ୍ଧ ବିମାନ ନିଜ ନିଜ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର ଦୃଷ୍ଟିରୁ ଉନ୍ନତ, ରଣ କ୍ଷମତା, ପ୍ରତିକୂଳ ପରିସ୍ଥିତିରେ ଶତ୍ରୁକୁ ମାତ୍ ଦେବାରେ କିଏ ମାହିର ସେ ନେଇ ପ୍ରଦର୍ଶନ କରାଯାଇଛି। ‘ଶୋ’ ଅବସରରେ ଲଢୁଆ ବିମାନ ନିର୍ମାଣ କରୁଥିବା […]

  • Tuesday, 20 July 2021
bjp
ବିଜେପି ପ୍ରସ୍ତୁତ କରିଛି ୫ହଜାର କିଲୋର ଖେଚୁଡି

ନୂଆଦିଲ୍ଲୀ: ଦିଲ୍ଲୀ ରାମଲୀଳା ମଇଦାନ୍‌ରେ ବିଜେପି ପକ୍ଷରୁ ୫ ହଜାର କିଲୋର ଖେଚୁଡ଼ି ପ୍ରସ୍ତୁତ କରାଯାଉଛି। ଖେଚୁଡ଼ିରେ ବ୍ୟବହୃତ ଡାଲି ଓ ଚାଉଳ ଦଳିତ ପରିବାରଙ୍କ ଘରୁ ଅଣାଯାଇଛି ବୋଲି ଜଣାପଡ଼ିଛି। ଏହି ଖେଚୁଡ଼ିକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନେତୃତ୍ୱାଧୀନ ‘ଭିମ୍‌ ମହାସଙ୍ଗମ ବିଜୟ ସଂକଳ୍ପ’ ରାଲିରେ ଦଳୀୟ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ବଣ୍ଟାଯିବ। ୨୦୧୭ ମସିହା ନଭେମ୍ବରରେ ଲୋକପ୍ରିୟ ରୋଷେୟା ସଞ୍ଜୀବ କପୁର୍‌ଙ୍କ ନେତୃତ୍ୱରେ ୯୧୮ କିଲୋର ଖେଚୁଡ଼ି ପ୍ରସ୍ତୁତି କରାଯାଇଥିଲା। […]

  • Tuesday, 20 July 2021
aRUNB
କେନ୍ଦ୍ର ସରକାରଙ୍କ ଆଉ ଏକ ଭେଟି : ଘର କିଣିବା ଉପରେ ଜିଏସ୍‌ଟି ହ୍ରାସ 

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ଆଉ ଏକ ଭେଟି। ଘର ବିକ୍ରି ଉପରେ ଜିଏସ୍‌ଟି ହ୍ରାସ ଲାଗି ନିଷ୍ପତ୍ତି ନେଇଛନ୍ତି ସରକାର। ଖାସ୍ କରି ମଧ୍ୟମ ଓ ନିମ୍ନ ମଧ୍ୟବିତ୍ତଙ୍କ ଲାଗି ଉଦ୍ଦିଷ୍ଟ  ଶସ୍ତା ଘର ବା ଆଫୋଡେବଲ୍‌ ହାଉସ ଉପରେ ଜିଏସ୍‌ଟିକୁ ୧ ପ୍ରତିଶତକୁ ଖସାଇ ଦିଆଯାଇଛି। ପୂର୍ବରୁ ଏହା ୮ ପ୍ରତିଶତ ଥିଲା। ଆଫୋଡେବଲ ହାଉସର ସଂଜ୍ଞା ମଧ୍ୟ ପରିବର୍ତ୍ତନ କରାଯାଇଛି। ମେଟ୍ରୋରେ ୬୦ ବର୍ଗ ମିଟର ଓ ଅନ୍ୟ ସହରରେ ୯୦ […]

  • Tuesday, 20 July 2021
ଅପହରଣ ପରେ ଦୁଇ ଯାଆଁଳା ଭାଇଙ୍କୁ ନିର୍ମମ ହତ୍ୟା : ୬ ଗିରଫ

ଭୋପାଲ: ଅପହରଣ ପରେ ଦୁଇ ଯାଆଁଳା ଭାଇଙ୍କୁ ଅତି ନିର୍ମମ ଭାବେ ହତ୍ୟା ଘଟଣା ପୂରା ମଧ୍ୟପ୍ରଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛନ୍ତି।। ମଧ୍ୟପ୍ରଦେଶ ଚିତ୍ରକୂଟ୍‌ର ବ୍ୟବସାୟୀ ବ୍ରିଜେଶ ରାୱାତଙ୍କ ଦୁଇ ପୁଅଙ୍କ ମୃତଦେହ ଉତ୍ତର ପ୍ରଦେଶର ବନ୍ଦାରୁରୁ ଉଦ୍ଧାର କରାଯାଇଛି। ପାହାଡ଼ ତଳୁ ଯମୁନା ନଦୀ କୂଳରୁ ଶବ ଉଦ୍ଧାର କରିବା ସହ ୬ ଜଣକୁ ଗିରଫ କରିଛି ପୁଲିସ। ଏହାସହ ଧୀରେ ଧୀରେ ଘଟଣା ଉପରୁ ପରଦା ହଟିବାରେ ଲାଗିଛି। ମୁଖ୍ୟ ଅଭିଯୁକ୍ତ ପଦମ୍ ଶୁକ୍ଲାର […]

  • Tuesday, 20 July 2021
Untitled-1
ଆସାମ ମଦ ମୃତ୍ୟୁ ସଂଖ୍ୟା ୧୩୦କୁ ବୃଦ୍ଧି

ଦିସପୁର: ଆସାମରେ ବିଷାକ୍ତ ମଦ ମୃତ୍ୟୁ ଘଟଣା ଧୀରେ ଧୀରେ ସଙ୍ଗୀନ ହେଉଛି। ବିଷାକ୍ତ ମଦ ପିଇ ରାଜ୍ୟରେ ୧୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏହାସହ ତିନି ଶହରୁ ଅଧିକ ଲୋକ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କୁ ଗୌହାଟି ସମେତ ରାଜ୍ୟର ଅନ୍ୟ ଡାକ୍ତରଖାନରେ ଚିକିତ୍ସା କରାଯାଉଛି। ଏବେ ବି ବିଭିନ୍ନ ଅଞ୍ଚଳରୁ ଲୋକେ ହସ୍ପିଟାଲ୍‌ରେ ଭର୍ତ୍ତି ହେଉଛନ୍ତି। ସେପଟେ ଘଟଣାରେ ୧୨ ଜଣଙ୍କୁ ଗିରଫ କରିଛି ପୁଲିସ। ଅଧ ଡଜନ୍ ଅବକାରୀ ଅଧିକାରୀଙ୍କୁ ନିଲମ୍ବିତ […]

  • Tuesday, 20 July 2021
ap
ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ପୋଡ଼ିଦେଲେ ବିକ୍ଷୋଭକାରୀ

ଇଟାନଗର: ଅରୁଣାଚଳ ପ୍ରଦେଶ ରାଜ୍ୟ ସରକାରଙ୍କ ବିରୋଧରେ ଜାରି ରହିଥିବା ଆନ୍ଦୋଳନ କ୍ରମେ ଆହୁରି ତୀବ୍ର ହେବାରେ ଲାଗିଛି। ଆଜି ଜନାକ୍ରୋଶ ଏତେ ତୀବ୍ର ହୋଇଥିଲା ଯେ, ଉପମୁଖ୍ୟମନ୍ତ୍ରୀ ଚୌନା ମେଁଙ୍କ ବଙ୍ଗଳାରେ ଆନ୍ଦୋଳନକାରୀ ନିଆଁ ଲଗାଇଦେଇଛନ୍ତି। ଏହାପରେ ଚୌନାଙ୍କୁ ରାଜଧାନୀ ଇଟାନଗରରୁ ନାମସାଇ ଜିଲ୍ଲାକୁ ସ୍ଥାନାନ୍ତର କରିଦିଆଯାଇଛି। ଏତଦ୍‌ବ୍ୟତୀତ ଏହି ଉତ୍‌କ୍ଷିପ୍ତ ଆନ୍ଦୋଳନକାରୀମାନେ ଜିଲ୍ଲା କମିଶନରଙ୍କ ବାସଭବନରେ ନିଆଁ ଲଗାଇବା ସହିତ ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା କରିଛନ୍ତି। ଏହି ଘଟଣାରେ ଜଣେ ଏସ୍‌ପି ରାଙ୍କର ପୁଲିସ୍‌ […]

  • Tuesday, 20 July 2021
representational
ଘାଟି ତଳକୁ ଖସିଲା ବସ୍‌; ଡ୍ରାଇଭରଙ୍କ ସମେତ ୬ ସ୍କୁଲ ଛାତ୍ରଛାତ୍ରୀ ମୃତ

ଶିମ୍‌ଲା: ଘାଟି ତଳକୁ ଖସିଲା ବସ୍‌। ହିମାଚଳପ୍ରଦେଶ ସିରମାରୁ ଜିଲ୍ଲାରେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏକ ବସ୍‌ ଘାଟି ତଳକୁ ଖସି ପଡ଼ିଛି। ଏଥିରେ ଡ୍ରାଇଭର ଓ ୬ ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ଏଥିସହ ଅନ୍ୟ ୧୨ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କିଛି ଛାତ୍ରଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆଜି ସକାଳ ପ୍ରାୟ […]

  • Tuesday, 20 July 2021
bomb
ବିଧାୟକ ଓ ସାଂସଦଙ୍କ ଘର ଉପରକୁ ବୋମାମାଡ଼

ଥିରୁଭନନ୍ତପୁରମ୍‌: ଗୋଟିଏପଟେ ସାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ସମଗ୍ର କେରଳରେ ଉତ୍ତେଜନା ଲାଗି ରହିଥିବା ବେଳେ ସେପଟେ ବିଧାୟକ ଓ ସାଂସଦଙ୍କ ଘର ଉପରକୁ ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ପ୍ରଥମେ ବାମପନ୍ଥୀ ଦଳର ବିଧାୟକଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ବୋମା ମାଡ଼ କରିବାର କିଛି ଘଣ୍ଟା ପରେ ବିଜେପି ସାଂସଦଙ୍କ ଘର ଉପରେ ବୋମା ମାଡ଼ କରିଥିଲେ। ବିଜେପି ସାଂସଦ ଭି ମୁରଲୀଧରନ୍‌ଙ୍କ କନ୍ନୁର ଜିଲ୍ଲା ଥଲାସେରୀ ସ୍ଥିତ ବାସଭବନ ଉପରେ ଏଭଳି ବୋମାମାଡ଼ ହୋଇଛି। ଗତକାଲି ବିଳମ୍ବିତ […]

  • Tuesday, 20 July 2021