• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

dsf
ଭାରତୀୟ ସୀମାରେ ଚକ୍କର ମାରୁଛି ପାକିସ୍ତାନ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ବାଲାକୋଟ ଏୟାର ଷ୍ଟ୍ରାଇକ୍ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଥମିବାର ନାଁ ଧରୁନି। ମଙ୍ଗଳବାର ବିଳମ୍ବିତ ରାତିରେ ଜମ୍ମୁ-କଶ୍ମୀରର ପୁଞ୍ଚ ସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ପୁଣିଥରେ ପାକ୍ ବାୟୁସେନାର ଦୁଇଟି ଯୁଦ୍ଧ ବିମାନ ଚକର ମାରୁଥିବା ଦେଖିବାକୁ ମିଳିଛି। ସମ୍ଭବତଃ ଏହି ଯୁଦ୍ଧ ବିମାନ ଭାରତରେ ପ୍ରବେଶ ପାଇଁ ଉଦ୍ୟମ କରୁଥିଲେ। କିନ୍ତୁ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଏମାନଙ୍କ ଗତିପଥ ଉପରେ ନଜର ରଖିବାରୁ ଏହି ଦୁଇଟି […]

  • Tuesday, 20 July 2021
Firstpost
ମାସୁଦ୍‌ ଆଝାରକୁ ଘଣ୍ଟ ଘୋଡ଼ାଉଛି ଚୀନ !

ବେଜିଂ: କୁଖ୍ୟାତ ଆତଙ୍କବାଦୀ ତଥା ଜୈଶ-ଏ-ମହମ୍ମଦର ପ୍ରତିଷ୍ଠାତା ମାସୁଦ ଆଝାରକୁ ପୁଣିଥରେ ଜାତିସଂଘ ସୁରକ୍ଷା ପରିଷଦ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିବାରେ ବିଫଳ ହେବାର ଆଶଙ୍କା ପ୍ରକାଶ ପାଇଛି। ଜାତିସଂଘ ସୁରକ୍ଷା ପରିଷଦର ପ୍ରାୟ ସମସ୍ତ ରାଷ୍ଟ୍ର ମାସୁଦକୁ ଆତଙ୍କବାଦୀ ଘୋଷଣା ପାଇଁ ଏକମତ ହୋଇଥିବା ବେଳେ ଚୀନ୍‌ କିନ୍ତୁ ଏ ସଂକ୍ରାନ୍ତ ଭୋଟ୍‌ ପୂର୍ବରୁ ଏକ ନୂଆ ଚାଲ ଚଳାଇଛି। ପାକିସ୍ତାନର ବନ୍ଧୁ ଭାବେ ପରିଚିତ ଚୀନ୍‌ ମାସୁଦ ବିରୋଧରେ ପ୍ରମାଣ ଦେବାକୁ ପୁଣିଥରେ ଦାବି […]

  • Tuesday, 20 July 2021
ndtv
କର୍ଣ୍ଣାଟକାରେ ୨୦ ସିଟ୍‌ରୁ ଲଢ଼ିବ କଂଗ୍ରେସ, ଜେଡିଏସ୍‌ ୮ରେ ରାଜି

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ମରାଥନ ବୈଠକ ଓ ଆଲୋଚନା ପରେ ଶେଷରେ କଂଗ୍ରେସ ଓ ଜେଡିଏସ୍‌ କର୍ଣ୍ଣାଟକାରେ ଏକାଠି ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ହୋଇଛି। ଲୋକସଭା ନିର୍ବାଚନ ପାଇଁ  ୨୮ ଆସନରୁ କଂଗ୍ରେସ ୨୦ଟି ସିଟ୍‌ରେ ନିର୍ବାଚନ ଲଢ଼ିବ, ଓ ଜେଡିଏସ୍‌ ୮ଟିରେ ନିର୍ବାଚନ ଲଢ଼ିବା ନେଇ ଦୁଇ ଦଳ ମଧ୍ୟରେ ସହମତି ହୋଇଛି। ଖବର ଅନୁସାରେ, ଆଜି ସଂନ୍ଧ୍ୟାରେ କୋଚିଠାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ଜେଡିଏସ୍‌ ମହାସଚିବ ଦାନିଶ ଅଲୀଙ୍କ ମଧ୍ୟରେ ହୋଇଥିବା […]

  • Tuesday, 20 July 2021
ib-alerts
୧୫ ଅଗଷ୍ଟ ପୂର୍ବରୁ ଦିଲ୍ଲୀରେ ଡ୍ରୋନ୍ ଆକ୍ରମଣ ଆଶଙ୍କା ! ବଡ଼ ଷଡ଼ଯନ୍ତ୍ର ରଚୁଛନ୍ତି ଆତଙ୍କବାଦୀ

ଦିଲ୍ଲୀ ସମେତ ଦେଶର ଅନେକ ମେଟ୍ରୋ ସହରରେ ଆକ୍ରମଣ କରିବାକୁ ଯୋଜନା କରୁଛି ପାକିସ୍ତାନ ଗୁପ୍ତଚର ଏଜେନ୍ସି ଆଇଏସଆଇ । ଆତଙ୍କବାଦୀମାନେ ମାନବ ବୋମା ତିଆରି କରି କିମ୍ବା ଟାର୍ଗେଟ କିଲିଂ ଜରିଆରେ ଆକ୍ରମଣ କରିବାର ସମ୍ଭାବନା ରହିଛି । ଦେଶର ଗୁପ୍ତଚର ବିଭାଗ ଏବଂ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲକୁ ଏଭଳି ସୂଚନା ମିଳିଛି

fsd
ବୋଇଂ ବିମାନ ଉଡ଼ାଣ ରଦ୍ଦ କଲା ଭାରତ

ନୂଆଦିଲ୍ଲୀ: ଦେଶର ସମସ୍ତ ଘରୋଇ ବିମାନ ସେବା କମ୍ପାନୀ ସହ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ବୈଠକ ଶେଷ ହେବା ପରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସିଭିଲ୍ ଏଭିଏସନ ସଚିବ କହିଛନ୍ତି, ବୋଇଂ ବିମାନ ଉଡ଼ାଣ ରଦ୍ଦ କରାଯାଇଛି। ଏହାର ପ୍ରଭାବ ଯେମିତି ଯାତ୍ରୀଙ୍କ ଅନ୍ୟ ବିମାନ ଦର ଉପରେ ନ ପଡ଼େ ସେଥିପ୍ରତି ବିମାନ ସେବା କମ୍ପାନୀ ଗୁରୁତ୍ୱ ଦେବେ ବୋଲି ସଚିବ କହିଛନ୍ତି। ଏହି ପ୍ରସ୍ତାବରେ ସମସ୍ତେ […]

  • Tuesday, 20 July 2021
fd
ଯବାନଙ୍କ ଫଟୋ ବ୍ୟବହାର କରି ବିବାଦୀୟ ହେବା ପରେ ସଫେଇ ଦେଲେ ବିଜେପି ନେତା

ନୂଆଦିଲ୍ଲୀ: ୱିଙ୍ଗ୍ କମାଣ୍ଡର୍‌ ଅଭିନନ୍ଦନଙ୍କର ଫଟୋ ଥିବା ପୋଷ୍ଟର୍‌ ସେୟାର କରି ବିବାଦ ଘେରକୁ ଆସିବା ପରେ ଦିଲ୍ଲୀ ବିଜେପି ନେତା ଓପି ଶର୍ମାଙ୍କୁ ନୋଟିସ୍‌ କରିଥିଲା ଇସି। ଏହାପରେ ନିଜ ପକ୍ଷ ରଖିଛନ୍ତି ଓପି ଶର୍ମା। ଆଦର୍ଶ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ସେ ଏହି ଫଟୋ ପୋଷ୍ଟ କରିଥିବା ଶ୍ରୀ ଶର୍ମା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଲୋକସଭା ନିର୍ବାଚନ ଚାରିଖ ଘୋଷଣା ପୂର୍ବରୁ ସେ ଏହି ପୋଷ୍ଟ କରିଥିଲେ ମଧ୍ୟ […]

  • Tuesday, 20 July 2021
sc
ଚାକିରି ଅବଧି ୬ ମାସରୁ କମ୍‌ ଥିଲେ ଡିଜିପି ହୋଇପାରିବେନି ଆଇପିଏସ୍: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ପୁଲିସ୍ ଡିଜି ନିଯୁକ୍ତି ପ୍ରସଙ୍ଗରେ ରାଜ୍ୟଗୁଡ଼ିକୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଅବସର ସମୟ ୬ ମାସରୁ କମ୍ ଥିଲେ ଜଣେ ଆଇପିଏସ୍ ଡିଜିପି ହୋଇପାରିବେନି ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଡିଜିପି ହେବା ପାଇଁ ତାଙ୍କ କାର୍ଯ୍ୟକାଳ ଅତି କମ୍‌ରେ ୬ ମାସରୁ ଅଧିକ ଥିବା ଦରକାର ବୋଲି କୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍ ଦୀପକ ଗୁପ୍ତା ଏବଂ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, […]

  • Tuesday, 20 July 2021
RAVI
ପଶ୍ଚିମବଙ୍ଗକୁ ଅତି ସମ୍ବେଦନଶୀଳ ରାଜ୍ୟ ଭାବେ ଘୋଷଣା ପାଇଁ ଦାବି

ନୂଆଦିଲ୍ଲୀ: ନିର୍ବାଚନ ବେଳେ ପଶ୍ଚିମବଙ୍ଗକୁ ଅତି ସମ୍ବେଦନଶୀଳ ରାଜ୍ୟ ଭାବେ ଘୋଷଣା କରିବାକୁ ବିଜେପି ଦାବି କରିଛି। ଏନେଇ ବିଜେପିର ଏକ ପ୍ରତିନିଧି ଦଳ ଆଜି ନିର୍ବାଚନ କମିଶନଙ୍କୁ ଭେଟି ଏହି ଦାବି କରିଛି। ଏଥିସହିତ ପଶ୍ଚିମବଙ୍ଗର ପ୍ରତି ବୁଥ୍‌ରେ କେନ୍ଦ୍ରୀୟ ସୁରକ୍ଷା କର୍ମୀ ନିୟୋଜନ ପାଇଁ ମଧ୍ୟ ଦାବି କରିଛି ବିଜେପି। ନିର୍ବାଚନ କମିଶନଙ୍କୁ ଭେଟି ଫେରିବା ପରେ ବିଜେପି ପ୍ରତିନିଧି ଦଳର ନେତୃତ୍ୱ ନେଉଥିବା କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, “ଅବାଧ ଓ ନିରପେକ୍ଷ […]

  • Tuesday, 20 July 2021
indianlooknews
ଦୁଇ ଅଲିମ୍ପିଆନଙ୍କ ମଧ୍ୟରେ ହେବ ଟକ୍କର୍

ଜୟପୁର: ରାଜସ୍ଥାନର ଗ୍ରାମାଞ୍ଚଳ ସଂସଦୀୟ ସିଟ୍‌ରେ ଏବେ ଦୁଇ ଅଲିମ୍ପିଆନଙ୍କ ମଧ୍ୟରେ ନିର୍ବାଚନୀ ଟକ୍କର୍‌ ଦେଖିବାକୁ ମିଳିବା। ବିଜେପିର ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କ ବିରୋଧରେ ଲଢ଼ିବେ ପୂର୍ବତନ ଡିସ୍‌କସ୍‌ ଥ୍ରୋ ଚାମ୍ପିୟାନ କ୍ରିଷ୍ଣା ପୁନିଆ। କଂଗ୍ରେସ ଟିକେଟ୍‌ରେ ରାଜ୍‌ଙ୍କୁ ଟକ୍କର ଦେବେ ପୁନିଆ। କଂଗ୍ରେସ ପକ୍ଷରୁ ସୋମବାର ଜାରି ହୋଇଥିବା ୯ ଜଣିଆ ଲିଷ୍ଟରେ ପୁନିଆଙ୍କ ନାମ ଘୋଷଣା କରାଯାଇଛି। କେନ୍ଦ୍ରମନ୍ତ୍ରୀ ତଥା ଅଲିମ୍ପିକ ମେଡାଲିଷ୍ଟ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କ ବିରୋଧରେ ତାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। […]

  • Tuesday, 20 July 2021
bjp1
ନିର୍ବାଚନୀ ଇସ୍ତାହାରରେ ସୁନେଲୀ ସ୍ୱପ୍ନ ଦେଖାଇଲା କଂଗ୍ରେସ

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ଲାଗି ଇସ୍ତାହାର ଘୋଷଣା କରିଛି କଂଗ୍ରେସ। ନିର୍ବାଚନୀ ଇସ୍ତାହାରରେ ଜନତାଙ୍କୁ ସୁନେଲୀ ସ୍ୱପ୍ନ ଦେଖାଇଛି ଦଳ। ଏଥିରେ ନିଯୁକ୍ତି, ଚାଷୀ ଓ ଚାଷ ସମସ୍ୟା ଏବଂ ନାରୀ ସୁରକ୍ଷା ଭଳି ୩ଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଛି। କଂଗ୍ରେସର ଇସ୍ତାହାରରେ କ’ଣ କ’ଣ  ରହିଛି ପଏଣ୍ଟରେ ଜାଣନ୍ତୁ- ୧. ଦେଶରୁ ଦାରିଦ୍ର୍ୟ ଦୂରୀକରଣ ଲାଗି ‘ନ୍ୟାୟ ଯୋଜନା’ ଲାଗୁ କରିବାକୁ ଇସ୍ତାହାରରେ କହିଛି ଦଳ। ଏହା ଅନ୍ତର୍ଗତ ୨୦ ପ୍ରତିଶତ ଗରିବ […]

  • Tuesday, 20 July 2021
republic day
ଆଜି ୭୦ତମ ସାଧାରଣତନ୍ତ୍ର ଦିବସ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି ହେଉଛି ୭୦ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। Happy Republic Day to all fellow Indians. सभी देशवासियों को #गणतंत्रदिवस की शुभकामनाएं। जय हिन्द! — Narendra Modi (@narendramodi) 26 January 2019 ସକାଳ ୯ଟାରେ ଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପତାକା ଉତ୍ତୋଳନ କରିବେ। ଏହି ଅବସରରେ ଦିଲ୍ଲୀ ରାଜପଥରେ ହେବାକୁ ଥିବା ୯୦ ମିନିଟ୍‌ର ଆକର୍ଷଣୀୟ ପରେଡ୍ […]

  • Tuesday, 20 July 2021
f2
ଆନ୍ଧ୍ରରେ ଓଡ଼ିଆ ପିଠାମିଠାର ସ୍ୱାଦ

ବିଶାଖାପାଟଣା (ଯଶୋବନ୍ତ ନାରାୟଣ ପାଢ଼ୀ): ବିଶାଖାପାଟଣାରେ ଓଡ଼ିଆ ପିଠାମିଠାର ସ୍ୱାଦ ଚାଖିଛନ୍ତି ଅନ୍ଧ୍ରବାସୀ। ୮୪ତମ ଉତ୍କଳ ଦିବସ ଅବସରରେ ଦଶପଲ୍ଲା ହିଲ୍ସ ନିକଟ ଜଗନ୍ନାଥ ମନ୍ଦିରରେ ଆୟୋଜନ ହୋଇଥିଲା ଉତ୍କଳ ଦିବସ। ଏହି ଅବସରରେ ଆୟୋଜିତ ଗୋଇଥିବା ଓଡ଼ିଆ ଫୁଡ୍ ଫେଷ୍ଟିଭାଲ୍  ଉତ୍ସବରେ ଓଡ଼ିଶାର ଅନେକ ପାରମ୍ପରିକ ପିଠା ଓ ମିଠାର ଝଲକ ଦେଖିବାକୁ ମିଳିଥିଲା। ମଣ୍ଡା, କାକରା, ପୋଡ଼ପିଠା ସହ ଘୁଗୁନି, ଦହିବରା ଓ ମୁଢ଼ି ଘୁଗୁନିର ମଜା ନେଇଥିଲେ ଦର୍ଶକ।  ଏହାସହ ରସଗୋଲା, ଛେନାପୋଡ଼ […]

  • Tuesday, 20 July 2021
indian railways
୨ ବର୍ଷ ମଧ୍ୟରେ ୨.୩ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବ ରେଲୱେ

ନୂଆଦିଲ୍ଲୀ: ରେଲୱେ ଚାକିରି କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। କାହିଁକି ନା ଭାରତୀୟ ରେଳବାଇ ପୁଣି ଥରେ ମେଗା ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି। ଏହି ମେଗା ନିଯୁକ୍ତି ପ୍ରକ୍ରିୟା ଦୁଇଟି ପର୍ଯ୍ୟାୟରେ ହେବ। ଯେଉଁଥିରେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ପାଖାପାଖି୨.୩ ଲକ୍ଷ ଲୋକଙ୍କୁ ରେଲୱେ ନିଯୁକ୍ତି ଦେବ। ଏଥିସହ ଏଥିରେ ଆର୍ଥିକ ଅନଗ୍ରସର ବର୍ଗ (EWS) ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯିବ ବୋଲି ବୁଧବାର କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ […]

  • Tuesday, 20 July 2021
ec1
ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିପାରନ୍ତି ଇସି

ନୂଆଦିଲ୍ଲୀ: ନିର୍ବାଚନ କମିଶନଙ୍କ ପକ୍ଷରୁ ସାଧାରଣ ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇପାରେ। ଦିଲ୍ଲୀ ବିଜ୍ଞାନ ଭବନରେ ଆଜି କମିଶନଙ୍କ ପକ୍ଷରୁ ସନ୍ଧ୍ୟା ୫ଟାରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିବାରୁ ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଆସନ୍ତା ସାଧାରଣ ନିର୍ବାଚନରେ ୫୪୩ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେବ। ଏଥିରେ ପ୍ରାୟ ୯୦ କୋଟି ଭୋଟର ଅଂଶଗ୍ରହଣ କରିବେ। ଲୋକସଭା ନିର୍ବାଚନ ସହ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ମଧ୍ୟ […]

  • Tuesday, 20 July 2021
dfd
ନିର୍ବାଚନ କାଉଣ୍ଟ ଡାଉନ୍: ୩୯ ରାଜନୈତିକ ଦଳର ଚିହ୍ନକୁ ସ୍ୱୀକୃତି

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଗଲାଣି। ନିର୍ବାଚନ କମିଶନ୍ ପକ୍ଷରୁ ଘନ ଘନ ବୈଠକ ଆଉ ସଚେତନତା ଅଭିଯାନ ମଧ୍ୟ କରାଯାଉଛି। ଏହାରି ମଧ୍ୟରେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ୩୯ଟି ଦଳର ଚିହ୍ନକୁ ସ୍ୱୀକୃତି ମିଳିଛି। ଭାରତୀୟ ନିର୍ବାଚନ କମିଶନ୍ ପକ୍ଷରୁ ପଞ୍ଜୀକୃତ ଓ ଅଣ ସ୍ୱୀକୃତ ରାଜନୈତିକ ଦଳର ଚିହ୍ନକୁ ସ୍ୱୀକୃତି ଦିଆଯାଇଛି। ଏହି ଦଳଗୁଡ଼ିକ ମଧ୍ୟରେ ତାମିଲ୍‌ ଷ୍ଟାର୍‌ କମଲ ହାସନ୍‌ଙ୍କ ଦଳ ଏମ୍‌ଏନ୍‌ଏମ୍‌ର ଚିହ୍ନ ଟର୍ଚ୍ଚ ବ୍ୟାଟେରୀକୁ […]

  • Tuesday, 20 July 2021