• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

rajnath
ଚୀନକୁ ରାଜନାଥଙ୍କ ଚେତାବନୀ

  ଚୀନକୁ ରାଜନାଥଙ୍କ ନାଲି ଆଖି, କହିଲେ ସୀମାରେ କମ୍ କରାଯିବନି ସୈନ୍ୟ ଦଳ ଭାରତକୁ କବଜା କରିବାକୁ ଅପଚେଷ୍ଟା କଲେ, ଦେଶ କଡ଼ା ଜବାବ ଦେବ ହାତ ବାନ୍ଧି ବସିନାହାନ୍ତି ଭାରତୀୟ ବୀର, ଦେଶର ମଥାନତ ହେବାକୁ ଦେବେନି ଭାରତ :  ଚୀନକୁ  କଡ଼ା ଜବାବ ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।  ଚୀନ୍ ସହ କୂଟନୈତିକ ଓ ସାମରିକ ସ୍ତରରେ ଆଲୋଚନା ହୋଇଥିଲେ ବି ତାହା ଫଳପ୍ରଦ ହୋଇନାହିଁ । ବାରମ୍ବାର ଆଲୋଚନା […]

  • Thursday, 22 July 2021
Rajnikanth_207635_730x419
ରାଜନୀତି କରିବେନି ରଜନୀକାନ୍ତ !

ତାମିଲନାଡ଼ୁ : ରାଜନୀତିରେ ପ୍ରବେଶ କରିବେ ନାହିଁ ତେଲୁଗୁ ମେଗାଷ୍ଟାର୍  । ରାଜନୈତିକ ଦଳ ଗଠନ କରିବାର ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛନ୍ତି ତେଲୁଗୁ ମେଗାଷ୍ଟାର୍ ରଜନୀକାନ୍ତ  । ଦଳ ଗଢ଼ିବେ ନାହିଁ କି ନିର୍ବାଚନ ଲଢ଼ିବେ ନାହିଁ ।  ରାଜନୈତିକ ଦଳ ଗଢ଼ିବେ ନାହିଁ ବୋଲି ଘୋଷଣା କରିବା ସହ ତାଙ୍କର ଅସୁସ୍ଥତାକୁ ଈଶ୍ୱରଙ୍କର ସତର୍କବାଣୀ ବୋଲି କହିଛନ୍ତି । ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ରଜନୀକାନ୍ତ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ନିର୍ବାଚନ ରାଜନୀତିରେ […]

  • Thursday, 22 July 2021
୮
ଜେ। ବାଇଡେନଙ୍କ ଡିଜିଟାଲ ଟିମରେ କାଶ୍ମୀର ଝିଅ ଆଏସା ଶାହା

ଆମେରିକା : ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜେ। ବାଇଡେନଙ୍କ ଡିଜିଟାଲ ଟିମରେ ଭାରତୀୟ ବଂଶେ।ଦ୍ଭବ ତଥା କାଶ୍ମୀର ଜନ୍ମିତ ଆଏସା ଶାହାଙ୍କୁ ମିଳିଛି ବରିଷ୍ଠ ତଥା ସମ୍ମାନଜନକ ପଦବୀ । ହ୍ୱାଇଟ ହାଉସ ପକ୍ଷରୁ ଏନେଇ ସେ।ମବାର ସ୍ପଷ୍ଟ କରାଯାଇଛି । ଆଏସା ହ୍ୱାଇଟ ହାଉସ ଡିଜିଟାଲ ଟିମର ଗୁରୁତ୍ୱପୂର୍ଣ୍ଣ ଅଂଶ ରହିବେ । ଲୁଇସିଆନରେ ବଢ଼ିଥିବା ଆଏସା  ନିର୍ବାଚନ ପ୍ରଚାର ସମୟରେ ବାଇଡେନ୍ – ହ୍ୟାରିସ୍ ଟିମରେ ଡିଜିଟାଲ ପାଟନରସିପ୍ ମ୍ୟାନେଜର ରୂପେ କାମ କରୁଥିଲେ […]

  • Thursday, 22 July 2021
girl
ଚାଷୀଙ୍କ ଟଙ୍କା ଭର୍ତ୍ତି ବ୍ୟାଗ୍ ଫେରାଇ ମହନୀୟତାର ପରିଚୟ ଦେଲେ ଯୁବତୀ

ଟଙ୍କା ଲୋଭ କାହାର ନଥାଏ। ତା ପୁଣି ପୁଳା ପୁଳା ଟଙ୍କା ହାତରେ ପଡ଼ିଗଲେ କଥା ସରିଲା। ଲୋଭର ବଶବର୍ତ୍ତୀ ହୋଇ ସବୁକିଛି ଭୁଲିଯାଏ ମଣିଷ। କିନ୍ତୁ ଆପଣ ପଢ଼ିବାକୁ ଯାଉଥିବା କଥା କିଛି ନିଆରା। ଅନ୍ୟ ପାଇଁ ବଡ଼ ଉଦାହରଣ। ତେବେ ଘଟଣାଟି କଣ ଆସନ୍ତୁ ଜାଣିବା ହାତ ମୁଠାରେ ବିଡ଼ାବିଡା ନୋଟ୍ ପଡ଼ିଥିଲା, ଚାହିଁଥିଲେ ବି ଟଙ୍କାକୁ ଲୁଚାଇ ପାରିଥାନ୍ତେ, ନିଜ ପାଇଁ ଏବଂ ପରିବାରର ପାଇଁ କେତେ  କଣ ସାମଗ୍ରୀ କିଣି ପାରିଥାନ୍ତେ। […]

  • Thursday, 22 July 2021
parliament
୧୦ରେ ସଂସଦର ନୂଆ ଭବନ ଶିଳାନ୍ୟାସ କରିବେ ମୋଦି

ଆସନ୍ତା ୧୦ ତାରିଖରେ ବହୁ ପ୍ରତୀକ୍ଷିତ ସଂସଦର ନୂଆ ଭବନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏ ନେଇ  ଆଜି ଲୋକସଭା ବାଚସ୍ପତି ଓମ୍ ବିର୍ଲା ସୂଚନା ଦେଇଛନ୍ତି । ୬୪ ହଜାର ୫୦୦ ବର୍ଗମିଟର ବିଶିଷ୍ଟ ନୂତନ ଭବନର ନିର୍ମାଣ ପାଇଁ ବ୍ୟୟବରାଦ ରହିଛି ପ୍ରାୟ ୯୭୧ କୋଟି । ନୂଆ ଭବନ ନିର୍ମାଣ ନେଇ କ’ଣ କହିଲେ ଲୋକସଭା ବାଚସ୍ପତି ନୂଆ ଭବନ ନିର୍ମାଣ ନେଇ ଘୋଷଣା ଅବସରରେ ଲୋକସଭା ବାଚସ୍ପତି […]

  • Thursday, 22 July 2021
care
ଗ୍ୟାଙ୍ଗଷ୍ଟର ଟାଇଗରକୁ ମାରିଦେଲେ

ଔରଙ୍ଗାବାଦ: ମାଓବାଦୀରୁ ଗ୍ୟାଙ୍ଗଷ୍ଟର ବନିଥିବା ଟାଇଗରକୁ ବିହାରର ଔରଙ୍ଗାବାଦ ଜିଲ୍ଲାରେ ହତ୍ୟା କରାଯାଇଛି। ନକ୍ସଲ ପ୍ରବଣ ଏହି ଜିଲ୍ଲାରେ କିଛି ଲୋକ ଏକାଠି ହୋଇ ଟାଇଗର ଉପରକୁ ଅତି କମ୍ ରେ ୨୫ ରାଉଣ୍ଡ ଗୁଳିଚାଳନା କରିଥିଲେ। ଦୁଇଟି ଗ୍ୟାଙ୍ଗ ମଧ୍ୟରେ ଚାଲିଥିବା ବିବାଦର ଏହା ପରିଣାମ ହୋଇଥାଇପାରେ ବୋଲି ପୋଲିସ କହିଛି। ଏହି ଘଟଣା ପରେ ଔରଙ୍ଗାବାଦ ଜିଲ୍ଲାରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବିହାର ନିର୍ବାଚନରେ ଏଠାରେ ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୨୮ ତାରିଖରେ […]

  • Thursday, 22 July 2021
mahatma gandhi
ଆମେରିକାରେ ଭାଙ୍ଗିଲେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି

ନୂଆଦିଲ୍ଲୀ: ଆମେରିକାରେ ପୁଲିସ୍‌ ହେପାଜତରେ ଥିବା କୃଷ୍ଣକାୟ ନାଗରିକ ଜର୍ଜ ଫ୍ଲଏଡ୍‌ଙ୍କ ମୃତ୍ୟୁ ପରେ ବିକ୍ଷୋଭ ନିଆଁ ତେଜିବାର ନାଁ ଧରୁନି। ୱାଶିଂଟନ୍‌ ଡିସି ସ୍ଥିତ ଭାରତୀୟ ଦୂତାବାସରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ କ୍ଷତି ପହଞ୍ଚାଇଛନ୍ତି ବିକ୍ଷୋଭକାରୀ। ସୂଚନା ଅନୁସାରେ, ଏହି ଘଟଣାରେ ଆମେରିକା ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏହି ମାମଲାରେ ଆମେରିକା ଦୁଃଖ ପ୍ରକାଶ କରିବା ସହ ଭାରତକୁ କ୍ଷମା ମାଗିଛି। ପ୍ରଦର୍ଶନକାରୀଙ୍କ ଦ୍ୱାରା ହୋଇଥିବା ଏହି ଅପମାନ […]

  • Thursday, 22 July 2021
cyclone
ବଙ୍ଗୋପ ସାଗରରେ ଦାନା ବାନ୍ଧୁଛି ବାତ୍ୟା ! ଅଶାନ୍ତ ରହିବ ସମୁଦ୍ର

ନୂଆଦିଲ୍ଲୀ: ଦାନା ବାନ୍ଧୁଛି ବାତ୍ୟା ! ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗର ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ ମେ’ ୧୫ ତାରିଖ ସୁଦ୍ଧା ଡିପ୍ରେସନର ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପୂର୍ବାନୁମାନ କରିଛି। ଏହାପରେ ଏହା ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇ ଏହା ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ପରେ ଏହା ଉତ୍ତର ଓ ଉତ୍ତର ପୂର୍ବ ଦିଗକୁ ଗତି କରିବ ବୋଲି ଆକଳନ କରାଯାଉଛି। ଏନେଇ IMD […]

  • Thursday, 22 July 2021
airport
ଶୀଘ୍ର ଆରମ୍ଭ ହୋଇପାରେ ବିମାନ ସେବା, କ୍ୟାବିନ୍‌ ବ୍ୟାଗେଜ୍ ପାଇଁ ମିଳିନପାରେ ଅନୁମତି

ନୂଆଦିଲ୍ଲୀ: ଦେଶରେ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଥିବାବେଳେ ଖୁବ୍‌ ଶୀଘ୍ର ବିମାନ ସେବା ଆରମ୍ଭ କରିବା ପାଇଁ ସରକାର ଯୋଜନା କରୁଛନ୍ତି। ଯାତ୍ରମୀନଙ୍କ ସୁରକ୍ଷା ଲାଗି ନୂଆ ନିୟମ ସହ ପୁଣିଥରେ ବିମାନ ସେବା ଆରମ୍ଭ କରିବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଯୋଜନା କରୁଛି। ପୁଣିଥରେ କମର୍ସିଆଲ୍‌ ବିମାନ‌ ଉଡ଼ାଣ ଆରମ୍ଭ ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଯୋଜନା କରିଛି। ଏଥିପାଇଁ Standard Operating Procedure (SOP)ର ଏକ ଡ୍ରାଫ୍ଟ ମଧ୍ୟ […]

  • Thursday, 22 July 2021
accident
ଘରକୁ ଫେରୁଥିଲେ, ପିଟିଦେଲା ଗାଡ଼ି: ଚାଲିଗଲା ୪ ଶ୍ରମିକଙ୍କ ଜୀବନ

ନୂଆଦିଲ୍ଲୀ: ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୪ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏମାନେ ସମସ୍ତେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟି ସେମାନଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ତାଙ୍କର ୬ ବର୍ଷର ଝିଅ ଅଛନ୍ତି। ସମ୍ପୃକ୍ତ ମହିଳା ଜଣକ ତାଙ୍କର ୬ ବର୍ଷର ଝିଅକୁ ଧରି ଅଟୋରେ ଗାଁକୁ ଫେରୁଥିବା ବେଳେ ଉତ୍ତରପ୍ରଦେଶର ଫତେହପୁର ନିକଟରେ ଏକ ଟ୍ରକ୍‌ ସେମାନଙ୍କର ଅଟୋକୁ ଧକ୍କା ଦେଇଥିଲା। ଏହି ଅଟୋରେ ଉକ୍ତ […]

  • Thursday, 22 July 2021
Capture
ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ପରେ ମିଳିଲା ଏମିତି ଆଭାସ, ମେ’ ୧୭ ପରେ ବଢ଼ିପାରେ ଲକ୍‌ଡାଉନ୍‌ !

ନୂଆଦିଲ୍ଲୀ: କରୋନା ସଂକ୍ରମଣ ରୋକିବା ପାଇଁ ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଛି। ମେ’ ୧୭ରେ ଏହି ଲକ୍‌ଡାଉନ୍‌ ଅବଧି ସରିବ। ତେବେ ଦେଶରେ ପୁଣିଥରେ ଲକ୍‌ଡାଉନ୍‌ ଅବଧି ବଢ଼ିବ କି ? ନା ଏହାକୁ ହଟାଇ ଦିଆଯିବ ? ଏମିତି ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଥିବାବେଳେ ସରକାରୀ ସ୍ତରରେ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନାହିଁ। ଏସବୁ ଭିତରେ ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, କେନ୍ଦ୍ର ସରକାର […]

  • Thursday, 22 July 2021
train 2
ଆଜିଠୁ ଗଡ଼ିବ ଟ୍ରେନ୍, ଜାଣନ୍ତୁ ଟାଇମିଂ ଓ ରୁଟ୍‌ ସମ୍ପର୍କରେ...

ନୂଆଦିଲ୍ଲୀ/ଭୁବନେଶ୍ୱର: ଲକ୍‌ଡାଉନ୍‌ କଟକଣା ଭିତରେ ଆଜିଠୁ ସାଧାରଣ ଯାତ୍ରୀଙ୍କ ପାଇଁ ଗଡ଼ିବ ଟ୍ରେନ୍‌। ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀରୁ ଭୁବନେଶ୍ୱର ସମେତ ଦେଶର ପ୍ରମୁଖ ସହରକୁ ୧୫ ଯୋଡ଼ା ଟ୍ରେନ୍ ଚାଲିବ। ଏଥିଲାଗି କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହୋଇଛି। ନିର୍ଦ୍ଦେଶାବଳୀ ଅନୁସାରେ, କେବଳ confirmed‌ E-Tickets ଥିବା ଯାତ୍ରୀଙ୍କୁ ଷ୍ଟେସନରେ ପ୍ରବେଶ ପାଇଁ ଅନୁମତି ମିଳିବ।  ଏହାପରେ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ  କରାଯିବ। ଯେଉଁ  ଯାତ୍ରୀଙ୍କ କରୋନା ଲକ୍ଷଣ ନ ଥିବା ସେମାନଙ୍କୁ ବଗିରେ ପ୍ରବେଶ କରିବା […]

  • Thursday, 22 July 2021
Capture
ଥରିଲା କାବୁଲ, ଏକାସଙ୍ଗେ ୪ ବିସ୍ଫୋରଣ

କାବୁଲ: ସାରା ବିଶ୍ୱ ଏବେ କରୋନାର ମୁକାବିଲା କରୁଥିବା ବେଳେ ଏହି ସମୟରେ ଆଫଗାନିସ୍ତାନରେ ବୋମା ବିସ୍ଫୋରଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଆଫଗାନିସ୍ତାନର ରାଜଧାନୀ କାବୁଲରେ ସୋମବାର ଗୋଟିଏ ପରେ ଗୋଟିଏ ଲଗାତାର ୪ଟି ବୋମା ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ୪ଜଣ ସାଧାରଣ ନାଗରିକଙ୍କ ସମେତ ଜଣେ ଶିଶୁ ଆହତ ହୋଇଛନ୍ତି। ଘଟଣାସ୍ଥଳରେ କ୍ଲିଅରାନ୍ସ ଟିମ୍‌ ପହଞ୍ଚିଛନ୍ତି। କାବୁଲ ଓ ଆଫଗାନିସ୍ତାନରର ଅନ୍ୟ ସହରରେ ଆତଙ୍କବାଦୀମାନେ ବୋମା ବିସ୍ଫୋରଣ ଏବଂ ରକେଟ୍‌ ଆକ୍ରମଣ ଘଟଣା ଗତ […]

  • Thursday, 22 July 2021
home isolation
ହୋମ୍ ଆଇସୋଲେସନ୍‌ ଗାଇଡ୍‌ଲାଇନ୍ସରେ ସଂଶୋଧନ

ନୂଆଦିଲ୍ଲୀ: ହୋମ୍ ଆଇସୋଲେସନ୍‌ରେ ରହିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ଲାଇନ୍ସରେ କିଛି ସଂଶୋଧନ ଅଣାଯାଇଛି। ହୋମ୍ ଆଇସୋଲେସନରେ ରହିବାକୁ ଚାହୁଁଥିବା ସନ୍ଦିଗ୍ଧ କରୋନା ଆକ୍ରାନ୍ତ, ମେଡିକାଲ ଅଫିସରଙ୍କ ଦ୍ୱାରା ଲକ୍ଷଣ ନ ଥିବା ପ୍ରମାଣିତ ହେବା ବାଧ୍ୟତାମୂଳକ କରାଯାଇଛି। ସେହିପରି କରୋନା ଲକ୍ଷଣ ନାହିଁ ବୋଲି ଡାକ୍ତର କିମ୍ବା ଚିକିତ୍ସକଙ୍କ ଦ୍ୱାରା ପ୍ରମାଣିତ ହେଲା ପରେ ସଂପୃକ୍ତ ବ୍ୟକ୍ତି କ୍ୱାରେଣ୍ଟିନ ସେଣ୍ଟର ବା କୋଭିଡ୍ କେୟାର ସେଣ୍ଟରରୁ […]

  • Thursday, 22 July 2021
ପୁଣି ଏକ ବ୍ୟାଙ୍କ ମହା ଠକେଇ, ୪୧୪ କୋଟି ଟଙ୍କାର ଚୂନ ଲଗାଇ ବିଦେଶ ପଳାଇଲେ ଚାଉଳ ବ୍ୟବସାୟୀ

ନୂଆଦିଲ୍ଲୀ: ଏସ୍‌ବିଆଇ ସମେତ ବିଭିନ୍ନ ବ୍ୟାଙ୍କରୁ କୋଟି କୋଟି ଟଙ୍କାର ଋଣ ନେଇ ଏହାକୁ ପୈଠ ନ କରି ଫେରାର ହୋଇଯାଇଛନ୍ତି ଏକ କମ୍ପାନୀର ମାଲିକ। ସବୁଠାରୁ ଆଶ୍ଚର୍ଯ୍ୟର କଥା, ୨୦୧୬ରୁ କମ୍ପାନୀର ମାଲିକ ଅର୍ଥାତ୍‌ ଏହାର ନିର୍ଦ୍ଦେଶକମାନେ ଫେରାର ଥିଲେ ମଧ୍ୟ ଦୀର୍ଘ ୪ ବର୍ଷ ପରେ ଏସ୍‌ବିଆଇ ପକ୍ଷରୁ ସିବିଆଇ ନିକଟରେ ଅଭିଯୋଗ ଦାଖଲ କରାଯାଇଛି। ସୂଚନା ଅନୁସାରେ, ଦିଲ୍ଲୀରେ ଥିବା ରାମଦେବ ଇଣ୍ଟନ୍ୟାଶନାଲ ଲିଃ(ବାସମତି ଚାଉଳ ରପ୍ତାନୀ କରୁଥିଲା ଏହି କମ୍ପାନୀ) ବିରୋଧରେ […]

  • Thursday, 22 July 2021
flight
ସପ୍ତାହକ ମଧ୍ୟରେ ଆରମ୍ଭ ହୋଇପାରେ ଘରୋଇ ବିମାନ ସେବା

ନୂଆଦିଲ୍ଲୀ: ସପ୍ତାହକ ମଧ୍ୟରେ ଆରମ୍ଭ ହୋଇପାରେ ଘରୋଇ ବିମାନ ସେବା। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଏହି ସୂଚନା ଦେଇଛନ୍ତି। ଏପରିକି ମେ’ ୧୫ ପୂର୍ବରୁ ମଧ୍ୟ ବିମାନ ସେବା ଆରମ୍ଭ କରିବାକୁ ଯୋଜନା ହେଉଛି। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ପଦକ୍ଷେପ ନିଆଯାଉଛି। କିନ୍ତୁ ଘରୋଇ ବିମାନ ସେବା ଆରମ୍ଭର ନିର୍ଦ୍ଦିଷ୍ଟ ତାରିଖ ସମ୍ପର୍କରେ ସେ ସ୍ପଷ୍ଟ କରି ନାହାନ୍ତି। […]

  • Thursday, 22 July 2021
Capture
ଏନ୍‌କାଉଣ୍ଟରରେ ୪ ନକ୍ସଲ ନିହତ

ପାରଧୋନି: ଏନ୍‌କାଉଣ୍ଟରରେ ୪ ନକ୍ସଲ ନିହତ ହୋଇଛନ୍ତି। ଛତିଶଗଡ଼ ମାନପୁର ଥାନା ଅନ୍ତର୍ଗତ ପାରଧୋନି ଗାଁ ନିକଟରେ ଆଜି ସକାଳେ ଏହି ଏନ୍‌କାଉଣ୍ଟର ହୋଇଛି। ଘଟଣାସ୍ଥଳରୁ ପୁଲିସ୍‌ ଗୋଟିଏ AK-47 ରାଇଫଲ ଓ କିଛି ମାରଣାସ୍ତ୍ର ଜବତ କରିଛି। ନକ୍ସଲମାନେ ଲୁଚିଥିବା ଖବର ପାଇ ଛତିଶଗଗଡ଼ ପୁଲିସ୍‌ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା। ଏହାପରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୪ ନକ୍ସଲ ନିହତ ହୋଇଛନ୍ତି। ତେବେ ଗୁଳି ବିନିମୟ […]

  • Thursday, 22 July 2021
gas leak
ଏଲ୍‌ଜି ପଲିମର୍ସକୁ NGT ଛାଟ, ୫୦ କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଏଲ୍‌ଜି ପଲିମର୍ସକୁ NGT ଛାଟ। ଗତକାଲିର ଗ୍ୟାସ୍ ଲିକ୍ ଘଟଣାକୁ ନେଇ ୫୦ କୋଟି ଟଙ୍କା ଜମା କରିବାକୁ ଏଲ୍‌ଜି ପଲିମର୍ସକୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ୍‌(NGT)। ଗ୍ୟାସ୍ ଲିକ୍ ଟ୍ରାଜେଡିକୁ ନେଇ ପ୍ରାଥମିକ କ୍ଷତି ଭରଣା ପାଇଁ ଏହି ନିର୍ଦ୍ଦେଶ ଦେଇଛନ୍ତି NGT।  ଏହାସହ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ, ଜଙ୍ଗଲ ଏବଂ Central Pollution Control Board (CPCB)କୁ ନୋଟିସ୍ ଜାରି ହୋଇଛି। ସୂଚନାଥାଉ କି, ଗତକାଲି ଆନ୍ଧ୍ରପ୍ରଦେଶ ଭାଇଜାଗରେ ଏଲ୍‌ଜି ପଲିମର୍ସ […]

  • Thursday, 22 July 2021
school closed
ସ୍କୁଲ୍‌ରେ ହେବ ଯୁଗ୍ମ-ଅଯୁଗ୍ମ କ୍ଲାସ୍ !

ନୂଆଦିଲ୍ଲୀ: ଶିକ୍ଷା ବ୍ୟବସ୍ଥାରେ ବି ଲାଗୁ ହୋଇପାରେ ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା। ଲକଡାଉନ ଯୋଗୁ ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହୋଇଛି। ଏହାକୁ ନଜରରେ ରଖି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ଓ ଏନ୍‌ସିଆର୍‌ଟି ପକ୍ଷରୁ ସ୍କୁଲରେ ଯୁଗ୍ମ, ଅଯୁଗ୍ମ ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରାଯାଉଛି। ଫଳରେ ଲକଡାଉନ ହଟିବା ପରେ ସ୍କୁଲରେ ଦୈନିକ ୫୦ ପ୍ରତିଶତ ଛାତ୍ରଛାତ୍ରୀ ଉପସ୍ଥିତ ରହିବେ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ଏପରି ଯୋଜନା କରାଯାଉଛି। ଗୋଟିଏ ସପ୍ତାହ […]

  • Thursday, 22 July 2021
plane crash
ବାୟୁସେନାର ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ

ଚଣ୍ଡିଗଡ଼: ଭାରତୀୟ ବାୟୁ ସେନା(IAF)ର ଏକ ଯୁଦ୍ଧ ବିମାନ ପଞ୍ଜାବର ହୋସିଆର୍‌ପୁର୍‌ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ସକାଳ ସାଢ଼େ ୧୦ଟାରେ ଏକ ବିଲ ଭିତରେ MiG-29 ଯୁଦ୍ଧ ବିମାନ ଖସି ପଡ଼ିଥିବା ସୂଚନା ମିଳିଛି। ଆଜି ସକାଳ ୧୦.୪୫ରେ ମିଗ-୨୯ ଯୁଦ୍ଧ ବିମାନ ଜଳନ୍ଧର ସ୍ଥିତ ଏୟାର ବେସ୍‌ରୁ ଟ୍ରେନିଂ ମିଶନରେ ବାହାରିଥିଲା। ଉଡ଼ାଣ କିଛି ସମୟରେ ହଠାତ୍‌ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ବିମାନଟି ତଳକୁ ଖସିବା ପୂର୍ବରୁ ପାଇଲଟ ଜଣଙ୍କ ସୁରକ୍ଷିତ ଭାବେ […]

  • Thursday, 22 July 2021
Capture
ଏଲ୍‌ଜି ପଲିମର୍ସରୁ ପୁଣି ଗ୍ୟାସ୍‌ ଲିକ୍, ପ୍ରାଣ ବିକଳରେ ରାସ୍ତା ଉପରକୁ ଚାଲି ଆସିଲେ ଲୋକେ

ବିଶାଖାପଟ୍ଟନମ୍‌: ବିଶାଖାପଟ୍ଟନମ୍‌ ଏଲ୍‌ଜି ପଲିମର୍ସରୁ ପୁଣି ଗ୍ୟାସ୍‌ ଲିକ୍‌ ହୋଇଛି। ଗତକାଲି ବିଳମ୍ବିତ ରାତିରେ ପ୍ଲାଣ୍ଟରୁ ପୁଣି ଷ୍ଟାଇରିନ୍‌ ଗ୍ୟାସ୍ ଲିକ୍ ହେବାରୁ ସ୍ଥାନୀୟ ଅଞ୍ଚଳର ଲୋକେ ଘର ଛାଡ଼ି ପ୍ରାଣ ବିକଳରେ ରାସ୍ତା ଉପରକୁ ଚାଲି ଆସିଥିଲେ। ଏପରିକି ଲୋକେ ଗାଡ଼ି ମୋଟରରେ ନିଜ ପରିବାରକୁ ବସାଇ ଅଞ୍ଚଳ ଛାଡ଼ି ପଳାଇଥିବା ସୂଚନା ମିଳିଛି। ଏହି ଗ୍ୟାସ୍ ଲିକ୍ ଯୋଗୁ ୨ରୁ ୩ କିଲୋମିଟର ପରିଧି ମଧ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଅନ୍ୟପଟେ ଏହି […]

  • Thursday, 22 July 2021
moon
ଆଜି ଦେଖାଯିବ ‘ସୁପର୍ ଫ୍ଲାଓ୍ୱାର୍ ମୁନ୍’

ନୂଆଦିଲ୍ଲୀ: ଆଜି ଦେଖାଯିବ ୨୦୨୦ ମସିହାର ଅନ୍ତିମ ‘ସୁପର୍ ମୁନ୍’। ଅପରାହ୍ନ ୪.୧୫ ମିନିଟ୍‌  ସମୟରେ ଏହା ସମ୍ପୂର୍ଣ୍ଣ ଭାବରେ ଦେଖିବାକୁ ମିଳିବ। ଏହି ସୁପର୍‌ ମୁନ୍‌କୁ ‘ସୁପର୍ ଫ୍ଲାଓ୍ୱାର୍ ମୁନ୍’ ଓ ‘କର୍ଣ୍ଣ ପ୍ଲାଣ୍ଟିଂ ମୁନ୍‌’ ମଧ୍ୟ କୁହାଯାଉଛି। ନାସାର ତଥ୍ୟ ଅନୁସାରେ, ଆଜି ଅପରାହ୍ନ ୪.୧୫ ମିନିଟ୍‌ ସମୟରେ ସୁପର୍‌ମୁନ୍‌ର ସମ୍ପୂର୍ଣ୍ଣ ପ୍ରଭାବ ଦେଖିବାକୁ ମିଳିବ। ହେଲେ ଭାରତରେ ୨୦୨୦ର ଏହି ଅନ୍ତିମ ସୁପର୍ ଫ୍ଲାଓ୍ୱାର୍ ମୁନ୍ ଦୃଶ୍ୟମାନ ହେବ ନାହିଁ। କାରଣ ଏହା […]

  • Thursday, 22 July 2021
pm modi.
ପଲିମର୍ସ ପ୍ଲାଣ୍ଟରୁ ବିଷାକ୍ତ ଗ୍ୟାସ୍‌ ଲିକ୍ ଘଟଣା‌: ଜରୁରୀ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ଗ୍ୟାସ୍‌ ଲିକ୍‌ ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜରୁରୀ ବୈଠକ ଡାକିଛନ୍ତି। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (NDMA) ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗ ଦେଇଥିଲେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ସ୍ଥିତି ସମ୍ପର୍କରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ସହ ଆଲୋଚନା କରିବା ସହ ସବୁ ପ୍ରକାର ସହାୟତା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ସମସ୍ତଙ୍କ […]

  • Thursday, 22 July 2021
liquor
ମଦ ହୋମ୍‌ ଡେଲିଭରି କରିବ ଜୋମାଟୋ !

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଏବେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଛି। ଏଥିପାଇଁ ଅଧିକାଂଶ ରେଷ୍ଟୁରାଣ୍ଟ ଓ ହୋଟେଲ ବନ୍ଦ ରହିଛି। କରୋନା ଯୋଗୁ ଲୋକମାନେ ମଧ୍ୟ ବାହାରୁ ଖାଦ୍ୟ ମଗାଇବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ କେବଳ ଖାଦ୍ୟର ହୋମ ଡେଲିଭରି କରୁଥିବା ଜୋମାଟୋ ଲୋକଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ବିଶେଷ କରି ଗ୍ରୋସରୀ ମଧ୍ୟ ଘରେ ପହଞ୍ଚାଉଛି। ଏବେ ମଦ ହୋମ ଡେଲିଭରୀ କରିବାକୁ କମ୍ପାନୀ […]

  • Thursday, 22 July 2021
fire
୪୮ ମହଲା ବିଶିଷ୍ଟ କୋଠାରେ ଲାଗିଗଲା ନିଆଁ

ନୂଆଦିଲ୍ଲୀ: ୟୁଏଇର ସାରଜାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ୪୮ ମହଲା ବିଶିଷ୍ଟ ଏକ ବହୁତଳ କୋଠାରେ ନିଆଁ ଲାଗି ଯାଇଛି।  ପୂରା ବିଲଡିଂ ହୁତ୍ ହୁତ୍ ହୋଇ ଜଳୁଛି।  ମଙ୍ଗଳବାର ରାତି ୯ଟାରେ ଏହି ଟାୱାରରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା।  ଚାହୁଁ ଚାହୁଁ ପୂରା ବିଲଡିଂ ଜଳିଯାଇଥିଲା । ନିଆଁ ଏତେ ପ୍ରଖର ଥିଲା ଯେ, ଲିଭାଇବା ପାଇଁ ୨ ଘଣ୍ଟା ସମୟ ଲାଗିଥିଲା।  ଏଥିରେ ଶ୍ୱାସରୁଦ୍ଧ ହୋଇ ୧୨ ଜଣ ଆହତ ହୋଇଛନ୍ତି […]

  • Thursday, 22 July 2021