Advertisment

କରୋନା ସାଜିଛି ଦାଉ,ମୃଦଙ୍ଗ କାରୀଗରଙ୍କ କାରବାର ଠପ୍

କରୋନା ସାଜିଛି ଦାଉ,ମୃଦଙ୍ଗ କାରୀଗରଙ୍କ କାରବାର ଠପ୍ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ମୃଦଙ୍ଗ କାରୀଗରଙ୍କ ଉପରେ ଦାଉ ସାଜିଛି କରୋନା ।

author-image
Sarbeswar

ଧୀରେ ଧୀରେ  ଲୋପ୍ ପାଉଛି କୌଳିକ ବୃତ୍ତି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ମୃଦଙ୍ଗ କାରୀଗରଙ୍କ ଉପରେ ଦାଉ ସାଜିଛି କରୋନା । । ଗତ ୨ ବର୍ଷରେ କରୋନା ଯୋଗୁ ମେଳା ମହୋତ୍ସବ, ବାହାଘର ବନ୍ଦ ହେବାରୁ ଲୋକେ ବାଦ୍ୟଯନ୍ତ୍ର ଆଉ କିଣୁ ନାହାନ୍ତି । ପରଶ୍ରମ ଅନୁସାରେ ଆବଶ୍ୟାକୀୟ ଅର୍ଥ ମିଳି ପାରୁନାହିଁ କାରୀଗରଙ୍କୁ । 

Advertisment
Odisha Boudh
Advertisment
Advertisment