• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

police
କରୋନା ଭୟରେ ୧୫ ମାସ ଯାଏ ଘର ଭିତରେ ନିଜକୁ ବନ୍ଦ ରଖିଥିଲେ ପରିବାର ସଦସ୍ୟ

କରୋନାରେ ସଂକ୍ରମିତ ହେବା ଭୟରେ ତମ୍ଭୁ ଘର ଭିତରେ ପାଖାପାଖି ୧୫ ମାସ ନିଜକୁ ବନ୍ଦ କରି ରଖିଲେ ପରିବାରର ସଦସ୍ୟ। ସବୁଠାରୁ ଆଶ୍ଚର୍ଯ୍ୟ କଥା, ଘଟଣା ସମ୍ପର୍କକରେ ପଡ଼ିଶା ଲୋକଙ୍କୁ ମଧ୍ୟ ଜଣାନଥିଲା।

୭
ମା’ ନାରେ କଳଙ୍କ, ରାହାଧରି କାନ୍ଦିଲା ବେ।ଲି କୁନି ପୁଅକୁ ନିଆଁରେ ପେ।ଡ଼ି ହତ୍ୟାକଲା

ମଧ୍ୟପ୍ରଦେଶ  : ମା ନୁହେଁ ସେ ପିଶାଚୀ । ୧୦ ମାସ ଗର୍ଭଜାତନା ପାଇଁ କୁନି ପୁଅକୁ ଜନ୍ମ କରି ବି ଏତେ ନିଷ୍ଠୁର ସାଜିପାରିଲା କେମିତି ?    ମା’ ନିଜର ଶିଶୁ ପୁତ୍ରକୁ ନିଆଁରେ  ଜାଳି ମାରିଦେଲା । ଏପରି ମାମଲା ସାମ୍ନାକୁ ଆସିଛି, ଯାହା ଶୁଣି ବିଶ୍ୱାସ କରିବା ସମ୍ଭବ ନୁହେଁ । ୫ ମାସର କୁନି ପୁଅଟି ବାରମ୍ବାର କାନ୍ଦିବାରୁ ରାଗରେ ରାକ୍ଷସୀ ମା’ ଏପରି କରିଥିବା ଜଣାପଡ଼ିଛି ।  ମଧ୍ୟପ୍ରଦେଶର […]

  • Thursday, 22 July 2021
braja-1
୧୭ ଲକ୍ଷ ଠକେଇର ଶିକାର ବ୍ୟକ୍ତିଙ୍କ ଆତ୍ମାହୁତି ଉଦ୍ୟମ

ଖୋର୍ଦ୍ଧା : ନ୍ୟାୟ ନମିଳିବା ଅଭିଯୋଗରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ କଲେ ବୋଲଗଡ଼ର ବ୍ରଜବନ୍ଧୁ ସାହୁ  । ସ ମିଲ୍ କରିଥିବା ବ୍ରଜବନ୍ଧୁ କାଠ କିଣିବା ପାଇଁ  ଅନଲାଇନରେ ୧୬ ଲକ୍ଷ ୯୫ ହଜାର ଟଙ୍କା  ଡିପୋଜିଟ କରିଥିଲେ  ।  ଟଙ୍କା ପଇଠ କରିବାର ଅନେକ ଦିନ ପରେ ମଧ୍ୟ ତାଙ୍କୁ କୌଣସି ଜିନିଷ ମିଳିନଥିଲା । ଘରୋଇ ବ୍ୟାଙ୍କରୁ ଲୋନ୍‌ ଆଣିଥିବାରୁ  ଦିନକୁ ଦିନ ଋଣ ଭାର ବଢ଼ିଚାଲିଲା । ଠକେଇର […]

  • Thursday, 22 July 2021
night-crfu
ଦିଲ୍ଲୀ ମୁମ୍ବାଇରେ ନାଇଟ୍ କର୍ଫ୍ୟୁ

ନୂଆଦିଲ୍ଲୀ : କରୋନା ମହାମାରୀ ପାଇଁ ଏଥର ଫିକା ପଡ଼ିବ ଜିରୋ ନାଇଟ୍ ସେଲିବ୍ରେସନ । ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁରେ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି । ଦିଲ୍ଲୀରେ ଆଜି ଓ ଆସନ୍ତାକାଲି ପାଇଁ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ରାତ୍ରି ୧୧ଟା ପରେ ସର୍ବସାଧାରଣ ସ୍ଥାନରେ ୫ରୁ ଅଧିକ ବ୍ୟକ୍ତି ଏକାଠି ହୋଇପାରିବେ ନାହିଁ।  ବ୍ରିଟେନରେ ଆରମ୍ଭ ହୋଇଥିବା କରୋନାର ନୂଆ ଷ୍ଟ୍ରେନ ସଂକ୍ରମଣ ଭାରତରେ ମିଳିବା ପରେ ମହାନଗରୀରେ ନାଇଟ୍ କର୍ଫ୍ୟୁ ଲାଗୁ […]

  • Thursday, 22 July 2021
rajnath
ଚୀନକୁ ରାଜନାଥଙ୍କ ଚେତାବନୀ

  ଚୀନକୁ ରାଜନାଥଙ୍କ ନାଲି ଆଖି, କହିଲେ ସୀମାରେ କମ୍ କରାଯିବନି ସୈନ୍ୟ ଦଳ ଭାରତକୁ କବଜା କରିବାକୁ ଅପଚେଷ୍ଟା କଲେ, ଦେଶ କଡ଼ା ଜବାବ ଦେବ ହାତ ବାନ୍ଧି ବସିନାହାନ୍ତି ଭାରତୀୟ ବୀର, ଦେଶର ମଥାନତ ହେବାକୁ ଦେବେନି ଭାରତ :  ଚୀନକୁ  କଡ଼ା ଜବାବ ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।  ଚୀନ୍ ସହ କୂଟନୈତିକ ଓ ସାମରିକ ସ୍ତରରେ ଆଲୋଚନା ହୋଇଥିଲେ ବି ତାହା ଫଳପ୍ରଦ ହୋଇନାହିଁ । ବାରମ୍ବାର ଆଲୋଚନା […]

  • Thursday, 22 July 2021