• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

121212
ଖାଲି ପଡ଼ିଥିବା ୬୪୩୨ OSSSC ନର୍ସିଂ ଅଫିସର ପଦବୀ ପାଇଁ ଆବେଦନ ତାରିଖ ଘୁଞ୍ଚିଲା

ଭୁବନେଶ୍ୱର: OSSSC ନର୍ସିଂ ଅଫିସର ପଦବୀ ପାଇଁ ଆବେଦନ ପତ୍ର ଆହ୍ୱାନ କରାଯାଇଛି। ଓଡ଼ିଶା ସବ୍‌-ଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ ଖାଲି ପଡ଼ିଥିବା ୬୪୩୨ ପଦବୀ  ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ପୂର୍ବରୁ ଏହି ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଥିଲେ ହେଁ ଏବେ  ଏହାର ସମୟ ସୀମା ବୃଦ୍ଧି କରାଯାଇଛି। ପରିବର୍ତ୍ତିତ ସମୟ ଅନୁସାରେ ଇଚ୍ଛୁକ ପ୍ରାର୍ଥୀ ଜାନୁଆରୀ ୫ ତାରିଖ ୨୦୨୧ ଭିତରେ ଆବେଦନ କରିପାରିବେ। ବିଭାଗୀୟ ୱେବସାଇଟ୍‌ osssc.gov.inରେ ଜାରି ଅଧିସୂଚନା ଅନୁଯାୟୀ, […]

  • Tuesday, 13 July 2021
highcourt
ନୟାଗଡ ନାବାଳିକା ହତ୍ୟା ଘଟଣା: ହାଇକୋର୍ଟରେ ପୁଣି ଏକ ମିସ୍‌ କେସ୍‌ ଦାୟର

ଭୁବନେଶ୍ୱର: ନୟାଗଡ଼ ନାବାଳିକା ହତ୍ୟା ମାମଲା ନୂଆ ମୋଡ଼ ନେଇଛି। ଏହି ହତ୍ୟା ମାମଲା ନେଇ ହାଇକୋର୍ଟରେ ଆଉ ଏକ ମିସ୍ କେସ୍ ଦାୟର କରାଯାଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏଇ ମିସ୍ କେସ୍ ଦାୟର କରାଯାଇଥିବା ଜଣାଯାଇଛି। ନାବଳିକା ନିଖୋଜ ଏବଂ ହତ୍ୟା ଘଟଣାରେ ନ୍ୟାୟ ଦାବି କରି ବାପା-ମା’ ଆତ୍ମାହୁତି ଉଦ୍ୟମ କରିବା ପରେ ସରକାର ଏହାର SIT ତଦନ୍ତ କରିଥିଲେ। ତଦନ୍ତ ପରେ SIT ମୁଖ୍ୟ ଅରୁଣ ବୋଥ୍ରା ଏକ ସାମ୍ବାଦିକ […]

  • Tuesday, 13 July 2021
lejhashree
‘ସରକାରୀ ସ୍କୁଲରେ କ’ଣ ସୁବିଧା ରହିଛି ?

ଭୁବନେଶ୍ୱର: ସରକାରୀ ସ୍କୁଲରେ ପାଠ ପଢ଼ିଲେ ଉଚ୍ଚଶିକ୍ଷା ପାଇଁ ସଂରକ୍ଷଣ ମିଳିବ ବୋଲି  ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ରାଜ୍ୟ ସରକାର ଘୋଷଣା କରିବା ପରେ ଏହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି। ସରକାରୀ ସ୍କୁଲରେ ଏପରି କଣ ବ୍ୟବସ୍ଥା କରାଯାଇଛି ଯେ, ସଂରକ୍ଷଣ କରାଯିବା କଥା ବୋଲି ପ୍ରଶ୍ନ କରିଛି ଦଳ। ଆଜି ସାମ୍ବାଦିକ ସମ୍ମିଳନୀ କରି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି,  ସରକାରଙ୍କୁ ଏବେ କାହିଁକି ସଂରକ୍ଷଣ ବ୍ୟବସ୍ଥା କରିବାକୁ ପଡ଼ିଲା ?  ସମ୍ବିଧାନରେ […]

  • Tuesday, 13 July 2021
Temple
ଆଜିଠୁ ଖୋଲିଲା ମା’ ବିରଜାଙ୍କ ମନ୍ଦିର

ଯାଜପୁର: ଆଜିଠୁ ଖୋଲିଲା ଯାଜପୁରର ମା’ ବିରଜାଙ୍କ ମନ୍ଦିର। କୋଭିଡ୍ କଟକଣା ମଧ୍ୟରେ ଦର୍ଶନ ପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା। ଭକ୍ତମାନେ କିଭଳି ସୁରୁଖୁରୁରେ ମାଙ୍କୁ ଦର୍ଶନ କରିପାରିବେ ସେଥିଲାଗି ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି । ଦୀର୍ଘମାସ ପରେ ମନ୍ଦିର ଖୋଲୁଥିବାରୁ ଶକ୍ତିପୀଠରେ ଭକ୍ତଙ୍କ ଭିଡ ଲାଗିଛି। ମହିଳା ଓ ପୁରୁଷ ଭକ୍ତମାନଙ୍କ ପାଇଁ ଅଲଗା ଅଲଗା ଧାଡି ହୋଇଛି । ମନ୍ଦିରର ମୁଖ୍ୟ ଦ୍ୱାରରେ ପୋଲିସ ମୁତୟନ ରହିଛନ୍ତି । ସେହିପରି ମନ୍ଦିରରେ ପ୍ରବେଶ ପୂର୍ବରୁ […]

  • Tuesday, 13 July 2021
aradi
ଆଜିଠୁ ଖୋଲିଲା ବାବା ଆଖଣ୍ଡଳମଣିଙ୍କ ମନ୍ଦିର

ଭଦ୍ରକ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୀର୍ଘ ୯ ମାସ ଧରି ବନ୍ଦ ରହିଥିବା ମନ୍ଦିର ଏବେ ଗୋଟିଏ ପରେ ଗୋଟିଏ ଖୋଲୁଛି। ପୂର୍ବରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଖୋଲିବା ପରେ ଆଜି ଖୋଲିଛି ଭଦ୍ରକ ଆରଡିର ବାବା ଆଖଣ୍ଡଳମଣିଙ୍କ ମନ୍ଦିର । ପ୍ରଥମ ଦୁଇଦିନ ସେବାୟତଙ୍କ ପରିବାର ବାବାଙ୍କ ଦର୍ଶନ ପାଇବେ।  ଏହାପର ୨ ଦିନ ସ୍ଥାନୀୟ ଲୋକ ଏବଂ ତା’ ପରେ ସାଧାରଣ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଅନୁମତି ମିଳିବ। ତେବେ […]

  • Tuesday, 13 July 2021
bjd
ବିଜେଡି ପ୍ରତିଷ୍ଠା ଦିବସରେ ମହିଳା କାର୍ଡ ଖେଳିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜୁ ଜନତା ଦଳର ଆଜି ୨୪ ତମ ପ୍ରତିଷ୍ଠା ଦିବସ । ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଏଥିପାଇଁ ବ୍ୟାପକ ଆୟୋଜନ ହୋଇଛି । ରାଜ୍ୟସ୍ତରରୁ ଆରମ୍ଭ କରି ପ୍ରତି ନିର୍ବାଚନମଣ୍ଡଳୀରେ ଏହି ପ୍ରତିଷ୍ଠା ଦିବସ ପାଳନ କରାଯାଉଛି । ୨୪ ବର୍ଷ ତଳେ ଆଜିର ଦିନରେ ବିଜୁ ବାବୁଙ୍କ ନୀତି ଆଦର୍ଶରେ ବିଜୁ ଜନତା ଦଳ ଗଠନ ହୋଇଥିଲା । ଦଳ ପକ୍ଷରୁ କୁହାଯାଇଛି, ତୃଣମୂଳ ସ୍ତରରେ ଦଳକୁ ସୁଦୃଢ କରିବା ସହ ଓଡିଶାର ସ୍ୱତନ୍ତ୍ର […]

  • Tuesday, 13 July 2021
D-brts
ପୁଣି ଡି’ ବ୍ରଦର୍ସଙ୍କ ଘରେ ଆଜି ହେବ ଚଢାଉ !

କଟକ: ଗ୍ୟାଙ୍ଗଷ୍ଟର ଧଳସାମନ୍ତ ବ୍ରଦର୍ସଙ୍କ କଟକ ଘର ଯେମିତି ପାଲଟିଛି ଅସ୍ତ୍ର ଭଣ୍ଡାର ! ଗତକାଲି ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହେବା ପରେ ପୁଣି ତାଙ୍କ ଘରେ  ହୋଇପାରେ ସର୍ଚ୍ଚ ଅପରେସନ। ପୁଣି ଥରେ ଦୁଇ ଭାଇଙ୍କୁ ଆଣି ଘର ଯାଞ୍ଚ କରାଯିବ ବୋଲି ଗତକାଲି କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଥିଲେ । ଗତକାଲି ଚଢ଼ାଉ ବେଳେ ୩ଟି ବନ୍ଧୁକ ଓ ୧୭୦ ରାଉଣ୍ଡ ଗୁଳି ଜବତ ହୋଇଥିଲା । ବିଭିନ୍ନ ସ୍ଥାନରେ ସିକ୍ରେଟ […]

  • Tuesday, 13 July 2021
Musical Instrument
କରୋନା ସାଜିଛି ଦାଉ,ମୃଦଙ୍ଗ କାରୀଗରଙ୍କ କାରବାର ଠପ୍

କରୋନା ସାଜିଛି ଦାଉ,ମୃଦଙ୍ଗ କାରୀଗରଙ୍କ କାରବାର ଠପ୍ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ମୃଦଙ୍ଗ କାରୀଗରଙ୍କ ଉପରେ ଦାଉ ସାଜିଛି କରୋନା ।

cow
ଚାହିଁଲେନି ଚାରି ପୁଅ, ଶୀତ ରାତିରେ ପଲିଥିନି ତଳେ ରାତି କାଟିଲେ ବୁଢାବାପା

ଜଳେଶ୍ଵର(ଅଜିତ କୁମାର ଦାସ): ଚାରି ପୁଅ ଥାଇ ବାପା ଆଜି ବେସାହାରା । ଏହି ହାଡ ଭଙ୍ଗା ଶୀତରେ ବି ପଲିଥିନ ତଳେ ଗୋଟିଏ ଗାଈକୁ ଧରି ଦିନ କଟାଉଛନ୍ତି ୭୦ ବର୍ଷୀୟ ବୃଦ୍ଧ। ଏମିତି ଅମାନବୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ। ସବୁଠାରୁ ଦୁଃଖର କଥା,  ଗାଈକୁ ବିକିଲେନି ବୋଲି  ୪ ପୁଅ ମିଶି ବୁଢା ବାପାକୁ ପର କରିଦେଲେ। ଭାବିଲେନି, ଯେଉଁ ବାପା ଦିନେ ତାଙ୍କୁ ହାତ ଧରି ଚାଲି ଶିଖେଇଛ, ନିଜେ […]

  • Tuesday, 13 July 2021
11am-anganwadi
ଭିଜିଲାନ୍ସ ଜାଲରେ ପୁଣି ଜଣେ ଅଙ୍ଗନୱାଡି କର୍ମୀ

ପୁରୀ: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ଧନୀ ଅଙ୍ଗନବାଡ଼ି କର୍ମୀ । ପୁରୀର ଏଇ ଧନୀ ଅଙ୍ଗନବାଡ଼ି କର୍ମୀ  ନାଁ ସନ୍ଧ୍ୟାରାଣୀ ଭଟ୍ଟ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କ  ଘରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଥିବା ଜଣାଯାଇଛି। ସନ୍ଧ୍ୟାରାଣୀଙ୍କ ପୈତୃକ ଘର ସମେତ ହାତୀଶାଳରେ ଥିବା ୪ ମହଲା ବିଲଡିଂ, ସଙ୍ଗମ ମୌଜା  ମଙ୍ଗଳା ହାଟରେ ଥିବା ଅଟା ମିଲ୍‌, ବାଲି ସାହିରେ ଥିବା ଅଙ୍ଗନୱାଡି କେନ୍ଦ୍ର, ଡେଲାଙ୍ଗ ହାଟ ସାହିରେ […]

  • Tuesday, 13 July 2021
odisha
୫ ଘଣ୍ଟାର ଛକାପଞ୍ଝା ପରେ ଧରାପଡ଼ିଲା ଅପରାଧୀ

ବାଲେଶ୍ୱର: ୫ ଘଣ୍ଟାର ଛକାପଞ୍ଝା ପରେ ପୁଲିସ୍‌ ହାତରେ ଧରାପଡ଼ିଲା ଅପରାଧୀ। ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ରେମୁଣା ଶ୍ୟାମରାଇପୁର ଗାଁରୁ ଜଣେ ଅପରାଧୀକୁ ପୁଲିସ୍‌ କାବୁ କରିଛି। ଧରା ପଡ଼ିଥିବା ଏହି ଅପରାଧୀର ନାଁ ଈଶ୍ୱର ମହାଳିକ। ଏକ ବଡ଼ ଲୁଟ୍‌ରେ ଇଶ୍ୱରର ସମ୍ପୃକ୍ତି ଜାଣି ଆଜି ସକାଳେ ତାକୁ ଧରିବା ପାଇଁ ରେମୁଣା ଓ ସହଦେବଖୁଣ୍ଟା ପୁଲିସ୍‌ ଟିମ୍ ଶ୍ୟାମରାଇପୁର ଗାଁକୁ ଯାଇଥିଲେ। ହେଲେ ଇଶ୍ୱରକୁ ଧରିବା ପାଇଁ ପୁଲିସ୍‌କୁ ନାକେଦମ୍‌ ହେବାକୁ […]

murder
୩ ମାସ ପରେ ମାଟିତଳୁ ମିଳିଲା ଗଳିତ ଶବ; ହେମଦସ୍ତାରେ ଛେଚି ହତ୍ୟା କରିଥିଲେ ପତ୍ନୀ

ଖୋର୍ଦ୍ଧା: ପାରିବାରିକ ବିବାଦରୁ ଘଟିଛି ବିଭିତ୍ସ ହତ୍ୟାକାଣ୍ଡ। ଆଉ କେହି ନୁହେଁ, ହେମଦସ୍ତାରେ ଛେଚି ସ୍ତ୍ରୀ ମାରି ଦେଇଛି ସ୍ୱାମୀକୁ । ପ୍ରମାଣ ନଷ୍ଟ କରିବାକୁ ଯାଇ ମାଟିତଳେ ପୋତି ଦେଇଛି ଶବ । ଦୀର୍ଘ ତିନିମାସ ପରେ ଗାଁ ଲୋକଙ୍କୁ ମିଛି କହିବା ପରେ  ଗତକାଲି ସାମ୍ନାକୁ ଆସିଛି।  ଗାଁ ଲୋକେ ମାଟିତଳୁ ଗଳିତ ଶବ  ଉଦ୍ଧାର ପରେ ପଦାକୁ ଆସିଛି ଚାଞ୍ଚଲ୍ୟକର ସତ । ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ […]

  • Tuesday, 13 July 2021
phulbanu
ଥରୁଛି କନ୍ଧମାଳ, ଫୁଲବାଣୀରେ ବରଫ ବର୍ଷା

ଫୁଲବାଣୀ: ରାଜ୍ୟରେ ଶୀତର ପ୍ରକୋପ ବଢୁଛି। ୧୫ଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟ ୧୦ଟି ଜିଲ୍ଲା ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ଶୀତର ପ୍ରକୋପ ବଢୁଥିବାରୁ ଓଡ଼ିଶାବାସୀଙ୍କୁ ସତର୍କ ରହିବାକୁ କୁହାଯାଇଛି। ଅନୁଗୁଳ, ଝାରସୁଗୁଡ଼ା, ଢ଼େଙ୍କାନାଳ, କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।  ଅନ୍ୟପକ୍ଷେ କନ୍ଧମାଳ ସମେତ ରାଜ୍ୟର ଅନ୍ୟ ସ୍ଥାନରେ ପାରଦ କମୁଥିବା ଦେଖିବାକୁ ମିଳିଛି। ଥଣ୍ଡାକୁ ଦଷ୍ଟିରେ ରଖି ସତର୍କ ରହିବାକୁ SRCଙ୍କ […]

  • Tuesday, 13 July 2021
missile
ଆଜି ଚାନ୍ଦିପୁରରେ ମିଜାଇଲ ଟେଷ୍ଟ: ୬ ଗାଁର ଲୋକ ଅସ୍ଥାୟୀ ଭାବେ ବିସ୍ଥାପିତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନର ପରୀକ୍ଷଣ କେନ୍ଦ୍ରରୁ ଆଜି ଏକ ଉନ୍ନତ ମାନର ମିଜାଇଲ ପରୀକ୍ଷା କରାଯିବ । ଏଥିପାଇଁ ଡିଆରଡିଓର ପରୀକ୍ଷଣ କେନ୍ଦ୍ରଠାରୁ ଅଢେଇ କିଲୋମିଟର ଦୂରତା ମଧ୍ୟରେ ଥିବା ୪ଟି ପଞ୍ଚାୟତର ୬ଖଣ୍ଡ ଗାଁର ଲୋକଙ୍କୁ ଅସ୍ଥାୟୀ ଭାବେ ବିସ୍ଥାପିତ କରାଯାଉଛି । ଏହି ପଞ୍ଚାୟତର ପାଖାପାଖି ୮ ହଜାର ଲୋକଙ୍କୁ ପରୀକ୍ଷା ସରିବା ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ୪ଟି ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା […]

  • Tuesday, 13 July 2021
leggings
ପୋଖରୀରୁ ମିଳିଥିବା ଲେଗିଙ୍ଗସ୍‌ ମୃତ ନାବାଳିକାର ତ ?

ନୟାଗଡ଼: ନୟାଗଡ଼ର ବହୁ ଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ପ୍ରମାଣ ଏକାଠି କରୁଥିବା ଏସଆଇଟି ହାତରେ ଲାଗିଛି ପୀଡ଼ିତାଙ୍କ ଏକ ଲେଗିଙ୍ଗସ୍‌। ନୟାଗଡ଼ ଯଦୁପୁରର ଏକ ପୋଖରୀରୁ ପୀଡ଼ିତାଙ୍କ ଏକ ଲେଗିଙ୍ଗସ୍‌ ପୋଲିସ ଉଦ୍ଧାର କରିଛି । ଗତକାଲି ଦିନ ତମାମ ପୋଖରୀର ଜଳ ନିଷ୍କାସନ ପରେ ଏହି ଲେଗିଙ୍ଗ୍ସ ମିଳିଛି। ହେଲେ ସେଇ ଲେଗିଙ୍ଗସ୍‌ ସଂପୃକ୍ତ ନାବାଳିକାର ତ? ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଟିମ୍ ୧୬ ଘଣ୍ଟା ଧରି ଜଳ ନିଷ୍କାସନ […]

pic8
ଆଜିଠୁ ମିଳିବ କାଳିଆ ଦର୍ଶନ

ପୁରୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା। ଶେଷରେ ଖୋଲିଲା ଶ୍ରୀମନ୍ଦିର।  ଆଜିଠାରୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ପୁରୀ ନିବାସୀଙ୍କ ପାଇଁ ଆଜିଠାରୁ ମନ୍ଦିର ଖୋଲାଯାଉଛି । କରୋନା କଟକଣା ମଧ୍ୟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ।  ପ୍ରଥମ ତିନି ଦିନ ସେବାୟତଙ୍କ ପରିବାର ଶ୍ରୀଜିଉଙ୍କ ଦର୍ଶନ କରିବେ। ୨୬ ତାରିଖରୁ ୩୧ ତାରିଖ ଯାଏଁ ପୁରୀ ସହରର ସାଧାରଣ ଭକ୍ତ ଦର୍ଶନ କରିପାରିବେ । କରୋନା ସ୍ଥିତିରେ ଦର୍ଶନ ଲାଗି ଜାରି ହୋଇଛି ସ୍ବତନ୍ତ୍ର […]

pari
ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ବିରୋଧରେ ଥାନାରେ ଏତଲା

ନୟାଗଡ଼:ପରୀ ହତ୍ୟାକାଣ୍ଡ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି। ପରୀ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଛି ଏବଂ ତା ବିରୋଧରେ ଯଥେଷ୍ଟ ପ୍ରମାଣ ଅଛି ବୋଲି ତଦନ୍ତ କରୁଥିବା SIT ମୁଖ୍ୟ ଅରୁଣ ବୋଥ୍ରା କହୁଥିବାବେଳେ ଏବେ ବୋଥ୍ରାଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି ଅଭିଯୁକ୍ତଙ୍କ ପରିବାର ଲୋକେ। ଗତକାଲି ପରୀ ହତ୍ୟା ମାମଲାର ତଦନ୍ତ କରୁଥିବା SIT  ଟିମ୍‌ ସରୋଜ ସେଠୀଙ୍କୁ ଗିରଫ କରିଛି। ସେ ହିଁ  ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି […]

  • Tuesday, 13 July 2021
odisha
ପୁଲିସ୍‌ ବାବୁଙ୍କ ଘରେ ପଶିଲା ଚୋର

ପୁରୀ: ପୁଲିସ୍‌ କ୍ୱାର୍ଟର୍ସରୁ ଚୋରି। ରାତି ଅଧରେ ଟଙ୍କା, ସୁନା ଗହଣା ଲୁଟି କଳାକନା ବୁଲାଇଲେ ଦୁର୍ବୃତ୍ତ।ପୁରୀ ଜିଲ୍ଲା କୁମ୍ଭାରପଡ଼ା ଥାନା ଅନ୍ତର୍ଗତ କ୍ୱାକ୍ ରୋଡରେ ଥିବା ପୁଲିସ୍ କ୍ୱାର୍ଟର୍ସରୁ ଏହି ଚୋରି ହୋଇଥିବା ଅଭିଯୋଗ ହୋଇଛି। ୩ରୁ ୪ ଜଣ ଦୁର୍ବୃତ୍ତ ଗତକାଲି ବିଳମ୍ବିତ ରାତିରେ ପୁଲିସ୍‌ କ୍ୱାର୍ଟର୍ସରେ ଥିବା କାକଟପୁର ଥାନା ଅଧିକାରୀ ସୁଜିତ ଦାସଙ୍କ ଘରେ ପଶିଥିଲେ। ଦୁର୍ବୃତ୍ତମାନେ ଘର ଭିତରକୁ ପ୍ରବେଶ କରି ଆଲ୍‌ମାରୀ ଭାଙ୍ଗି ସୁନା ଗହଣା ଓ ଟଙ୍କା […]

  • Tuesday, 13 July 2021
khalikote-issue
ଗାଁର ୧୬ ମହିଳାଙ୍କୁ ବାନ୍ଧି ନେଲା ପୋଲିସ୍‌

ଖଲ୍ଲିକୋଟ: ଜଣେ ବାପ ମା’ ଛେଉଣ୍ଡ ନାବାଳିକାଙ୍କୁ ଗଛରେ ବାନ୍ଧି ଅକଥନୀୟ ନିର୍ଯାତନା ଦେବା ଅଭିଯୋଗରେ ଖଲ୍ଲିକୋଟ ଭିକାପଡ଼ା ଗାଁର ୧୬ ଜଣ ମହିଳାଙ୍କୁ ଗତକାଲି ପୋଲିସ ଗିରଫ କରଛି। ଆଜି ସମସ୍ତଙ୍କୁ କୋର୍ଟରେ ହାଜର କରାଯିବ ବୋଲି ପଲିସ ପକ୍ଷରୁ କୁହାଯାଇଛି । ଦୁଇ ଦିନ ତଳେ ଖଲ୍ଲିକୋଟ ଥାନା ଅଧିନ ଭିକାପଡ଼ା ଗାଁରେ ଉକ୍ତ ନାବାଳିକାଙ୍କ ଚରିତ୍ର ଉପରେ ସନ୍ଦେହ କରି କଙ୍ଗାରୁ କୋର୍ଟ ହୋଇଥିଲା। କଙ୍ଗାରୁ କୋର୍ଟ ନିଷ୍ପତ୍ତି ଅନୁଯାୟୀ ମହିଳାମାନେ ନାବାଳିକାଙ୍କୁ […]

  • Tuesday, 13 July 2021
minor boy
ଦୁଷ୍କର୍ମ ମାମଲାରେ ନାବାଳକକୁ ଧରିଲା ପୋଲିସ

ନରସିଂହପୁର: କଟକ ଜିଲ୍ଲା ନରସିଂହପୁର ନାବାଳିକା ଦୁଷ୍କର୍ମ ମାମଲାରେ ପୋଲିସ ଜଣେ ନାବାଳକକୁ ଧରିଛି। ପୂର୍ବରୁ ଏହି ମାମଲାରେ ଶରଧାପୁର ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ସୁଶାନ୍ତ କୁମାର ସାହୁ, ସଂପୃକ୍ତ ନାବାଳକର ଦାଦା ଓ ସଂପର୍କୀୟ ଭାଇକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହାସହ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ନରସିଂହପୁର ଥାନା ଏସ୍ଆଇ ରବୀନ୍ଦ୍ର ନାୟକଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି । ସୂଚନାଥାଉ କି, ନରସିଂହପୁରର ଜଣେ ନାବାଳିକାଙ୍କୁ ବିବାହର ପ୍ରଲୋଭନ […]

  • Tuesday, 13 July 2021
HARDIK-missting-
ବନ୍ଦ ଘରୁ ଉଦ୍ଧାର ହେଲା ନିଖୋଜ ଶିଶୁ

ପାରଳାଖେମୁଣ୍ଡି:  ଗଜପତି ଜିଲ୍ଲା କାଶୀନଗର କୁମୁଟିସାହିରୁ ନିଖୋଜ ହୋଇଥିବା ଶିଶୁକୁ ବୁଧବାର ଉଦ୍ଧାର କରାଯାଇଛି । ବୁଧବାର ସଂଧ୍ୟାରୁ ନିଖୋଜ ଶିଶୁ ହାର୍ଦ୍ଦିକଙ୍କୁ ଘରଠାରୁ ୩ କିଲୋମିଟର ଦୂର କାଠପଦର ଗୋଟିଏ ଘରୁ ଉଦ୍ଧାର କରାଯାଇଛି ।ନିର୍ମାଣାଧୀନ ଘରର ଷ୍ଟୋର ରୁମରୁ ପରିବାର ଲୋକେ ହାର୍ଦ୍ଧିକଙ୍କୁ ଉଦ୍ଧାର କରିଛନ୍ତି । ଖେଳୁଥିବାବେଳେ ହାର୍ଦ୍ଦିକଙ୍କୁ ବୁଧବାର ଦିନ ୨ ଜଣ ଲୋକ ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା । ଏହାପରେ ପରିବାର ଲୋକ ଖୋଜାଖୋଜି କରିଥିଲେ। ଏହାସହ […]

  • Tuesday, 13 July 2021
Capture
ସ୍ୱତନ୍ତ୍ର ପାହ୍ୟା ପ୍ରସଙ୍ଗ ନେଇ କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ

ଭୁବନେଶ୍ୱର: ପୁଣି ଥରେ ଉଠିଲା ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ପାହ୍ୟା ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ନିର୍ବାଚନ ବେଳେ ବିଜେପି ଓ କଂଗ୍ରେସ ସ୍ୱତନ୍ତ୍ର ପାହ୍ୟାକୁ ନେଇ ଇସ୍ତାହାରରେ ଘୋଷଣା କରିଥିଲେ। ହେଲେ ପରେ ଏସବୁକୁ ଭୁଲି ଯାଇଛି ବିଜେପି ସରକାର। ଜାତୀୟ ଦଳ କେବଳ ନିର୍ବାଚନ ଜିତିବା ପାଇଁ କାର୍ଯ୍ୟ କରେ। ସେହିଭଳି କଂଗ୍ରେସର ରିମୋଟ୍ ଦିଲ୍ଲୀରୁ ପରିଚାଳିତ ହୁଏ।  ବିଜେପି ଓ […]

  • Tuesday, 13 July 2021
rainfall
ରଜକୁ ଫିକା କରିପାରେ ବର୍ଷା, ଦୁଇ ଦିନ ଯାଏ ବର୍ଷିବ !

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପହଞ୍ଚିବା ସହ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ  ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଗତକାଲି ମୌସୁମୀ ବାୟୁ ମାଲକାନାଗିରି ଓ କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାକୁ ମୌସୁମୀ ଛୁଇଁ ସାରିଥିବାବେଳେ ଆଜି ପ୍ରାୟ ଜିଲ୍ଲାକୁ ମୌସୁମୀ ଛୁଇଁଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାରା ଓଡ଼ିଶାରେ ମୌସୁମୀର ପ୍ରଭାବ ଦେଖିବାକୁ ମିଳିବ।  ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର […]

child-dhe-1
କାଳିଆକୁ ତଣ୍ଟିଚିପି କୂଅରେ ଫିଙ୍ଗିଦେଲେ ପଡୋଶୀ ମହିଳା

ଢେଙ୍କାନାଳ: ଢେଙ୍କାନାଳ ନିହଲପ୍ରସାଦ ଥାନା ଅଞ୍ଚଳରୁ ଦୁଇଦିନ ହେଲେ ନିଖୋଜ ତିନି ବର୍ଷର ପୁଅ କାଳିଆର ମୃତ ଦେହକୁ ପୋଲିସ ଉଦ୍ଧାର କରିଛି ।  ଏକ କୂଅ ଭିତରୁ ମିଳିଛି ପୁଅର ମୃତେଦହ। ପଡୋଶୀ ଘର ଲୋକେ  ତଣ୍ଟି ଚିପି ଶିଶୁକୁ ହତ୍ୟା କରିବା ପରେ  ତାକୁ ଦେଇଥିଲେ ଦୁର୍ଘଟଣାର ରୂପ। ଏପରି କିଛି ଚାଞ୍ଚଲ୍ୟକର ଓ ଲୋମହର୍ଷଣକାରୀ ହତ୍ୟାକାଣ୍ଡର ପର୍ଦାଫାସ୍ କରିଛି ଢେଙ୍କାନାଳ ନିହଲପ୍ରସାଦ ଥାନା ପୋଲିସ୍। ଗତକାଲି ଗାଁର ଏକ କୂଅ ଭିତରୁ ୩ […]

  • Tuesday, 13 July 2021
paradip
ମହାନଦୀ ମୁହାଣରେ ବୁଡ଼ିଗଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ମୃତ୍ୟୁ

ପାରାଦୀପ: ପାରାଦୀପରେ ଡଙ୍ଗା ବୁଡ଼ି ୨ ଜଣ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି। ପାରାଦୀପ ନିକଟ ମହାନଦୀ ମୁହାଣରେ ଆଜି ସକାଳେ ଏହି ଅଘଟଣ ଘଟିଛି। ମୋଟ୍‌ ୧୫ଜଣ ମତ୍ସ୍ୟଜୀବୀ ଏକ ଡଙ୍ଗାରେ ମାଛ ମାରିବାକୁ ସମୁଦ୍ର ଭିତରକୁ ଯାଇଥିଲେ। ଏହି ସମୟରେ ହଠାତ୍‌ ଲହଡ଼ି ଆସି ଡଙ୍ଗାରେ ମାଡ଼ ହୋଇଥିଲା। ଫଳରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ୧୩ଜଣ ମତ୍ସ୍ୟଜୀବୀ ପହଁରି ପହଁରି କୂଳକୁ ଚାଲି ଆସିଥିବାବେଳେ ୨ଜଣଙ୍କ ମୃତ୍ୟୁ ଘଟିଛି।

  • Tuesday, 13 July 2021