• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

vaccine
କରୋନା ଟିକାକରଣରେ କଟକଣା: ଜାଲିଆତି କଲେ ଦଣ୍ଡ

ଭୁବନେଶ୍ୱର:  କରୋନା ଟିକାକରଣରେ କେହି ଯଦି ଜାଲିଆତି କରିବେ ତାହେଲେ ସଂପୃକ୍ତ ବ୍ୟକ୍ତି ଦଣ୍ଡିତ ହେବେ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏକ କଡ଼ା ଚିଠି ଲେଖିଛନ୍ତି। ସବୁ ଜିଲ୍ଲାପାଳ, ମହାନଗର ନିଗମ, ମେଡିକାଲ କଲେଜ ଓ ସିଡିଏମଓଙ୍କୁ ଚିଠି ଲେଖି ଏସିଏସ୍ ଉଲ୍ଲେଖ କରିଛନ୍ତି ଯେ, ଟିକା ନେବା ପାଇଁ ଯଦି କେହି ଜାଲ୍ ମେଡିକାଲ ସାର୍ଟିଫିକେଟ ଆଣି ଆସିବେ ତାହେଲେ ସେ ଦଣ୍ଡିତ ହେବେ। କେବଳ […]

  • Tuesday, 13 July 2021
radharani panda
ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା ଅସୁସ୍ଥ

ଭୁବନେଶ୍ୱର: ବ୍ରଜରାଜନଗରର ପୂର୍ବତନ ବିଧାୟିକା ତଥା ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କୁ ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୀର୍ଘ ଦିନରୁ ସେ ଡାଇବେଟିସ୍‌ ଓ ଶ୍ୱାସ ଜନିତ ରୋଗରେ ପୀଡ଼ିତ ଅଛନ୍ତି। ଶନିବାର ଦିନ ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସଂପର୍କୀୟ କହିଛନ୍ତି। ରାଧାରାଣୀଙ୍କ ଅସୁସ୍ଥତା ଖବର ପାଇ ସମର୍ଥକ ଓ ଶୁଭେଚ୍ଛୁ ତାଙ୍କ ଆଶୁ ଆରୋଗ୍ୟ […]

similpal
ତିନି ଦିନ ହେଲା ଜଳୁଛି ଶିମିଳିପାଳ

ବାରିପଦା: ତିନି ଦିନ ହେଲା ଜଳୁଛି ଶିମିଳିପାଳ।  ମୟୂରଭଞ୍ଜ ପୋଡ଼ାଡିହା ରେଞ୍ଜ ଅନ୍ତର୍ଗତ ଆନନ୍ଦପୁର, ଖଣ୍ଡାଚିରା ଓ ବାଲିନାଲ ପାହାଡ଼ରେ ତିନି ଦିନ ହେଲା ନିଆଁ ଲାଗିଛି। ଯାହାଫଳରେ ଜଙ୍ଗଲରେ ବହୁ ଔଷଧୀୟ ଗଛ ପୋଡ଼ି ଯାଉଛି। ନିଆଁ ଅନବରତ ଜଳୁଥିବାରୁ ସ୍ଥାନୀୟ ଲୋକେ ଓ ଜଙ୍ଗଲ ଜନ୍ତୁ ଭୟଭୀତ ହୋଇପଡିଛନ୍ତି । ଶିମିଳିପାଳ ଅଭୟାରଣ୍ୟର ପ୍ରାୟ ସମସ୍ତ ରେଞ୍ଜ ଅଧୀନରେ ଥିବା ଜଙ୍ଗଲ ଜଳୁଛି । ପତ୍ର ଝଡା ଋତୁରେ ଲୋକେ ଜଙ୍ଗଲରେ ନିଆଁ ଲଗାଇ […]

youth kidnap
ବନ୍ଧୁକ ମୁନରେ ଯୁବକ ପଣବନ୍ଦୀ, ୮ ଲକ୍ଷ ଟଙ୍କା ନଦେଲେ ହତ୍ୟା ଧମକ: ଭିଡିଓ ହେଲା ଭାଇରାଲ

ବାଲେଶ୍ୱର: ବନ୍ଧୁକ ମୁନରେ ଯୁବକଙ୍କୁ ପଣବନ୍ଦୀ କଲେ ଦୁର୍ବୃତ୍ତ। ସେତିକି ନୁହେଁ,  ୮ ଲକ୍ଷ ଟଙ୍କା ନ ଦେଲେ ହତ୍ୟା କରାଯିବ ବୋଲି  ଏକ ଧମକପୂର୍ଣ୍ଣ ଭିଡିଓ ପରିବାର ଲୋକଙ୍କୁ ପଠାଇଛନ୍ତି। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ।  ଭିଡିଓ ପାଇବା ପରେ ଏବେ ଚିନ୍ତାରେ ପଡ଼ିଛନ୍ତି ପରିବାର ଲୋକେ। ବାଲେଶ୍ୱର ଜିଲ୍ଲା ସୋର ଥାନା କେଶପୁର ଗାଁର ତାପସ ମହାନ୍ତିଙ୍କୁ କିଛି ଦୁର୍ବୃତ୍ତ ପଣବନ୍ଦୀ କରି ରଖି ୮ ଲକ୍ଷ ଟଙ୍କା ଦାବି କରୁଛନ୍ତି। ଏନେଇ ଏକ […]

  • Tuesday, 13 July 2021
satyajit mohanty ips
ପୋଲିସ ସେବାରୁ ଅବସର ନେଲେ IPS ସତ୍ୟଜିତ

ଭୁବନେଶ୍ୱର: OPSCର ଚେୟାରମ୍ୟାନ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସତ୍ୟଜିତ ମହାନ୍ତି। ପୋଲିସ ବିଭାଗରେ ୩୩ ବର୍ଷ ଧରି କାମ କରିବା ପରେ ଗତକାଲି ସେ ପୋଲିସ ସେବାରୁ ଅବ୍ୟାହତି ନେଇଥିଲେ।  ୧୯୮୮ ବ୍ୟାଚ୍‌ର  IPS ସତ୍ୟଜିତ କାଲି ପୋଲିସ ସେବାରୁ ଅବସର ନେଇଥିଲେ । ସ୍ୱେଚ୍ଛାକୃତ ଅବସର ନେବା ପରେ ତାଙ୍କୁ କଟକରେ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଥିଲା । ପୋଲିସ ବିଭାଗରେ ସତ୍ୟଜିତ୍ ମହାନ୍ତି ଲମ୍ବା ସମୟ ଧରି ସଫଳତାର ସହ ନିଜ କାର୍ଯ୍ୟ ସମ୍ପାଦନ […]

  • Tuesday, 13 July 2021
tika-cm
କୋଭିଡ ଟିକା ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର:  ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତ ଲୋକଙ୍କ ପାଇଁ ଆଜିଠୁ ଆରମ୍ଭ ହୋଇଛି ଟିକାକରଣ କାର୍ଯ୍ୟକ୍ରମ । ୬୦ ବର୍ଷରୁ ଅଧିକ ବୟସର ଲୋକେ ପରିଚୟପତ୍ର ଦେଖାଇ ଟିକା ନେଇପାରିବେ । ୪୫ ବର୍ଷରୁ ଅଧିକ ଓ ୬୦ ବର୍ଷର କମ୍ ବୟସର ଲୋକେ ଯେଉଁମାନେ କି ବହୁବିଧ ରୋଗରେ ପୀଡ଼ିତ, ସେମାନେ ଡାକ୍ତରୀ ସାର୍ଟିଫିକେଟ ଦେଖାଇବେ। ଉଭୟ ସରକାରୀ ଓ ପ୍ରାଇଭେଟ ହସ୍ପିଟାଲରେ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି […]

  • Tuesday, 13 July 2021
school'
ଆଜିଠୁ ଆରମ୍ଭ ହେଲା ସକାଳୁଆ ସ୍କୁଲ

ଭୁବନେଶ୍ୱର: ଆଜିଠୁ ହେବ ସକାଳୁଆ ସ୍କୁଲ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠୁ ସକାଳ ୭ରୁ ଦିନ ଗୋଟାଏ ଯାଏଁ ସ୍କୁଲ ଖୋଲିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଥାଉ କି, ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ନବମ ଓ ଏକାଦଶ ଶ୍ରେଣୀ ପାଇଁ ପାଠପଢା ହେବ। ସେହିପରି ୯ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢା ହେବ। ସ୍କୁଲ ଗୁଡିକରେ […]

  • Tuesday, 13 July 2021
VSSUT
ଭିସୁଟ୍‌ର ଅଫ୍‌ ଲାଇନ ପରୀକ୍ଷା ସ୍ଥଗିତ

ବୁର୍ଲା: ବୁର୍ଲା ଭିସୁଟ୍‌ (Veer Surendra Sai University of Technology) ରେ ଆଜି ହେବାକୁ ଥିବା ଅଫଲାଇନ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । କରୋନା ସଂକ୍ରମଣ ପାଇଁ ଅଫ୍‌ ଲାଇନ ପରୀକ୍ଷାକୁ ବନ୍ଦ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶନାମା ଆସିବା ପର୍ଯ୍ୟନ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏନେଇ ନୋଟିସ ଜାରି କରିଛନ୍ତି ଭିସୁଟ୍ କୁଳପତି। ଅଚାନକ୍ ସଂକ୍ରମଣ ବୃଦ୍ଧି ପରେ, ବିଶ୍ୱବିଦ୍ୟାଳୟକୁ ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଏଥିସହ ଭିସୁଟ୍ ଅଞ୍ଚଳକୁ ସଟଡାଉନ ଘୋଷଣା […]

  • Tuesday, 13 July 2021
marriage
ବାହା ହେବା ପାଇଁ ଆସିଲେ ୧୪ ଦିନ କ୍ୱାରେଣ୍ଟିନ୍‌ରେ ରହିବେ ବର

ରାଉରକେଲା: ଜୁଲାଇ ଆରମ୍ଭରୁ ମହାମାରୀ କରୋନା ଭୟଙ୍କର ରୂପ ନେଲାଣି। ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଏପରି ସ୍ଥିତିରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଉରକେଲାରେ କଟକଣା ଜାରି କରାଯାଇଛି। ପୂର୍ବରୁ ୧୪ଟି ଜିଲ୍ଲାର ଲୋକଙ୍କୁ ରାଉରକେଲା ଆସିବା ଉପରେ କଟକଣା ଲାଗିଥିବା ବେଳେ ଏବେ ରାଉରକେଲାକୁ ବାହା ହେବାକୁ ବର ଆସିଲେ ପ୍ରଥମେ ୧୪ ଦିନ କ୍ୱାରେଣ୍ଟିନ୍‌ରେ ରହିବାକୁ ପଡ଼ିବ। ଏ ନେଇ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଏହି […]

  • Tuesday, 13 July 2021
maoist
୪ କ୍ୟାଡର ମାଓବାଦୀ ନିହତ

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧର ଶିର୍ଲା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ୪ ଜଣ କ୍ୟାଡର ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ନିହତ ୪ ଜଣ କ୍ୟାଡର ମାଓବାଦୀ BGN ଡିଭିଜନ୍‌ର ସଦସ୍ୟ ବୋଲି କୁହାଯାଉଛି। ନିହତ ମାଓବାଦୀଙ୍କ ଉପରେ ସରକାର ପୁରସ୍କାର ଘୋଷଣା କରିଥିଲେ। ଗୁଇନ୍ଦା ସୂଚନା ଆଧାରରେ ଆଜି ଭୋରରୁ ଡିଭିଏଫ୍ ଓ ଏସ୍ଓଜି ଯବାନ ମାଓବାଦୀଙ୍କ କ୍ୟାମ୍ପ ଉପରେ ମିଳିତ ଭାବେ ଚଢ଼ଉ କରିଥିଲେ। ଏହି […]

  • Tuesday, 13 July 2021
RI
ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ RI

ନୂଆପଡ଼ା: ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆର୍‌.ଆଇ.। ବାଲିଘାଟ କରାଇ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ନୂଆପଡା ଜିଲ୍ଲା ଖଡିଆଳ ତହସିଲ ତୁକୁଲାର ଆର୍‌.ଆଇ. ଦୀନମଣି ରାଉତରାୟ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ବାଲିଘାଟ କରାଇ ଦେବା ପାଇଁ ଆର୍‌.ଆଇ. ଦୀନମଣି ଜଣେ ବ୍ୟକ୍ତିଙ୍କ ନିକଟରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଚଢାଉ କରାଯାଇଥିଲା। ଦୀନମଣିଙ୍କ ସରକାରୀ ଅଫିସ୍‌ ଓ […]

  • Tuesday, 13 July 2021
cyber loot
୫୦ ହଜାର ଲୁଟିନେଲେ, ଠକେଇ ଅଭିଯୋଗରେ ଫସେଇ ଦେଲେ ସାଇବର ଲୁଟେରା

ପାରାଦୀପ(ରମାକାନ୍ତ ନାୟକ): ଠକେଇର ନୂଆ ତରିକା। ସାଇବର୍ ଠକଙ୍କ ଟାର୍ଗେଟରେ ଏବେ ଫସିଛନ୍ତି ସାଧାରଣ ଲୋକ। ଋ଼ଣ ଦେବା ବାହାନାରେ ବ୍ୟାଙ୍କ ଆକାଉଣ୍ଟରେ ହୋଇଛି ଲକ୍ଷାଧିକ ଟଙ୍କାର ଟ୍ରାନ୍‌ଜାକ୍ସନ୍।  ଏଭଳି କିଛି ଅଭିଯୋଗ ଆସିଛି ପାରାଦୀପ ଷଣ୍ଢକୁଦ ଅଞ୍ଚଳରୁ। ଏହି ଘଟଣାରେ ସ୍ଥାନୀୟ ବିଶ୍ୱଜିତ ଜେନା ନାମକ ଜଣେ ରଙ୍ଗ ମିସ୍ତ୍ରୀଙ୍କୁ କୋଲକାତା ଜିଆରପି ଉଠାଇ ନେଇ ପଚରାଉଚରା କରୁଛି। ବିଶ୍ୱଜିତଙ୍କ ଆକାଉଣ୍ଟରେ ୧୩ ଲକ୍ଷରୁ ଅଧିକ ଟଙ୍କା ସନ୍ଦେହଜନକ ଟ୍ରାନ୍‌ଜାକ୍ସନ୍ ହୋଇଥିବା ଜଣାପଡ଼ିଛି। ପୋଲିସ ଘଟଣାର […]

  • Tuesday, 13 July 2021
puri
ଆଜିଠୁ ଜିଲ୍ଲା ବାହାର ଲୋକଙ୍କୁ ପୁରୀ ମନା

ପୁରୀ: ଆଜିଠୁ ଜିଲ୍ଲା ବାହାରର କୌଣସି ବ୍ୟକ୍ତି ପୁରୀ ଜିଲ୍ଲାକୁ ପ୍ରବେଶ କରିପାରିବେ ନାହିଁ। ଏ ନେଇ କଟକଣା ଜାରି କରାଯାଇଛି। ଅତ୍ୟାବଶ୍ୟକୀୟ ସେବା କିମ୍ବା କୌଣସି ଜରୁରୀ କାର୍ଯ୍ୟ ନ ଥିଲେ ପୁରୀ ଜିଲ୍ଲାକୁ ପ୍ରବେଶ ନିମନ୍ତେ ଅନୁମତି ଦିଆଯିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ପୁରୀ ଜିଲ୍ଲାର ପ୍ରବେଶ ପଥ ଗୁଡ଼ିକରେ କଡ଼ାକଡ଼ି ଯାଞ୍ଚ କରିବାକୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିବା ନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ କହିଛନ୍ତି। […]

  • Tuesday, 13 July 2021
medical team in kotia
ଚେତିଲେ ସରକାର; କୋଟିଆକୁ ପଠାଇଲେ ମେଡିକାଲ ଟିମ୍‌

ଭୁବନେଶ୍ୱର: ନେଡ଼ି ଗୋଡ଼ କହୁଣିକୁ ବୋହିବା ପରେ ପଶିଛି ଚେତା। କୋଟିଆରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରାଇବା ପରେ ତତ୍ପରତା ଦେଖିଇଛନ୍ତି ଓଡ଼ିଶା ସରକାର। କୋଟିଆକୁ ମେଡିକାଲ ଟିମ୍‌ ପଠାଇଛନ୍ତି। କୋଟିଆରେ ରାଜ୍ୟର ମେଡିକାଲ୍ ଟିମ୍ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିଛି। ପଞ୍ଚାୟତର ବିଭିନ୍ନ ଗାଁକୁ ସ୍ୱାସ୍ଥ୍ୟଟିମ୍‌ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିଛିା ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ସମେତ ଫାର୍ମାସିଷ୍ଟକୁ ନେଇ ଗଠିତ ୩ଟି ମୋବାଇଲ୍ ଟିମ୍ ଗାଁ ଗାଁକୁ ଯାଇଛନ୍ତି। ଲୋକଙ୍କ ସହ ସିଧାସଳଖ କଥା […]

nayagarh
‘ଈଶ୍ୱରଙ୍କ ଦୃଷ୍ଟିରେ କେହି ଅକ୍ଷମ କି ଅସହାୟ ନୁହଁନ୍ତି’

ଭୁବନେଶ୍ୱର: ‘ଈଶ୍ଵରଙ୍କ ସୃଷ୍ଟିରେ ସମସ୍ତେ ସକ୍ଷମ। ଅକ୍ଷମ, ଭିନ୍ନକ୍ଷମ ବା ଅସହାୟ କେହି ବି ନୁହନ୍ତି। ସମସ୍ତେ ତାଙ୍କର ସନ୍ତାନ। ପରସ୍ପର ପ୍ରତି ମାନସିକ, ଶାରିରୀକ ଓ ଆର୍ଥିକ ସହଯୋଗର ହାତ ବଢାଇଲେ ସୁସ୍ଥ ସମାଜଟିଏ ଗଢିଉଠିବ। ଏଥିପାଇଁ ସମସ୍ତେ ପ୍ରୟାସ କରିବା ନିତାନ୍ତ ଆବଶ୍ୟକ।’ ଦିବ୍ୟାଙ୍ଗମାନଙ୍କୁ ସହାୟତାର ହାତ ବଢାଇବା ସହ ତାଙ୍କ ଉଦ୍ଦେଶ୍ୟରେ ଏପରି ମର୍ମସ୍ପର୍ଶୀ କଥା କହି ସେମାନଙ୍କ ମନୋବଳ ବଢାଇଥିଲେ ଏସେଲ୍‌ ଲେଡିଜ୍ କ୍ଲବ୍ ସମ୍ପାଦିକା ନୀରା ସିଂ। ନୟଗଡ଼ ଜିଲ୍ଲା […]

  • Tuesday, 13 July 2021
binika contractor
ଥାନା ଭିତରେ କିରୋସିନ ଢାଳି ଯୁବ ଠିକାଦାରଙ୍କ ଆତ୍ମାହୁତି ଉଦ୍ୟମ

ବିନିକା: ଆତ୍ମାହୁତି ଉଦ୍ୟମ ଅଭିଯୋଗ ଯେମିତି ରାଜ୍ୟ ପୋଲିସ ପ୍ରଶାସନର ନିଦ ହଜାଇ ଦେଇଛି। ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମକୁ ରୋକିବା ଲାଗି ପୋଲିସ ପ୍ରଶାସନ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବାବେଳେ ରାଜ୍ୟର ଅନ୍ୟ ସ୍ଥାନରେ ବି ନ୍ୟାୟ ଦାବିରେ ଲୋକେ ଏପରି ଉଦ୍ୟମ କରୁଛନ୍ତି। ଯାହାକୁ ରୋକିବା ପାଇଁ କାଠିକର ପାଠ ହୋଇପଡ଼ିଛି। ନିକଟରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଭିତରେ ଜଣେ ଯୁବ ଠିକାଦାର କୌଣସି ଘଟଣାକୁ ନେଇ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଠିକାଦାର ଜଣକ […]

  • Tuesday, 13 July 2021
BHARAT-BAND
ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ; ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ

କଟକର:ଆଜି ଭାରତ ବନ୍ଦ। ଦୋକାନ, ବଜାର, ବ୍ୟବସାୟ ପ୍ରତିଷ୍ଠାନ ସମେତ ଯାନବାହନ ଚଳାଚଳ ବନ୍ଦ ରହିଛି। ଜିଏସ୍‌ଟି  ଏବଂ E-WAY ବିଲ୍ ଭଳି ଏକାଧିକ ପ୍ରସଙ୍ଗ ବିରୋଧରେ ଟ୍ରେଡ୍ ୟୁନିୟନ୍ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛି କଟକ ନଗର ବ୍ୟବସାୟୀ ମହାସଂଘ। କେବଳ କଟକ ନୁହେଁ, ଦେଶର ପ୍ରାୟ ୪୦ ହଜାର ଟ୍ରେଡ୍ ଆସୋସିଏସନ୍ ବି ସମର୍ଥନ ଜଣାଇଛି। ଏହି ବନ୍ଦ ଡାକରା ପ୍ରଭାବରେ ଆଜି ପ୍ରାୟ ୨୦ […]

  • Tuesday, 13 July 2021
marriage function
ହୋଟେଲ ମାଲିକଙ୍କ ପୁଅ ବାହା ଘରରେ କୋଭିିଡ୍-୧୯‌ ନିୟମ ଖୋଲାଖୋଲି ଉଲ୍ଲଘଂନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନା ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ସବୁଠାରୁ ଅଧିକ। ଏହି ଜିଲ୍ଲାରେ ଯେପରି କରୋନା ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି ତାହା ପ୍ରଶାସନର ନିଦ ହଜାଇ ଦେଇଛି। ଏପରି ପରିସ୍ଥିତିରେ ବ୍ରହ୍ମପୁରରେ ଜଣେ ହୋଟେଲ ମାଲିକଙ୍କ ପୁଅ ବାହା ଘରରେ କୋଭିିଡ୍-୧୯‌ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗ ହୋଇଛି। ବିବାହ ଶୋଭାଯାତ୍ରାରେ କୋଭିଡ୍‌ ନିୟମକୁ ସମ୍ପୂର୍ଣ୍ଣ ଭାବରେ ଉଲ୍ଲଂଘନ କରାଯାଇଛି। ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। […]

  • Tuesday, 13 July 2021
maa-kolaru
ଗେଲ କରିବାକୁ ଆସି ମା’ କୋଳରୁ ନେଇଗଲେ ୪ ଦିନର ଶିଶୁକନ୍ୟା

ବାରିପଦା: ମା’ କୋଳରୁ ପୁଣି ଶିଶୁକନ୍ୟା ଚୋରି ! ନବଜାତ ଶିଶୁକୁ ଦେଖିବାକୁ ଆସି ପ୍ରଥମେ ସମ୍ପର୍କ ଯୋଡ଼ିଲେ। ତା’ ପରେ ଗେଲ କରବାକୁ ଆସିଲେ। ଆଉ ଶେଷରେ ସାମାନ୍ୟ ଅନ୍ୟମନସ୍କତାରେ ଶିଶୁକନ୍ୟାକୁ ଚୋରି କରି ନେଇଗଲେ। ଏମିତି ଘଟଣା ଘଟିଛି ବାରିପଦା ପିଆରଏମ ମେଡିକାଲ କଲେଜ ପ୍ରସୂତି ବିଭାଗରେ। ବାରିପଦ ମେଡିକାଲ କଲେଜ ପ୍ରସୂତି ବିଭାଗରେ ଜଣେ ମହିଳା ୪ ଦିନ ତଳେ ଶିଶୁକନ୍ୟା ଜନ୍ମ ଦେଇଥିଲେ। ସନ୍ତାନ ଜନ୍ମ ପରେ ପରେ ଦୁଇଜଣ ମହିଳା […]

  • Tuesday, 13 July 2021
iic
ବାଲେଶ୍ୱର ଟାଉନ ଥାନା ଆଇଆଇସି ନିଖୋଜ !

ବାଲେଶ୍ୱର: ଜୁନ୍‌ ୧ରୁ ବାଲେଶ୍ୱର ଟାଉନ ଥାନା ଆଇଆଇସି ସରୋଜିନୀ ନାୟକଙ୍କ କୌଣସି ପତ୍ତା ମିଳୁନାହିଁ। ତାଙ୍କୁ ଫୋନ୍ କଲେ ମଧ୍ୟ ସେ ଫୋନ୍‌ ଉଠାଉ ନାହାନ୍ତି। ଏପରିକି ଅନେକ ସମୟରେ ତାଙ୍କର ଫୋନ୍‌‌ ସ୍ୱିଚ୍‌ ଅଫ୍‌ ଆସୁଛି। ଏ ନେଇ ବାଲେଶ୍ୱର ଏସ୍‌ପି ସୂଚନା ଦେଇଛନ୍ତି। ଗତ ୧ ତାରିଖରେ ଏକ ଜମିଜମା ବିବାଦର ସମାଧନ ପାଇଁ ବାଲେଶ୍ୱର ଟାଉନ ଥାନା ସବ୍‌ ଇନ୍ସପେକ୍ଟର ବିମଳ କର ଜଣେ ଦଲାଲଙ୍କଠାରୁ ୨୫ ହଜାର ଟଙ୍କା ଲାଞ୍ଚ […]

  • Tuesday, 13 July 2021
vsut
ଆସନ୍ତା ୧୧ ଯାଏ VSSUT ବନ୍ଦ

ସମ୍ବଲପୁର: ଆସନ୍ତା ୧୧ ତାରିଖ ଯାଏ ବନ୍ଦ ରହିବ ବୁର୍ଲା ସ୍ଥିତ Veer Surendra Sai University of Technology(VSSUT)। କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ବିଶ୍ୱବିଦ୍ୟାଳୟ ବନ୍ଦ ନେଇ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ସମସ୍ତ କର୍ମଚାରୀଙ୍କୁ ହେଡ୍‌କ୍ୱାର୍ଟର୍ସ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କେହି ନିୟମ ଉଲ୍ଲଙ୍ଘନ କରନ୍ତି ତେବେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଜରିମାନା ଆଦାୟ କରାଯିବ ବୋଲି ଚେତାବନୀ ଦିଆଯାଇଛି। ତେବେ ହେଡ୍‌କ୍ୱାର୍ଟର୍ସ ବାହାରେ ଯେଉଁ କର୍ମଚାରୀ […]

  • Tuesday, 13 July 2021
youth missing
ମହାନଦୀକୁ ଡେଇଁଲେ ଯୁବକ

ବାଙ୍କୀ: କଟକ ଜିଲ୍ଲା ଜାତମୁଣ୍ଡିଆ ସୁବର୍ଣ୍ଣପୁର ବ୍ରିଜ୍‌ରୁ ଜଣେ ଯୁବକ ମହାନଦୀକୁ ଡେଇଁ ପଡ଼ିଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଯୁବକ ଜଣକ ମହାନଦୀକୁ ଡେଇଁ ପଡ଼ିଥିଲେ। ନିଖୋଜ ଯୁବକ ଜଣକ ସୁଣ୍ଠିପାଳ ଗାଁର ବନମାଳୀ ରାଉତ(୨୫)। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଯୁବକ ଜଣକ ଘରକୁ ଫେରିଥିଲେ। ଏହାପରେ ଘରେ ଖାଇ ପିଇ ଶୋଇଥିଲେ। ହେଲେ ବିଳମ୍ବିତ ରାତିରେ ବାଇକ୍‌ ଧରି ସେ ମହାନଦୀ ବ୍ରିଜ୍‌କୁ ଆସିଥିଲେ। ବ୍ରିଜ୍ ଉପରେ […]

  • Tuesday, 13 July 2021
rainfall
ଆହୁରି ୩ ଦିନ ବର୍ଷିବ ! ଏହିସବୁ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର: ଉତ୍ତର-ପୂର୍ବ ମଧ୍ୟପ୍ରଦେଶରୁ ଉତ୍ତର -ମଧ୍ୟ ମହାରାଷ୍ଟ୍ର ପର୍ଯ୍ୟନ୍ତ ଗୋଟିଏ ଟ୍ରପ୍‌ ଲାଇନ ସମୁଦ୍ର ପତନ ଠାରୁ ୩.୧ କି.ମି. ଉପରେ ରହିଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଜୁଲାଇ ୨ ଯାଏ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଜୁନ୍‌ ୩୦ରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା-ବଲାଙ୍ଗିର, ଦେବଗଡ, ସୋନପୁର, […]

anjana gangrape case
ଅଞ୍ଜନା ଗଣଦୁଷ୍କର୍ମ: ଗୋଟିଏ ଘଟଣା ବଦଳାଇ ଦେଇଥିଲା ସରକାର

ଭୁବନେଷ୍ୱର:୨୨ ବର୍ଷ ତଳର ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଓରଫ ବିବେକାନନ୍ଦ ବିଶ୍ୱାଳକୁ ଗିରଫ କରାଯାଇଛି। କମିସନରେଟ ପୋଲିସ ମହାରାଷ୍ଟ୍ରର ପୁଣେରୁ ତାକୁ ଗିରଫ କରିଛି। ପୁଣି ଲୋକଙ୍କ ମନେପଡି ଯାଉଛି ଏହି ଲୋମହର୍ଷଣକାରୀ ଘଟଣା, ଯାହାକି ସେତେବେଳେ ଓଡ଼ିଶା ରାଜନୀତିର ମୋଡ଼ ବଦଳାଇ ଦେଇଥିଲା। ୧୯୯୯ ମସିହା ଜାନୁଆରୀ ମାସ ୯ ତାରିଖ ରାତିରେ କଟକ-ଭୁବନେଶ୍ୱର ଉପକଣ୍ଠ, ବାରଙ୍ଗ ନିକଟରେ ଘଟିଥିଲା ଏହି ଘଟଣା। ଅଞ୍ଜନା ମିଶ୍ରଙ୍କର […]

arrest-khabar
ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା: ୨୨ ବର୍ଷ ପରେ ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ

ଭୁବନେଶ୍ୱର: ୨୨ ବର୍ଷ ତଳର ବହୁଚର୍ଚ୍ଚିତ  ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ୍ ପୋଲିସ। ଗିରଫ ମୁଖ୍ୟ ଅଭିଯୁକ୍ତର ନାମ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳ। ୨୨ ବର୍ଷ ପରେ ଧରାପଡ଼ିଛି ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ। ଏ ନେଇ ପ୍ରେସମିଟ୍‌ରେ  ସୂଚନା ଦେଇଛନ୍ତ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଏଠି ମନେପକାଇ ଦେବୁ,  ୧୯୯୯ ଜାନୁଆରୀ ୯ରେ ଘଟିଥିଲା ଏହି ବହୁଚର୍ଚ୍ଚିତ ଗଣଦୁଷ୍କର୍ମ। ବାରଙ୍ଗ ଥାନା ଅଞ୍ଚଳରେ କାର୍ ଭିତରେ […]