ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରାଦେଶକୁ ୨୧ ଦିନ ପାଇଁ ଲକଡାଉନ କରାଯାଇଛି। ଏସବୁ ଭିତରେ କିଛି ସହରରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଥିବା ରେକର୍ଡ କରାଯାଇଛି। ମୁମ୍ବାଇ, ବେଙ୍ଗାଲୁରୁ ଓ କୋଲକାତାରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୧ ଟଙ୍କାରୁ ୧ ଟଙ୍କା ୫୮ ପଇସା ଯାଏ ବୃଦ୍ଧି ପାଇଥିବା ଜଣାପଡିଛି। ରାଜ୍ୟ ସରକାରଙ୍କ ଦ୍ୱାରା VATରେ ବୃଦ୍ଧି ଯୋଗୁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଥିବା […]
ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। କରୋନା ଆକ୍ରାନ୍ତରେ ଦେଶରେ ମୃତ୍ୟୁ ସଂଖ୍ୟା ୫୦ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୧୭୬୪ ଜଣଙ୍କଠାରେ ବର୍ତ୍ତମାନ କରୋନା ପଜିଟିଭ୍ ରହିଥିବାବେଳେ ୧୫୧ ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି। ମହାରାଷ୍ଟ୍ରରେ ସବୁଠାରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏହାପରେ କେରଳରେ ଆକ୍ରାନ୍ତଙ୍କ […]
ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୪୩୭ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1649କୁ ବୃଦ୍ଧି ପାଇଛି। ଦେଶରେ କରୋନା ଜନିତ ମୃତ୍ଯୁ ସଂଖ୍ୟା ମଧ୍ୟ ୪୧ ଟପିଛି। ସଂକ୍ରମିତଙ୍କ ମଧ୍ୟରୁ ୧୪୪ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି। ଦିଲ୍ଲୀ ଧର୍ମ ସଭା ପାଇଁ ଆକ୍ରାନ୍ତଙ୍କ […]
ନୂଆଦିଲ୍ଲୀ: କରୋନା ଆକ୍ରାନ୍ତରେ ଦେଶରେ ମୃତ୍ୟୁ ସଂଖ୍ୟା ୩୮ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୧୪୬୬ ଜଣଙ୍କଠାରେ ବର୍ତ୍ତମାନ କରୋନା ପଜିଟିଭ୍ ରହିଥିବାବେଳେ ୧୩୨ ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି। ମହାରାଷ୍ଟ୍ରରେ ସବୁଠାରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏହାପରେ କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି। ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ […]
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶକୁ ୨୧ ଦିନ ପାଇଁ ଲକ୍ଡାଉନ୍ କରାଯାଇଛି। ଜରୁରୀ ସେବା ପ୍ରଦାନକାରୀ ସଂସ୍ଥା ଓ ସାମଗ୍ରୀକୁ ଛାଡ଼ିଦେଲେ ଆଉ ସବୁ ବନ୍ଦ ରହିଛି। ଏସବୁ ଭିତରେ ଅଣ-ସବସିଡି ଏଲ୍ପିଜି ସିଲିଣ୍ଡର ଗ୍ୟାସ ଦର କମିଛି। ୧୪.୨ କିଲୋଗ୍ରାମର ଅଣ-ସବସିଡି ସିଲିଣ୍ଡରର ଦାମ ଦିଲ୍ଲୀରେ ୬୧.୫ ଟଙ୍କା ଶସ୍ତା ହୋଇଛି। ଗ୍ୟାସ୍ ଦାମ ୮୦୫.୫୦ ପଇସାରୁ କମି ୭୪୪ ଟଙ୍କା ହୋଇଛି। ଆଜିଠୁ ଏହି ନୂଆ ଦର ଲାଗୁ ହୋଇଛି। […]
ନୂଆଦିଲ୍ଲୀ: ଆଜି ଏପ୍ରିଲ ୧। ଆଜିର ଦିନକୁ ଲୋକମାନେ ‘ଏପ୍ରିଲ ଫୁଲ୍’ ଭାବେ ପାଳନ କରିଥାନ୍ତି। ଏହି ଦିନରେ ଲୋକେ ସାଙ୍ଗ, ପରିବାର ଲୋକ ଏବଂ ଭାଇ ଭଉଣୀଙ୍କୁ ଜୋକ୍ସ, ପ୍ରାଙ୍କ୍ ଭିଡିଓ ଇତ୍ୟାଦି ପଠାଇ ‘ଏପ୍ରିଲ ଫୁଲ୍’ କରିଥାନ୍ତି। ହେଲେ ଚଳିତ ଥର ‘ଏପ୍ରିଲ ଫୁଲ୍’ ଜୋକ୍ ଚଳିବ ନାହିଁ। କାହିଁକି ନା କରୋନକୁ ନେଇ ଏବେ ସାରା ବିଶ୍ୱରେ ସ୍ଥିତି ସମ୍ବେଦନଶୀଳ ରହିଛି। କରୋନକୁ ନେଇ ସୋଶାଲ ମିଡିଆରେ ଯେଭଳି ଗୁଜବ ପ୍ରଚାର ନ […]
ଜେରୁଜେଲମ: ମହାମାରୀ କରୋନାରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ଆକ୍ରାନ୍ତ ହୋଇଛନ୍ତି। ଏବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହଯୋଗୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଇସ୍ରାଏଲର ଏହି ୭୦ ବର୍ଷୀୟ ନେତାଙ୍କ ସ୍ୱାସ୍ଥ୍ୟବସ୍ଥା ବାବଦରେ ଆଗାମୀ ଦିନରେ ଇସ୍ରାଏଲ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବେଞ୍ଜାମିନଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଇସ୍ରାଏଲ ମିଡିଆର ରିପୋର୍ଟ ଅନୁଯାୟୀ, ଗତ ସପ୍ତାହରେ ନେତାନ୍ୟାହୁ ଏବଂ ବିରୋଧୀ ଦଳର ସାଂସଦମାନେ ଏକ ସଂସଦ ଅଧିବେଶନରେ […]
ଚାନ୍ଦବାଲି: କରୋନାକୁ ନେଇ ସବୁଆଡେ ଲକ୍ଡାଉନ୍ ଘୋଷଣା କରାଯାଇଛି। ଆବଶ୍ୟକ ନ ଥିଲେ ଘରୁ ବାହାରିବା ପାଇଁ ପ୍ରଶାସନ ତରଫରୁ ବାରଣ କରାଯାଉଛି। ପୁଲିସ ମଧ୍ୟ ସବୁ ଛକରେ ଜଗି ରହିଥିବା ଦେଖିବାକୁ ମିଳିଛି। କିଛି ସ୍ଥାନରେ ପୁଲିସ ଆକ୍ରୋଶର ଶିକାର ହେଉଥିବା ନଜର ଆସିଛି। ଭଦ୍ରକ ଜିଲ୍ଳା ଚାନ୍ଦବାଲି ଥାନା ଅନ୍ତର୍ଗତ ବାଲିଗାଁ ଛକ ନିକଟରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଯୁବକଙ୍କ ଆକ୍ରମଣରେ ଦୁଇ ଜଣ ପୁଲିସ କର୍ମଚାରୀ ଆହତ […]
ହାଇଦ୍ରାବାଦ: କରୋନାରେ ହାଇଦ୍ରାବାଦର ଜଣେ 74 ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଉଛନ୍ତି ତେଲେଙ୍ଗାନାର ପ୍ରଥମ ବ୍ୟକ୍ତି ଯିଏକି କରୋନା ଭାଇରସରେ ମୃତ୍ୟୁ ବରଣ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା, ସମ୍ପୃକ୍ତ ଵ୍ୟକ୍ତିଙ୍କ ମୃତ୍ୟୁ ପରେ ଜଣାପଡିଥିଲା ଯେ ସେ କରୋନାରେ ଆକ୍ରାନ୍ତ ଥିଲେ। ମୃତ୍ୟୁ ପରେ ନିଆଯାଇଥିବା ସାମ୍ପଲରୁ ତାଙ୍କ ଶରୀରରେ କରୋନା ଭୁତାଣୁ ଥିବା ଜଣାପଡ଼ିଥିଲା । ଶନିବାର ଦିନ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଅନ୍ତିମ ସଂସ୍କାର ସମୟରେ ଉକ୍ତ […]
ନୂଆଦିଲ୍ଲୀ: ଦେଶରେ ଲାଗୁ ହୋଇଥିବା ୨୧ ଦିନିଆ ଲକଡାଉନକୁ ଅଧିକ ଦିନ ଘୁଞ୍ଚାଇବାକୁ ନେଇ ସେଭଳି କୌଣସି ଯୋଜନା ନାହିଁ। ଏନେଇ କ୍ୟାବିନେଟ୍ ସଚିବ ରାଜୀବ ଗୌବାଙ୍କ ଉକ୍ତିକୁ ଉଦ୍ଧାର କରି ଟ୍ୱିଟ କରିଛି public broadcaster ପ୍ରସାର ଭାରତୀ ନ୍ୟୁଜ୍ ସର୍ଭିସ। ଲକଡାଉନ ଅବଧି ବୃଦ୍ଧି ହେବାକୁ ନେଇ ଏକ ଜାତୀୟ ୱେବ ପୋର୍ଟାଲରେ ଖବର ପ୍ରକାଶ ପାଇଥିଲା। FAKE NEWS ALERT ? PBNS got in touch with the Cabinet Secretary […]
ନୂଆଦିଲ୍ଲୀ: ହ୍ୱାଟ୍ସଆପ(WhatsApp) ଏହାର ଏକ ପପୁଲାର ଫିଚରରେ ପରିବର୍ତ୍ତନ ଆଣିଛି। ଅଧିକାଂଶ ୟୁଜର୍ସ ବ୍ୟବହାର କରୁଥିବା ହ୍ୱାଟ୍ସଆପ ଷ୍ଟାଟସରେ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ହ୍ୱାଟ୍ସଆପ ୟୁଜର୍ସ ସେମାନଙ୍କ ଷ୍ଟାଟସରେ 15 ସେକେଣ୍ଡର ଭିଡ଼ିଓ ଅପଲୋଡ଼ କରିପାରିବେ। ଅର୍ଥାତ ଆପଣ 15 ସେକେଣ୍ଡରୁ ଅଧିକ ସମୟର ଭିଡ଼ିଓ ଅପଲୋଡ଼ କରିପାରିବେ ନାହିଁ। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ପୂର୍ବରୁ 30 ସେକେଣ୍ଡର ଭିଡ଼ିଓ ହ୍ୱାଟ୍ସଆପ ଷ୍ଟାଟସରେ ଅପଲୋଡ଼ ହେଉଥିଲା। କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ […]
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଅତିକ୍ରମ କରିଥିବାବେଳେ ମୃତ୍ୟୁ ସଂଖ୍ୟା ୨୯ ଛୁଇଁଛି। ଅନ୍ୟପକ୍ଷରେ ସାରା ବିଶ୍ୱରେ ମୃତକଙ୍କ ସଂଖ୍ୟା ୩୦ ହଜାର ଟପିଛି। କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ୨୧ ଦିନ ପାଇଁ ସାରା ଦେଶକୁ ଲକଡାଉନ କରାଯାଇଛି। ଦେଶର ସୁରକ୍ଷା ଦୃଷ୍ଟିରୁ ଲକଡାଉନ ଭଳି କଠୋର ନିଷ୍ପତ୍ତି ନିଆଯାଇଥିବା ଏବଂ ଲୋକେ ବିଭିନ୍ନ ଅସୁବିଧା ଭୋଗୁଥିବାରୁ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ବଢ଼ୁଥିବା […]
ଫ୍ରାଙ୍କଫୁର୍ଟ: ଜର୍ମାନୀର ହେସେ ଷ୍ଟେଟର ଅର୍ଥମନ୍ତ୍ରୀ ଥୋମାସ୍ ସ୍କାଇଫର୍ ଆତ୍ମହତ୍ୟା କରିଛନ୍ତି। କରୋନା ଭାଇରସ୍ କାରଣରୁ ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହୋଇଛି। ଯାହାକୁ ନେଇ ସେ ଚିନ୍ତାରେ ଥିଲେ। ଏହି କାରଣରୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। 54 ବର୍ଷୀୟ ଥୋମାସ୍ଙ୍କ ମୃତଦେହ ଶନିବାର ଦିନ ଏକ ରେଲୱେ ଟ୍ରାକ୍ ନିକଟରୁ ମିଳିଥିଲା। ସେ ଆତ୍ମହତ୍ୟା କରିଥିବା କୁହାଯାଉଥିଲେ ହେଁ ଏଯାଏ ସ୍ପଷ୍ଟ ହୋଇପାରିନି। ସୂଚନାଯୋଗ୍ୟ ଯେ, ଜର୍ମାନୀର ଆର୍ଥିକ ରାଜଧାନୀ ଫ୍ରାଙ୍କଫୁର୍ଟ ଏହି ରାଜ୍ୟ […]
ଆଗ୍ରା: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ଏବେ ୨୧ ଦିନ ପାଇଁ ଲକ୍ଡାଉନ୍। ଜରୁରୀକାଳୀନ ସେବା ଓ ସାମଗ୍ରୀକୁ ଛାଡି ଆଉ ସବୁ ବନ୍ଦ ରହିଛି। ଏହାରି ଭିତରେ ଦିଲ୍ଲୀର ଜଣେ 38 ବର୍ଷୀୟ ଡେଲିଭରି ଏଜେଣ୍ଟ ୨୦୦ କିଲୋମିଟର ଚାଲିଚାଲି ମଧ୍ୟପ୍ରଦେଶ ଯାଉଥିବାବେଳେ ଉତ୍ତର ପ୍ରଦେଶର ଆଗ୍ରା ନିକଟରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ନାଁ ରଣବୀର। ଲକ୍ଡାଉନ୍ ଘୋଷଣା ହେବାପରେ ରଣବୀର ଗାଁକୁ ପଳାଇ ଆସିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହାପରେ […]
ମାଡ୍ରିଡ: କରୋନାରେ ଆକ୍ରାନ୍ତ ହୋଇ ସ୍ପେନ ରାଜକୁମାରୀ ମାରିଆ ଟେରେସାଙ୍କ ମୃତ୍ୟୁ ଘଟିଛି। ଏନେଇ ରାଜକୁମାରୀଙ୍କ ଭାଇ ପ୍ରିନ୍ସ Sixto Enrique de Borbon ଫେସବୁକରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି। ଗୁରୁବାର ଦିନ ରାଜକୁମାରୀଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ରାଜକୁମାରୀଙ୍କୁ 86 ବର୍ଷ ବୟସ ହୋଇଥିଲା। ସେ ହେଉଛନ୍ତି ବିଶ୍ବର ପ୍ରଥମ ରାଜପରିବାରର ସଦସ୍ୟ, ଯାହାଙ୍କର କରୋନା ଆକ୍ରାନ୍ତରେ ମୃତ୍ୟୁ ଘଟିଛି। ଶୁକ୍ରବାର ଦିନ ମାଡ୍ରିଡରେ ରାଜକୁମାରୀ ମାରିଆଙ୍କ ଅନ୍ତିମ ସଂସ୍କାର ହୋଇଛି। […]
ନୂଆଦିଲ୍ଲୀ: ୨୪ ଘଣ୍ଟା ମଧ୍ୟରେ ଭାରତରେ କରୋନା ଆକ୍ରାନ୍ତରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ କରୋନା ଭାଇରସ୍ ଜନିତ ମୃତ୍ୟୁ ସଂଖ୍ୟା ଦେଶରେ ୨୫ ଛୁଇଁଛି। ଅନ୍ୟପକ୍ଷରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୬୭ରେ ପହଞ୍ଚିଛି। ମହାରାଷ୍ଟ୍ରରେ ସର୍ବାଧିକ ୧୯୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି କେରଳରେ ୧୮୨ ଜଣ ଆକ୍ରାନ୍ତ ହୋଇଛନ୍ତି। ଆଜି ସକାଳେ ଅହମଦାବାଦରେ ଜଣେ ୪୫ ବର୍ଷ ବୟସ୍କ କରୋନାରେ ମୃତ୍ୟୁ ବରଣ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଭାଇରସରେ […]
ନୂଆଦିଲ୍ଲୀ: କରୋନା ଆକ୍ରାନ୍ତରେ ଦେଶରେ ମୃତ୍ୟୁ ସଂଖ୍ୟା ୨୫ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୮୬୭ ଜଣଙ୍କଠାରେ ବର୍ତ୍ତମାନ କରୋନା ପଜିଟିଭ୍ ରହିଥିବାବେଳେ ୮୬ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି। ମହାରାଷ୍ଟ୍ରରେ ସବୁଠାରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏହାପରେ କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି। ମହାରାଷ୍ଟ୍ରରେ ୧୯୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ […]
ଚେନ୍ନାଇ: ମହାମାରୀ କରୋନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଚେନ୍ନାଇର ଜଣେ ପୁଲିସ ଅଧିକାରୀ ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି। ଜଣେ ସ୍ଥାନୀୟ କଳାକାରଙ୍କ ସହଯୋଗରେ ପୁଲିସ ଅଧିକାରୀ ଜଣଙ୍କ ଏକ ହେଲମେଟ ତିଆରି କରିଛନ୍ତି। ଏହି ହେଲମେଟର ନାଁ ସେ “କରୋନା ହେଲମେଟ” ରଖିଛନ୍ତି। ଦେଶରେ ଯେପରି କରୋନା ଭାଇରସ ସଂକ୍ରମଣ ନ ବ୍ୟାପେ ଓ ଏହାର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶକୁ 21 ଦିନ ପାଇଁ ଲକଡାଉନ […]
ୱାଶିଂଟନ: କରୋନା ଆକ୍ରାନ୍ତରେ ଆମେରିକାର ଇଲିନୋଇସରେ ଜଣେ ଶିଶୁର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଶିଶୁର ମୃତ୍ୟୁକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଗଭର୍ଣ୍ଣର JB Pritzker କହିଛନ୍ତି, ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭାଇରସ୍ ସହ ଜଡିତ ନୂଆ ଘଟଣା ମଧ୍ୟରେ ଜଣେ ଶିଶୁ ମଧ୍ୟ ଅଛନ୍ତି। ଚିକାଗୋରେ ମୃତ୍ୟୁବରଣ କରିଥିବା ଏହି ଶିଶୁଟିର ବୟସ ଏକ ବର୍ଷରୁ କମ୍ ଥିଲା। ଶିଶୁଟିର ଶରୀରରେ କରୋନା ଭୁତାଣୁ ଥିବା ସ୍ୱାସ୍ଥ୍ୟଗତ ଯାଞ୍ଚ ପରେ ଜଣାପଡ଼ିଥିଲା […]
ନୂଆଦିଲ୍ଲୀ: କରୋନା ପାଇଁ ୧୫ ଶହ କୋଟି ଟଙ୍କା ଦେବ ଟାଟା। ଟାଟା ଟ୍ରଷ୍ଟ ପକ୍ଷରୁ ୫୦୦ କୋଟି ଟଙ୍କା ଦେବାକୁ ଘୋଷଣା ହୋଇଥିବା ବେଳେ ଟାଟା ସନ୍ସ ପକ୍ଷରୁ ଆଉ ହଜାରେ କୋଟି ଟଙ୍କା ଦେବାର ଘୋଷଣା କରାଯାଇଛି। କରୋନା ମୁକାବିଲା ଲାଗି ଭାରତର ବିଶିଷ୍ଟ ଶିଳ୍ପପତି ତଥା ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟା ନିଜ କମ୍ପାନୀର ସହଯୋଗ ବାବଦରେ ଘୋଷଣା କରିଛନ୍ତି। ଏହି ଟଙ୍କା କେଉଁ କ୍ଷେତ୍ରରେ ବିନିଯୋଗ ହେବ ରତନ ଟାଟା […]
ଲକ୍ଷ୍ମୌ: କରୋନା ଭାଇରସ ସଂକ୍ରମଣ ରୋକିବାକୁ ସାରା ଦେଶରେ ଏବେ ୨୧ ଦିନିଆ ଲକ୍ଡାଉନ୍ ପାଳନ ହେଉଛି। ଏହି ସମୟରେ ଅନେକ ଛୋଟ ବଡ଼ ଶିଳ୍ପ ବନ୍ଦ ରହିଥିବାରୁ ଦିନ ମଜୁରିଆ, ଶ୍ରମିକ ଚାକିରି ହରାଇଛନ୍ତି। ପରିବହନ ସେବା ବନ୍ଦ ଥିବାରୁ ଅନେକ ଶ୍ରମିକ ଚାଲି ଚାଲି ଶହ ଶହ କିଲୋମିଟର ଦୂରରେ ଥିବା ତାଙ୍କ ଘରକୁ ଯାଉଛନ୍ତି। ଏଭଳି ସ୍ଥିତି ଦେଖିବା ପରେ ଶ୍ରମିକମାନଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ ଓ ପରିବହନ କଥା ନିଜେ ବୁଝିଛନ୍ତି ଉତ୍ତର […]
ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ସାରା ଦେଶରେ ସାମାଜିକ ଦୂରତା ରକ୍ଷାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଦିଲ୍ଲୀ ଏନସିଆର ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ହଜାର ହଜାର ସଂଖ୍ୟାରେ ଶ୍ରମିକ ଏଠାରେ ଏକାଠି ହୋଇଛନ୍ତି । ଦେଶରେ ଲକଡାଉନ ସ୍ଥିତି ଜାରି ରହିଥିବାରୁ ଦିଲ୍ଲୀ ସମେତ ଅନ୍ୟ ରାଜ୍ୟରେ ହଜାର ହଜାର ଲୋକେ ଫସି ରହିଛନ୍ତି। ତେବେ ଏନସିଆର ଅଞ୍ଚଳରେ ପୂର୍ବରୁ ଫସି ରହିଥିବା ବହୁ ସଂଖ୍ୟାରେ ଶ୍ରମିକଙ୍କୁ ଉତ୍ତର ପ୍ରଦେଶ […]
ନୂଆଦିଲ୍ଲୀ: କରୋନା ଆକ୍ରାନ୍ତରେ ଦେଶରେ ମୃତ୍ୟୁ ସଂଖ୍ୟା ୧୯ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୮୧୯ ଜଣଙ୍କଠାରେ ବର୍ତ୍ତମାନ କରୋନା ପଜିଟିଭ୍ ରହିଥିବାବେଳେ 79 ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି। କେରଳ ଓ ମହାରାଷ୍ଟ୍ରରେ ସବୁଠାରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଦିନକୁ ଦିନ କରୋନା ଭାଇରସ ପ୍ରକୋପ ବଢି ବଢି ଚାଲିଛି। ବିଶେଷକରି […]
ନୂଆଦିଲ୍ଲୀ: କରୋନା ଭାଇରସର ମୁକାବିଲା ଲାଗି ଦେଶବାସୀ ଏବେ ଏକାଠି ହୋଇଛନ୍ତି। ଏହି ମହାମାରୀ ପାଇଁ ଅନେକ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ଯାଏ ସମସ୍ତେ ସହାୟତାର ହାତ ବଢ଼ାଇଛନ୍ତି। କିଏ ସେମାନଙ୍କର ଦରମା ଦାନ କରୁଛନ୍ତି ତ ଆଉ କିଏ ଅତି ଜରୁରୀ ଜିନିଷ ସବୁ ଦାନ କରୁଛନ୍ତି। ଏସବୁ ଭିତରେ ବିଜେପି ଏକ ବଡ଼ ଘୋଷଣା କରିଛି। କରୋନା ମୁକାବିଲା ଲାଗି ବିଜେପିର ସମସ୍ତ ସାଂସଦ ଓ ବିଧାୟକମାନେ ସେମାନଙ୍କର ମାସକର […]
ଅମୃତସର: କରୋନା ଭାଇରସ ସଂକ୍ରମଣ ଯେପରି ଦେଶରେ ନ ବ୍ୟାପେ ସେନେଇ ସାରା ଦେଶକୁ ଏବେ ଲକ୍ଡାଉନ୍ କରାଯାଇଛି। ଏହାରି ଭିତରେ ଜଣେ ୭୦ ବର୍ଷୀୟ ବାବାଙ୍କର ମୃତ୍ୟୁ ଘଟିଛି। କରୋନାରେ ସଂକ୍ରମିତ ଥିବାରୁ ସମ୍ପୃକ୍ତ ବାବାଙ୍କ ମୃତ୍ୟୁ ଘଟିଛି। ସେ ନିକଟରେ ଇଟାଲୀ ଏବଂ ଜର୍ମାନୀ ଭ୍ରମଣ ସାରି ଫେରିଥିଲେ। ସୂଚନା ଅନୁସାରେ, ବିଦେଶରୁ ଫେରିଥିଲେ ମଧ୍ୟ ସେ ସେଲ୍ଫ କ୍ୱାରେଣ୍ଟାଇନରେ ନ ରହି ଏକ ପର୍ବରେ ସାମିଲ୍ ହୋଇଥିଲେ। ଯେଉଁଥିରେ ତାଙ୍କ ସହିତ ସାମିଲ୍ […]