• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

exam
ମୁଣ୍ଡରେ କାଗଜ ପେଟି ପିନ୍ଧି ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

ବେଙ୍ଗାଲୁରୁ: ପରୀକ୍ଷା ସମୟରେ କପି ରୋକିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ଏସବୁ ପରେ ବି କପି ରୋକା ଯାଇପାରୁନି। ତେବେ କପି ରୋକିବା ପାଇଁ ଏଭଳି ଏକ ଅଜବ ଘଟଣା ସାମ୍ନାକୁ ଆସିଛି, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।  କପି ନ କରିବା ପାଇଁ ଛାତ୍ରଛାତ୍ରୀ ମୁଣ୍ଡରେ କାର୍ଟୁନ୍‌ ବା କାଗଜ ପେଟି ପିନ୍ଧି ପରୀକ୍ଷା ଦେଉଥିବା ଦେଖିବାକୁ ମିଳିଛି। କର୍ଣ୍ଣାଟକରେ ଏହି ଘଟଣା ଘଟିଛି। କର୍ଣ୍ଣାଟକର ଏକ ପ୍ରି-ୟୁନିଭର୍ସିଟି କଲେଜରେ ପାଖାପାଖି ୫୦ […]

  • Wednesday, 21 July 2021
spiritual guru
‘କଲ୍‌କି ଭଗବାନ’ଙ୍କ ନିକଟରୁ ମିଳିଲା ୫୦୦ କୋଟିର ଅଘୋଷିତ ସମ୍ପତ୍ତି

ଚେନ୍ନାଇ: ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ଆଶ୍ରମ ଓ ଟ୍ରଷ୍ଟରେ ଆୟକର ବିଭାଗ ଚଢ଼ଉ କରି ୫୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅଘୋଷିତ ସମ୍ପତ୍ତି ଜବତ କରିଛି। ଏହି ତଥାକଥିତ ଆଧ୍ୟାତ୍ମିକ ଗୁରୁଙ୍କୁ ସମସ୍ତେ ‘କଲ୍‌କି ଭଗବାନ’ ନାଁରେ ଜାଣନ୍ତି। ନିଜକୁ ‘କଲ୍‌କି ଭଗବାନ’ କହୁଥିବା ଏହି ଆଧ୍ୟାତ୍ମିକ ଗୁରୁଙ୍କ ଆଶ୍ରମରେ ଆୟକର ବିଭାଗ ପକ୍ଷରୁ ରେଡ୍‌ କରାଯାଇ ଏତେ ଟଙ୍କାର ଅଘୋଷିତ ସମ୍ପତ୍ତି ଜବତ କରାଯାଇଛି। ଆୟକର ବିଭାଗ ଚଢ଼ଉ କରି ୪୩.୯ କୋଟି ନଗଦ ଟଙ୍କା, […]

  • Wednesday, 21 July 2021
sainik school
ଏଣିକି ପୁଅଙ୍କ ଭଳି ଝିଅମାନେ ବି ସୈନିକ ସ୍କୁଲରେ ପଢ଼ିପାରିବେ

ନୂଆଦିଲ୍ଲୀ: ଏଣିକି ପୁଅଙ୍କ ଭଳି ଝିଅମାନେ ମଧ୍ୟ ଦେଶର ବିଭିନ୍ନ ସୈନିକ ସ୍କୁଲରେ ନାଁ ଲେଖାଇବା ସହ ପାଠ ପଢ଼ିପାରିବେ। ଦୀର୍ଘଦିନରୁ ଏନେଇ ହୋଇ ଆସୁଥିବା ଦାବିକୁ ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଞ୍ଜୁରୀ ଦେଇଛନ୍ତି। ଆସନ୍ତା ୨୦୨୧-୨୨ ଶିକ୍ଷାବର୍ଷରୁ ଝିଅମାନେ ଚାହିଁଲେ ସୈନିକ ସ୍କୁଲରେ ନିଜର ନାଁ ଲେଖାଇ ପୁଅମାନଙ୍କ ଭଳି ପାଠ ପଢ଼ିପାରିବେ। ୨ ବର୍ଷ ତଳେ କେନ୍ଦ୍ର ସରକାର କେବଳ ମିଜୋରାମରେ ସୈନିକ ସ୍କୁଲରେ ଝିଅଙ୍କ ନାଁ ଲେଖାଇବା ପ୍ରସ୍ତାବକୁ […]

  • Wednesday, 21 July 2021
milk 1
ଉତ୍ତମ ମାନର କ୍ଷୀର ଯୋଗାଇବାରେ ବଡ଼ ବଡ଼ ବ୍ରାଣ୍ଡ୍‌ ବିଫଳ !

ନୂଆଦିଲ୍ଲୀ: କେବଳ କଞ୍ଚା କ୍ଷୀର ନୁହେଁ, ପ୍ରୋସେସ୍‌ଡ ମିଲ୍କର ଶୁଦ୍ଧତାକୁ ନେଇ ଉଠିଛି ପ୍ରଶ୍ନ। ଏପରିକି ବଡ଼ ବଡ଼ ବ୍ରାଣ୍ଡ୍‌ ମଧ୍ୟ ଉତ୍ତମ ମାନର କ୍ଷୀର ଯୋଗାଇବାରେ ବିଫଳ ହୋଇଛନ୍ତି। ଖାଦ୍ୟ ନିୟନ୍ତ୍ରକ ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ଏଭଳି ସାଂଘାତିକ ତଥ୍ୟ ଦିଆଯାଇଛି। ଶୁକ୍ରବାର ଏହି ତଥ୍ୟ ରଖି ଏଫ୍‌ଏସ୍‌ଏସ୍‌ଏଆଇ ସିଇଓ ପୱନ୍‌ ଅଗ୍ରୱାଲ କହିଛନ୍ତି, ଏହାର ପ୍ରକ୍ରିୟାକରଣକୁ ନେଇ ସମସ୍ୟା ଉପୁଜିଛି। କିଛି ନମୁନାକୁ ନେଇ କରାଯାଇଥିବା ପରୀକ୍ଷା ଅନୁଯାୟୀ କ୍ଷୀରର ପ୍ରକ୍ରିୟାକରଣ କରାଯିବା ପରେ ଏଥିରେ […]

  • Wednesday, 21 July 2021
imran khan
ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ପାକିସ୍ତାନକୁ ଏଫଏଟିଏଫ୍‌ର କଡ଼ା ଚେତାବନୀ

ପ୍ୟାରିସ୍‌: ପୁଣି ପାକିସ୍ତାନକୁ ଆଜି ଶକ୍ତ ଧକ୍କା ଦେଇଛି ଫାଇନାନ୍‌ସିଆଲ ଆକ୍ସନ ଟାକ୍ସଫୋର୍ସ(ଏଫ୍‌ଏଟିଏଫ୍‌)। ଆତଙ୍କବାଦୀଙ୍କୁ ସହଯୋଗ ଓ ପାଣ୍ଠି ଯୋଗାଣ କରୁଥିବାରୁ ଏଫ୍‌ଏଟିଏଫ୍‌ ପାକିସ୍ତାନ ଉପରେ କ୍ଷୁବ୍ଧ ହୋଇଛି। ଯଦି ପାକିସ୍ତାନ ୨୦୨୦ ଫେବୃଆରୀ ସୁଦ୍ଧା ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବ, ତା’ହେଲେ ଏହାର ପରିଣାମ ଇମ୍ରାନ୍‌ ଖାନ୍‌ ସରକାରଙ୍କୁ ଭୋଗିବାକୁ ହେବ ବୋଲି ଆଜି ଏଫ୍‌ଏଟିଏଫ୍‌ ପକ୍ଷରୁ କୁହାଯାଇଛି। ଏଫ୍‌ଏଟିଏଫ୍‌ ପକ୍ଷରୁ ଆତଙ୍କୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନକୁ ପୂର୍ବଭଳି ଗ୍ରେ ଲିଷ୍ଟରେ ରଖାଯାଇଛି। […]

  • Wednesday, 21 July 2021
cji
ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତିଙ୍କ ନାମ ସୁପାରିସ କଲେ ସିଜେଆଇ

ନୂଆଦିଲ୍ଲୀ: ନଭେମ୍ୱର ମାସରେ ଅବସର ଗ୍ରହଣ କରିବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ। ପରବର୍ତ୍ତୀ ପ୍ରଧାନ ବିଚାରପତି କିଏ ହେବେ ସେ ନେଇ ଏବେ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଏ ନେଇ ଜଷ୍ଟିସ ଏସ୍‌ ଏ ବୋବଡେଙ୍କ ନାମ କେନ୍ଦ୍ର ନିକଟକୁ ପଠାଇଛନ୍ତି। ନିୟମ ଅନୁଯାୟୀ ପ୍ରଧାନ ବିଚାରପତି ତାଙ୍କର ଉତ୍ତରାଧିକାରୀ ବାବଦରେ ନିଜେ କେନ୍ଦ୍ରକୁ ସୁପାରିଶ କରନ୍ତି। ସୂଚନାଯୋଗ୍ୟ, ରାମ ଜନ୍ମଭୂମି ଓ ବାବ୍ରୀ ମସଜିଦ୍‌କୁ […]

  • Wednesday, 21 July 2021
karwa chauth
କର୍‌ୱାଚୌଥ୍‌ରେ ପତ୍ନୀ ରଖିଥିଲେ ବ୍ରତ, ପୁଅକୁ ଆସିଲା ଫୋନ୍‌.... ତୁମ ବାପା ସହିଦ ହୋଇଯାଇଛନ୍ତି

ନୂଆଦିଲ୍ଲୀ: ଯବାନ ପତିଙ୍କ ଦୀର୍ଘାୟୁ କାମନା କରି କର୍‌ୱାଚୌଥ ବ୍ରତ ରଖିଥିଲେ ପତ୍ନୀ। ଆଉ କିଛି ଘଣ୍ଟା ପରେ ବ୍ରତ ଭାଙ୍ଗି ଥାନ୍ତେ।   ହେଲେ ବିଧାତାର ଖେଳ କିଛି ଅଲଗା ଥିଲା। ବ୍ରତ ଭାଙ୍ଗିବା ପୂର୍ବରୁ ପତ୍ନୀଙ୍କ ପାଖକୁ ଏମିତି ଏକ ଖବର ଆସିଲା ଯେଉଁଥିରେ ସେ ନିଜେ ଭାଙ୍ଗି ଯାଇଥିଲେ। ଦେଶକୁ ସୁରକ୍ଷା ଦେଉଥିବା ଜଣେ ସହିଦ ଯବାନଙ୍କ ପତ୍ନୀଙ୍କ ସହ ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲାର ଭାରତ଼-ବାଂଲାଦେଶ ସୀମାରେ […]

  • Wednesday, 21 July 2021
Chandrayaan-2
ଚନ୍ଦ୍ରପୃଷ୍ଠର ଚମକଦାର ଫଟୋ ଜାରି କଲା ଇସ୍ରୋ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଗୁରୁବାର ଚନ୍ଦ୍ରପୃଷ୍ଠର ଅତି ନିକଟତର ଫଟୋ ରିଲିଜ କରିଛି। ଚମକଦାର ଏହି  ଫଟୋରେ ଚନ୍ଦ୍ରପୃଷ୍ଠକୁ ଅତି ସ୍ପଷ୍ଟ ଭାବରେ ଦେଖି ହେଉଛି। ଏହି ଫଟୋକୁ ଚନ୍ଦ୍ରଯାନ-୨ର Imaging Infrared Spectrometer (IIRS) ଉତ୍ତୋଳନ କରିଛି। IIRSକୁ ଏମିତି ଭାବରେ ଡିଜାଇନ୍‌ କରାଯାଇଛି ଯେ ଏହା ଚନ୍ଦ୍ରପୃଷ୍ଠ ଉପରେ ପ୍ରତିଫଳିତ ହେଉଥିବା ସୂର୍ଯ୍ୟକିରଣ ଓ ଜହ୍ନ ଆଲୋକର ଉତ୍ସର୍ଜ(ଆଲୋକ, ଉତ୍ତାପ ଆଦି) ମାପି ପାରିବ। ଖାଲି ଏତିକି ନୁହେଁ ଚନ୍ଦ୍ରପୃଷ୍ଠରେ ଥିବା […]

  • Wednesday, 21 July 2021
job
‘ସରକାରୀ ଚାକିରି ଉପରେ ଆଶା ରଖନ୍ତୁନି, ବନ୍ଦ ହେବ ୪୦୦ ସରକାରୀ ବିଭାଗ’

ଇସଲାମାବାଦ: ଆତଙ୍କବାଦୀଙ୍କ ଚରାଭୂଇଁ ପାଲଟିଥିବା ପାକିସ୍ତାନର ସ୍ଥିତି ଏବେ ଆହୁରି ଖରାପ ହୋଇଛି। ବିଶ୍ୱ ବ୍ୟାଙ୍କ ସମେତ ପାକିସ୍ତାନ ସହ ବନ୍ଧୁତ୍ୱ ରଖୁଥିବା ଦେଶ ମଧ୍ୟ ପାକିସ୍ତାନର ହାତ ଛାଡ଼ି ଦେଇଛନ୍ତି। ଏମିତିକି ଚାଇନା ମଧ୍ୟ ପାକିସ୍ତାନକୁ ଯେଉଁ ଆର୍ଥିକ ସହାୟତା ଦେଉଥିଲା ସେଥିରେ ରୋକ ଲଗାଇଛି। ଯାହାକି ପାକିସ୍ତାନର ସ୍ଥିତିକୁ ଆହୁରି ସଙ୍କଟ ଆଡ଼କୁ ଠେଲି ଦେଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଦଳ (ପାକିସ୍ତାନ ତେହେରିକ୍‌-ଏ-ଇନସାଫ) ସାଧାରଣ ନିର୍ବାଚନ ବେଳେ ୧ କୋଟି ନିଯୁକ୍ତି […]

  • Wednesday, 21 July 2021
accident
ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ: ୩୫ ମୃତ

ରିଆଦ: ସାଉଦି ଆରବରେ ଏକ ଭୟଙ୍କର ସିରିଜ୍‌ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩୫ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସାଉଦି ଆରବର ପଶ୍ଚିମ ପ୍ରାନ୍ତରେ ଥିବା ମେଦିନାରେ ଏକ ଯାତ୍ରୀବାହୀ ବସ୍ ଏହି ସିରିଜ ଦୁର୍ଘଟଣା କରିଛି। ବୁଧବାର ସଂଧ୍ୟା ୭ଟାରେ ମେଦିନାରୁ ୧୭୦ କି.ମି. ଦୂର ହିଜ୍‌ରା ରୋଡ୍‌ରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଯାତ୍ରୀବାହୀ ବସ୍‌ଟି ପ୍ରଥମେ […]

  • Wednesday, 21 July 2021
Chandrayaan-2
ଚନ୍ଦ୍ରଯାନ-୨: ମିଳିପାରେ ଲାଣ୍ଡର ବିକ୍ରମର ପତ୍ତା

ନୂଆଦିଲ୍ଲୀ: ମିଶନ୍‌ ଚନ୍ଦ୍ରଯାନ-୨କୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଚନ୍ଦ୍ରପୃଷ୍ଠରେ ଲାଣ୍ଡର ବିକ୍ରମକୁ ଠାବ କରିବାରେ ବିଫଳ ହୋଇଥିବା ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପୁଣିଥରେ ଲାଣ୍ଡର ବିକ୍ରମକୁ ଖୋଜିବ। ନାସା ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯିବା ପରେ ଚନ୍ଦ୍ର ପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ କରିଥିବା ଲାଣ୍ଡର ବିକ୍ରମର ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ପୁଣିଥରେ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଦେଖା ଦେଇଛି। ପୁଣିଥରେ ନାସାର Lunar Reconnaissance Orbiter (LRO) […]

  • Wednesday, 21 July 2021
363362-p-chidambaram
ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜି ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ୱରମଙ୍କୁ ଗିରଫ କରିଛି। ଇଡିର ତିନି ଜଣିଆ ଟିମ୍ ଆଜି ତାଙ୍କୁ ଘଣ୍ଟାଏ ଧରି ପଚରାଉଚରା କରିବା ପରେ ଶେଷରେ ଗିରଫ କରିଛନ୍ତି। ପୂର୍ବରୁ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇ ଏବେ ତିହାର ଜେଲରେ ବିଚାର ବିଭାଗୀୟ ହାଜତରେ ରହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମ। ଗତକାଲି ଦିଲ୍ଲୀର ଏକ ସ୍ଥାନୀୟ କୋର୍ଟ […]

  • Wednesday, 21 July 2021
hunger
ପାକିସ୍ତାନ, ବାଂଲାଦେଶ ତୁଳନାରେ ଭାରତରେ ଭୋକିଲା ଲୋକ ଅଧିକ

ନୂଆଦିଲ୍ଲୀ: ଭୋକରେ ରହୁଛି ଭାରତ। ଦକ୍ଷିଣ ଏସିଆରେ ଥିବା ଦେଶ ମାନଙ୍କରେ ଭାରତର ସ୍ଥାନ ସବୁଠୁ ଖରାପ ରହିଛି। ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ଏହି ରିପୋର୍ଟ ପ୍ରକାଶ କରିଛି। ୧୧୭ଟି ଦେଶକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ରିପୋର୍ଟରେ ଭାରତର ସ୍ଥାନ ୧୦୨ ରହିଛି। ପାକିସ୍ତାନ ୯୪ତମ ସ୍ଥାନ ସହ ଭାରତ ଅପେକ୍ଷା ଭଲରେ ରହିଛି। ସେହିପରି ବାଂଲାଦେଶ ୮୮ତମ ଓ ନେପାଳ ୭୩ତମ ସ୍ଥାନରେ ରହିଛି। ୨୦୧୪ରେ ମଧ୍ୟ ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ରିପୋର୍ଟ ପ୍ରକାଶ […]

  • Wednesday, 21 July 2021
diwali
ଦୀପାବଳିରେ ଅଯୋଧ୍ୟାର ବିବାଦୀୟ ଅଞ୍ଚଳରେ ଦୀପ ଜାଳିବାକୁ ଭିଏଚ୍‌ପିକୁ ମିଳିଲାନି ଅନୁମତି

ଲକ୍ଷ୍ନୌ: ଅଯୋଧ୍ୟାର ବିବାଦୀୟ ଅଞ୍ଚଳରେ ରାମ ମନ୍ଦିର ଥିଲା କି ନାହିଁ, ତା’ର ବିଚାର ସୁପ୍ରିମକୋର୍ଟରେ ଚାଲିଛି। ସୁପ୍ରିମକୋର୍ଟ କୌଣସି ନିଷ୍ପତ୍ତି ନେଇ ନ ଥିବା ବେଳେ ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍‌ପି) ଭଳି କିଛି ସଂଗଠନ ଦୀପାବଳିରେ ଉକ୍ତ ସ୍ଥାନରେ ଦୀପ ଜଳାଇବାକୁ ଉଦ୍ୟମ କରୁଛନ୍ତି। ତେବେ ଭିଏଚ୍‌ପିର ଏଭଳି ଉଦ୍ୟମ ଫସର ଫାଟିଛି। ଅଯୋଧ୍ୟାର ଡିଭିଜନାଲ କମିଶନର(ଡିସି) ଭିଏଚ୍‌ପିକୁ ଏଥିପାଇଁ କୌଣସି ପ୍ରକାରର ଅନୁମତି ଦେଇ ନାହାନ୍ତି। ଡିସି ମନୋଜ ମିଶ୍ର କହିଛନ୍ତି, “ସୁପ୍ରିମକୋର୍ଟଙ୍କ ଅନୁମତି […]

  • Wednesday, 21 July 2021
couple
ହେ ଭଗବାନ୍‌ ! ଚଳନ୍ତା କାର୍‌ରେ ସ୍ୱାମୀ-ସ୍ତ୍ରୀ ଏ କ’ଣ କରୁଥିଲେ !

ନୂଆଦିଲ୍ଲୀ: ସ୍ୱାମୀ-ସ୍ତ୍ରୀ ସମ୍ପର୍କକୁ ଅଧିକ ନିବିଡ଼ କରିଥାଏ ସମ୍ଭୋଗ, ଏକଥା ସମସ୍ତେ ସ୍ୱୀକାର କରିବେ। କିନ୍ତୁ ଏଥିରେ ସଂଯମତା ରହିବା ନିହାତି ଆବଶ୍ୟକ। ତା’ ନହେଲେ କିଛି ବି ଅଘଟଣ ଘଟିପାରେ। ଯେମିତି ଘଟିଲା ସ୍ପେନର ଏଇ ଦମ୍ପତିଙ୍କ କ୍ଷେତ୍ରରେ। ରାସ୍ତା ଉପରେ ଗାଡ଼ି ଚଲାଇବା ସମୟରେ ଦୁଇଟି ଆଖି ନୁହେଁ ବରଂ ଚାରିଟି ଆଖିର ଆବଶ୍ୟକତା ରହିଥାଏ। ଏହି ସମୟରେ ଆମର ସାମାନ୍ୟ ଅସାବଧାନତା ଜୀବନ ବି ନେଇପାରେ। ହେଲେ ଏହି ଦମ୍ପତି ଗାଡ଼ି ଚଲାଇବାବେଳେ […]

  • Wednesday, 21 July 2021
man died
ପୁଣି ଜଣଙ୍କ ଜୀବନ ନେଲା ପିଏମ୍‌ସି ବ୍ୟାଙ୍କ ! ଆକାଉଣ୍ଟରେ ଥିଲା ୯୦ ଲକ୍ଷ ଟଙ୍କା

ମୁମ୍ବାଇ: ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋପୋରେଟିଭ୍‌(ପିଏମ୍‌ସି) ବ୍ୟାଙ୍କରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ପୁଣି ଜଣଙ୍କ ଜୀବନ ନେଇଛି। ବ୍ୟାଙ୍କରେ ଦୁର୍ନୀତି ଓ ଅନିୟମିତତା ଯୋଗୁ ଆକାଉଣ୍ଟଧାରୀ ନିଜ ଟଙ୍କା ଉଠାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆର୍‌ବିଆଇ ଆକାଉଣ୍ଟଧାରୀଙ୍କୁ ମାତ୍ର ୪୦ ହଜାର ଟଙ୍କା ଉଠାଣ ପାଇଁ ଅନୁମତି ଦେଇଥିବାରୁ ଏହା ବିରୋଧରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଏହି କ୍ରମରେ ପିଏମ୍‌ସି ବ୍ୟାଙ୍କ ବିରୋଧରେ ହେଉଥିବା ଆନ୍ଦୋଳନରେ ଯୋଗଦେଇ ଘରକୁ ଫେରିଥିବା ୫୧ ବର୍ଷୀୟ ସଞ୍ଜୟ […]

  • Wednesday, 21 July 2021
doctor
ଯୁବକଙ୍କ ପେଟରେ ହେଲା ଯନ୍ତ୍ରଣା, ଡାକ୍ତର କହିଲେ ପ୍ରେଗ୍‌ନାନ୍ସି ଟେଷ୍ଟ୍‌ କରାଅ

ରାଞ୍ଚି: ଶରୀରରେ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ଆମେ ଚିକିତ୍ସା କରିଥାଉ।ହେଲେ ଡାକ୍ତର ଯଦି ଏମିତି ପରାମର୍ଶ ଦେବେ !  ଅର୍ଥାତ  ପୁରୁଷଙ୍କୁ ଯଦି କହିବେ ପ୍ରେଗ୍‌ନାନ୍ସି ଟେଷ୍ଟ୍‌ ପାଇଁ ? ଆଶ୍ଚର୍ଯ୍ୟ ଲାଗୁଛି ନା !  ଏମିତି ପ଼ରାମର୍ଶ ବି ଡାକ୍ତର ଦେଇପାରନ୍ତି। ପୁଣି ଜଣେ ନୁହେଁ, ଦୁଇ ଦୁଇ ଜଣ ଯୁବକଙ୍କୁ ପ୍ରେଗ୍‌ନାନ୍ସି ଟେଷ୍ଟ କରିବା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର। ଝାଡ଼ଖଣ୍ଡର ଚତରା ଜିଲ୍ଲାରେ ୨ ଯୁବକଙ୍କ ସହ […]

  • Wednesday, 21 July 2021
Mount-Everest
କମି ଯାଇଛି କି ମାଉଣ୍ଟ ଏଭେରେଷ୍ଟର ଉଚ୍ଚତା?

କାଠମାଣ୍ଡୁ: ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଭେରେଷ୍ଟର ଉଚ୍ଚତା ପୁଣି ଥରେ ମପା ହେବ। ଏନେଇ ଚୀନ ଓ ନେପାଳ ପକ୍ଷରୁ ମିଳିତ ଭାବେ ନିଷ୍ପତ୍ତି ନିଆଯାଇଛି। ୨୦୧୫ ଏପ୍ରିଲରେ ନେପାଳରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କାରୀ ଭୂମିକମ୍ପ ପରେ ମାଉଣ୍ଟ ଏଭେରେଷ୍ଟର ଉଚ୍ଚତା କମି ଯାଇଥିବା ନେଇ ଚର୍ଚ୍ଚା ହେବା ପରେ ଚୀନ ଓ ନେପାଳ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରଳୟଙ୍କାରୀ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୬ ଥିଲା। ନିକଟରେ ଚୀନ ରାଷ୍ଟ୍ରପତି […]

  • Wednesday, 21 July 2021
ajit doval
‘ଆତଙ୍କବାଦୀଙ୍କ ଭବିଷ୍ୟତ ଉପରେ ଲଢ଼ିଲେ ହିଁ ଆତଙ୍କବାଦର ମୂଳୋତ୍ପାଟନ ହୋଇପାରିବ’

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆଜି ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ)ର ବୈଠକ ବସିଛି। ଏହି ଅବସରରେ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଯୋଗ ଦେଇ ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ନୂଆ ରଣନୀତିର ଆବଶ୍ୟକ ରହିଛି ବୋଲି କହିଛନ୍ତି। ସେ କହିଛନ୍ତି, ପାକିସ୍ତାନ ସରକାର ଆତଙ୍କବାଦକୁ ନିଜର ଏକ ଅଂଶ କରି ସାରିଛନ୍ତି। ଏବେ ସେହି ଆତଙ୍କବାଦୀ ଭାରତ ବିପକ୍ଷରେ ଲଢ଼ୁଛନ୍ତି। ତେବେ ଭାରତ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ସଫଳ ହୋଇଛି। ‘ଏବେ […]

  • Wednesday, 21 July 2021
air india
ଏୟାର ଇଣ୍ଡିଆରୁ ସାମୁହିକ ଇସ୍ତଫା ଦେଲେ ବହୁ ସଂଖ୍ୟକ ପାଇଲଟ୍‌

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ବିମାନ ସେବା କମ୍ପାନୀ ଏୟାର ଇଣ୍ଡିଆରେ ଏବେ ସଙ୍କଟ ଦେଖା ଦେଇଛି। ଦରମା ଓ ପଦୋନ୍ନତିରେ ଅସନ୍ତୁଷ୍ଟ ଯୋଗୁ ଅନେକ ପାଇଲଟ୍ ସାମୁହିକ ଇସ୍ତଫା ଦେଇଛନ୍ତି। ଦରମା ବୃଦ୍ଧି ଓ ପଦୋନ୍ନତି ପାଇଁ କିଛି ପାଇଲଟ୍  ଦାବି କରିଥିଲେ। କିନ୍ତୁ ସେମାନଙ୍କର ଦାବିକୁ ଅଣଦେଖା କରାଯାଇଥିବା ଅଭିଯୋଗ କରି ୧୨୦ଜଣ ଏୟାରବସ୍ A-320 ପାଇଲଟମାନେ ଇସ୍ତଫା ଦେଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ପାଇଲଟଙ୍କ ଇସ୍ତଫା ଯୋଗୁ ବିମାନସେବା ପ୍ରଭାବିତ ହେବ ନାହିଁ ବୋଲି ଏୟାର […]

  • Wednesday, 21 July 2021
crocodile
ସାଙ୍ଗ ସହ ମିଶି କୁମ୍ଭୀରକୁ ପିଆଇଲେ ମଦ, ଆଉ ତା’ପରେ...

ୱାଶିଂଟନ୍‌: ସାଙ୍ଗ ସହ ମିଶି କୁମ୍ଭୀର ଛୁଆକୁ ମଦ ପିଆଇଲେ, ଆଉ ତା’ପରେ ଘଟିଲା ଏମିତି କିଛି ତାହା ଜାଣିଲେ ଆପଣ ଆଚମ୍ବିତ ହୋଇଯିବେ। ଆମେରିକାର ଫ୍ଲୋରିଡାରେ ଜଣେ ଯୁବକ ଏଭଳି କିଛି କାଣ୍ଡ କରିଛନ୍ତି ଯାହା ଆପଣଙ୍କର ହୋସ୍‌ ଉଡ଼ାଇ ଦେବ। ଜଣେ ଯୁବକ କୁମ୍ଭୀର ଛୁଆକୁ ମଦ ପିଆଉଥିବା ଭିଡିଓ ସୋଶାଲ୍‌ ମିଡିଆରେ ଏବେ ଭାଇରାଲ ହେଉଛି। ଅଗଷ୍ଟ ୨୬ରେ ଉକ୍ତ ଯୁବକ ଓ ତାଙ୍କର ଜଣେ ସାଙ୍ଗ ପ୍ଲାମ୍‌ ସିଟିରୁ ଏହି କୁମ୍ଭୀର […]

  • Wednesday, 21 July 2021
blast
ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣରେ ଭୁଶୁଡ଼ିଲା ଘର; ଚାଲିଗଲା ୧୦ ଜୀବନ

ଲକ୍ଷ୍ନୌ: ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣରେ ଘର ଭୁଶୁଡ଼ି ୧୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆଜି ସକାଳେ ଉତ୍ତର ପ୍ରଦେଶର ମଉ ଜିଲ୍ଲା ମହମ୍ମଦାବାଦରେ ଜଣଙ୍କ ଘରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ ଏଥିରେ ଦୁଇ ମହଲା ବିଶିଷ୍ଟ ଏକ ବିଲ୍‌ଡିଂ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ଫଳରେ ଅନେକ ଲୋକ ଭଗ୍ନା ବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ଏନେଇ ଉଦ୍ଧାର କାର୍ଯ୍ୟ ମଧ୍ୟ […]

  • Wednesday, 21 July 2021
president
ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ଙ୍କୁ ଭେଟିଲେ ରାଷ୍ଟ୍ରପତି

ଅହମଦାବାଦ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ତାଙ୍କ ପତ୍ନୀ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଆଜି ସକାଳେ ଗାନ୍ଧିନଗର ସ୍ଥିତ ରାୟସନ ଗାଁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନଙ୍କୁ ଭେଟିଛନ୍ତି। ପାଖାପାଖି ୩୦ ମିନିଟ୍ ଧରି ରାଷ୍ଟ୍ରପତି ଓ ତାଙ୍କ ସ୍ତ୍ରୀ ହୀରାବେନଙ୍କ ସହ କଥା ହୋଇଥିଲେ। ସୂଚନାଯୋଗ୍ୟ, ହୀରାବେନ ତାଙ୍କ ସାନ ପୁଅ ପଙ୍କଜ ମୋଦିଙ୍କ ସହ ଏବେ ରହୁଛନ୍ତି। ଏହାପରେ ରାଷ୍ଟ୍ରପତି ଗାନ୍ଧିନଗର ସ୍ଥିତ କୋବାରେ […]

  • Wednesday, 21 July 2021
world-bank
ବିଶ୍ୱବ୍ୟାଙ୍କ୍‌ର ଆକଳନ- ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ବଢ଼ିବ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୬ ପ୍ରତିଶତ ରହିବ। ଏଭଳି ଆକଳନ କରିଛି ବିଶ୍ୱବ୍ୟାଙ୍କ। ତେବେ ୨୦୨୦-୨୧ ଆର୍ଥିକ ବର୍ଷ ବେଳକୁ ଦେଶର ଅଭିବୃଦ୍ଧି ହାର ୬.୯ ପ୍ରତିଶତକୁ ବଢ଼ିବ ବୋଲି ବିଶ୍ୱବ୍ୟାଙ୍କ ଆଶା ରଖିଛି। ସେହିପରି ୨୦୨୨-୨୩ରେ ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିବ ବୋଲି ବିଶ୍ୱବ୍ୟାଙ୍କ ଆକଳନ କରିଛି। ଇଣ୍ଟରନେଶନାଲ ମନିଟାରୀ ଫଣ୍ଡ (ଆଇଏମଏଫ୍) ସହ ବୈଠକ କରିବା ପରେ ବିଶ୍ୱବ୍ୟାଙ୍କ ଏହି ରିପୋର୍ଟ ପ୍ରକାଶ କରିଛି। ସୂଚନାଯୋଗ୍ୟ, ୨୦୧୮-୧୯ […]

  • Wednesday, 21 July 2021
garba dance
ହାତରେ ନାଗ ସାପ ଧରି ଗର୍‌ବା ଡ୍ୟାନ୍ସ କଲେ ମହିଳା !

ନୂଆଦିଲ୍ଲୀ: ନବରାତ୍ରୀ ଫେଷ୍ଟିଭାଲ୍‌ ଅବସରରେ ଗର୍‌ବା ଡ୍ୟାନ୍ସ ଚାଲିଥିବା ବେଳେ କିଛି ମହିଳା ହାତରେ ନାଗ ସାପ ଧରିଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଗୁଜରାଟ ଜୁନାଗଡ଼ ଜିଲ୍ଲାର ଶିଲ୍‌ ଗାଁରେ ଏଭଳି ଘଟଣା ଘଟିଛି। ଏହି ଘଟଣାରେ ଗୁରୁବାର ଦିନ ଇଭେଣ୍ଟ୍‌ ଅର୍‌ଗାନାଇଜର୍‌, ସ୍ନେକ୍ ସପ୍ଲାଇୟର୍‌ଙ୍କ ସମେତ ୨ଜଣ ମହିଳାଙ୍କୁ ଗିରଫ ପରେ କୋର୍ଟରେ ହାଜର କରାଯାଇଥିଲା। ତେବେ ସେମାନଙ୍କୁ ଜାମିନ ମିଳିଥିବା ଜଣାପଡ଼ିଛି। ଭାଇରାଲ […]

  • Wednesday, 21 July 2021