• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Vande Bharat Express
ଶୁଭାରମ୍ଭର ଦିନକ ପରେ ଦ୍ରୁତଗାମୀ ଟ୍ରେନ୍‌ ‘ବନ୍ଦେ ଭାରତ ଏକ୍ସପ୍ରେସ୍’ରେ ତ୍ରୁଟି

ନୂଆଦିଲ୍ଲୀ: ଭାରତର ଦ୍ରୁତଗାମୀ ଟ୍ରେନ୍‌ ‘ବନ୍ଦେ ଭାରତ ଏକ୍ସପ୍ରେସ୍’ ଶୁଭାରମ୍ଭ ହେବାର ଦିନକ ପରେ ଏଥିରେ ତ୍ରୁଟି ପରିଲକ୍ଷିତ ହୋଇଛି। ବିନା ଇଞ୍ଜିନ୍‌ରେ ଚାଳିତ ଏହି ଟ୍ରେନ୍‌ ଏହାର ପ୍ରଥମ ଯାତ୍ରା ବାରାଣସୀରୁ ସାରି ଫେରୁଥିବା ବେଳେ ଦିଲ୍ଲୀରୁ ୨୦୦କି.ମି. ଦୂରରେ କୌଣସି କାରଣରୁ ଆଜି ସକାଳେ ଏହା ଅଟକି ରହିଥିଲା। ଟ୍ରେନ୍‌ଟି ପାଖାପାଖି ୩ ଘଣ୍ଟା ସମୟ ପର୍ଯ୍ୟନ୍ତ ଅଟକି ରହିଥିଲା। ମିଳିଥିବା ସୂଚନା ଅନୁସାରେ, ଚାମ୍‌ରୋଲା ଷ୍ଟେସନ୍‌ରେ ପହଞ୍ଚିବା ପୂର୍ବରୁ ସକାଳ ପ୍ରାୟ ୫ଟା ସମୟରେ […]

  • Tuesday, 20 July 2021
Capture-2
‘ପୂରା ପାକିସ୍ତାନକୁ ଦୋଷ ଦେବା ଉଚିତ୍ ନୁହେଁ’ : ସିଦ୍ଧୁ

ନୂଆଦିଲ୍ଲୀ : ପୁଲୱାମା ହମଲା ପରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ସରକାରଙ୍କ ସମର୍ଥନରେ ଆସି ପାକିସ୍ତାନ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେପଟେ ଏନେଇ ଆଲୋଚନା ମାଧ୍ୟମରେ ସମାଧାନ ଆବଶ୍ୟକ ବୋଲି କହିଛନ୍ତି ପଞ୍ଜାବ ମନ୍ତ୍ରୀ ନବଜ୍ୟୋତ ସିଂହ ସିଦ୍ଧୁ । ଗୋଟେ ପଟେ ଆତଙ୍କବାଦୀ ଆକ୍ରମଣ ଓ ଅନ୍ୟପଟେ ଆଲୋଚନା କରାଯିବା ଜରୁରୀ ବୋଲି ସେ କହିଛନ୍ତି। ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କ ଶପଥ ସମାରୋହରେ ଯୋଗଦେଇ ସେନା ମୁଖ୍ୟଙ୍କ ସହ ଆଲିଙ୍ଗନକୁ […]

  • Tuesday, 20 July 2021
Capture-1
ପାକ୍‌ ହାଇକମିଶନରଙ୍କୁ ସମନ୍

ଶ୍ରୀନଗର: ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ୪୦ ଭାରତୀୟ ଯବାନ ସହିଦ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୨ ଓଡ଼ିଆ। ଏହି ଘଟଣାକୁ ସମଗ୍ର ବିଶ୍ୱବାସୀ ତୀବ୍ର ନିନ୍ଦା କରିଛନ୍ତି। ଗତକାଲି ଜୈସ- ଇ – ମହମ୍ମଦ ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା । ଏହି ଘଟଣାରେ ପାକ୍ ହାଇକମିଶନରଙ୍କୁ ସମନ ଜାରି କରିଛି ଭାରତ । ନୂଆଦିଲ୍ଲୀରେ ଅବସ୍ଥାପିତ ପାକ୍ ହାଇ କମିଶନର ସୋହେଲ ମହମ୍ମଦଙ୍କୁ ସମନ ଜାରି […]

  • Tuesday, 20 July 2021
Capture 9
କେଜରିଓ୍ୱାଲଙ୍କ ଆପ୍ ସରକାରକୁ ଝଟକା

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଓ ଉପରାଜ୍ୟପାଳ ଅନିଲ ବଇଜଲଙ୍କ ମଧ୍ୟରେ ଦେଖାଦେଇଥିବା କ୍ଷମତା ବିବାଦର ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଆଣ୍ଟି କରପ୍‌ସନ୍ ବ୍ୟୁରୋ, ତଦନ୍ତ କମିଶନ, ଗ୍ରେଡ୍ ୧ ଓ ଗ୍ରେଡ୍ ୨ ଅଫିସରଙ୍କ ନିଯୁକ୍ତି ଉପରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ହେବ। ଅନ୍ୟପକ୍ଷରେ ଇଲେକଟ୍ରିସିଟି, ରାଜସ୍ୱ ବିଭାଗ ଏବଂ ଗ୍ରେଡ୍ ୩, ୪ ଅଫିସରମାନଙ୍କ ପୋଷ୍ଟିଂ ଓ ବଦଳି ଉପରେ ଦିଲ୍ଲୀ ସରକାର ନିଷ୍ପତ୍ତି ନେବେ । ଯଦି ଏନେଇ ମତଭେଦ ଦେଖାଦିଏ […]

  • Tuesday, 20 July 2021
fire
ପୋଡ଼ି ହୋଇ ମହିଳା ଗୁରୁତର

ସମ୍ବଲପୁର: ସମ୍ବଲପୁର ହୀରାକୁଦ ଅଞ୍ଚଳର ଜଣେ ମହିଳା ଜ୍ୟୋତିର୍ମୟୀ ଶତପଥୀ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ବୁର୍ଲା ମେଡିକାଲରେ ତାଙ୍କୁ ଚିକିତ୍ସା ଲାଗି ଭର୍ତ୍ତି  କରାଯାଇଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତେବେ ଏପରି ଘଟଣା କିପରି ହେଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି । ଘଟଣା ପରେ ମହିଳାଙ୍କ ସ୍ୱାମୀ, ଶ୍ୱଶୁର, ଶାଶୁଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି । ଦୀର୍ଘ ଦିନ ଧରି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା […]

  • Tuesday, 20 July 2021
rafel
ଆସନ୍ତାକାଲି ରାଫେଲ୍‌ ଶୁଣାଣି

ନୂଆଦିଲ୍ଲୀ: ଫ୍ରାନ୍ସ ସହ ୩୬ଟି ଯୁଦ୍ଧ ବିମାନ କିଣିବା ପାଇଁ ହୋଇଥିବା ରାଫେଲ ଡିଲ୍‌ ସଂକ୍ରାନ୍ତ ମାମଲାର ଶୁଣାଣି ଆସନ୍ତାକାଲି ସୁପ୍ରିମକୋର୍ଟରେ ହେବ। ପ୍ରତିରକ୍ଷା ମନ୍ତ୍ରଣାଳୟର ବିନା ଅନୁମତିରେ ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ପ୍ରମାଣଯୋଗ୍ୟ କି ନାହିଁ, ଆସନ୍ତାକାଲି ସୁପ୍ରିମକୋର୍ଟ ଏହା ଉପରେ ନିଷ୍ପତ୍ତି ନେବେ। ଆବେଦନକାରୀ ପ୍ରଶାନ୍ତ ଭୂଷଣ, ଯଶୱନ୍ତ ସିହ୍ନା ଓ ଅରୁଣ ସୌରୀଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଛି। ଏଥିରେ ‘ଦି ହିନ୍ଦୁ’ରେ ରାଫେଲ୍‌ ଡିଲ୍‌ ସଂକ୍ରାନ୍ତରେ ଦସ୍ତାବିଜ୍‌ ସମ୍ବଳିତ ଖବରକୁ […]

  • Tuesday, 20 July 2021
rss
ଆତଙ୍କବାଦୀ ଆକ୍ରମଣରେ ଆର୍‌ଏସ୍‌ଏସ୍‌ ନେତାଙ୍କ ମୃତ୍ୟୁ

ଶ୍ରୀନଗର: ଜମ୍ମୁକଶ୍ମୀରର କିଶ୍ତୱାର ଜିଲ୍ଲାରେ ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ସଂଘଟିତ ଏକ ଆତଙ୍କବାଦୀ ହମ୍‌ଲାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କାର୍ଯ୍ୟକର୍ତ୍ତା ଚନ୍ଦ୍ରକାନ୍ତ ଶର୍ମାଙ୍କର ମୃତ୍ୟୁ ହୋଇଛି। ତାଙ୍କ ସହିତ ତାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ରାଜିନ୍ଦରଙ୍କର ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଦିନ ୧୨.୩୦ ସମୟରେ ଏହି ଘଟଣା ଘଟିଥିଲା। ଆତଙ୍କବାଦୀମାନେ ରାଜିନ୍ଦରଙ୍କ ବନ୍ଧୁକ ନେଇ ଘଟଣାସ୍ଥଳରୁ ଚାଲିଯାଇଥିଲେ ବୋଲି ଜମ୍ମୁ ଆଇଜି ମନୀଷ ସିହ୍ନା କହିଛନ୍ତି। ଏହି ଆକ୍ରମଣରେ ସେ ପ୍ରଥମେ ଗୁରୁତର ଭାବରେ ଆହତ ହୋଇଥିଲେ ଏବଂ […]

  • Tuesday, 20 July 2021
parcel
ପଞ୍ଜାବ ବଦଳରେ ଚୀନ୍‌ରେ ପହଞ୍ଚିଲା ପାର୍ସଲ

ଚଣ୍ଡୀଗଡ଼: ପଞ୍ଜାବ ବଦଳରେ ଚୀନ୍‌ରେ ପହଞ୍ଚିଲା ପାର୍ସଲ। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଜଣେ ମହିଳା ତାଙ୍କ ମା’ଙ୍କ ପାଖକୁ ପଞ୍ଜାବର ଏକ ଗାଁ ଠିକଣାରେ ପାର୍ସଲ ପଠାଇଥିଲେ। ହେଲେ ପାର୍ସଲଟି ପଞ୍ଜାବ ବଦଳରେ ଚୀନ୍‌ରେ ଯାଇ ପହଞ୍ଚିଥିଲା। କେବଳ ଗୋଟିଏ ଅକ୍ଷରକୁ ନେଇ ବୁଝିବାରେ ଭୁଲ୍‌ ହୋଇଥିଲା। ଚଣ୍ଡୀଗଡ଼ର ଜଣେ ମହିଳା ଫରିଦ୍‌କୋଟ୍‌ରେ ରହୁଥିବା ତାଙ୍କ ମା’ଙ୍କ ପାଖକୁ ଏକ ପାର୍ସଲ ପଠାଇଥିଲେ। ପାର୍ସଲରେ ରକ୍ତଚାପ ମେଡିସିନ୍‌ ଥିଲା। ଯାହାର ମୂଲ୍ୟ ୫ହଜାର […]

  • Tuesday, 20 July 2021
Untitled-1t
କଂଗ୍ରେସର ଟାଣୁଆ ନେତା କେଏମ୍‌ ମଣିଙ୍କ ମୃତ୍ୟୁ

ଥିରୁଭନନ୍ତପୁରମ: କେରଳ କଂଗ୍ରେସର ଅଧ୍ୟକ୍ଷ ତଥା ରାଜ୍ୟର ଦୀର୍ଘ ସମୟ ଧରି ବିଧାୟକ ଥିବା କେଏମ ମଣିଙ୍କ ଆଜି ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ଗତ ଗୁରୁବାର ଦିନ ଛାତିରେ ସଂକ୍ରମଣ ସମସ୍ୟା ଯୋଗୁ କେଏମ ମଣିଙ୍କୁ କେରଳର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନ ୪.୫୭ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଶ୍ରୀ ମଣି କେରଳର ପାଲା ବିଧାନସଭା ଆସନରୁ ଦୀର୍ଘ […]

  • Tuesday, 20 July 2021
tiktok
ହାଇକୋର୍ଟରୁ ସୁପ୍ରିମ୍‌କୋର୍ଟ ପହଞ୍ଚିଲା ଟିକ୍‌ଟକ୍‌: ୧୫ରେ ଶୁଣାଣି

ନୂଆଦିଲ୍ଲୀ: ଭିଡିଓ ଶେୟାରିଂ ଆପ୍‌ ଟିକ୍‌ଟକ୍‌ ଉପରେ ବ୍ୟାନ୍‌ ଲଗାଇବା ମାମଲା ଏବେ ହାଇକୋର୍ଟରୁ ଯାଇ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହି ଘଟଣାରେ ମାଡ୍ରାସ ହାଇକୋର୍ଟ ଦେଇଥିବା ରାୟ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବାକୁ ରାଜି ହୋଇଛନ୍ତି। ମାଡ୍ରାସ୍‌ ହାଇକୋର୍ଟ ଏହି ଭିଡିଓ କ୍ରିଏଟିଂ ଆପ୍‌ ଉପରେ ବ୍ୟାନ୍‌ ଲଗାଇ ଦେଇଥିଲେ। ଏହା ବିରୋଧରେ ସୁପ୍ରିମକୋର୍ଟରେ ଏକଧିକ ଆବେଦନ କରାଯାଇଥିଲା। ଏଥିପାଇଁ କୋର୍ଟ ଏପ୍ରିଲ୍ ୧୫ ତାରିଖରେ ଏହା ଉପରେ ଶୁଣାଣି କରିବେ। ଟିକ୍‌ଟକ୍‌ ଆପର ଆରମ୍ଭ କରିଥିବା […]

  • Tuesday, 20 July 2021
Untitled-1
ଆତଙ୍କବାଦକୁ ନେଇ ପୁଣି ମୁହାଁମୁହିଁ ଆମେରିକା ଓ ଇରାନ୍‌

ତେହେରାନ୍‌: ଆତଙ୍କବାଦ ପ୍ରସଙ୍ଗରେ ଆମେରିକା ଓ ଇରାନ୍‌ ମଧ୍ୟରେ ପୁଣିଥରେ ଟକରାଟକରି ଆରମ୍ଭ ହୋଇଯାଇଛି। ଗତକାଲି ଆମେରିକା ଇରାନ୍‌ର ରିଭଲ୍ୟୁସନାରୀ ଗାର୍ଡଙ୍କୁ କଳାତାଲିକା ଭୁକ୍ତ କରିବା ସହ ସେମାନଙ୍କୁ ଆତଙ୍କବାଦୀ ଆଖ୍ୟା ଦେଇଥିଲା। ଆମେରିକାର ଏଭଳି ଘୋଷଣାରେ ଇରାନ୍‌ ଚିହିଁକି ଉଠିଛି। ଇରାନ୍‌ ରାଷ୍ଟ୍ରପତି ହାସନ ରୋହାନି ଆମେରିକାକୁ ଖୋଲାଖୋଲି ଧମକ ଦେଇଛନ୍ତି। ସେ କହିଛନ୍ତି, “ଆମେରିକା ହେଉଛି ପ୍ରକୃତରେ ଆତଙ୍କବାଦର ବିଶ୍ୱସ୍ତରୀୟ ନେତା। ଆମେରିକା ହିଁ ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରୁଛି। ରିଭଲ୍ୟୁଶନାରୀ ଗାର୍ଡଙ୍କୁ ଆତଙ୍କବାଦୀର ଆଖ୍ୟା […]

  • Tuesday, 20 July 2021
India-Today
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଓ ପୁଅ ନକୁଲନାଥଙ୍କ ନାମାଙ୍କନ

ଭୋପାଲ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଛିଣ୍ଡୱାରା ବିଧାନସଭା ଆସନ ଓ ତାଙ୍କ ପୁଅ ନକୁଲ ନାଥ ଛିଣ୍ଡୱାରା ଲୋକସଭା ସିଟ୍‌ରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଛିଣ୍ଡୱାରାରୁ ସାଂସଦ ଥିବା କମଲନାଥ ଡିସେମ୍ବର ମାସରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଶପଥ ଗ୍ରହଣ କରିବାର ୬ ମାସ ଭିତରେ ବଧାନସଭାକୁ ନିର୍ବାଚିତ ହେବା ନିୟମ ରହିଛି। ଏଣୁ ଛିଣ୍ଡୱାରା ବିଧାୟକ ନିଜ ପଦରୁ ଇସ୍ତଫା ଦେବା ସହ କମଲନାଥଙ୍କ ପାଇଁ ରାସ୍ତା ଛାଡ଼ିଥିଲେ। ଫଳରେ […]

  • Tuesday, 20 July 2021
f
ଲାଲୁଙ୍କ ଜାମିନକୁ ସିବିଆଇର ବିରୋଧ

ନୂଆଦିଲ୍ଲୀ: ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନକୁ ସିବିଆଇ ସୁପ୍ରିମକୋର୍ଟରେ ବିରୋଧ କରିଛି। ନିର୍ବାଚନ ସମୟ ହୋଇଥିବାରୁ ଲାଲୁ ଜାମିନର ଦୁରୁପଯୋଗ କରିବା ସହ ନିର୍ବାଚନ ପ୍ରଚାରରେ ସାମିଲ୍ ହେବେ ବୋଲି ଆଶଙ୍କା କରି ସିବିଆଇ ଏହାକୁ ବିରୋଧ କରିଛି। ଯାଦବ ଦୀର୍ଘଦିନ ଧରି ହସ୍ପିଟାଲରେ ରହିବା ସହ ସେହିଠାରୁ ରାଜନୀତି ଗୋଟି ଚଳାଉଛନ୍ତି। ତାଙ୍କୁ ଯଦି ଜାମିନ ପ୍ରଦାନ କରାଯାଏ, ସେ ଏହାର ଦୁରୁପଯୋଗ କରିବା ଆଶଙ୍କା ରହିଛି। ଏଣୁ ତାଙ୍କୁ ଜାମିନ […]

  • Tuesday, 20 July 2021
tg
‘ପିଏମ୍‌ ନରେନ୍ଦ୍ର ମୋଦି’ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ନିର୍ମିତ ବିବେକ ଓବରୟ ଅଭିନୀତ ଫିଲ୍ମ ‘ପିଏମ୍ ନରେନ୍ଦ୍ର ମୋଦି’ ରିଲିଜ୍‌ ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଫଳରେ ଆସନ୍ତା ୧୧ ତାରିଖରେ ଏହି ଫିଲ୍ମ ରିଲିଜ ହେବା ସୁନିଶ୍ଚିତ ହୋଇଛି। ନିର୍ବାଚନ ସମୟରେ ଭୋଟରଙ୍କୁ ପ୍ରଭାବିତ କରିବା ଉଦ୍ଦେସ୍ୟରେ ଏହି ଫିଲ୍ମ ନିର୍ମାଣ ହୋଇଥିବା ଅଭିଯୋଗ କରି ଫିଲ୍ମ ରିଲିଜ ଉପରେ ପ୍ରତିବନ୍ଧକ ଲଗାଇବାକୁ କଂଗ୍ରେସ ନେତା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଆଜି […]

  • Tuesday, 20 July 2021
Screenshot_20190405-165056_3-701x360
ଏକାଠି ନାଚି ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ୍ ରେକର୍ଡ କଲେ ୫ ହଜାର ନୃତ୍ୟ ଶିଳ୍ପୀ

କୋହିମା: ଏକା ସାଙ୍ଗରେ ୫ ହଜାର ନୃତ୍ୟ ଶିଳ୍ପୀ ଏକାଠି ହୋଇ ଖୋଲା ମଇଦାନରେ ନୃତ୍ୟ ପରିବେଷଣ କରିଛନ୍ତି। ଯାହା ବିଶ୍ୱରେ ଏକ ରେକର୍ଡ ସୃଷ୍ଟି କରିଛି। ଏପରି କିଛି ନିଆରା ଏବଂ ଅଦ୍‌ଭୂତ ଦୃର୍ଶ ଦେଖିବାକୁ ମିଳିଛି ନାଗାଲାଣ୍ଡରେ। ରାଜ୍ୟର ରାଜଧାନୀ କୋହିମାର ମୋନ୍ ଟାଉନ୍‌ରେ ଏକାସଙ୍ଗେ ନୃତ୍ୟ ପରିବେଷଣ କରିଛନ୍ତି ୫ ହଜାର ମହିଳା। ହର୍ଣ୍ଣବିଲ୍ ଯାତ୍ରାରେ ୫ ହଜାର ମହିଳା କୋନିଆକ୍ ନୃତ୍ୟ ପରିବେଷଣ କରିଛନ୍ତି। ଯାହା ଏବେ ଗିନିଜ୍‌ ବୁକ୍‌ ଅଫ୍‌ […]

  • Tuesday, 20 July 2021