ନୂଆଦିଲ୍ଲୀ: ଟେନିସ୍ ତାରକା ସାନିଆ ମିର୍ଜାଙ୍କ ଭଉଣୀ ଅନମ୍ ମିର୍ଜା ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସାନିଆ ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ଅନମ୍ଙ୍କ ବିବାହର ଏକ ରସମ୍ ଅର୍ଥାତ୍ ମେହେନ୍ଦୀ ନାଇଟ୍ର ଫଟୋ ଶେଆର୍ କରିଛନ୍ତି। ଏଥିରେ ଉଭୟ ବହୁତ ସୁନ୍ଦର ଦିଶୁଛନ୍ତି। ସାନିଆ, ବ୍ଲାକ୍ ରଙ୍ଗର କ୍ରପ୍ ଟପ୍ ଓ ରେଡ୍ ସ୍କର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି। View this post on Instagram Mehendi night ?❣️ #AbBasAnamHi @anammirzaaa […]
ନୂଆଦିଲ୍ଲୀ: କପଡ଼ା ଅପରିଷ୍କାର ହୋଇଗଲେ ଆମେ ଏହାକୁ ସଫା କରିଥାଉ। ହେଲେ ଆପଣ କେବେ ଶୁଣିଛନ୍ତି ସିମ୍ପାଜି କପଡ଼ା ସଫା କରିବା ? ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି କିଛି ଦୃଶ୍ୟ ଚୀନ୍ର ଏକ ଚିଡ଼ିଆଖାନାରେ ଦେଖିବାକୁ ମିଳିଛି। ସିମ୍ପାଜି-ମନୁଷ୍ୟ ଭିତରେ ଅନେକ ସମାନତା ରହିଛି, ଯାହା ଅନେକ ଅଧ୍ୟୟନରୁ ଏହା ଜଣାପଡ଼ିଛି। ଚୀନ୍ର ଏହି ଚିଡ଼ିଆଖାନାରେ ଏକ ସିମ୍ପାଜି ଏକ ଧଳା ରଙ୍ଗର ଟି-ଶାର୍ଟ ସଫା କରୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ଯାହାକୁ […]
ଚେନ୍ନାଇ: ନୂଆ ମୋବାଇଲ୍ ଉପରେ ଦୋକାନୀମାନେ ଗ୍ରାହକଙ୍କୁ କିଛି ଅଫର୍ ଦେଇଥାନ୍ତି। ଅଫର୍ କହିଲେ ମୋବାଇଲ୍ ଦାମ୍ ଯେତିକି ଥାଏ ସେଥିରୁ କିଛି ଟଙ୍କା କମ୍ କରି ଗ୍ରାହକଙ୍କୁ ମୋବାଇଲ୍ ବିକି ଥାନ୍ତି। ହେଲେ ତାମିଲନାଡୁର ଜଣେ ମୋବାଇଲ୍ ଦୋକାନୀ ଗ୍ରାହକଙ୍କୁ ଆତ୍କୃଷ୍ଟ କରିବା ପାଇଁ ଏକ ନୂଆ ତରିକାରେ ଇନୋଭେଟିଭ୍ ମାର୍କେଟିଂ ଓ ପବ୍ଲିସିଟି ଷ୍ଟଣ୍ଟ୍ ଆରମ୍ଭ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ପେଟୁକୋଟାଇ ଅଞ୍ଚଳରେ ଥିବା ଏକ ମୋବାଇଲ୍ ଦୋକାନୀ ତାଙ୍କ ଷ୍ଟୋର୍କୁ ନୂଆ […]
ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଏହାର ନୂଆ Tariff ପ୍ଲାନ୍ ଡିସେମ୍ବର ୬ ରୁ ଲାଗୁ କରିଛି। କମ୍ପାନୀର ଏହି ନୂଆ All-in-one Tariff ପ୍ଲାନ୍ରେ ୧୯୯ ଟଙ୍କା, ୫୫୫ଟଙ୍କା ଓ ୨,୧୯୯ ଟଙ୍କାର ପ୍ଲାନ୍ ସାମିଲ ଅଛି। ହେଲେ ଆମେ ଏଠି ଆପଣଙ୍କୁ ଜିଓର ସେହି ପ୍ଲାନ୍ ସମ୍ପର୍କରେ କହିବାକୁ ଯାଉଛି ଯାହାର ଦାମ୍ ବହୁତ କମ୍, ଆଉ ଫାଇଦା ଅଧିକ। ଏଠି ଆମେ ଜିଓର ୯୮ ଟଙ୍କା ପ୍ଲାନ୍ ବିଷୟରେ କହୁଛୁ। ଏହି ପ୍ଲାନ୍କୁ ଜିଓ […]
ଲକ୍ଷ୍ନୌ: ବିବାହ ପାଇଁ ସବୁ କିଛି ପ୍ରସ୍ତୁତ ହୋଇ ସାରିଥିଲା। ବରଯାତ୍ରୀଙ୍କୁ ପାଛୋଟି ନେବାଠୁ ଆରମ୍ଭ କରି ସେମାନଙ୍କର ଖାଇବା ପିଇବା ଆଦି ସବୁର ବନ୍ଦୋବସ୍ତ ହୋଇଥିଲା। ହେଲେ ଏ କ’ଣ ହଠାତ୍ ବିବାହ କରିବା ପାଇଁ ମନା କରିଦେଲେ ଯୁବତୀ। କାରଣ ଜାଣିଲେ ଆପଣ ବି ଆଚମ୍ବିତ ହୋଇଯିବେ। ବର ବିଳମ୍ବରେ ପହଞ୍ଚିବାରୁ ଯୁବତୀ ଜଣକ ବିବାହ କରିବାକୁ ମନା କରି ଦେଇଥିବା ଜଣାପଡ଼ିଛି। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ଉତ୍ତରପ୍ରଦେଶ ବିଜନୌର […]
ଲବଙ୍ଗ ତେଲରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ସ୍ୱାସ୍ଥ୍ୟ ଜନିତ ଅନ୍ୟ ସମସ୍ୟା ସହିତ ସୁନ୍ଦର ତ୍ୱଚା ପାଇଁ ବି ଏହାକୁ ବ୍ୟବହାର କରାଯାଏ। ଏଥିରେ ଆଣ୍ଟିସେପ୍ଟିକ୍ ଗୁଣ ସହିତ ଭିଟାମିନ୍ ସି, ଭିଟାମିନ୍ ଏ , ଆଣ୍ଟି-ବ୍ୟାକ୍ଟେରିଆଲ୍ ଓ ଆଣ୍ଟି-ଇନ୍ଫ୍ଲାମେଣ୍ଟାରୀ ଗୁଣ ରହିଛି। ଆଉ ଏସବୁ ସୁସ୍ଥ ତ୍ୱଚା ପାଇବା ପାଇଁ ଖୁବ୍ ଉପକାରୀ। ତା’ହେଲେ ଆସନ୍ତୁ ଜାଣିବା ଏହାକୁ ବ୍ୟବହାର କରି ତ୍ୱଚା ଜନିତ କେଉଁ କେଉଁ ସମସ୍ୟାରୁ ମୁକ୍ତି ପାଇ ପାରିବେ। […]
ନୂଆଦିଲ୍ଲୀ: SBI ଗ୍ରାହକଙ୍କ ପାଇଁ ଏକ ଜରୁରୀ ସୂଚନା। ଆପଣଙ୍କ ପାଖରେ SBI ର Magstripe କିମ୍ବା Magnetic stripeର ଡେବିଟ୍ କାର୍ଡ ଅଛି କି? ତା’ହେଲେ ଆଉ ଡେରି ନ କରି ଆପଣ ଆପଣଙ୍କର ଘରୋଇ ଶାଖାକୁ ଯାଇ ଏହାକୁ ମାଗଣାରେ ରିପ୍ଲେସ୍ମେଣ୍ଟ କରି ନୂଆ EMV (Europay, Mastercard ଓ Visa) chip ଏବଂ PIN ଆଧାରିତ କାର୍ଡ ପାଇଁ ତୁରନ୍ତ ଆବେଦନ କରନ୍ତୁ। SBI ଗ୍ରାହକଙ୍କ ନୂଆ କାର୍ଡ ପାଇଁ ଡିସେମ୍ବର ୩୧ […]
ନୂଆଦିଲ୍ଲୀ: ଚଳନ୍ତା ଟ୍ରେନ୍ ସାମ୍ନାକୁ ଡେଇଁ ପଡ଼ିଲେ ଯୁବକ। ଦ୍ରୁତ ଗତିରେ ଟ୍ରେନ୍ଟି ଆସୁଥିବାବେଳେ ହଠାତ୍ ଏହି ସମୟରେ ଜଣେ ଯୁବକ ଟ୍ରେନ୍ ସାମ୍ନାକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଦିଲ୍ଲୀରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ନୋଇଡା ସେକ୍ଟର ୩୯ ମେଟ୍ରୋ ଷ୍ଟେସନ୍ରେ ଜଣେ ଯୁବକ ପ୍ଲାଟ୍ଫର୍ମରେ ଠିଆ ହୋଇଥିଲେ। ଏହି ସମୟରେ ଆସିଲା ଏକ ମେଟ୍ରୋ ଟ୍ରେନ୍। ଟ୍ରେନ୍ଟି ଯେମିତି ତାଙ୍କର ନିକଟତର ହୋଇଛି, କେହି କିଛି ବୁଝିବା ଆଗରୁ ହଠାତ୍ ସେ […]
ନୂଆଦିଲ୍ଲୀ: ଡିସେମ୍ବର ୬ ରୁ Airtel ଏହାର ନୂଆ Tariff plan ଗ୍ରାହକଙ୍କ ପାଇଁ ଲାଗୁ କରିଛି। ହକଙ୍କ ପାଇଁ କମ୍ପାନୀ ୩ଟି ନୂଆ ପ୍ଲାନ୍ ଲଞ୍ଚ୍ କରିଛି। ଯେଉଁଥିରେ ଗ୍ରାହକଙ୍କୁ ଯେକୌଣସି ନେଟ୍ୱର୍କକୁ ଅନ୍ଲିମିଟେଡ୍ କଲ୍ ମିଳିପାରିବ। ସୂଚନାଥାଉ କି, ଗତ ସପ୍ତାହରେ Airtel ଏହାର ନୂଆ Tariff planର ଘୋଷଣା କରିଥିଲା। ଏହି ନୂଆ ପ୍ଲାନ୍ ଅନୁସାରେ ଅନ୍ୟ ନେଟ୍ୱର୍କକୁ କଲ୍ କରିବାକୁ ହେଲେ ଆଇୟୁସି ଚାର୍ଜ ଲାଗିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା ହୋଇଥିଲା। […]
ନୂଆଦିଲ୍ଲୀ: ନୂଆଦିଲ୍ଲୀର ରାଣୀ ଝାନ୍ସି ରୋଡ୍ ସ୍ଥିତ ଅନାଜ୍ ମଣ୍ଡି ଅଞ୍ଚଳରେ ଥିବା ଏକ ଚାରି ମହଲା ବିଶିଷ୍ଟ ଫ୍ୟାକ୍ଟ୍ରିରେ ନିଆଁ ଲାଗି ୪୩ ଜଣଙ୍କ ମୃତ୍ୟୁ ଘଟିଛି। ରବିବାର ସକାଳୁ ସକାଳୁ ଏହି ଅଗ୍ନିକାଣ୍ଡ ଘଟିଥିଲା। ସବୁଠାରୁ ବଡ଼ କଥା, ଯେଉଁ ସମୟରେ ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିଲା ସେହି ସମୟରେ ଅଧିକାଂଶ ଶ୍ରମିକ ଫ୍ୟାକ୍ଟ୍ରି ଭିତରେ ଶୋଇଥିଲେ। ମୃତ ଶ୍ରମିକଙ୍କ ମଧ୍ୟରେ ଉତ୍ତରପ୍ରଦେଶର ମୁଶରଫ୍ ଅଲୀ ନାମକ ଜଣେ ବ୍ୟକ୍ତି ଥିଲେ। ସେ ୟୁପିର ବିଜ୍ନୌର୍ […]
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର କ୍ରୁଗର ନ୍ୟାସ୍ନାଲ୍ ପାର୍କରେ ସଫାରୀ ଗାଇଡ୍ ପକ୍ଷରୁ ଏକ ଭିଡିଓ ଜାରି ହୋଇଛି। ଭିଡିଓଟି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଭିଡିଓରେ ଦେଖିବାକୁ ମିଳିଛି-ଏକ ଛୁଆ ନ୍ୟାଲା(ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳୁଥିବା ଏକ ପ୍ରଜାତି) ଚିତା ବାଘ ଠାରୁ ବର୍ତ୍ତିବା ପାଇଁ ତାକୁ ବାରମ୍ବାର ଆଘାତ କରୁଛି। ଏହି ଭିଡିଓ ଏଣ୍ଡ୍ରି ଫୋରୀ (Andre Fourie) ନାମକ ଜଣେ ବ୍ୟକ୍ତି ଟ୍ୱିଟ୍ କରିଛନ୍ତି। ଫୋରୀ ଏହି ଭିଡିଓ ଟ୍ୱିଟ କରି ଜଣାଇବାକୁ ଚାହିଁଛନ୍ତି, […]
ନୂଆଦିଲ୍ଲୀ: ନିଜ ଜୀବନକୁ ପାଣି ଛଡ଼ାଇ ୧୧ ଜଣଙ୍କ ଜୀବନ ବଞ୍ଚାଇଥିବା ଫାୟାର୍ମ୍ୟାନ୍ ରାଜେଶ ଶୁକ୍ଲାଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଦିଲ୍ଲୀର ଅନାଜ୍ ମଣ୍ଡି ଅଞ୍ଚଳରେ ଘଟିଥିବା ଅଗ୍ନିକାଣ୍ଡ ପରେ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରଥମେ ନିଆଁ ଲାଗିଥିବା ଅଞ୍ଚଳକୁ ପ୍ରବେଶ କରିଥିବା ଦିଲ୍ଲୀ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ମଧ୍ୟରୁ ରାଜେଶ ଶୁକ୍ଲା ଥିଲେ ଅନ୍ୟତମ। ନିଆଁ ଭିତରେ ପଶି ସେ ମରଣ ମୁହଁରୁ ୧୧ଜଣଙ୍କ ଜୀବନ ଫେରାଇ ଆଣିଥିଲେ। ତାଙ୍କର ଏହି କାର୍ଯ୍ୟ ପାଇଁ […]
ବେଙ୍ଗାଲୁରୁ: ଟିକେ ବିଳମ୍ବିତ ରାତି ହୋଇଗଲେ ଘର ହେଉ ଅବା ଅନ୍ୟ କୌଣସି ସ୍ଥାନକୁ ଯିବାକୁ ଅସୁବିଧା ହୋଇଥାଏ। ଏଣିକି ଏଥିପାଇଁ ଆପଣଙ୍କୁ ଆଉ ଆଦୌ ଚିନ୍ତା କରିବାକୁ ପଡ଼ିବ ନାହିଁ। ଏବେ ରାତି ୧୦ରୁ ସକାଳ ୬ ପର୍ଯ୍ୟନ୍ତ ମହିଳାଙ୍କୁ ମାଗଣାରେ ଘର ଛାଡ଼ିବ ପୁଲିସ୍। ଅର୍ଥାତ୍ ଏହି ସମୟ ସୀମା ମଧ୍ୟରେ ଯଦି କୌଣସି ମହିଳା କୌଣସି ସ୍ଥାନକୁ ଯିବାକୁ ଚାହୁଁଛନ୍ତି ପୁଲିସ୍ ନେବା ଆଣିବା ବ୍ୟବସ୍ଥା କରିବ। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ […]
ନୂଆଦିଲ୍ଲୀ: ରିଲାଏନ୍ସ ଜିଓର ନୂଆ Tariff plans ଡିସେମ୍ବର ୬ ରୁ ଲାଗୁ ହୋଇଛି। ଏହାପୂର୍ବରୁ କମ୍ପାନୀ ଏହାର ନୂଆ ପ୍ଲାନ୍ All-in-one plan ଘୋଷଣା କରିଥିଲା। ଏହି ନୂଆ Tariff plan ୧୯୯ ଟଙ୍କା, ୫୫୫ଟଙ୍କା ଓ ୨,୧୯୯ ଟଙ୍କାରେ ଉପଲ୍ଲବ୍ଧ। ୧୯୯ ଟଙ୍କାର ପ୍ଲାନ୍…. ଏହି ପ୍ଲାନ୍ର ବୈଧତା ୨୮ ଦିନ ପର୍ଯ୍ୟନ୍ତ ରହିଛି। ଏହି ସମୟ ସୀମା ଭିତରେ ଆପଣ ଯେକୌଣସି ଜିଓ ନେଟ୍ୱର୍କକୁ ମାଗଣାରେ ଫୋନ୍ କରିପାରିବେ। ଅନ୍ୟ ନେଟ୍ୱର୍କକୁ ଫୋନ୍ […]
ନୂଆଦିଲ୍ଲୀ: ବଞ୍ଚିବା ପାଇଁ ଦୁଇ ଦିନ ଧରି ସଂଘର୍ଷ କରିବା ପରେ ଶେଷରେ ଆଖି ବୁଜିଲେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତା। ଶୁକ୍ରବାର ରାତି ୧୧ଟା ୪୦ ମିନିଟ୍ରେ ନୂଆଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଗଣଦୁଷ୍କର୍ମର ଶିକାର ହୋଇଥିବା ଉତ୍ତରପ୍ରଦେଶ ଉନ୍ନାଓର ଏହି ଯୁବତୀଙ୍କ ଶରୀରରେ ଗୁରୁବାର ଦିନ ଅଭିଯୁକ୍ତମାନେ ନିଆଁ ଲଗାଇ ଦେଇଥିଲେ। ସେଇଦିନ ପୀଡ଼ିତାଙ୍କୁ ଏୟାରଲିଫ୍ଟ କରି ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଶରୀରର ୯୦ ଭାଗ […]
ନୂଆଦିଲ୍ଲୀ: ଆଖି ବୁଜିଲେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତା। ନୂଆଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତି ୧୧ଟା ୪୦ ମିନିଟ୍ରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ମେଡିକାଲ୍ ପକ୍ଷରୁ ସୂଚନା ଦିଆଯାଇଛି। ହୃଦ୍ଘାତ ପରେ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗଣଦୁଷ୍କର୍ମର ଶିକାର ହୋଇଥିବା ଉତ୍ତରପ୍ରଦେଶ ଉନ୍ନାଓର ଏହି ୨୩ ବର୍ଷୀୟ ଯୁବତୀଙ୍କ ଶରୀରରେ ଗୁରୁବାର ଦିନ ଅଭିଯୁକ୍ତମାନେ ନିଆଁ ଲଗାଇ ଦେଇଥିଲେ। ସେଇଦିନ ପୀଡ଼ିତାଙ୍କୁ ଏୟାରଲିଫ୍ଟ କରି ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। […]
ନୂଆଦିଲ୍ଲୀ: ଦେଶକୁ ଦୋହଲାଇ ଦେଇଥିବା ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରି ଜାଳିଦେବା ଘଟଣାକୁ ନେଇ ସାରା ଦେଶରେ ଲୋକଙ୍କ ଆକ୍ରୋଶ ଦେଖିବାକୁ ମିଳିଛି। ଘଟଣାରେ ଗିରଫ ୪ ଅଭିଯୁକ୍ତଙ୍କ ଫାଶୀ ଦଣ୍ଡାଦେଶ ନେଇ କୋଣ ଅନୁକୋଣରୁ ଦାବି ଉଠିଛି। ଏସବୁ ଭିତରେ ରବିବାର ଦିନ ତେଲେଙ୍ଗାନାର ଜଣେ ଛାତ୍ର ବିଲ୍ଡିଂର ଛାତ ଉପରେ ଚଢ଼ି ତଳକୁ ଡେଇଁ ଆତ୍ମହତ୍ୟା ଧମକ ଦେଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ତେଲେଙ୍ଗାନାର ଖମ୍ମମ୍ ଅଞ୍ଚଳର ଏହି ଗ୍ରାଜୁଏଟ୍ […]
ହାଇଦ୍ରାବାଦ: ହାଇଦ୍ରାବାଦ୍ରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରି ଜାଳିଦେବା ଘଟଣାରେ ସମସ୍ତଙ୍କୁ ଚକିତ କଲା ଭଳି ଏକ ବଡ଼ ଖୁଲାସା ହୋଇଛି। ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଜଣାପଡ଼ିଥିଲା ଅଭିଯୁକ୍ତମାନେ ଯୋଜନାବଦ୍ଧ ଭାବେ ଏସବୁ କରିଥିଲେ। ପୁଣି ଆଉ ଏକ ବଡ଼ ଖୁଲାସା ଏବେ ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ, ଗଣଦୁଷ୍କର୍ମ ଓ ହତ୍ୟା ପୂର୍ବରୁ ଅଭିଯୁକ୍ତମାନେ ଟୋଣ୍ଡୁପାଲ୍ଲି ଗାଁରୁ ମଦ, କିଛି ସାକ୍ନସ୍ ଓ କୋଲ୍ଡ୍ ଡ୍ରିକ୍ସ […]
ମୁମ୍ବାଇ: ଏଣିକି ମୋବାଇଲ୍ରେ କଥା ହୁଅନ୍ତୁ କିମ୍ବା ଇଣ୍ଟରେନେଟ୍ ବ୍ୟବହାର କରନ୍ତୁ ଏଥିପାଇଁ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିବ। ଅର୍ଥାତ୍ ପୂର୍ବରୁ ଆପଣଙ୍କ ଯେଉଁ ଶସ୍ତାରେ ଏସବୁ ସୁବିଧା ମିଳି ଯାଉଥିଲା ବର୍ତ୍ତମାନ ତାହା ମହଙ୍ଗା ହୋଇଛି। ଭୋଡାଫୋନ୍, ଏୟାରଟେଲ୍, ଆଇଡିଆ ପରେ ଏବେ ରିଲାଏନ୍ସ ଜିଓ ଏହାର Tariff plansରେ ୪୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛି। ରବିବାର ଦିନ ଏନେଇ ଜିଓ ଘୋଷଣା କରିଛି। ତେବେ ଜିଓ ଏକ ନୂଆ “ଅଲ୍-ଇନ୍-ୱାନ୍” ପ୍ଲାନ୍ […]
ନୂଆଦିଲ୍ଲୀ: କଂଗ୍ରେସ ରାଲିରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ବଦଳରେ ବଲିଉଡ୍ର ଜଣେ ଅଭିନେତ୍ରୀଙ୍କ ନାଁରେ ନାରାବାଜିକୁ ନେଇ କଂଗ୍ରେସକୁ ବହୁ ଟ୍ରୋଲ୍ ହେବାକୁ ପଡ଼ିଛି। ରାଲିରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ବଦଳରେ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଜିନ୍ଦାବାଦ୍ ନାରା ଶୁଣିବାକୁ ମିଳିଛି। ଖୋଦ୍ କଂଗ୍ରେସର ଜଣେ ନେତା ଏହି ନାରା ଦେଇଛନ୍ତି। ଘଟଣାଟି ଆଶ୍ଚର୍ଯ୍ୟ ଲାଗିଲେ ବି ବିଲ୍କୁଲ୍ ସତ। ନୂଆଦିଲ୍ଲୀରେ ଆୟୋଜିତ କଂଗ୍ରେସର ଏକ ପବ୍ଲିକ୍ ରାଲିରେ ଏପରି ନାରାବାଜି ହୋଇଛି। ଯାହାର ଭିଡିଓ […]
ସୁରତ: ଆକାଶରେ ଉଡ଼ିଲା ପୁଳା ପୁଳା ନୋଟ୍। ଗୋଟେ କି ଦୁଇଟି ନୁହେଁ ଶହ ଶହ ୨ ହଜାର ଟଙ୍କିଆ ନୋଟ୍କୁ ଉଡ଼ା ଯାଇଛି। ଏପରି କିଛି ଘଟଣାକୁ ନେଇ ଗୁଜରାଟ ଜାମନଗର ଅଞ୍ଚଳ ଏବେ ଚର୍ଚ୍ଚାକୁ ଆସିଛି। ସ୍ଥାନୀୟ ବ୍ୟବସାୟୀ ଜାଡେଜା ପରିବାରର ପୁଅ ଋଷିରାଜ ଜାଡେଜାଙ୍କ ବିବାହ କାର୍ଯ୍ୟକ୍ରମରେ ବିଡ଼ା ବିଡ଼ା ନୋଟ୍ ଉଡ଼ା ଯାଇଥିବା ଦେଖିବାକୁ ମିଳିଥିଲା। ମିଳିଥିବା ସୂଚନା ଅନୁସାରେ, ଏହି ବିବାହ କାର୍ଯ୍ୟକ୍ରମରେ ୯୦ ଲକ୍ଷ ଟଙ୍କା ଉଡ଼ା ଯାଇଛି। […]
ରାଇରଙ୍ଗପୁର: ଲେଡିଜ୍ ହଷ୍ଟେଲ୍ରୁ ଜଣେ କଲେଜ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତେବେ ପୁଲିସ୍ର ନିଷ୍କ୍ରିୟତା ଯୋଗୁ ଦୁଷ୍କର୍ମର ଶିକାର ହୋଇଥିବା ଏହି ଅଧ୍ୟାପିକା ଶେଷରେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଆଉ ଏହା ଜଣାପଡ଼ିବା ପରେ ପୁଲିସ୍ ପ୍ରଶାସନ ଚେଇଁ ଉଠିଛି ଓ ଅଭିଯୁକ୍ତକୁ ଗିରଫ କରିଛି। ଖାଲି ଏତିକି ନୁହେଁ ଦାୟିତ୍ୱରେ ଅବହେଳା ଅଭିଯୋଗରେ ଜଣେ ଥାନା ଅଧିକାରୀଙ୍କୁ ବଦଳି କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଏହି ଘଟଣା ଘଟିଛି। […]
ହାଇଦ୍ରାବାଦ: ହାଇଦ୍ରାବାଦ୍ରେ ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ପରେ ହତ୍ୟା କରି ଜାଳିଦେବା ଘଟଣା ସତେ ଯେମିତି ସାରା ଦେଶକୁ ସ୍ତବ୍ଧ କରି ଦେଇଛି। ଏହି ଘଟଣା ପରେ ମହିଳାଙ୍କ ସୁରକ୍ଷାକୁ ନେଇ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣାରେ ପୁଲିସ୍ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସ୍ ସୂଚନା ଅନୁଯାୟୀ, ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ପରେ ଜାଳି ଦେଇ ହତ୍ୟା କରିଥିବା କଥାଅଭିଯୁକ୍ତମାନେ ସ୍ୱୀକାର କରିଛନ୍ତି। ମହିଳା ଡାକ୍ତରଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତମାନେ […]
ୱାଶିଂଟନ୍: ଆମେରିକାର ସାଉଥ୍ ଡାକୋଟା ଡକୋଟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୯ଜଣଙ୍କ ମୃତ୍ୟୁ ଘଟିଛି। ୩ ଜଣ ଆହତ ମଧ୍ୟ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଅଛନ୍ତି। ଆହତଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଶନିବାର ଦିନ ଏହି ଦୁର୍ଘଟଣା ଘଟିଛି। ଖରାପ ପାଣିପାଗ ଯୋଗୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଚାମ୍ବର୍ଲେନ୍ ଏୟାରପୋର୍ଟରୁ ଏକ Pilatus PC-12, ସିଙ୍ଗଲ୍ ଇଞ୍ଜିନ୍ ଟର୍ବୋପ୍ରୋପ୍ ପ୍ଲେନ୍ ଉଡାଣ ଭରିବାର କିଛି ସମୟ ପରେ […]
ହାଇଦ୍ରାବାଦ: ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ପରେ ହତ୍ୟା କରି ଜାଳିଦେବା ଘଟଣାକୁ ନେଇ ସାରା ଦେଶରେ ଲୋକଙ୍କ ରାଗ ଦେଖିବାକୁ ମିଳିଛି। ରାସ୍ତାରୁ ଆରମ୍ଭ କରି ସୋଶାଲ୍ ମିଡିଆ ପର୍ଯ୍ୟନ୍ତ ସବୁଠି ଅଭିଯୁକ୍ତଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଉଠିଛି। ଏହି ଘଟଣାରେ ୪ ଅଭିଯୁକ୍ତଙ୍କ ପରିବାର ଲୋକ କହିଛନ୍ତି, ଯଦି ସେମାନେ(ଅଭିଯୁକ୍ତମାନେ) ଏଭଳି ପୈଶାଚିକ କାଣ୍ଡ କରିଛନ୍ତି ସେମାନଙ୍କୁ ତୁରନ୍ତ ଫାଶୀ ଦଣ୍ଡାଦେଶ ଦିଆଯାଉ ନ ହେଲେ ଜିଅନ୍ତା ଜାଳି […]