• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

ap
ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ପୋଡ଼ିଦେଲେ ବିକ୍ଷୋଭକାରୀ

ଇଟାନଗର: ଅରୁଣାଚଳ ପ୍ରଦେଶ ରାଜ୍ୟ ସରକାରଙ୍କ ବିରୋଧରେ ଜାରି ରହିଥିବା ଆନ୍ଦୋଳନ କ୍ରମେ ଆହୁରି ତୀବ୍ର ହେବାରେ ଲାଗିଛି। ଆଜି ଜନାକ୍ରୋଶ ଏତେ ତୀବ୍ର ହୋଇଥିଲା ଯେ, ଉପମୁଖ୍ୟମନ୍ତ୍ରୀ ଚୌନା ମେଁଙ୍କ ବଙ୍ଗଳାରେ ଆନ୍ଦୋଳନକାରୀ ନିଆଁ ଲଗାଇଦେଇଛନ୍ତି। ଏହାପରେ ଚୌନାଙ୍କୁ ରାଜଧାନୀ ଇଟାନଗରରୁ ନାମସାଇ ଜିଲ୍ଲାକୁ ସ୍ଥାନାନ୍ତର କରିଦିଆଯାଇଛି। ଏତଦ୍‌ବ୍ୟତୀତ ଏହି ଉତ୍‌କ୍ଷିପ୍ତ ଆନ୍ଦୋଳନକାରୀମାନେ ଜିଲ୍ଲା କମିଶନରଙ୍କ ବାସଭବନରେ ନିଆଁ ଲଗାଇବା ସହିତ ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା କରିଛନ୍ତି। ଏହି ଘଟଣାରେ ଜଣେ ଏସ୍‌ପି ରାଙ୍କର ପୁଲିସ୍‌ […]

  • Tuesday, 20 July 2021
representational
ଘାଟି ତଳକୁ ଖସିଲା ବସ୍‌; ଡ୍ରାଇଭରଙ୍କ ସମେତ ୬ ସ୍କୁଲ ଛାତ୍ରଛାତ୍ରୀ ମୃତ

ଶିମ୍‌ଲା: ଘାଟି ତଳକୁ ଖସିଲା ବସ୍‌। ହିମାଚଳପ୍ରଦେଶ ସିରମାରୁ ଜିଲ୍ଲାରେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏକ ବସ୍‌ ଘାଟି ତଳକୁ ଖସି ପଡ଼ିଛି। ଏଥିରେ ଡ୍ରାଇଭର ଓ ୬ ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ଏଥିସହ ଅନ୍ୟ ୧୨ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କିଛି ଛାତ୍ରଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆଜି ସକାଳ ପ୍ରାୟ […]

  • Tuesday, 20 July 2021
bomb
ବିଧାୟକ ଓ ସାଂସଦଙ୍କ ଘର ଉପରକୁ ବୋମାମାଡ଼

ଥିରୁଭନନ୍ତପୁରମ୍‌: ଗୋଟିଏପଟେ ସାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ସମଗ୍ର କେରଳରେ ଉତ୍ତେଜନା ଲାଗି ରହିଥିବା ବେଳେ ସେପଟେ ବିଧାୟକ ଓ ସାଂସଦଙ୍କ ଘର ଉପରକୁ ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ପ୍ରଥମେ ବାମପନ୍ଥୀ ଦଳର ବିଧାୟକଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ବୋମା ମାଡ଼ କରିବାର କିଛି ଘଣ୍ଟା ପରେ ବିଜେପି ସାଂସଦଙ୍କ ଘର ଉପରେ ବୋମା ମାଡ଼ କରିଥିଲେ। ବିଜେପି ସାଂସଦ ଭି ମୁରଲୀଧରନ୍‌ଙ୍କ କନ୍ନୁର ଜିଲ୍ଲା ଥଲାସେରୀ ସ୍ଥିତ ବାସଭବନ ଉପରେ ଏଭଳି ବୋମାମାଡ଼ ହୋଇଛି। ଗତକାଲି ବିଳମ୍ବିତ […]

  • Tuesday, 20 July 2021
hig
ବିମାନ ଅପହରଣ ଧମକ ପରେ ହାଇ ଆଲର୍ଟ ଜାରି

ନୂଆଦିଲ୍ଲୀ: ଏୟାର୍‌ ଇଣ୍ଡିଆର ମୁମ୍ବାଇ କଣ୍ଟ୍ରୋଲ୍‌ ସେଣ୍ଟର୍‌କୁ ବିମାନ ହାଇଜ୍ୟାକ୍‌ ନେଇ ଏକ ଧମକପୂର୍ଣ୍ଣ ଫୋନ୍‌ କଲ୍ ଆସିବା ପରେ ଦେଶର ସମସ୍ତ ବିମାନବନ୍ଦରରେ ହାଇ ଆଲର୍ଟ ଜାରି ହୋଇଛି। ବିମାନ ବନ୍ଦରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ବ୍ୟୁରୋ ଅଫ୍ ସିଭିଲ୍‌ ଏଭିଏସନ୍‌ ଦେଶର ସମସ୍ତ ବିମାନବନ୍ଦର ସହିତ ସିଆଇଏସ୍‌ଫ୍‌କୁ ନିର୍ଦ୍ଦେଶ ଦେଇଛି। ପୂର୍ବରୁ କାନ୍ଦାହାର ଘଟଣା ଏବେବି ମନରୁ ଲିଭିନଥିବାବେଳେ ପୁଲ୍‌ୱାମା ଆକ୍ରମଣ ପରେ ଏଭଳି ଧମକକୁ ଗମ୍ଭୀରତାର ସହିତ ନେଇଛନ୍ତି […]

  • Tuesday, 20 July 2021
Scroll.in
ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ପ୍ରଦାନ ପ୍ରସ୍ତାବ ବିରୋଧରେ ହିଂସାକାଣ୍ଡ

ଇଟାନଗର: ରାଜ୍ୟ ବାହାରର ଲୋକଙ୍କୁ ଅରୁଣାଚଳ ପ୍ରଦେଶରେ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ପ୍ରଦାନକୁ ନେଇ ରାଜଧାନୀ ଇଟାନଗରରେ ବ୍ୟାପକ ହିଂସାକାଣ୍ଡ ହୋଇଛି। ଆନ୍ଦୋଳନକାରୀମାନେ ଇଟାନଗର ଆଇଜି ପାର୍କରେ ହେବାକୁ ଥିବା ପ୍ରଥମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ ହଲ୍‌ରେ ଭଙ୍ଗାରୁଜା କରିଛନ୍ତି। ଏପିରିକି କାର୍ଯ୍ୟକ୍ରମରେ ସଂଗୀତ ପରିବେଷଣ ପାଇଁ ଆସିଥିବା ନାଗାଲାଣ୍ଡର ଗୋଟିଏ ଟ୍ରୁପର ଗାଡ଼ି ଓ ସଂଗୀତ ସରଞ୍ଜାମ ଜାଳି ଦେଇଛନ୍ତି ବିକ୍ଷୋଭକାରୀ। ବଲିଉଡର ନାମୀଦାମୀ କଳାକାର ହୋଟେଲ୍‌ ଭିତରେ ଅଟକି ରହିଛନ୍ତି। ସହରରେ ଜଳାପୋଡ଼ା ହେଉଥିବାରୁ […]

  • Tuesday, 20 July 2021
asam
ବିଷାକ୍ତ ମଦ ପିଇ ୮୦ରୁ ଅଧିକ ମୃତ

ଦିସପୁର: ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ପରେ ଏବେ ଆସାମରେ ମଦମୃତ୍ୟୁର ବିଭୀଷିକା।  ଆସାମରେ ବିଷାକ୍ତ ମଦ ପିଇ ଗତକାଲି ସନ୍ଧ୍ୟାରୁ ଏପର୍ଯ୍ୟନ୍ତ ପ୍ରାୟ ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଦୁଇ ଶହରୁ ଅଧିକ ଲୋକ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ମୃତକ ଓ ଅସୁସ୍ଥ ଥିବା ସମସ୍ତେ ଚା’ ବଗିଚାରେ କାମ କରୁଥିଲେ। ଚା’ ବଗିଚାରେ ଦିନର କାମ ସରିବା ପରେ ପ୍ରାୟ ତିନିଶହରୁ ଅଧିକ ଶ୍ରମିକ ବିଷାକ୍ତ ମଦ ପିଇଥିଲେ। କିଛି ସମୟ ପରେ […]

  • Tuesday, 20 July 2021
crematorium for dogs
କୁକୁରଙ୍କ ପାଇଁ ସମାଧି

ଜାମସେଦପୁର: ଆପଣ ମୃତ ବ୍ୟକ୍ତିଙ୍କ ପାଇଁ ସମାଧି ନିର୍ମାଣ କରାଯାଉଥିବା କଥା ଜାଣିଛନ୍ତି। କିନ୍ତୁ କେବେ କୁକୁରଙ୍କ ପାଇଁ ସମାଧି ନିର୍ମାଣ କଥା ଶୁଣିଛନ୍ତି କି? ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏକଥା ସତ। ଝାଡ଼ଖଣ୍ଡର ଜାମସେଦପୁରରେ ରହିଛି ଏମିତି ଏକ ସ୍ଥାନ ରହିଛି ଯେଉଁଠି କୁକୁରଙ୍କ ସମାଧି ପାଇଁ ଉକ୍ତ ସ୍ଥାନଟି ଉଦ୍ଦିଷ୍ଟ। ଜାମସେଦପୁରର ଟାଟା ମୋଟର୍ସ କେନେଲ୍‌ କ୍ଲବ୍‌ ପରିସରରେ ରହିଛି ଏହି ସମାଧି ସ୍ଥଳ। କୁକୁରଙ୍କ ମୃତ୍ୟୁ ପରେ ଏଣେ ତେଣେ […]

  • Tuesday, 20 July 2021
drown
ଏରୋ ଇଣ୍ଡିଆ ପ୍ରଦର୍ଶନୀରେ ପ୍ରଥମଥର ଡ୍ରୋନ୍ ଅଲିମ୍ପିକ୍ସ ଆୟୋଜିତ

ବେଙ୍ଗାଲୁରୁ: ୟେଲଙ୍କା ଏୟାରଫୋର୍ସ ଷ୍ଟେସନରେ ଚାଲିଥିବା ଏରୋ ଇଣ୍ଡିଆ ‘ଶୋ’ରେ  ପ୍ରଥମ ଥର ପାଇଁ ଆନ୍ତର୍ଜାତିକ ଡ୍ରୋନ୍ ଅଲିମ୍ପିକ୍ସ ଆୟୋଜିତ ହୋଇଛି। ଏଥିରେ ବିଭିନ୍ନ ଦେଶର ୧୨୦ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି। ଏହି ଡ୍ରୋନ୍‌ଗୁଡ଼ିକ ଅନୁପ୍ରବେଶ ଉପରେ ନଜର ରଖିବା ସହ ବିଭିନ୍ନ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିବାପାଇଁ ବ୍ୟବହାର ହେବ। ପୂର୍ବରୁ ଏରୋ ଇଣ୍ଡିଆ ‘ଶୋ’ରେ ବିଭିନ୍ନ ଦେଶ ପକ୍ଷରୁ ଲଢୁଆ ବିମାନ ଦ୍ୱାରା ଯୁଦ୍ଧ କୌଶଳ ପ୍ରଦର୍ଶନ କରାଯାଇଛି। କିନ୍ତୁ ଡ୍ରୋନ୍‌ ଅଲମ୍ପିକ୍ସ […]

  • Tuesday, 20 July 2021
Times-of-India
ଦୁଇ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ଗିରଫ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ସକ୍ରିୟ ଥିବା ଦୁଇଜଣ ଜୈସ-ଏ- ମହମ୍ମଦ ଆତଙ୍କବାଦୀଙ୍କୁ ଗିରଫ କରିଛି ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍।ଏଥିସହିତ ୧୨ ଜଣଙ୍କୁ ଅଟକ ରଖିଛି। ଗିରଫ ଦୁଇ ଜଣେ ହେଲେ ଆକିବ ଅହମ୍ମଦ ମଲ୍ଲିକ ଓ ଅନ୍ୟଜଣେ ଶାହନୱାଜ ତେଲି। ଉଭୟ କଶ୍ମୀର ବାସିନ୍ଦା ବୋଲି ଜଣାପଡ଼ିଛି। ସେମାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ସହ ଜୀବନ୍ତ ଗୁଳି ଜବତ କରାଯାଇଛି। ଆକିବ୍ ପୁଲୱାମାରେ ରହୁଥିବା ବେଳେ ଓ ଶାହନୱାଜ ତେଲିର ଘର କୁଲଗାମରେ ବୋଲି ଜଣାପଡ଼ିଛି। ଯୁବପିଢ଼ିଙ୍କୁ ଆତଙ୍କବାଦୀ […]

  • Tuesday, 20 July 2021
lpg cylindar
କମିଲା ଏଲ୍‌ପିଜି ସିଲିଣ୍ଡର ଦର; ଆଜିଠୁ ନୂଆ ଦର ଲାଗୁ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଉଭୟ ନନ୍‌ ସବ୍‌ସିଡି ଓ ସବ୍‌ସିଡି ଏଲ୍‌ପିଜି ସିଲଣ୍ଡରର ଦର ହ୍ରାସ କରିଛନ୍ତି। ଗତକାଲି କେନ୍ଦ୍ର ସରକାର ଏଭଳି ଦର ହ୍ରାସ କରିଛନ୍ତି। ସବ୍‌ସିଡି ଯୁକ୍ତ ଏଲ୍‌ପିଜି ସିଲିଣ୍ଡର ପିଛା ୫.୯୧ ଟଙ୍କା ହ୍ରାସ ପାଇଥିବା ବେଳେ ନନ୍‌ ସବ୍‌ସିଡି ଗ୍ୟାସ୍‌ ପିଛା ୧୨୦.୫୦ ଟଙ୍କା ହ୍ରାସ ପାଇଛି। ଆଜିଠାରୁ ଏହି ନୂଆ ଦର ଲାଗୁ ହୋଇଛି। ପରିବର୍ତ୍ତିତ ଦର ଅନୁଯାୟୀ, ଆଜିଠାରୁ ୧୪.୨ କେଜିର ସବ୍‌ସିଡି ଯୁକ୍ତ ଏଲ୍‌ପିଜି ସିଲିଣ୍ଡରର ଦର […]

  • Tuesday, 20 July 2021
pm modi
ବଦଳିଲା ଆଣ୍ଡାମାନ୍‌ ଓ ନିକୋବର ଦ୍ୱୀପପୁଞ୍ଜର ୩ ଦ୍ୱୀପର ନାମ

ପୋର୍ଟ ବ୍ଲେୟାର: ବଦଳିଲା ଆଣ୍ଡାମାନ୍‌ ଓ ନିକୋବର ଦ୍ୱୀପପୁଞ୍ଜର ୩ଟି ଦ୍ୱୀପର ନାଁ। ଆଣ୍ଡାମାନ୍‌ ଓ ନିକୋବର ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ୩ଟି ଦ୍ୱୀପର ନାଁ ବଦଳାଇ ନୂଆ ନାମକରଣ କରିଛନ୍ତି। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ପ୍ରଥମ ଥର ତ୍ରିରଙ୍ଗା ଉତ୍ତୋଳନ କରିବାର ୭୫ ବର୍ଷ ପୂର୍ତ୍ତି ଅବସରରେ ୩ଟି ଦ୍ୱୀପର ନୂତନ ନାମ ଦିଆଯାଇଛି।। ଏଠାରେ ଥିବା ରସ୍‌ ଆଇଲ୍ୟାଣ୍ଡର ନାମ ‘ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ୱୀପ’, ନୀଲ୍‌ […]

  • Tuesday, 20 July 2021
cold
ଉତ୍ତର ଭାରତରେ ଜାରି ରହିଛି ଶୀତ ଲହରୀ

ନୂଆଦିଲ୍ଲୀ : ଆଜି ବି ଉତ୍ତର ଭାରତରେ ଜାରି ରହିଛି ଶୀତ ଲହରୀ। ଘନ କୁହୁଡ଼ି ସାଙ୍ଗକୁ ଥଣ୍ଡାର ପ୍ରଭାବ ଅସ୍ତବ୍ୟସ୍ତ କରିଛି ଲୋକଙ୍କୁ। ଲଗାତାର ଚାରି ଦିନ ଧରି ଦିଲ୍ଲୀରେ ଥଣ୍ଡା ସାଙ୍ଗକୁ ପ୍ରଦୂଷଣ ମାତ୍ରା ବଢ଼ିଛି। ଯାହା ପରିସ୍ଥିତିକୁ ଅଧିକ ସଙ୍ଗୀନ କରିଛି। ଗତ କିଛି ଦିନ ଧରି ଦିଲ୍ଲୀରେ ବିମାନ ସେବା ବ୍ୟାପକ ଭାବେ ବାଧାପ୍ରାପ୍ତ ହୋଇଛି। ସେହିପରି ଘନ କୁହୁଡ଼ି ଯୋଗୁ ୩ ଶହରୁ ଅଧିକ ଟ୍ରେନ୍‌କୁ ବାତିଲ କରାଯାଇଛି। ଦିଲ୍ଲୀ […]

  • Tuesday, 20 July 2021
nitin
ଏବେ ପାକିସ୍ତାନକୁ ପାଣି ବନ୍ଦ

ନୂଆଦିଲ୍ଲୀ: ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତ ହେବା ପରେ ଭାରତ ତାର ଆଭିମୁଖ୍ୟକୁ ଆହୁରି କଠୋର କରିଛି। Under the leadership of Hon’ble PM Sri @narendramodi ji, Our Govt. has decided to stop our share of water which used to flow to Pakistan. We will divert water from Eastern rivers and supply it to our people […]

  • Tuesday, 20 July 2021
sp
ଏସ୍‌ପି ଓ ବିଏସ୍‌ପି ମଧ୍ୟରେ ଆସନ ବୁଝାମଣାର ଚିତ୍ର ସ୍ପଷ୍ଟ

ଲକ୍ଷ୍ନୌ: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମଧ୍ୟରେ ଆସନ ବୁଝାମଣାର ଚିତ୍ର ସ୍ପଷ୍ଟ ହୋଇଛି। କେଉଁ ଦଳ କେଉଁ ଆସନରେ ଲଢ଼ିବେ, ତାହା ମିଳିତ ଭାବେ ସେମାନେ ଘୋଷଣା କରିଛନ୍ତି। ବହୁ ଜନ ସମାଜପାର୍ଟି ୩୮ ଟି ଆସନରେ ଲଢ଼ିବ ଓ ସମାଜବାଦୀ ପାର୍ଟି ୩୭ଟି ଆସନରେ ଲଢ଼ିବ। କଂଗ୍ରେସ ପାଇଁ ଆମେଥି ଓ ରାଏବରେଲି ଆସନ ଛଡ଼ା ଯାଇଥିବା ବେଳେ ବାକି ୩ଟି ଆସନ […]

  • Tuesday, 20 July 2021
pm-3
ଦକ୍ଷିଣ କୋରିଆରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦୁଇ ଦିନିଆ ଦକ୍ଷିଣ କୋରିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଧାନୀ ସିଓଲ୍‌ରେ ୟୋନସେଲ୍ ୟୁନିଭରସିଟିରେ ମହାତ୍ମା ଗାନ୍ଧିଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ଏହି ଅବସରରେ ସେଠାକାର ରାଷ୍ଟ୍ରପତି ମୁନ୍-ଜାଏ-ଇନ୍ ଓ ମିଳିତ ଜାତିଂସଘର ପୂର୍ବତନ ମହାସଚିବ ବାନ୍ କି ମୁନ୍ ମଧ୍ୟ ଉପସ୍ଥିତ ଥିଲେ। ଏହି  ଅବସରରେ ମହାତ୍ମା ଗାନ୍ଧିଙ୍କ ଆଦର୍ଶକୁ ମନେପକାଇ ମୋଦି କହିଛନ୍ତି, ବିଶ୍ୱ ଏବେ ଦୁଇଟି ସମସ୍ୟାରେ ଜର୍ଜିରିତ, ଆତଙ୍କବାଦ ଓ ଜଳବାୟୁ ପରିବର୍ତ୍ତନ। ମହାତ୍ମା ଗାନ୍ଧିଙ୍କ […]

  • Tuesday, 20 July 2021
Moneycontrol
ବଢ଼ିବ ଇପିଏଫ୍‌ ସୁଧ ହାର

ନୂଆଦିଲ୍ଲୀ: ବଢ଼ିବ ଇପିଏଫ୍‌ ସୁଧ ହାର। ୨୦୧୮-୧୯ରେ ଏହି ସୁଧ ହାରକୁ ଆଠ ଦଶମିକ ଛଅ ପାଞ୍ଚ ପ୍ରତିଶତ ରଖିବାକୁ ଇପିଏଫ୍‌ଓର ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଟ୍ରଷ୍ଟି ନିଷ୍ପତ୍ତି ନେଇଛନ୍ତି। ଗତ ବର୍ଷ ଏହି ସୁଧ ହାର ଆଠ ଦଶମିକ ପାଞ୍ଚ ପାଞ୍ଚ ପ୍ରତିଶତ ଥିଲା। ତେବେ ସୁଧ ହାର ବଢ଼ିବା ପରେ ୬ କୋଟିରୁ ଅଧିକ କର୍ମଚାରୀ ଉପକୃତ ହେବେ ବୋଲି ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ୱାର କହିଛନ୍ତି। ବର୍ତ୍ତମାନ ଇପିଏଫ୍‌ଓର ଏହି ନିଷ୍ପତ୍ତିକୁ କେନ୍ଦ୍ର ଅର୍ଥମନ୍ତ୍ରଣାଳୟକୁ […]

  • Tuesday, 20 July 2021
vaBK
ପୁଞ୍ଜି ଆବଶ୍ୟକତା ପୂରଣ ପାଇଁ ୧୨ ରାଷ୍ଟ୍ରାୟାତ୍ତ ବ୍ୟାଙ୍କ ପାଇବେ ୪୮,୨୩୯ କୋଟି ପୁଞ୍ଜି

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଦେଶର ୧୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ କେନ୍ଦ୍ର ସରକାର ୪୮,୨୩୯ କୋଟି ଟଙ୍କା ପ୍ରଦାନ କରିବେ। ବ୍ୟାଙ୍କଗୁଡ଼ିକର ଆର୍ଥିକ ଅଭିବୃଦ୍ଧି ଯୋଜନା ଏବଂ ପୁଞ୍ଜି ଆବଶ୍ୟକତାକୁ ପୂରଣ କରିବା ପାଇଁ ସରକାର ଏତେ ପରିମାଣର ଅର୍ଥ ପ୍ରଦାନ କରିବେ। ବୁଧବାର ଆର୍ଥିକ ସେବା ସଚିବ ରାଜୀବ କୁମାର ଏହା କହିଛନ୍ତି। ସୂଚନା ଅନୁସାରେ କର୍ପୋରେଶନ ବ୍ୟାଙ୍କକୁ ୯,୦୮୬ କୋଟି ଟଙ୍କା, ଆଲ୍ଲାହାବାଦ୍ ବ୍ୟାଙ୍କକୁ ୬,୮୯୬ କୋଟି ଟଙ୍କା ପ୍ରଦାନ କରାଯବି। ସେହିଭଳି ୪,୬୩୮ କୋଟି ବ୍ୟାଙ୍କ […]

  • Tuesday, 20 July 2021
sc-2
୨୬ରେ ଅଯୋଧ୍ୟା ଜମି ବିବାଦର ଶୁଣାଣି

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦର ଶୁଣାଣି ଆସନ୍ତା ୨୬ ତାରିଖରେ ହେବ। ରାଜନୀତିକ ଦୃଷ୍ଟି କୋଣରୁ ଗୁରୁତ୍ୱ ରଖୁଥିବା ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ କରିବେ। ପୂର୍ବରୁ ଏହି ମାମଲାର ଶୁଣାଣି ଜାନୁଆରୀ ୨୯ରେ ହେବାର ଥିଲା। କିନ୍ତୁ ସାମ୍ବିଧାନିକ ଖଣ୍ଡପୀଠରେ ଥିବା ଜଷ୍ଟିସ୍‌ ଏସ୍‌ଏ ବୋବଡେ ଛୁଟିରେ ଚାଲି ଯାଇଥିବାରୁ ଏହାର ଶୁଣାଣି ଘୁଞ୍ଚି ଯାଇଥିଲା। ଆଜି ମିଳିଥିବା ସୂଚନା ଅନୁସାରେ, ଛୁଟିରେ ଥିବା ଜଷ୍ଟିସ୍‌ ବୋବଡେ […]

  • Tuesday, 20 July 2021