ନୂଆଦିଲ୍ଲୀ: ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ମହଙ୍ଗା ହେବ ଭୁଟାନ ଯାତ୍ରା। ଏଣିକି ଭୁଟାନ ଗଲେ ଭାରତୀୟ ପର୍ଯ୍ୟଟକଙ୍କୁ ପ୍ରତିଦିନ ୧୨୦୦ ଟଙ୍କା ଦେବାକୁ ପଡ଼ିବ। ଏନେଇ ଭୁଟାନର ନିମ୍ନ ସଦନରେ ଏକ ବିଧେୟକ ପାରିତ ହୋଇଛି। ଚଳିତ ବର୍ଷ ଜୁଲାଇରୁ ଏହି ନିୟମ ଲାଗୁ ହେବାକୁ ଯାଉଛି। ଭାରତ ବ୍ୟତୀତ ବାଂଲାଦେଶ ଏବଂ ମାଳଦ୍ୱୀପ ପର୍ଯ୍ୟଟକ ମଧ୍ୟ ପ୍ରତିଦିନ ୧୨୦୦ ଟଙ୍କା ଦେବେ। ଭାରତୀୟ ପର୍ଯ୍ୟଟକ ଭୁଟାନ ଭ୍ରମଣ ପ୍ରତି ଅଧିକ ଆକୃଷ୍ଟ ହେଉଥିବା ଦେଖି ଏପରି […]
ନୂଆଦିଲ୍ଲୀ: ଆଜିକାଲି ସବୁ ମୋବାଇଲ୍ ନେଟ୍ୱର୍କ ଏହାର ଗ୍ରାହକଙ୍କୁ କମ୍ ମୂଲ୍ୟରେ ଅଧିକ ଫାଇଦା ଦେଉଥିବା ଦେଖିବାକୁ ମିଳୁଛି। ଏୟାରଟେଲ୍ ମଧ୍ୟ ଏହାର ଗ୍ରାହକଙ୍କ ପାଇଁ ଏବେ ଏମିତି ଏକ ଫାଇଦା ଆଣିଛି, ଯେଉଁଥିରେ କମ୍ ମୂଲ୍ୟରେ ଆପଣଙ୍କୁ ଅଧିକ ଫାଇଦା ମିଳିପାରିବ। ଏୟାର୍ଟେଲ୍ର ୨୧୯ ଟଙ୍କାର ପ୍ଲାନ୍ ରିଚାର୍ଜ କଲେ ଆପଣ ଯେକୌଣସି ନେଟ୍ୱର୍କକୁ ଅନ୍ଲିମିଟେଡ୍ କଲ୍ କରିପାରିବେ। ଏହାସହ ଆହୁରି ଅନେକ ସୁବିଧା ମଧ୍ୟ ମିଳିବ ଏହି ପ୍ଲାନ୍ରେ। ତା’ହେଲେ ଆସନ୍ତୁ ଜାଣିବା ଏୟାର୍ଟେଲ୍ର […]
ନୂଆଦିଲ୍ଲୀ: ଚୀନରେ ଆତଙ୍କ ଖେଳାଇଥିବା କରୋନା ଭାଇରସ୍ ବର୍ତ୍ତମାନ ସୁଦ୍ଧା ୫୦୦ ଜଣଙ୍କ ଜୀବନ ନେଇ ସାରିଲାଣି। କିଛି ଆକ୍ରାନ୍ତ ହସ୍ପିଟାଲ୍ରେ ଜୀବନ ମରଣ ସହ ସଂଘର୍ଷ କରୁଥିବାବେଳେ ଆଉ କିଛି ଲୋକ ଆକ୍ରାନ୍ତ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସିତ ହେଉଛନ୍ତି। ଏହି ଭାଇରସ୍ରୁ କେମିତି ମୁକ୍ତି ପାଇବେ ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ଦେଶ ଔଷଧ ଖୋଜି ପାଇପାରି ନାହିଁ। ଏସବୁ ଭିତରେ ଚୀନର ହୁଆନ୍ରେ ରହୁଥିବା କୋନ୍ନର୍ ରିଡ୍ ନାମକ ଜଣେ ଯୁବକ ଦାବି […]
ଗୌହାଟୀ: ନଦୀରେ ଲାଗିଲା ନିଆଁ। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଆସାମର ଦିବ୍ରୁଗଡ଼ରେ ଥିବା ବୁର୍ହି ଧିଂ ନଦୀରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ସାଶୋନୀ ଗାଁ ଦେଇ ଯାଇଥିବା ଦିଘୋଲିବିଲ୍ ସ୍ଥିତ ବୁର୍ହି ଧିଂ ନଦୀରେ ଏହି ନିଆଁ ଲାଗିଛି। ଅଏଲ୍ ପାଇପ୍ ଲାଇନ୍ରେ ବିସ୍ଫୋରଣ ହେବା ଫଳରେ ଏହି ନିଆଁ ଲାଗିଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଦୁଲିଆଜନ୍ରେ ଥିବା ଅଏଲ୍ ଇଣ୍ଡିଆ ଲିମିଟେଡ୍ର […]
ନୂଆଦିଲ୍ଲୀ: ୩୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଇସାରିଥିବା କରୋନା ଭାଇରସ୍ ନିଜର ପ୍ରଭାବ ବିସ୍ତାର କରୁଥିବା କାରଣରୁ ଆଜି ଭାରତ, ଚୀନ ନାଗରିକଙ୍କ ଇ-ଭିସା ବାତିଲ୍ କରିଛି। ବର୍ତ୍ତମାନର ପରିସ୍ଥିତି ଦେଖି ଅସ୍ଥାୟୀ ଭାବେ ଏଭଳି ବାତିଲ କରାଯାଇଛି। ଏହି ଭାଇରସ୍ ବର୍ତ୍ତମାନ ୧୪,୫୬୨ ଲୋକଙ୍କୁ ଆକ୍ରାନ୍ତ କରି ସାରିଲାଣି। ଭାରତ, ଆମେରିକା ଏବଂ ବ୍ରିଟେନ୍ ସମେତ ୨୫ଟି ଦେଶରେ ଏହି ଭାଇରସ୍ର ଉପସ୍ଥିତି ଠାବ କରାଯାଇଛି। ଭାରତୀୟ ଦୂତାବାସ ପକ୍ଷରୁ ମଧ୍ୟ ଏହି ବିଷୟରେ ସୂଚନା […]
ଶ୍ରୀନଗର: ଜମ୍ମୁ ଓ କାଶ୍ମୀର ଶ୍ରୀନଗରର ଲାଲ୍ ଚୌକ୍ରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ୪ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ CRPF ଯବାନ ଥିବାବେଳେ ୨ ଜଣ ସାଧାରଣ ନାଗରିକ ଅଛନ୍ତି। ଆଜି ଅପରାହ୍ଣରେ ଆତଙ୍କବାଦୀମାନେ ଏହି ଗ୍ରେନେଡ୍ ମାଡ଼ କରିଛନ୍ତି। କିଛି ସିଆର୍ପିଏଫ୍ ଯବାନଙ୍କୁ ଟାର୍ଗେଟ୍ କରି ପ୍ରତାପ ପାର୍କ ନିକଟରେ ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗ୍ରେନେଡ୍ ଫିଙ୍ଗିଥିଲେ। ଫଳରେ ବିସ୍ଫୋରଣ ଘଟି ୨ ଜଣ CRPF […]
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ବିଶ୍ୱ ହିନ୍ଦୁ ମହାସଭାର ନେତା ରଞ୍ଜିତ ବଚ୍ଚନଙ୍କୁ ହତ୍ୟା କରାଯାଇଛିି। ହଜରତଗଞ୍ଜ ଅଞ୍ଚଳରେ ମର୍ଣ୍ଣିଂ ଓ୍ୱାକ୍ରେ ଯାଇଥିବାବେଳେ କିଛି ଦୁର୍ବୃତ୍ତ ବାଇକ୍ରେ ଆସି ତାଙ୍କୁ ପାଖରୁ ଗୁଳି କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସେହି ସମୟରେ ରଞ୍ଜିତଙ୍କ ସହ ଆଉ ଜଣେ ବ୍ୟକ୍ତି ଥିଲେ। ସେ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କ କହିବା ଅନୁସାରେ, ଦୁର୍ବୃତ୍ତମାନେ ସେମାନଙ୍କ ନିକଟରୁ ମୋବାଇଲ୍ ଛଡ଼ାଇ […]
ମୁମ୍ବାଇ: ନୂଆ ମୋଟର ଯାନ(ସଂଶୋଧିତ) ଆଇନ୍ ଲାଗୁ ହେବାପରେ ସାରା ଦେଶରେ ଟ୍ରାଫିକ୍ ବ୍ୟବସ୍ଥା କଡ଼ାକଡ଼ି ହୋଇଛି। ଯେଉଁମାନେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ନିକଟରୁ ମୋଟା ଅଙ୍କର ଫାଇନ୍ ମଧ୍ୟ ଆଦାୟ ହେଉଛି। ଏମିତିରେ ଆପଣମାନେ ଦେଖିଥିବେ, ଟ୍ରାଫିକ୍ ସିଗ୍ନାଲ୍ ରେଡ୍ ଥିଲେ ମଧ୍ୟ କିଛି ଲୋକ ବିନା କାରଣରେ ବାରମ୍ବାର ହର୍ଣ୍ଣ ବଜାଇ ଶବ୍ଦ ପ୍ରଦୂଷଣ କରିଥାନ୍ତି। ଏଭଳି ଲୋକମାନଙ୍କୁ ଉଚିତ୍ ଶିକ୍ଷା ତଥା ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ମୁମ୍ବାଇ ପୁଲିସ୍ […]
ଥିରୁଭନନ୍ତପୁରମ: କେରଳରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବାର କିଛି ଦିନ ନ ପୂରୁଣୁ ପୁଣି ଆଉ ଜଣେ ବ୍ୟକ୍ତି ଏହି ଭାଇରସ୍ରେ ଆକ୍ରାନ୍ତ ହୋଇଥିବା ଘଟଣା ସାମ୍ନାକୁ ଆସିଛି। କେରଳର ଆଉ ଜଣେ ବ୍ୟକ୍ତିଙ୍କର କରୋନା ଭାଇରସ୍ ପଜିଟିଭ୍ ବାହାରିଛି। ଏହାପରେ ଆକ୍ରାନ୍ତଙ୍କୁ ହସ୍ପିଟାଲର ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ସେ ଜାନୁଆରୀ ୨୪ରେ ଚୀନରୁ ଭାରତକୁ ଫେରିଥିଲେ। କରୋନା ଭାଇରସ୍ ଦିନକୁ ଦିନ ଭୟାବହ ରୂପ […]
ନୂଆଦିଲ୍ଲୀ: ବ୍ୟାଙ୍କିଙ୍ଗ୍ ସିଷ୍ଟମ୍ରେ ସୁଧାର ଆଣିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ଘୋଷଣା କରିଛନ୍ତି। ପଞ୍ଜାବ ଏଣ୍ଡ୍ ମହାରାଷ୍ଟ୍ର ବ୍ୟାଙ୍କ ଦୁର୍ନୀତି ମାମଲା ସାମ୍ନାକୁ ଆସିବା ପରେ ବ୍ୟାଙ୍କ୍ ଠକେଇକୁ ନେଇ ଲୋକଙ୍କ ଚିନ୍ତା ବଢ଼ି ଯାଇଛି। କାରଣ ଯଦି କୌଣସି ବ୍ୟାଙ୍କ୍ ଆର୍ଥିକ ସଂକଟରେ ପଡ଼ିଯାଏ, ତେବେ ସମ୍ପୃକ୍ତ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଥିବା ବ୍ୟକ୍ତିଙ୍କୁ ଅଧିକ କ୍ଷତି ସହିବାକୁ ପଡ଼ିଥାଏ। ଏଭଳି ସ୍ଥିତିରେ ବ୍ୟାଙ୍କ୍ ଜମାକାରୀଙ୍କ ଆକାଉଣ୍ଟ୍କୁ ସୁରକ୍ଷାକୁ ଦୃଷ୍ଟିରେ ରଖି […]
ନୂଆଦିଲ୍ଲୀ/ଭୁବନେଶ୍ୱର: ୨୦୨୦-୨୧ ବର୍ଷ ପାଇଁ ଆଜି ସଂସଦରେ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଶିଥିଳ ଅର୍ଥନୀତିକୁ ପ୍ରଗତିଶୀଳ କରିବା ଲାଗି କେଉଁ କେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ଅର୍ଥମନ୍ତ୍ରୀ ଏବେ ତା’ ଉପରେ ସମସ୍ତଙ୍କ ନଜର। ଏହାସହ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଷ୍ଟ୍ରାଟେଜି କ’ଣ ରହିଛି, ଅର୍ଥନୀତିକୁ ବିକାଶ ରାସ୍ତାରେ ଫେରାଇ ଆଣିବା ଲାଗି କେଉଁ କେଉଁ କ୍ଷେତ୍ରକୁ ଫୋକସ୍ରେ ରଖିଛନ୍ତି ଅର୍ଥମନ୍ତ୍ରୀ, ଆଜି ବଜେଟ୍ ଉପସ୍ଥାପନ ହେବା ପରେ ଏସବୁ କିଛି ସ୍ପଷ୍ଟ […]
ଶ୍ରୀନଗର: ଜମ୍ମୁର ନଗରୋଟା ସ୍ଥିତ ଜମ୍ମୁ-ଶ୍ରୀନଗର ନ୍ୟାସ୍ନାଲ୍ ହାଇୱେରେ ଥିବା ଏକ ଟୋଲ୍ ପ୍ଲାଜା ନିକଟରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆଜି ସକାଳେ ଏହି ଗୁଳି ବିନିମୟ ହୋଇଥିଲା। ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ଜଣେ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି। ଏକ ଟ୍ରକ୍ରେ ଆତଙ୍କବାଦୀମାନେ ଯାଉଥିବା ବେଳେ ପୁଲିସ୍ ଟିମ୍ ଚେକିଂ ପାଇଁ ଗାଡ଼ିକୁ ଅଟକାଇଥିଲେ। ଏହି ଆତଙ୍କବାଦୀମାନେ ପୁଲିସ୍ […]
କୋଣାର୍କ: ଆସନ୍ତାକାଲି ପବିତ୍ର ମାଘ ସପ୍ତମୀ। ଲକ୍ଷାଧିକ ଶ୍ରଦ୍ଧାଳୁ ଆସନ୍ତାକାଲି ଚନ୍ଦ୍ରଭାଗାରେ ବୁଡ଼ ପକାଇବେ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରତିବର୍ଷ ପରି ଚଳିତ ଥର ବୁଡ଼କୁ ଶୃଙ୍ଖଳିତ କରିବାକୁ ତୀର୍ଥ ପୁଷ୍କରଣୀ ଖନନ କାର୍ଯ୍ୟ କରାଯାଇଛି। ଏହାସହ ଶ୍ରଦ୍ଧାଳୁଙ୍କ ବୁଡ଼ ପକାଇବା, ରହିବା ଏବଂ ପାର୍କିଂ ବ୍ୟବସ୍ଥା ନେଇ ବି ବନ୍ଦୋବସ୍ତ କରାଯାଇଛି।ମୁଖ୍ୟତଃ ଶ୍ରଦ୍ଧାଳୁଙ୍କ ପାଇଁ ପାନୀୟ ଜଳ, ପରିମଳ ଓ ଅସ୍ଥାୟୀ ପାଇଖାନା ନିର୍ମାଣ କରାଯାଇଛି। ଏହାସହ ସ୍ୱାସ୍ଥ୍ୟ ବିଭାଗ […]
ଲକ୍ଷ୍ନୌ: ଉତ୍ତରପ୍ରଦେଶ ଫାରୁକାବାଦ ଜିଲ୍ଲାରେ ୨୩ ଜଣ ପିଲାଙ୍କୁ ବନ୍ଧକ ରଖିଥିବା ବନ୍ଧକର ମୃତ୍ୟୁ ଘଟିଛି। ଏହାସହ ସମସ୍ତ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ହତ୍ୟା ଅଭିଯୁକ୍ତ ଏହି ବନ୍ଧକ ଜଣକ ଜାମିନରେ ଫେରି ନିଜ ଘରେ ନିଜର ବର୍ଷକର ଝିଅ ଓ ପତ୍ନୀଙ୍କ ସମେତ ୨୦ରୁ ଅଧିକ ପିଲାଙ୍କୁ ବନ୍ଦୀ କରି ରଖିଥିଲା। ଗତକାଲି ରାତିରେ ସେମାନଙ୍କୁ ଉଦ୍ଧାର ବେଳେ ପୁଲିସ୍ ଗୁଳିରେ ସମ୍ପୃକ୍ତ ବନ୍ଧକର ମୃତ୍ୟୁ ଘଟିଛି। ମୃତ ବନ୍ଧକର ନାଁ ସୁଭାଷ […]
ଥିରୁଭନନ୍ତପୁରମ: ଚୀନରେ ଜୀବନ ନେଉଥିବା କରୋନା ଭାଇରସ୍ ଏବେ ଭାରତରେ ପ୍ରବେଶ କରିଛି। କେରଳରେ ଜଣେ ଛାତ୍ର କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି କରୋନା ଭାଇରସ୍ରେ କୌଣସି ଭାରତୀୟ ଆକ୍ରାନ୍ତ ହେବାନେଇ ଏହା ହେଉଛି ପ୍ରଥମ ଘଟଣା। ଏଯାଏ ଏହି ଭାଇରସ୍ ଯୋଗୁ ଚୀନରେ ୧୭୦ ଜଣଙ୍କ ଜୀବନ ଗଲାଣି। ଆକ୍ରାନ୍ତ ହୋଇଥିବା ଛାତ୍ର ଜଣଙ୍କ ଚୀନର ଉହାନ ବିଶ୍ୱବିଦ୍ୟାଳୟରେ ପଢ଼ୁଥିଲେ। ସେ କିଛି ଦିନ ତଳେ ଚୀନରୁ ନିଜ ଘର […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବନ୍ଦ ରହିବ ରାଷ୍ଟ୍ରାୟତ୍ତ ବ୍ୟାଙ୍କ। ଆଜି ସରସ୍ୱତୀ ପୂଜା ପାଇଁ ବ୍ୟାଙ୍କ ଛୁଟି ଥିବାବେଳେ ଆସନ୍ତାକାଲିଠୁ ଆରମ୍ଭ ହେଉଛି ବ୍ୟାଙ୍କ ଧର୍ମଘଟ। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ ୨ ଦିନିଆ ବନ୍ଦ ଡାକରା ଦେଇଛି। ଏଥିରେ ଗ୍ରାମ୍ୟ ବ୍ୟାଙ୍କ ସମେତ ୨୭ଟି ବ୍ୟାଙ୍କ ସାମିଲ ହୋଇଛନ୍ତି। ଫଳରେ ଜାନୁଆରୀ ୩୧ ଓ ଫେବୃଆରୀ ୧ ତାରିଖରେ ବ୍ୟାଙ୍କ କାର୍ଯ୍ୟ ବନ୍ଦ ରହିବ। ତା’ ପରଦିନ ରବିବାର ଥିବାରୁ ୨ ତାରିଖରେ […]
ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଗତକାଲି ରାଷ୍ଟ୍ରପତି ପୁଲିସ୍ ମେଡାଲ୍ ଘୋଷଣା କରାଯାଇଛି। ୨୮ ଜଣ ସିବିଆଇ ଅଫିସରଙ୍କୁ ଏହି ମେଡାଲ୍ ପ୍ରଦାନ କରାଯିବ। ଏହି ସିବିଆଇ ଅଫିସରଙ୍କ ମଧ୍ୟରେ ଡିଏସ୍ପି ରାମାସ୍ୱାମୀ ପାର୍ଥସାରଥୀଙ୍କ ନାଁ ମଧ୍ୟ ଅଛି। ଏ ହେଉଛନ୍ତି ସେଇ ସିବିଆଇ ଅଫିସର ଯିଏ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଗିରଫ କରିବା ପାଇଁ କାନ୍ଥ ଡେଇଁ ଘର ଭିତରକୁ ପଶିଥିଲେ। ତାଙ୍କୁ(ରାମାସ୍ୱାମୀ ପାର୍ଥସାରଥୀ) ଏହି […]
ନୂଆଦିଲ୍ଲୀ: ଚାଇନିଜ୍ ସ୍ମାର୍ଟଫୋନ୍ ନିର୍ମାତା Vivo ଏହାର ନୂଆ ବ୍ରାଣ୍ଡ୍ର ସ୍ମାର୍ଟଫୋନ୍ ଖୁବ୍ ଶୀଘ୍ର ଭାରତରେ ଲଞ୍ଚ୍ କରିବାକୁ ଯାଉଛି। ଲଞ୍ଚ୍ ହେବାକୁ ଥିବା Vivoର ଏହି ନୂଆ ବ୍ରାଣ୍ଡ୍ର ସ୍ମାର୍ଟଫୋନ୍ iQOOରେ ଲାଟେଷ୍ଟ୍ ପ୍ରୋସେସର୍ snapdragon 865 ରହିଛି। ସୂଚନା ଅନୁସାରେ, ଭାରତରେ Vivo ଏହାର ୨ ଟି ସ୍ମାର୍ଟଫୋନ୍ ଲଞ୍ଚ୍ କରିବାକୁ ଯୋଜନା କରିଛି। ଏଥିମଧ୍ୟରୁ ଗୋଟିଏ 5G କନେକ୍ଟିଭିଟି ଓ ଅନ୍ୟ ଏକ 4G। ୨ଟି ଯାକ ସ୍ମାର୍ଟଫୋନ୍ରେ ଗୋଟିଏ ପ୍ରକାରର Hardware […]
ନୂଆଦିଲ୍ଲୀ: ଗୋଟିଏପଟେ ଲୋକେ ଡିଜିଟାଲ୍ ହେଉଥିବାବେଳେ ଅନ୍ୟପଟେ ବ୍ୟାଙ୍କିଂ ପ୍ରଡ୍ ଘଟଣା ଲଗାତାର ଭାବେ ସାମ୍ନାକୁ ଆସୁଛି। ଫେକ୍ କଲ୍ ଓ ମେସେଜ୍ ମାଧ୍ୟମରେ ଲୋକଙ୍କୁ ବିଭିନ୍ନ ପ୍ରକାରର ଲୋଭ ଦେଖାଇ ଠକମାନେ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ଚୋରି କରି ନେଉଛନ୍ତି। ହ୍ୟାକର୍ସଙ୍କ ନିକଟରୁ ବଞ୍ଚିବା ପାଇଁ ବ୍ୟାଙ୍କ ଗୁଡ଼ିକ ପକ୍ଷରୁ ବାରମ୍ବାର ଗ୍ରାହକଙ୍କୁ ସତର୍କ କରାଯାଉଛି। କିଭଳି ଭାବରେ ଫ୍ରଡ୍ର ଶିକାର ନ ହେବେ ଓ ନିଜକୁ କେମିତି ଏଥିରୁ ରକ୍ଷା କରିବେ ସେନେଇ ଅନ୍ଲାଇନ୍ […]
ଇଷ୍ଟାନ୍ବୁଲ୍: ଶକ୍ତିଶାଳୀ ଭୂକମ୍ପରେ ଦୋହଲିଲା ତୁର୍କୀ। ପୂର୍ବ ତୁର୍କୀରେ ଏକ ବଡ଼ ଧରଣର ଭୂକମ୍ପରେ ୧୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ଆଜି ଭୋର ସମୟରେ ଏହି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୬.୮ ଥିବା ଜଣାପଡ଼ିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି। ଏହି ଭୂକମ୍ପ ପରେ ୩୦ ଜଣ ନିଖୋଜ ଥିବା ସୂଚନା ମିଳିଛି। ଇଲାଜିଗ୍ର ପୂର୍ବ ପ୍ରଦେଶ ସ୍ଥିତ ସିଭ୍ରିସ୍ […]
ବେଜିଂ: ଏବେ ବିଶ୍ୱବାସୀଙ୍କୁ ଘାରିଛି କୋରୋନା ଭାଇରସ୍। ଚୀନରୁ ଆରମ୍ଭ ହୋଇଥିବା ଏହି ଭାଇରସ୍ ଏବେ ସ୍କଟ୍ଲାଣ୍ଡ୍, ହଙ୍ଗ୍କଙ୍ଗ୍ ଓ ସିଙ୍ଗାପୁରରେ ପହଞ୍ଚିଲାଣି। ଏହି ଭୟଙ୍କର ଭାଇରସ୍ ଯୋଗୁ ଚୀନରେ ଏଯାଏ ୨୫ ଜଣଙ୍କ ଜୀବନ ଯାଇ ସାରିଲାଣି। ସେହିପରି ୮୦୦ରୁ ଅଧିକ ଲୋକ ଏହି ଭାଇରସ୍ରେ ଆକ୍ରାନ୍ତ ହୋଇଛନ୍ତି। ଚୀନର ଉହାନ୍ ସହରରେ ପ୍ରଥମେ କୋରୋନା ଭାଇରସ୍ ଚିହ୍ନଟ ହୋଇଥିଲା। ଏଠାରେ ୨୫ ଜଣ ଭାରତୀୟ ଫସି ରହିଛନ୍ତି। ଏମାନଙ୍କ ମଧ୍ୟରେ କେରଳରୁ ୨୦ ଜଣ […]
ନୂଆଦିଲ୍ଲୀ: ପାନ୍ କାର୍ଡ ପରେ ଏବେ ଭୋଟର ଆଇଡି କାର୍ଡକୁ ମଧ୍ୟ ଆଧାର କାର୍ଡ ସହ ଲିଙ୍କ୍ କରିବା ପାଇଁ ଆବଶ୍ୟକ ପଡ଼ିପାରେ। ସୂଚନା ଅନୁସାରେ, ଭୋଟର କାର୍ଡକୁ ଆଧାର ନମ୍ବର ସହ ଲିଙ୍କ୍ କରିବା ପାଇଁ ନିର୍ବାଚନ ଆୟୋଗ କେନ୍ଦ୍ର ଆଇନ୍ ମନ୍ତ୍ରାଳୟକୁ ଏକ ପ୍ରସ୍ତାବ ଦେଇଥିଲା। ଯେଉଁଥିରେ ଆଇନ୍ ମନ୍ତ୍ରାଳୟ ସହମତି ପ୍ରକାଶ କରିଥିବା ଜଣାପଡ଼ିଛି। ହେଲେ ଆଇନ୍ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ ଭାବରେ କୁହାଯାଇଛି, ଏହା ସୁନିଶ୍ଚିତ କରିବା ଜରୁରୀ ଯେ, ଏହି […]
ଭୋପାଳ: ରାତାରାତି କୋଟିପତି ହେବାକୁ କିଏ ବା ନ ଚାହେଁ ? ସମସ୍ତେ ଏଭଳି ସ୍ୱପ୍ନ ଦେଖିଥାନ୍ତି। ହେଲେ ଅଳ୍ପ ଲୋକଙ୍କ ଭାଗ୍ୟରେ ଏଭଳି ଘଟିଥାଏ ଓ ସେମାନଙ୍କର ସ୍ୱପ୍ନ ପୂରଣ ହୋଇଥାଏ। ଏମିତିରେ ବି ଭାଗ୍ୟ କେତେବେଳେ କାହାର ସାଥ୍ ଦେବ ତାହା କେହିବି କରିପାରିବେ ନାହିଁ। ପଶ୍ଚିମବଙ୍ଗରେ ଏମିତି ଜଣେ ଦିନ ମଜୁରିଆଙ୍କ ଭାଗ୍ୟ ରାତାରାତି ବଦଳି ଯାଇଛି। ସୂଚନା ଅନୁସାରେ, ପଶ୍ଚିମବଙ୍ଗ ସିଲିଗୁଡ଼ି ଜିଲ୍ଲାରେ ରହୁଥିବା ଏହି ଦିନ ମଜୁରିଆ ଗୁରୁବାର ଦିନ […]
ନୂଆଦିଲ୍ଲୀ: ସୋଶାଲ୍ ମିଡିଆରେ ଏବେ ଏମିତି ଏକ ଫଟୋକୁ ନେଇ ଚର୍ଚ୍ଚା ହେଉଛି, ଯେକେହିବି ଏହି ଫଟୋଟିକୁ ଦେଖିଲେ ହଠାତ୍ ଚିହ୍ନି ପାରିବେ ନାହିଁ। କେହି କେହି ତାଙ୍କୁ ହ୍ୟାଣ୍ଡଶମ୍ କହୁଛନ୍ତି ତ ଆଉ କେହି ହଲିଉଡ୍ ହିରୋ। ପ୍ରକୃତରେ ଇଏ କିଏ ? କ’ଣ ଜଣେ ଅଭିନେତା? ନା ଆଉ କିଏ ? ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ସେ ଅଭିନେତା ନୁହନ୍ତି। ପ୍ରକୃତରେ ସେ ହେଉଛନ୍ତି ବିଜ୍ନେସ୍ ଟାଇକୁନ୍ ତଥା ପୂର୍ବତନ ଟାଟା ଗ୍ରୁପ୍ର […]
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପ୍ରସଙ୍ଗରେ କୌଣସି ତୃତୀୟ ପକ୍ଷ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ଆଜି ଭାରତ ରୋକଠୋକ ମନା କରି ଦେଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ କଶ୍ମୀରକୁ ନେଇ ଚାଲିଥିବା ବିବାଦର ସମାଧାନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ବାର ମଧ୍ୟସ୍ଥତା ସାଜିବାକୁ ପ୍ରସ୍ତାବ ଦେଇଥିବାରୁ ଭାରତ ପକ୍ଷରୁ ଏଭଳି କୁହାଯାଇଛି। ଡାଭୋସରେ ଚାଲିଥିବା ୱାର୍ଲ୍ଡ ଇକୋନୋମିକ ସମ୍ମିଳନୀ ସମୟରେ ଟ୍ରମ୍ପ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସାକ୍ଷାତ କରିଥିଲେ। ଏହାପରେ ଟ୍ରମ୍ପ କଶ୍ମୀର […]