ନୂଆଦିଲ୍ଲୀ: ଦେଶରେ ପ୍ରଥମ ଥର ପାଇଁ ଦୂରଗାମୀ ସିଏନ୍ଜି ବସ୍ର ଶୁଭାରମ୍ଭ ହୋଇଛି। ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶୁଭାରମ୍ଭ କରିଛନ୍ତି। ଟାଇପ୍-ଫୋର୍ କମ୍ପୋଜିଟ୍ ସିଲିଣ୍ଡର ଏହି ସିଏନ୍ଜି ବସ୍ ୧ ହଜାର କିଲୋମିଟର ପର୍ଯ୍ୟନ୍ତ ଯାତାୟାତ କରିପାରିବ। ପୂର୍ବରୁ ସିଏନ୍ଜି ବସ୍ ଗୁଡ଼ିକ ଥରେ ଫିଲ୍ କଲେ ୨୦୦ରୁ ୨୫୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରୁଥିଲା। ହେଲେ ଏବେ ଏହି ନୂଆ ସିଏନ୍ଜି ସିଲିଣ୍ଡର ଦ୍ୱାରା ବସ୍ ୧ ହଜାର କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ। ଏହାସହ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଦିଲ୍ଲୀରେ ଗଣତନ୍ତ୍ର ଦିବସ ଉତ୍ସବ ସମାରୋହରେ ଏଥର ପୁଣି ଦେଖିବାକୁ ମିଳିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼। ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଅନୁମତି ମିଳିବା ସହ ଅଂଶଗ୍ରହଣ ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଏକ ଚିଠି ଆସିଛି। ଏଥର ମୋଟ୍ ୧୬ଟି ରାଜ୍ୟକୁ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ପାଇଁ ଅନୁମତି ମିଳିଥିବାବେଳେ ୧୧ ନମ୍ବର ସ୍ଥାନରେ ରହିଛି ଓଡ଼ିଶା। ଏଥର ଓଡ଼ିଶାର ପ୍ରଜ୍ଞାପନ ମେଢରେ ଦେଖିବାକୁ ମିଳିବ ଓଡ଼ିଶା ସ୍ଥାପତ୍ୟର ଅନ୍ୟତମ ନିଦର୍ଶନ […]
ରାଞ୍ଚି: ଝାଡ଼ଖଣ୍ଡର ମୋଟ ୮୧ଟି ବିଧାନସଭା ଆସନର ନିର୍ବାଚନ ଫଳାଫଳ ପାଇଁ ଭୋଟ୍ ଗଣତି ଚାଲିଛି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍), ଆର୍ଜେଡି ଓ କଂଗ୍ରେସ ମେଣ୍ଟ ଆଗରେ ଥିବା ବେଳେ ବିଜେପି ପଛରେ ରହିଛି। ଲାଟେଷ୍ଟ୍ ଟ୍ରେଣ୍ଡ୍ ଅନୁଯାୟୀ ଜେଏମ୍ଏମ୍ ଓ କଂଗ୍ରେସ ମିଶି ୪୦ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ୩୦ଟି ଆସନରେ ଏଜଏସୟୁ ୪ଟି ଆସନରେ, ଜେଭିଏମ୍ ୩ଟି ଆସନରେ ଏବଂ ଅନ୍ୟାନ୍ୟ ୪ଟି ଆସନରେ ଆଗୁଆ ରହିଛନ୍ତି। ଯଦି ନିର୍ବାଚନ […]
ନୂଆଦିଲ୍ଲୀ: ୧୫ ଦିନ ମଧ୍ୟରେ ଦିଲ୍ଲୀରେ ପୁଣି ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। କିରାରି ଅଞ୍ଚଳରେ ଥିବା ଏକ କପଡ଼ା ଗୋଦାମରେ ନିଆଁ ଲାଗି ୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦ ଜଣ ଆହତ ହୋଇଛନ୍ତି। କିରାରିରେ ଅଞ୍ଚଳରେ ଥିବା ଏକ ୩ ମହଲା ବିଶିଷ୍ଟ ବିଲ୍ଡିଂର ଗ୍ରାଉଣ୍ଡ୍ ଫ୍ଲୋର୍ ବା ତଳ ମହଲାରେ ଏହି କପଡ଼ା ଗୋଦାମ ରହିଛି। ଗତକାଲି ରାତି ପ୍ରାୟ ୧୨ଟା ୩୦ ମିନିଟ୍ ସମୟରେ ଗୋଦାମ ଭିତରେ ଶ୍ରମିକମାନେ ଶୋଇ […]
ଫିରୋଜାବାଦ: ନାଗରିକତା ସଂଶୋଧନ ଆଇନକୁ ବିରୋଧ ବେଳେ ହିଂସାକୁ ଅଟକାଇବାକୁ ଯାଇ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଦ୍ୱିତୀୟ ଜୀବନ ପାଇଛନ୍ତି ପୁଲିସ୍ କନଷ୍ଟେବଳ ବିଜେନ୍ଦ୍ର କୁମାର (୨୪)। ଶୁକ୍ରବାର ଦିନ ଉତ୍ତର ପ୍ରଦେଶ ଫିରୋଜାବାଦରେ ହିଂସା ପ୍ରଦର୍ଶନ ବେଳେ ଗୋଟିଏ ଗୁଳି ବିଜେନ୍ଦ୍ର ପିନ୍ଧିଥିବା ବୁଲେଟ୍ ପ୍ରୁଫ ଜ୍ୟାକେଟ୍ ପାର୍ କରି ଯାଇଥିଲା। ତେବେ ଜ୍ୟାକେଟ୍ ତଳେ କଏନ ଭର୍ତ୍ତି ପର୍ସ ଥିବାରୁ ଗୁଳିଟି ଆଉ ଶରୀରରେ ପ୍ରବେଶ କରି ନ ପାରି କଏନରେ ବାଜି ଅଟକି […]
ହାଇଦ୍ରାବାଦ: ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପୁଣିଥରେ ଅଭିଯୁକ୍ତଙ୍କ ଶବକୁ ପୋଷ୍ଟମର୍ଟମ କରିବା ପାଇଁ ଏମ୍ସ ଜିନି ଜଣ ସିନିଅର୍ ଫରେନ୍ସିକ୍ ଏକ୍ସପର୍ଟଙ୍କୁ ନେଇ ଏକ ଟିମ୍ ଗଠନ କରିଛି। ଏହି ୩ ଜଣ ଡାକ୍ତର ପୁଣିଥରେ ଅଭିଯୁକ୍ତଙ୍କ ଶବକୁ ପୋଷ୍ଟମର୍ଟମ କରିବେ। ସୂଚନା ଅନୁସାରେ, ଆଜି ସନ୍ଧ୍ୟାରେ ଏହି ଡାକ୍ତରୀ ଟିମ୍ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରିବେ। କାଲି ସକାଳେ ପୋଷ୍ଟମର୍ଟମ୍ ହୋଇପାରେ। […]
ଉନ୍ନାଓ: ଆଖି ବୁଜିଲେ ଆଉ ଜଣେ ଦୁଷ୍କର୍ମ ପୀଡ଼ିତା। ଆଜି ଆଉ ଜଣେ ଉତ୍ତର ପ୍ରଦେଶ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ଶରୀରର ଅଧିକାଂଶ ସ୍ଥାନ ପୋଡ଼ି ଯାଇଥିବାରୁ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଦୁଷ୍କର୍ମର ଶିକାର ହେବା ପରେ ପୀଡ଼ିତା(୨୩) ଜଣକ ନ୍ୟାୟ ପାଇବାରେ ନିରାଶ ହୋଇଥିଲେ। ଏହାପରେ ଡିସେମ୍ୱର ୧୬ରେ ସେ ଏସ୍ପି ଅଫିସଙ୍କ ସାମ୍ନାରେ ନିଜ ଶରୀରରେ ନିଆଁ ଲଗାଇ ଦେଇଥିଲେ। ପୁଲିସ୍ ନିଆଁ […]
ମୁମ୍ବାଇ: ମହାରାଷ୍ଟ୍ରରେ ଋଣଗ୍ରସ୍ତ ଚାଷୀଙ୍କୁ ମିଳିବ ଆଶ୍ୱସ୍ତି। ୨ ଲକ୍ଷ ଟଙ୍କା ଯାଏ କୃଷି ଋଣ ଛାଡ଼ କରିବା ପାଇଁ ମହାରାଷ୍ଟ୍ର ସରକାର ଘୋଷଣା କରିଛନ୍ତି। ନୂଆ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଏସମ୍ପର୍କରେ ଘୋଷଣା କରିଛନ୍ତି। ଏଥିପାଇଁ ସରକାର ୨୦୧୯ ସେପ୍ଟେମ୍ବର ୩୦କୁ କଟ୍ଅଫ୍ ତାରିଖ ଧାର୍ଯ୍ୟ କରିଛନ୍ତି। ଆଜି ମହାରାଷ୍ଟ୍ର ବିଧାନସଭାର ଶୀତ ଅଧିବେଶନର ଅନ୍ତିମ ଦିନରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଏହି ବିଷୟରେ ଘୋଷଣା କରିଛନ୍ତି। ସେ କହିଛନ୍ତି, “୨୦୧୯ ସେପ୍ଟେମ୍ବର ୩୦ ଯାଏ […]
ନୂଆଦିଲ୍ଲୀ: ଲୋକମାନଙ୍କ ଉପରେ ପୁଣିଥରେ ମହଙ୍ଗା ମାଡ଼ ହେବ। କାହିଁକି ନା ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ପ୍ୟାକେଜଡ୍ ଖାଦ୍ୟର ମୂଲ୍ୟ ବୃଦ୍ଧି ପାଇପାରେ। ଏଗୁଡ଼ିକର ଉତ୍ପାଦ ଖର୍ଚ୍ଚ ବୃଦ୍ଧି ପାଇଥିବାରୁ ସାମଗ୍ରୀ ଗୁଡ଼ିକର ଦର ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ତେବେ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକର ଦରବୃଦ୍ଧି ଲୋକଙ୍କ ଚାହିଦାକୁ ହ୍ରାସ କରିବାର ଆଶଙ୍କା ଥିବାରୁ କମ୍ପାନୀ ଗୁଡ଼ିକ କ୍ଷତି ସହିବେ ବୋଲି ମଧ୍ୟ ଜଣାପଡ଼ିଛି। ନେସ୍ଲେ, ପାର୍ଲେ ଓ ଆଇଟିସି ଭଳି ଏଫଏମସିଜି କମ୍ପାନୀ ଗୁଡ଼ିକ […]
ହାଇଦ୍ରାବାଦ: ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣାରେ ନେଇ ପ୍ରତ୍ୟେକ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଗତ କିଛିଦିନ ତଳେ ଜଣାପଡ଼ିଥିଲା, ମହିଳା ଡାକ୍ତରଙ୍କୁ ଗଣ ଦୁଷ୍କର୍ମ କରିଥିବା ୪ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣ ଅଭିଯୁକ୍ତ ପୂର୍ବରୁ ଆହୁରି ୯ ଜଣ ମହିଳାଙ୍କ ସହ ଠିକ୍ ଏମିତି କରିଥିଲେ ଯାହା ମହିଳା ଡାକ୍ତରଙ୍କ ସହ ସେମାନେ କରିଥିଲେ। ସେପଟେ ଅଭିଯୁକ୍ତଙ୍କୁ କରାଯାଇଥିବା ଏନ୍କାଉଣ୍ଟରର ରହସ୍ୟ ଉପରୁ ଏବେ ସୁଦ୍ଧା ମଧ୍ୟ ପରଦା ହଟିନି। […]
ନୂଆଦିଲ୍ଲୀ: ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର। Railway Recruitment Cell(RRC) ଖାଲି ପଡ଼ିଥିବା କ୍ଲର୍କ ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରୁଛି। ଜୁନିଅର୍ କ୍ଲର୍କ ପାଇଁ ୧୭୧ଟି ପଦବୀ ଓ ସିନିଅର୍ କ୍ଲର୍କ ପାଇଁ ୮୦ଟି ପଦବୀ ଖାଲି ପଡ଼ିଛି। ସମୁଦାୟ ୨୫୧ଟି ପଦବୀ ପାଇଁ ପ୍ରାର୍ଥୀ ଚୟନ କରାଯିବ। ଇଚ୍ଛୁକ ପ୍ରାର୍ଥୀମାନେ ଆଜିଠୁ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ୨୦୨୦ ମସିହା ଜାନୁଆରୀ ୧୯ ତାରିଖ […]
ଗୁରୁଗ୍ରାମ: ଏକ ପ୍ରାଇଭେଟ୍ ଏୟାରଲାଇନ୍ସର ଜଣେ ଏୟାର୍ ହଷ୍ଟେସ୍ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବୁଧବାର ଦିନ ଗୁରୁଗ୍ରାମର ଡିଏଲ୍ଏଫ୍ ୩ ଫେଜ୍ରେ ଥିବା ଏକ ପିଜି(Paying Guest)ରୁ ଏୟାର୍ ହଷ୍ଟେସ୍ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପଶ୍ଚିମବଙ୍ଗର ସିଲିଗୁଡ଼ିରେ ଏୟାର୍ ହଷ୍ଟେସ୍ଙ୍କ ପରିବାର ରୁହନ୍ତି। ପିଜି ଘର ମାଲିକଙ୍କ ଦୁର୍ବ୍ୟବହାରରେ ତାଙ୍କ ଝିଅ ପୂରାପୂରି ଅବସାଦ ହୋଇଯାଇଥିଲେ ବୋଲି ମୃତ ଏୟାର୍ ହଷ୍ଟେସ୍ଙ୍କ ବାପା ଅଭିଯୋଗ ଆଣିଛନ୍ତି। ଏୟାର୍ ହଷ୍ଟେସ୍ଙ୍କ ବାପା ଅଭିଯୋଗ କରି କହିଛନ୍ତି, ମଙ୍ଗଳବାର […]
ହାଇଦ୍ରାବାଦ: ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣାରେ ପ୍ରତ୍ୟେକ ଦିନ ନୂଆ ଖୁଲାସା ହେବାରେ ଲାଗିଛି। ଏବେ ତ ସାମ୍ନାକୁ ଏମିତି ଏକ ଘଟଣା ଆସିଛି ଯାହା ଜାଣିଲେ ଆପଣ ବି ଆଚମ୍ବିତ ହୋଇଯିବେ। ମିଳିଥିବା ସୂଚନା ଅନୁସାରେ, ମହିଳା ଡାକ୍ତରଙ୍କୁ ଗଣ ଦୁଷ୍କର୍ମ କରିଥିବା ୪ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣ ଅଭିଯୁକ୍ତ ପୂର୍ବରୁ ଆହୁରି ୯ ଜଣ ମହିଳାଙ୍କ ସହ ଠିକ୍ ଏମିତି କରିଥିଲେ ଯାହା ମହିଳା ଡାକ୍ତରଙ୍କ ସହ ସେମାନେ କରିଥିଲେ। […]
ନୂଆଦିଲ୍ଲୀ: ଆପଣ ସୁନା କିଣିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଟିକେ ଅପେକ୍ଷା କରନ୍ତୁ। କାରଣ ସୁନା ଦର ଆଉ କିଛି ମାସ ପରେ କମିବାର ସମ୍ଭାବନା ରହିଛି। ଏବେ ସୁନା ଦର ୧୦ ଗ୍ରାମ୍ ପ୍ରତି ୩୯ ହଜାର ଟଙ୍କା ରହିଛି। ଏକ୍ସପର୍ଟଙ୍କ କହିବା କଥା, ଏହି ଦର କମି ୩୮ ହଜାର ଟଙ୍କା କିମ୍ବା ଏହାଠୁ କମ୍ ମଧ୍ୟ ହୋଇପାରେ। ଅନ୍ତର୍ଜାତୀୟ ସ୍ତରରେ ସୁନା ଦର ଆଶ୍ଚର୍ଯ୍ୟଜନକ ଭାବେ କମିଛି। ଖାଲି […]
ପାଟନା: ପୁଣିଥରେ ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି) ଅଧ୍ୟକ୍ଷ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଘରେ ହାଇଡ୍ରାମା ଦେଖିବାକୁ ମିଳିଛି। ପାଟନା ସ୍ଥିତ ରାବିଡି ଦେବୀଙ୍କ ବାସଭବନରେ ରବିବାର ସନ୍ଧ୍ୟାରେ ହାଇଭୋଲ୍ଟେଜ୍ ଡ୍ରାମା ଦେଖିବାକୁ ମିଳିଥିଲା। ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପଙ୍କ ସ୍ତ୍ରୀ ଐଶ୍ୱର୍ଯ୍ୟା, ଲାଲୁଙ୍କ ପତ୍ନୀ ତଥା ଶାଶୁ ରାବିଡି ଦେବୀ, ନଣନ୍ଦ ତଥା ଲାଲୁଙ୍କ ଝିଅ ମିସା ଭାରତୀ ଓ ସ୍ୱାମୀ ତେଜ ପ୍ରତାପଙ୍କ ନାଁରେ ମାମଲା ରୁଜୁ କରିଛନ୍ତି। […]
ନୂଆଦିଲ୍ଲୀ: ଯଦି ଆପଣ ଆପଣଙ୍କର ଆଧାର ନମ୍ବରକୁ PAN (Permanent Account Number) ସହ ଲିଙ୍କ୍ କରି ନାହାନ୍ତି, ତା’ହେଲେ ଆଉ ବିଳମ୍ବ କରନ୍ତୁ ନାହିଁ। ତୁରନ୍ତ ଆଧାର-ପାନ୍ ଲିଙ୍କ୍ କରାନ୍ତୁ। କାହିଁକି ନା ଆଧାର-ପାନ୍ ଲିଙ୍କ୍ କରିବାର ଶେଷ ତାରିଖ ହେଉଛି ଚଳିତବର୍ଷ ଡିସେମ୍ବର ୩୧। ଚଳିତ ବର୍ଷ ସେପ୍ଟେମ୍ବରରେ ଆୟକର ବିଭାଗ ଆଧାର-ପାନ୍ ଲିଙ୍କ୍ର ଅବଧିକୁ ୩ ମାସ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିଲେ। ପୂର୍ବରୁ ୧୨ ସଂଖ୍ୟା ବିଶିଷ୍ଟ ଆଧାର ନମ୍ବର ଏବଂ ୧୦ […]
ନୂଆଦିଲ୍ଲୀ: ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି କି ? ଖାସ୍ କରି ଆପଣ ରେଲ୍ୱେ ଚାକିରି କରିବା ପାଇଁ ଇଚ୍ଛୁକ ଅଛନ୍ତି କି ? ତା’ହେଲେ ଆଉ ବିଳମ୍ବ କାହିଁକି ? ତୁରନ୍ତ ଦିଲ୍ଲୀ ମେଟ୍ରୋରେ ଖାଲି ପଡ଼ିଥିବା ପଦବୀ ପାଇଁ ଆବେଦନ କରନ୍ତୁ। ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍(ଡିଏମ୍ଆର୍ସି) ଏକ୍ଜିକ୍ୟୁଟିଭ୍ ଓ ନନ୍ ଏକ୍ଜିକ୍ୟୁଟିଭ୍ ଉଭୟ କ୍ୟାଟେଗୋରୀ ପାଇଁ ଖାଲି ପଡ଼ିଥିବା ପଦବୀ ନେଇ ବିଜ୍ଞପ୍ତି ପ୍ରକାଶ କରିଛି। ଖାଲି ପଡ଼ିଥିବା ପଦବୀ […]
ରାୟପୁର: ବାପା ତା’ ପାଖରେ ନାହାନ୍ତି….ନା ଆଉ କେବେ ଫେରିବେ। ହେଲେ ସହିଦ ବାପାଙ୍କ ପ୍ରତିମୂର୍ତ୍ତିକୁ ଦେଖି ଜଣେ କୁନି ଝିଅ ଭାବି ନେଇଛି ବାପା ତା’ ପାଖରେ ଅଛନ୍ତି। ଏହି କୁନି ଝିଅ ଜାଣିବି ନାହିଁ ତା’ ବାପା ଆଉ ଏହି ଦୁନିଆରେ ନାହାନ୍ତି। ୨୦୧୮ ମସିହା ଜାନୁଆରୀ ୨୪ରେ ଛତିଶଗଡ଼ ପୁଲିସ୍ ଇନ୍ସପେକ୍ଟର ମୂଲଚନ୍ଦ୍ର ସହିଦ ହୋଇଥିଲେ। ନାରାୟଣପୁର ଜଙ୍ଗଲରେ ପୁଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ସେ ସହିଦ ହୋଇଥିଲେ। […]
ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ଫୋନ୍ ନିର୍ମାତା କମ୍ପାନୀ ସାମ୍ସଙ୍ଗ୍ ଏହାର Galaxy A70s ଫୋନ୍ର ଦାମ୍ କମ୍ କରିଛି। ମିଳିଥିବା ସୂଚନା ଅନୁସାରେ, କମ୍ପାନୀ Galaxy A70s ଫୋନ୍ର ଦାମ୍ ୩ ହଜାର ଟଙ୍କା ପର୍ଯ୍ୟନ୍ତ କମାଇଛି। ମୋବାଇଲ୍ର ଦାମ୍ କମିବା ପରେ ଆପଣ ନୂଆ ମୂଲ୍ୟରେ କେବଳ ଅଫ୍ଲାଇନ୍ରେ ଏହି ମୋବାଇଲ୍କୁ କିଣି ପାରିବେ। ତେବେ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହି ଅଫର ମିଳିବ। Galaxy A70s ଫୋନ୍ର ଦାମ୍ କମିବା ପରେ ୬ ଜିବି […]
ମୁମ୍ବାଇ: ମହଙ୍ଗା ପଡ଼ିଲା ଡେଟିଂ ନିଶା। ଡେଟିଂ କରିବା ନିଶାରେ ଜଣେ ୬୫ ବର୍ଷୀୟ ବୃଦ୍ଧ ପୂରାପୂରି ଫସି ଯାଇଛନ୍ତି। ଯୁବତୀଙ୍କ ସହ ଡେଟିଂ କରିବାର ଲୋଭ ଦେଖାଇ ଠକମାନେ ବୃଦ୍ଧଙ୍କ ନିକଟରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି। ମୁମ୍ବାଇର ଖରଘର ଅଞ୍ଚଳର ଜଣେ ବୃଦ୍ଧ ଏଭଳି ବଡ଼ ଧରଣର ଠକାମିର ଶିକାର ହୋଇଛନ୍ତି। ଏହି ଘଟଣାରେ ପୁଲିସ୍ ୩ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ଜଣେ ମହିଳା ଓ ଟ୍ରାନ୍ସଜେଣ୍ଡର୍ ଅଛନ୍ତି। ପୁଲିସ୍ର […]
ନୂଆଦିଲ୍ଲୀ: ଟେନିସ୍ ତାରକା ସାନିଆ ମିର୍ଜା, ଭଉଣୀ ଅନମ୍ ମିର୍ଜାଙ୍କ ପ୍ରି-ୱେଡିଂ ସେଲିବ୍ରେସନ୍ର ଫଟୋ ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ଶେଆର୍ କରିଛନ୍ତି। ପୂର୍ବରୁ ସେ ଅନମ୍ଙ୍କ ମେହେନ୍ଦୀ ନାଇଟ୍ର ଫଟୋ ଶେଆର୍ କରିଥିଲେ। ଗତକାଲି ସେ ଅନମ୍ଙ୍କ ପ୍ରି-ୱେଡିଂର ଆଉ କିଛି ଫଟୋ ଶେଆର୍ କରିଛନ୍ତି। ସାନିଆ ଓ ଅନମ୍, ମା’ ନସିମା ମିର୍ଜାଙ୍କ ସହ ଏକ ଫଟୋ ଉଠାଇଛନ୍ତି। ଏହି ଫଟୋରେ ସମସ୍ତେ ପୂରାପୂରି ଖୁସି ଥିବା ନଜର ଆସୁଛନ୍ତି। ସାନିଆ ଏହି ଫଟୋ ଶେଆର୍ କରି […]
ଅନେକ ଲୋକ ଥଣ୍ଡା ଛାଡ଼ିବା ପାଇଁ ସେମାନଙ୍କ ଶିଶୁଙ୍କୁ ତୁଳସୀ ପତ୍ର ରସ ସହିତ ମହୁ ମିଶାଇ ପିଇବାକୁ ଦେଇଥା’ନ୍ତି। ଏହା ଦ୍ୱାରା ଥଣ୍ଡାରୁ ଶିଶୁଙ୍କୁ ଉପଶମ ମିଳେ ଓ ତା’ସହିତ ସେମାନଙ୍କ ଶାରୀରିକ ବିକାଶରେ ଏହା ସହାୟକ ହୋଇଥାଏ ବୋଲି ସେମାନେ ବିଶ୍ୱାସ କରନ୍ତି। ଏହା ସତ ଯେ ମହୁ ବିଭିନ୍ନ ପ୍ରକାର ପୋଷକତତ୍ତ୍ୱରେ ଭରପୂର। ଏହାକୁ ଔଷଧ ଭାବେ ବ୍ୟବହାର କରାଯାଇ ପାରିବ। ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ଶିଶୁଙ୍କୁ ମହୁ ଖାଇବାକୁ […]
ମୁମ୍ବାଇ: ୨୦୧୯ରେ ଦେଶର ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ରାନୁ ମଣ୍ଡଳ। ଗୁଗୁଲ୍ ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା ଟପ୍ ଟେନ୍ ମୋଷ୍ଟ୍ ସର୍ଚ୍ଚଡ୍ ପର୍ସନ୍ ତାଲିକାରେ ସେ ସପ୍ତମ ସ୍ଥାନରେ ରହିଛନ୍ତି। ରେଲ୍ୱେ ଷ୍ଟେସନରୁ ସିଧା ବଲିଉଡ୍ରେ ପାଦ ଥାପି ଥିବା ରାନୁ ମଣ୍ଡଳ ପ୍ରଖ୍ୟାତ ବଲିଉଡ୍ ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ହିମେଶ୍ ରେଶମିୟାଙ୍କ ଫିଲ୍ମରେ ଗୀତ ଗାଇ ଅଧିକ ଚର୍ଚ୍ଚାକୁ ଆସିଥିଲେ। ଗୁଗୁଲ୍ର ତଥ୍ୟ ଅନୁସାରେ ରାନୁଙ୍କୁ ୟୁଜର୍ସମାନେ ବହୁବାର ସର୍ଚ୍ଚ […]
ଭୋପାଳ: ଗୋଟିଏ ବେଦୀରେ ପୁଣିଥରେ ପତ୍ନୀଙ୍କୁ ବିବାହ କରିବା ସହ ଶାଳୀଙ୍କୁ ବିବାହ କଲେ ଜଣେ ବ୍ୟକ୍ତି। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ମଧ୍ୟପ୍ରଦେଶର ଭିନ୍ଦ୍ ଜିଲ୍ଲାରେ ଏମିତି କିଛି ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଗୁଦାୱାଲି ଗାଁର ଦୀପୁ ପରିହାର ଓରଫ ଦିଲୀପ(୩୫) ଏହି ବିବାହ କରିଛନ୍ତି। ନଭେମ୍ବର ୨୬ରେ ହୋଇଥିବା ଦିଲୀପଙ୍କ ଏହି ବିବାହ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁସାରେ, ଦିଲୀପ, ଗତ ୯ ବର୍ଷ […]