• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

jf
ପ୍ରିୟଙ୍କା ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତଙ୍କ ଏନ୍‌କାଉଣ୍ଟର୍‌: ଏମିତି କହିଲେ ଫିଲ୍ମ ଷ୍ଟାର୍‌

ମୁମ୍ବାଇ: ସାରାଦେଶକୁ ଦୋହଲାଇ ଦେଇଥିବା ଡାକ୍ତରପ୍ରିୟଙ୍କା ରେଡ୍ଡୀଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ପୁଲିସ୍‌ ଏନ୍‌କାଉଣ୍ଟର୍‌ କରି ମାରିବା ପରେ ସାରାଦେଶରେ ତେଲେଙ୍ଗାନା ପୁଲିସର ବାଃ ବାଃ ହେଉଛି। ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବଲିଉଡ୍‌, ଟଲିଉଡ୍‌ ତଥା ଅନ୍ୟ ଫିଲ୍ମ ଇଣ୍ଡଷ୍ଟ୍ରିର କଳାକାରମାନେ ମଧ୍ୟ ଏହି ଘଟଣାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ଆସନ୍ତୁ ଜାଣିବା କେଉଁ ଷ୍ଟାର୍‌ କ’ଣ ପ୍ରତିକ୍ରିୟା ଦେଇଛନ୍ତି। Bravo Telangana Police. My congratulations! — Rishi […]

  • Friday, 23 July 2021
mumbai-gateway-of-india-150051333747-orijgp
ବିଶ୍ୱର ଶ୍ରେଷ୍ଠ ଲୋକପ୍ରିୟ ସହର ଭିତରେ ଭାରତର ୭ ସହର ସାମିଲ୍

ନୂଆଦିଲ୍ଲୀ: ଭାରତ ସମଗ୍ର ଏସିଆ ମହାଦେଶରେ ଲୋକପ୍ରିୟ ଗନ୍ତବ୍ୟସ୍ଥଳ ଭାବେ ଉଭା ହୋଇଛି। ଅର୍ଥାତ ବିଭିନ୍ନ ଦେଶର ଲୋକେ ବିଭିନ୍ନ ଭାରତୀୟ ସହରକୁ ଭ୍ରମଣ ଉଦ୍ଦେଶ୍ୟରେ ଆସିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ବ୍ରିଟେନ୍‌ର ଏକ ଗ୍ଲୋବାଲ ମାର୍କେଟ୍‌ ରିସର୍ଚ୍ଚ କମ୍ପାନୀ ପକ୍ଷରୁ କୁହାଯାଇଛି, ଭାରତର ସାଂସ୍କୃତିକ ସମ୍ପଦ ଏବଂ ଅନୁଭୂତିରେ ବିଭିନ୍ନତା ଆଦି ଏହାର ପ୍ରମୁଖ କାରଣ। ଆଉ ଏହି ସଂସ୍ଥା ପକ୍ଷରୁ ହୋଇଥିବା ସର୍ଭେରେ ଶ୍ରେଷ୍ଠ ଲୋକପ୍ରିୟ ସହର ତାଲିକାରେ ଭାରତର ରାଜଧାନୀ ନୂଆଦିଲ୍ଲୀ ସମେତ […]

  • Friday, 23 July 2021
Petrol-Minister-test-drives-Toyota-Hydrogen-car-Urges-Auto-sector-to-make-green-affordable-tech
ଟୟୋଟାର ହାଇଡ୍ରୋଜେନ୍‌ ଚାଳିତ କାର୍; ଟେଷ୍ଟ ଡ୍ରାଇଭିଂ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଟୟୋଟା ଏକ ନୂଆ କାର୍‌ ବାହାର କରିଛି। ଏହି କାର୍‌ ପରିବେଶ ଉପଯୋଗୀ। ପାଣି ହେଉଛି ଏହାର ବର୍ଜ୍ୟବସ୍ତୁ। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀସ୍ଥିତ ଧ୍ୟାନଚାନ୍ଦ ଷ୍ଟାଡିୟମ୍‌ରେ ଏହି  ହାଇଡ୍ରୋଜେନ୍‌ ଇନ୍ଧନ ଚାଳିତ କାରରେ ବୁଲିଛନ୍ତି। ଏହି ଅବସରରେ ସେ ନୂଆ ଉର୍ଜାର ସନ୍ଧାନ ପାଇଁ ଆହ୍ୱାନ ଦେଇଛନ୍ତି। ନୂଆ ଉର୍ଜା ଯୁଗରେ ହାଇଡ୍ରୋକାର୍ବନ ବିଶୁଦ୍ଧ ଇନ୍ଧନ ବୋଲି ସେ କହିଛନ୍ତି। ସେ ଟ୍ୱିଟରେ ଲେଖିଛନ୍ତି-“ଦ୍ରୁତ ଗତିରେ ବଢୁଥିବା ଉର୍ଜା ଦୃଶ୍ୟପଟ୍ଟରେ ହାଇଡ୍ରୋଜେନ୍‌ ପରିବେଶ […]

  • Friday, 23 July 2021
chida
ଚିଦାମ୍ବରମ୍‌ଙ୍କୁ ଜାମିନ୍: ୧୦୫ ଦିନ ପରେ ଜେଲରୁ ମୁକୁଳିବେ

ନୂଆଦିଲ୍ଲୀ: ପି. ଚିଦାମ୍ବରମଙ୍କୁ ମିଳିଲା ଜାମିନ୍। ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ହୋଇଥିବା ମାମଲାରେ ଏହି ଜାମିନ୍ ମିଳିଛି। ୨ ଲକ୍ଷ ଟଙ୍କାର ମୁଚାଳିକା ଏବଂ ୨ ଜାମିନଦାର ବଦଳରେ ଜାମିନ ପ୍ରଦାନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏହି ଜାମିନ ପରେ ଚିଦାମ୍ବରମ ତିହାର ଜେଲରୁ ବାହାରିବା ବାଟ ସଫା ହୋଇଛି। ଦୀର୍ଘ ୧୦୫ ଦିନ ପରେ ଜେଲରୁ ମୁକୁଳିବେ ଚିଦାମ୍ବରମ। ସେ ଆଇଏନ୍ଏକ୍ସ ମାମଲାରେ ଛନ୍ଧି […]

  • Friday, 23 July 2021
otb
ଯବାନଙ୍କ ମଧ୍ୟରେ ଭୟଙ୍କର ମାର୍‌ପିଟ୍‌; ୬ ମୃତ, ୨ ଆହତ

ନାରାୟଣପୁର: ଛତିଶଗଡ଼ ନାରାୟଣପୁର ଜିଲ୍ଲା ବସ୍ତରର କଡେନାର୍‌ କ୍ୟାମ୍ପରେ ITBP(ଇଣ୍ଡୋ-ତିବତିଆନ ବର୍ଡର ପୋଲିସ) ଯବାନଙ୍କ ମଧ୍ୟରେ ଭୟଙ୍କର ମାର୍‌ପିଟ୍‌ ହୋଇଛି। ଝଗଡ଼ା ଏତେ ଭୟଙ୍କର ଥିଲା ଯେ ଏଥିରେ ୬ ଯବାନଙ୍କର ମୃତ୍ୟୁ ଘଟିଛି। ୨ ଜଣ ଆହତ ହୋଇଛନ୍ତି। ଯବାନଙ୍କ ମାର୍‌ପିଟ୍‌ ନେଇ ସୂଚନା ଦେଇଛନ୍ତି ଜିଲ୍ଲା ଏସ୍‌ପି ମୋହିତ ଗର୍ଗ। ତେବେ ଘଟଣା ସ୍ଥଳରେ ପୁଲିସ୍‌ ପହଞ୍ଚି ଯବାନମାନଙ୍କୁ କ୍ୟାମ୍ପ ବାହାରକୁ ଆଣୁଛି। ଏଥିରେ ଗୁରୁତର ଭାବେ ଆହତ ହୋଇଥିବା ଯବାନମାନଙ୍କୁ ରାୟପୁର୍‌କୁ ସ୍ଥାନାନ୍ତର […]

  • Friday, 23 July 2021
pritanka
ପ୍ରିୟଙ୍କା ଚୋପ୍ରା ଜିନ୍ଦାବାଦ ନାରା ଲଗାଇଲେ କଂଗ୍ରେସ କର୍ମୀ

ନୂଆଦିଲ୍ଲୀ: ବଲିଉଡ୍ ହିରୋଇନ୍‌ ପ୍ରିୟଙ୍କା ଚୋପ୍ରାଙ୍କ ଜିନ୍ଦାବାଦ୍ ନାରା ଲଗାଇଲା କଂଗ୍ରେସ କର୍ମୀ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ। ନୂଆଦିଲ୍ଲୀରେ ଆୟୋଜିତ କଂଗ୍ରେସର ଜନସଭା କାର୍ଯ୍ୟକ୍ରମରେ ଏପରି ନାରାବାଜି ହୋଇଛି। ଏବେ ଏହାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଦିଲ୍ଲୀର କଂଗ୍ରେସ ନେତା ସୁରେନ୍ଦ୍ର କୁମାର ଦଳର ହାଇକମାଣ୍ଡ ସୋନିଆ ଓ ରାହୁଲ ଗାନ୍ଧିଙ୍କ ଜିନ୍ଦାବାଦ୍ ପରେ ପ୍ରିୟଙ୍କା ଚୋପ୍ରା ଜିନ୍ଦାବାଦ୍ କହିଥିଲେ। ଆଉ ଉପସ୍ଥିତ ଥିବା ଲୋକେ ବି ସ୍ୱରରେ […]

  • Friday, 23 July 2021
chandrayan
ନାସା ଜାରି କଲା ଲ୍ୟାଣ୍ଡର ବିକ୍ରମର ଫଟୋ: ଚନ୍ଦ୍ରପୃଷ୍ଠରେ ବିଛାଇ ହୋଇ ପଡ଼ିଛି ଧ୍ୱଂସାବଶେଷ

ୱାଶିଂଟନ: ନାସା ଜାରି କଲା ଚନ୍ଦ୍ରପୃଷ୍ଠରେ ଉତ୍ତୋଳିତ ଲ୍ୟାଣ୍ଡର ବିକ୍ରମର ଫଟୋ। ନାସାର ଲୁନାର ରେକନାଇଜେସନ୍‌ ଅର୍ବିଟର (ଏଲ୍‌ଆରଓ) ମହାକାଶ ଯାନର ‘ଇମ୍ପାକ୍ଟ ଫିଲ୍ଡ’ ଏବଂ ଏହା ପାଖା ପାଖି ଅଞ୍ଚଳର ଫଟୋ ପଠାଇଛି। ଯେଉଁଥିରେ କ୍ରାସ୍ ସାଇଟ୍‌ରେ ୭୫୦ ମିଟର ଦୂରରେ ୨୪ରୁ ଊର୍ଦ୍ଧ୍ୱ ସ୍ଥାନରେ ବିକ୍ରମର ଧ୍ୱଂସାବଶେଷ ବିଛାଇ ହୋଇ ପଡ଼ି ରହିଥିବା ଦର୍ଶାଯାଇଛି। The #Chandrayaan2 Vikram lander has been found by our @NASAMoon mission, the Lunar Reconnaissance […]

  • Friday, 23 July 2021